ଖବର ସଂଗ୍ରହ

.



ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

Anupambharat News Bureau | ଦେଶ | | 518 | Read...

ହରର୍‌ ଶୋ’ର ନକଲ କରି ଚାଲିଗଲା ଝିଅର ଜୀବନ

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍‌ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି । ଝିଅଟି ଗୋଟିଏ ଷ୍ଟìଲ୍‌ ଉପରେ ଠିଆ ହ



ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

Anupambharat News Bureau | ଦେଶ | | 517 | Read...

ସରିଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଆକ୍ସନ୍‌ ମୋଡରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ । ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା । ତେବେ



ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

Anupambharat News Bureau | ଦେଶ | | 516 | Read...

ବୋହୂକୁ ବଞ୍ଚାଇବାକୁ ଯାଇ ପୁଅକୁ ଗୁଳିକଲେ ମା’

କୋଲକାତା : ଚଳିତ ଦିନରେ ଶାଶୁ ବୋହୂଙ୍କ କଳି ସବୁବେଳେ ଶୁଣିବାକୁ ମିଳୁଥିବା ବେଳେ ପଶ୍ଚିମ ବଙ୍ଗରେ ଜଣେ ଶାଶୁ ବୋହୂ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହାୱଡା ଜିଲ୍ଲାର ସାଲିକାରେ ଜଣେ ଶାଶୁ ବୋହୂକୁ ବଞ୍ଚାଇବାକୁ ଯାଇ ନ



ଯୁବତୀକୁ ପ୍ରତାରଣା ଅଭିଯୋଗ : ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

Anupambharat News Bureau | ଓଡ଼ିଶା | | 515 | Read...

ଯୁବତୀକୁ ପ୍ରତାରଣା ଅଭିଯୋଗ :  ବିବାହ ବେଦୀରୁ ବରକୁ ଉଠାଇ ନେଲା ପୋଲିସ

ମାହାଙ୍ଗା,୨୫ା୬ (ଅନୁପମ ମିଡିଆ): ଜଣେ ଯୁବତୀକୁ ପ୍ରେମ କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ତା ନିକଟରୁ ଅର୍ଥ ହଡପ କରିବା ଓ ପରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିବା ଅଭିଯୋଗରେ ଆଜି ବିବାହ କରୁଥିବା ବରକୁ ପୋଲିସ ଉଠାଇ ଆଣିବା ଘଟ



ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

Anupambharat News Bureau | ଓଡ଼ିଶା | | 514 | Read...

ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ଅଭିଯୋଗ

କେନ୍ଦ୍ରାପଡା,୨୫ ।୬(ଅନୁପମ ମିଡ଼ିଆ) :କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସିାଳୟରେ ପୁଣି ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଅଳାଇଲୋ ଗ



ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

Anupambharat News Bureau | ଓଡ଼ିଶା | | 513 | Read...

  ଲାଂଚ ନେଇ ପୋଲିସ ଏଏସଆଇ ଗିରଫ

କଟକ,୨୫ା୬ (ଅନୁପମ ମିଡିଆ): ଜବତ ହୋଇଥିବା ଏକ ବାଇକକୁ ଏହାର ମାଲିକଙ୍କୁ ହସ୍ତାନ୍ତର କରିବା ନିମନ୍ତେ ତାଙ୍କଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କଟକ ଡିଭିଜନ ଭିଜିଲାନ୍ସ ଟିମ ଜାଲରେ ପଡି ଗରିଫ ହୋଇଛନ୍ତି କେନ୍ଦ୍ରାପଡା ଜ



ନକଲି ଡ଼ାକ୍ତର ଜେଲ ଗଲା

Anupambharat News Bureau | ଓଡ଼ିଶା | | 512 | Read...

ନକଲି ଡ଼ାକ୍ତର ଜେଲ ଗଲା

ଚଣ୍ଡିଖୋଲ,୨୫ା୬ (ଅନୁପମ ମିଡିଆ): ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ପରିଚୟ ଦେଇ ପ୍ରସୁତୀମାନଙ୍କୁ ଚିକିତ୍ସା କରୁଥିବା ନକଲି ଡ଼ାକ୍ତର ନିହାର ରଂଜନ ସାମଲ(୩୪)ଙ୍କୁ ବଡ଼ଚଣା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରି



ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

Anupambharat News Bureau | ଓଡ଼ିଶା | | 511 | Read...

ଏଣିକି ଚତୁର୍ଥ ଶନିବାର ସରକାରୀ ଛୁଟି

ଭୁବନେଶ୍ୱର, ୨୨ ।୬(ଅନୁପମ ମିଡିଆ): ଏଣିକି ରାଜ୍ୟ ସରକାରୀ କର୍ମଚାରୀ ମାନେ ଚତୁର୍ଥ ଶନିବାର ମଧ୍ୟ ଛୁଟି ପାଇବେ । ଶନିବାର ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ସେହିପରି କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ



ବିଜେପିରେ ଅଶ୍ୱିନୀ ବୈଷ୍ଣବ

Anupambharat News Bureau | ଓଡ଼ିଶା | | 510 | Read...

 ବିଜେପିରେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ୨୨ା୬ (ଅନୁପମ ମିଡିଆ) : ପୂର୍ବତନ ଆଇଏଏସ୍‌ ଅଶ୍ୱିନୀ ବୈଷ୍ଣବ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଅସି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି



ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ

Anupambharat News Bureau | ଓଡ଼ିଶା | | 509 | Read...

 ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ

ଭୁବନେଶ୍ୱର, ୨୨ା୬ (ଅନୁପମ ମିଡିଆ) : ରାଜ୍ୟରେ ୧୦ରୁ କମ୍‌ ଛାତ୍ରଛାତ୍ରୀ ପଢ଼ୁଥିବା ପ୍ରାଥମିକ ସ୍କୁଲଗୁଡ଼ିକୁ ବନ୍ଦ କରି ଦେବାକୁ ଘୋଷଣା କରାଯାଇଥିବା ବେଳେ ଏହି ସ୍କୁଲରେ ଥିବା ଛାତ୍ରଛାତ୍ରୀ ମାନେ ନିକଟସ୍ଥ ସ୍କୁଲରେ ପଢ଼ିବେ



ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ

Anupambharat News Bureau | ଓଡ଼ିଶା | | 508 | Read...

ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ

ବିରଜାକ୍ଷେତ୍ର,୨୨ା୬ (ଅନୁପମ ମିଡିଆ): ଶୁକ୍ରବାର ଦିନ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଜନୈକା ପ୍ରସୂତୀ ମହିଳାଙ୍କୁ ପ୍ରସବ ନିମନ୍ତେ ସଂପୃକ୍ତ ଡାକ୍ତର ଜଣକ ୨ ହଜାର ଟଙ୍କା ମାଗିବା ଓ ପରେ ଅବସ୍ଥା ଗୁରୁତର ବୋଲି ଦର୍ଶାଇ କଟକ ବଡ଼



ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର

Anupambharat News Bureau | ଓଡ଼ିଶା | | 507 | Read...

 ଡା. ରଞ୍ଜନ ଏମ୍ସ ପିଜି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟªର

ଜଳେଶ୍ୱର,୨୨ା୬ (ଅନୁପମ ମିଡିଆ): ଦୃଢ ଇଚ୍ଛାଶକ୍ତି ଓ ଆତ୍ମ ବିଶ୍ୱାସ ହେଉଛି ସଫଳତାର ମୂଳ ମନ୍ତ୍ର । ସର୍ବଭାରତୀୟ ସ୍ତରରେ ଓଡିଶାର ଯୁବ ଡାକ୍ତର ରଂଜନ କୁମାର ସାହୁ ଏମ୍ସ୍‌ ପିଜି ଏଣଫା୍ରନ୍ସ୍‌ ପରୀକ୍ଷାରେ ଟªର ହୋଇ ଓଡିଶାର



ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି

Anupambharat News Bureau | ଓଡ଼ିଶା | | 506 | Read...

ଦୁଷ୍କର୍ମ ଅଭିଯୋଗ ଆଣି ମହିଳା ହଟହଟା... ବୟାନରେ ତାଳମେଳ କି ଅଭିଯୋଗର ପ୍ରମାଣ ନାହିଁ : ଏସିପି

ଭୁବନେଶ୍ୱର,୨୨ା୬ (ଅନୁପମ ମିଡିଆ): ଦେଶରେ ମହିଳାମାନଙ୍କ କ୍ଷେତ୍ରରେ ବଳାତ୍କାର ଭଳି ଅପରାଧକୁ ରୋକିବା ପାଇଁ ସରକାର କଡା ନିୟମ ପ୍ରଣୟନ କରୁଥିବା ବେଳେ କେତେକ ନସ୍ତ୍ୟ ସ୍ୱାର୍ଥବାଦୀ ବ୍ୟକ୍ତି ଏବଂ ମହିଳା ନିଜର ବ୍ୟକ୍ତିଗତ ସ୍



ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ

Anupambharat News Bureau | କ୍ରୀଡ଼ା | | 505 | Read...

ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ

ଲିଡ୍ସ,୨୧ ।୬: ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥୁ୍ୟସ୍‌ ଓ ଲସିଥ୍‌ ମାଲିଙ୍ଗାଙ୍କ ଦାୟିତ୍ୱପୂର୍ଣ୍ଣ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଶୁକ୍ରବାର ବିଶ୍ୱକପ୍‌ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଟାଇଟଲ୍‌ ଫେଭରିଟ୍‌ ଇ



ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ :କମିଲା ପାସ୍‌ ହାର , ପୁଣି ଝିଅ ଆଗରେ

Anupambharat News Bureau | ଓଡ଼ିଶା | | 504 | Read...

ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ :କମିଲା ପାସ୍‌ ହାର ,  ପୁଣି ଝିଅ ଆଗରେ

ଭୁବନେଶ୍ୱର, ୨୧ ।୬ (ଅନୁପମ ମିଡିଆ): ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏହାସହ ଧନ୍ଦାମୂଳକ ଶିକ୍ଷାର ରେଜଲଫ ମଧ୍ୟ ବାହାରିଛି । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ



ଓଡିଶା ଛୁଇଁଲା ମୌସୁମୀ

Anupambharat News Bureau | ଓଡ଼ିଶା | | 503 | Read...

ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୨୧ ।୬(ଅନୁପମ ମିଡିଆ):ଓଡିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡିଶାକୁ ମୌସୁମୀ ଛୁଇଁବ । ଏହା ପ୍ରଭାବରେ ୨ରୁ ୩ ଦିନ ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭା



ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା

Anupambharat News Bureau | ଓଡ଼ିଶା | | 502 | Read...

 ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା

ଭୁବନେଶ୍ୱର, ୨୧ ।୬ ।(ଅନୁପମ ମିଡିଆ): ରାଜ୍ୟସଭାରେ ଖାଲିଥିବା ଓଡିଶାର ୩ ଟି ସାଂସଦ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅମର ପଟ୍ଟନାୟକ, ସସ୍ମିତ୍‌ ପାତ୍ର



ଯୋଗ ମୁଦ୍ରାରେ ସାରା ଦେଶ

Anupambharat News Bureau | ଦେଶ | | 501 | Read...

ଯୋଗ ମୁଦ୍ରାରେ ସାରା ଦେଶ

ରାଞ୍ଚି ,୨୧ ।୬ (ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସାରା ଦେଶରେ ଯୋଗାଭ୍ୟାସ ଦେଖିବାକୁ ମିଳିଛି । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବର୍ଗଙ୍କୁ ଆଜି ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା । ଝାଡ଼ଖଣ



ଅମ୍ବାଦଳାରେ ଡ଼ବଲ ମର୍ଡ଼ର

Anupambharat News Bureau | ଓଡ଼ିଶା | | 500 | Read...

ଅମ୍ବାଦଳାରେ ଡ଼ବଲ ମର୍ଡ଼ର

ଅମ୍ବାଦଳା,୨୧ ।୬ (ଅନୁପମ ମିଡ଼ିଆ): ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାପଟା ଗ୍ରାମରେ ଆଜି ଗୁଣି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।ସୁକଲାପଟା ଗ୍ରାମରେ ଗତ କିଛି ଦିନ ଧରି ଗୁଣି ଗାରେଡ଼ି ନେଇ ଏକପ୍ରକାର



ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

Anupambharat News Bureau | ଓଡ଼ିଶା | | 499 | Read...

ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଭୁବନେଶ୍ୱର,୨୧ା୬ (ଅନୁପମ ମିଡ଼ିଆ) : ସହିଦଙ୍କ ଶବରେ ଦଳୀୟ ପତାକା ପକାଇ ବିଜେଡି ଏବେ ଅଡୁଆରେ । ଏହି ଘଟଣାକୁ ନେଇ ଚାରିଆଡୁ ବିଜେଡିକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଛି । ବିଜେପି ଏଥିରେ ପାଦେ ଆଗକୁ ଯାଇ ଦଳର ସୁପ୍ରିମୋ ମୁଖ



ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

Anupambharat News Bureau | ଓଡ଼ିଶା | | 498 | Read...

ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

ସୁନ୍ଦରଗଡ଼,୨୧ା୬(ଅନୁପମ ମିଡ଼ିଆ) : ପାଟଣାଗଡ଼ର ବିଜେଡି ବିଧାୟକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍‌ବସ୍‌ କରିବା ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ଆଜି ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସରକାରୀ କର୍



ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

Anupambharat News Bureau | ଦେଶ | | 497 | Read...

ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

ନୂଆଦିଲ୍ଲୀ: ପୂର୍ବ ଏନ୍‌ଡ଼ିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ୍‌ ତଲାକ୍‌’ ବିଲ୍‌ ନୂଆ ରୂପରେ ଆଜି ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନ୍ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କ ହୋ-ହ



ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

Anupambharat News Bureau | ଦେଶ | | 496 | Read...

ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

କୁଲ୍ଲì: ହିମାଚଳ ପ୍ରଦେଶର କୁଲ୍ଲì ଜିଲ୍ଲାରେ ଗୁରୁବାର ଏକ ମର୍ମ;ୁଦ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୪୪ ଜଣ ଯାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବଞ୍ଜର ଅଞ୍ଚଳର ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ କିଛି ଆହତ



କଲେଜ ଛାତ୍ର ହତ୍ୟା ଘଟଣା: ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

Anupambharat News Bureau | ଓଡ଼ିଶା | | 495 | Read...

କଲେଜ ଛାତ୍ର ହତ୍ୟା ଘଟଣା:  ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

ରାୟଗଡା, ୨୧ା୬ (ଅନୁପମ ମିଡିଆ) : ରାୟଗଡା କଲେଜ ଛାତ୍ର ଏମ୍‌. ସୁରେଶ କୁମାର ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ୍‌ । ତ୍ରିକୋଣୀୟ ପ୍ରେମ ସଂପର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସ୍ପଷ୍ଟ କରିଛି । ହତ୍ୟାକାଣ୍ଡରେ



ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

Anupambharat News Bureau | ଓଡ଼ିଶା | | 494 | Read...

ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ  ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

ଭଦ୍ରକ,୨1୬ (ଅନୁପମ ମିଡିଆ): ଇତିମଧ୍ୟରେ ଭଦ୍ରକ ୧୬ ନଂ ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ସଡକ ଦୁର୍ଘଟଣାକୁ ପ୍ରାୟ ବର୍ଷେ ପୂରିବାକୁ ଯାଉଛି । ଏହି ମର୍ମ;ୁଦ ଟ୍ରକ୍‌ ଦୁର୍ଘଟଣାରେ ବେପରୁଆ ଟ୍ରକ୍‌ ଚାଳକର ଦାୟିତ୍ୱ ହୀ



ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

Anupambharat News Bureau | ଓଡ଼ିଶା | | 493 | Read...

ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର, ୨୧ ।୬ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨ କଳା ଓ ବାଣିଜ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଥିବା ବେଳେ ଏଥିରେ କିସର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଦୀଘ ୧୦ ବର



ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

Anupambharat News Bureau | ଓଡ଼ିଶା | | 492 | Read...

ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

କେନ୍ଦ୍ରାପଡା, ୨୦ା୬(ଅନୁପମ ମିଡିଆ): କ୍ରାଇମବ୍ରାଂଚ ଏଷ୍ଟିଏଫ ମଙ୍ଗଳବାର ରାତି ପ୍ରାୟ ୪ଟା ସମୟରେ କେନ୍ଦ୍ରାପଡା ସହରର ଦିଲାରପୁରରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଜୀବାବୁ,ଚିତୋ ଏବଂ ଟିଟୋର ସଢୁ ମୁନା ଘର ଉପରେ ଚଢାଉକରି ଜ



ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

Anupambharat News Bureau | ଓଡ଼ିଶା | | 491 | Read...

ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ପୋଲସରା,୧୯ା୬(ଅନୁପମ ମିଡ଼ିଆ): ପୋଲସରା ଥାନା ସ୍ଥିତ ଇଚ୍ଛାପୁରରେ ଗୋଷ୍ଠୀ ସଂଘର୍ଷରେ ସୁଶାନ୍ତ କୁମାର ନାୟକଙ୍କ ମୃତୁ୍ୟ ଘଟିଥିବା ବେଳେ ଆଠଜଣ ଆହତ ହୋଇଛନ୍ତି । ଘଟଣାକୁ ନେଇ ଏଯାବତ୍‌ ଥାନାରେ ଏତଲା ହୋଇନଥିବା ବେଳେ ଗ୍ରାମ ପ



ମହେଶ୍ୱର ହତ୍ୟା ମାମଲା, ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ

Anupambharat News Bureau | ଓଡ଼ିଶା | | 490 | Read...

ମହେଶ୍ୱର ହତ୍ୟା ମାମଲା,  ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୯ ।୬ (ଅନୁପମ ମିଡ଼ିଆ) : ସଦର ଥାନା ଅନ୍ତର୍ଗତ ଫୁଲ୍‌ଟାରେ ୨୦୦୭ ମସିହାରେ ଅସାମାଜିକ ତତ୍ତ୍ୱ ଦମନ ନାଁରେ ମହେଶ୍ୱର ସାସମଲଙ୍କୁ ହତ୍ୟା ପରେ ପୋଡ଼ି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ସଞ୍ଜୟ କୁମାର ସା



ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

Anupambharat News Bureau | ଓଡ଼ିଶା | | 489 | Read...

ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

ସମ୍ବଲପୁର,୧୯ା୬ଡ(ଅନୁପମ ମିଡ଼ିଆ): ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ଅଧିକ ନଥିବାରୁ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ଲୋକେ ଭୟରେ ଘରୁ



ଓଜେଇଇ ରେଜଲଫ ଏମ୍‌ବିଏରେ ପ୍ରଦୀପ, ଏମ୍‌ସିଏରେ ସ୍ମିତାରାଣୀ ଟªର

Anupambharat News Bureau | ଓଡ଼ିଶା | | 488 | Read...

ଓଜେଇଇ ରେଜଲଫ ଏମ୍‌ବିଏରେ ପ୍ରଦୀପ, ଏମ୍‌ସିଏରେ ସ୍ମିତାରାଣୀ ଟªର

ଭୁବନେଶ୍ୱର, ୧୯ା୬ (ଅନୁପମ ମିଡିଆ) : ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୧୯(ଓଜେଇଇ)ର ଫଳ ପ୍ରକାଶ ପାଇଛି । ଉଭୟ ଅନଲାଇନ ଓ ଅଫ୍‌ଲାଇନ ରେଜଲଫ ପ୍ରକାଶ ପାଇଛି । ଏମ୍‌ବିଏରେ ପ୍ରଦୀପ କୁମାର କମ୍ପ ଟªର ହୋଇଛନ୍ତି । ଏ



୨୧ରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ

Anupambharat News Bureau | ଓଡ଼ିଶା | | 487 | Read...

୨୧ରେ ଯୁକ୍ତ ଦୁଇ  କଳା, ବାଣିଜ୍ୟ ରେଜଲଫ

ଭୁବନେଶ୍ୱର, ୧୯ା୬ (ଅନୁପମ ମିଡିଆ): ଆସନ୍ତା ୨୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ଏହି ସୂଚନା ଦେ



ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

Anupambharat News Bureau | ଦେଶ | | 486 | Read...

ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ,୧୯ା୬: ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଆଜି ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଆଜି ଏହି ପଦବୀ ଲାଗି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଓମ୍‌ ବିର୍ଲାଙ୍କ ପ୍ରାର୍ଥିତ



ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

Anupambharat News Bureau | ଓଡ଼ିଶା | | 485 | Read...

ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

ଭୁବନେଶ୍ୱର,୧୯ା୬(ଅନୁପମ ମିଡ଼ିଆ): କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ ହେବା ପରଠୁ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାର କୌଣସି ସୁଯୋଗକୁ ଶାସକ ବିଜେଡି ହାତଛଡ଼ା କରୁନାହିଁ । ବିଜେଡ



ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ

Anupambharat News Bureau | ଓଡ଼ିଶା | | 484 | Read...

ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ

ମାଲକାନଗିରି , ୧୯ା୬ (ଅନୁପମ ମିଡିଆ): ନକ୍ସଲମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଆଦେ ନୂଆ କଥା ନୁହେଁ । କି;ୁ ଏହିସବୁ ହତିଆର ମଧ୍ୟରେ ପାକିସ୍ତାନରେ ର୍ନିମିତ ବନ୍ଧୁକ ମିଳିବା ଛତିଶଗଡ଼ ପୁଲିସର ଚିନ୍ତା ବାଇ ଦେଇଛି ।



ପାଣି ପାଇଁ ଚେନ୍ନାଇରେ ହାହାକାର

Anupambharat News Bureau | ଦେଶ | | 483 | Read...

ପାଣି ପାଇଁ ଚେନ୍ନାଇରେ ହାହାକାର

ଚେନ୍ନାଇ: ଦେଶର ଅଳ୍ପ ସ୍ଥାନରେ ମୌସୁମୀ ଛୁଇଁଥିୁବା ବେଳେ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିବାକୁ ବାକି ରହିଛିଛ ଇତିମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପାଣି ପାଇଁ ଘୋର ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଖରା ଯୋଗୁ ଭୂତଳ



୪୯ ବର୍ଷରେ ରାହୁଲ ଗାନ୍ଧି

Anupambharat News Bureau | ଦେଶ | | 482 | Read...

୪୯ ବର୍ଷରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗାନ୍ଧି ୪୯ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍‌ୱିଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍‌ୱିଟରେ ମୋଦି କହିଛନ୍ତି, ର



ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

Anupambharat News Bureau | ଦେଶ | | 481 | Read...

ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍‌ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ । ବର୍ତ୍ତମାନ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଏବଂ ତା



ବିହାରରେ ଥମୁନି ଶିଶୁ ମୃତ୍ୟୁ

Anupambharat News Bureau | ଦେଶ | | 480 | Read...

ବିହାରରେ ଥମୁନି ଶିଶୁ ମୃତ୍ୟୁ

ପାଟନା : ବିହାରର ମୁଜାଫରପୁର ଏବଂ ପାଖାପାଖି ଅଂଚଳରେ ଆକ୍ୟୁଟ ଇନସେଫଲାଇଟିସ୍‌ ସିଣ୍ଡ୍ରମ୍‌ ରେ ପୀଡିତ ହୋଇ ଏପର୍ଯ୍ୟନ୍ତ ପାଖାପାଖି ୧୧୨ଜଣଙ୍କର ମୃତ୍ୟୁ ଘଟିଛି । ଏହି ମଧ୍ୟରେ ରାଜ୍ୟରେ ଥିବା ଶାସକ ଏବଂ ବିପକ୍ଷ ଦଳର ନେତା



ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

Anupambharat News Bureau | ଓଡ଼ିଶା | | 479 | Read...

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

ଆଳି, ୧୯ା୬ (ଅନୁପମ ମିଡିଆ): ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକର ମଧ୍ୟସ୍ଥଳୀରେ ବହିଯାଇଥିବା ବ୍ରାହ୍ମଣୀ ନଦୀରେ ୨୦ଟି ବଉଳା କୁମ୍ଭୀର ଦୀର୍ଘଦିନ ଧର ରହିବା ଫଳରେ ପତ୍ରପୁର, ସୋରିଷଦା, ପାଟଣା, ସହିରା, ଦହିଅଣ୍ଟା, ବାଟିପଡା, ଗୋପା



ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

Anupambharat News Bureau | ଓଡ଼ିଶା | | 478 | Read...

 ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

କେନ୍ଦୁଝର, ୧୯ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା ଓଜେଇଇ(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା)ର ଲାଟେରାଲ ଏଣ୍ଟ୍ରି ବିଟେକରେ ରାଜ୍ୟରେ ଟªର ହୋଇଥିବା ଜଣ



ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

Anupambharat News Bureau | ଓଡ଼ିଶା | | 477 | Read...

ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ସାଲେପୁର,୧୯ା୬ (ଅନୁପମ ମିଡିଆ): କଟକ - ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ କୁଳିଆ ପର୍ଯ୍ୟନ୍ତ ଦୁର୍ଘଟଣାର ଜୋନ୍‌ ପାଲଟିଥିବା କୁହାଯାଉଛି । ଗତ ୬ମାସ ମଧ୍ୟରେ ଏହି ରାସ୍ତାର ଜଗତପୁର, ପୀରବଜାର, ପାଗା, କାଜିବଜାର, ନୃସିଂହବଜାର,



ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

Anupambharat News Bureau | ଓଡ଼ିଶା | | 476 | Read...

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଅନୁଗୋଳ,୧୯ା୬ (ଅନୁପମ ମିଡିଆ): ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗ୍ରାମରେ ସଂଘଟିତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌(ପକ୍‌ସୋ) ସୁରେ



ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

Anupambharat News Bureau | ଓଡ଼ିଶା | | 475 | Read...

ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

ଭଦ୍ରକ,୧୯ା୬ (ଅନୁପମ ମିଡିଆ): ଭଦ୍ରକ ଜିଲା ମୁଖ୍ୟ ଚିକିସିାଳୟ ଏବେ କେତେକ ସ୍ୱାସ୍ଥ୍ୟକର୍ମୀ (ନର୍ସ) ଓ ଅସାଧୁ ଡାକ୍ତରଙ୍କ ଚରାଭୂଇଁ ପାଲଟିଛି । ଯାହାଫଳରେ ଅର୍ଥ ନଦେଲେ ଗ୍ରାମାଞ୍ଚଳ ଓ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ସଠି



ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

Anupambharat News Bureau | ଓଡ଼ିଶା | | 474 | Read...

ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

ପୁରୀ ୧୮ା୬ (ଅନୁପମମିଡ଼ିଆ): ଦେବସ୍ନାନ ପୂର୍ଣ୍ଣିମାରେ ବିଗ୍ରହମାନେ ୧୦୮ ଗଡୁ ଜଳଲାଗି ହେବା ପରେ ଏବେ ଜ୍ୱରରେ ପୀଡିତ ହୋଇ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଥିବାରୁ ଅଣବସର ଘରେ ବିଶ୍ରାମ ନେଇଛନ୍ତି । ସେଠାରେ ଚାଲିଛି ମହାପ୍ର



ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

Anupambharat News Bureau | ଓଡ଼ିଶା | | 473 | Read...

ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

କଟକ,୧୮ା୬ (ଅନୁପମ ମିଡିଆ): ସମଗ୍ର ଦେଶରେ କଳାଧନ ଗଚ୍ଛିତ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଏସଆଇଟି ପକ୍ଷରୁ ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଶର ବରିଷ୍



ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

Anupambharat News Bureau | ଓଡ଼ିଶା | | 472 | Read...

ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

ଭୁବନେଶ୍ୱର, ୧୮ା୬ (ଅନୁପମ ମିଡିଆ) : ଭୁବନେଶ୍ୱର ଏମ୍ସରେ ମିଳିବ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ । ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନ



ବଢ଼ିଲା ଖରା ଛୁଟି ୨୬ରେ ଖୋଲିବ ସ୍କୁଲ

Anupambharat News Bureau | ଓଡ଼ିଶା | | 471 | Read...

ବଢ଼ିଲା ଖରା ଛୁଟି  ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୮ ।୬ । (ଅନୁପମ ମିଡିଆ) : ବୁଧବାରଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା । ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ମଙ୍ଗଳବାର ଖରା ଛୁଟି ସମୟ ବଢ଼ାଇଛନ୍ତି । ଖରାଛୁଟି ଜୁନ୍‌ ୨୫ ଯାଏଁ ବଢ଼ିଛି । ୨୬ ତା



ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

Anupambharat News Bureau | ଓଡ଼ିଶା | | 470 | Read...

ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

ଭୁବନେଶ୍ୱର,୧୮ା୬(ଅନୁପମ ମିଡ଼ିଆ) : ଖୁବଶୀଘ୍ର ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବ । ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟMର ହେବାକୁ ଯାଉଥିବାବ



୧୭ତମ ଲୋକସଭାର ଛ’ଟି କଥା

Anupambharat News Bureau | ଦେଶ | | 469 | Read...

୧୭ତମ ଲୋକସଭାର ଛ’ଟି କଥା

ନୂଆଦିଲ୍ଲୀ,୧୮ା୬ : ଚଳତି ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଅକ୍ତିଆର କରି ବିରୋଧୀଙ୍କୁ ମାତ୍‌ ଦେଇ ପୁଣି ଥରେ ଶାସନ ଗାଦିରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଅଧି



ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 468 | Read...

ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ

ନୂଆଦିଲ୍ଲୀ: ଆନ୍ତଃସ୍ତରୀୟ ଯୋଗାଯୋଗକୁ ଉଲଂଘନ କରିଥିବା ଯୋଗୁଁ ଭାରତୀ ଏୟାର୍‌ଟେଲ୍‌ ଓ ଭୋଡ଼ାଫୋନ୍‌ଆଇଡ଼ିଆ ଟେଲି ଯୋଗାଯୋଗ କମ୍ପାନୀ ଉପରେ ଜରିମାନା ରାଶି ଆଦାୟ କରିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ଏହାକୁ ଆଜି ଡ଼ି



ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

Anupambharat News Bureau | ଦେଶ | | 467 | Read...

ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭଳି ଯୋଜନା ଆରମ୍ଭ କରିଛନ୍ତି । କି;ୁ ସତ କଥା ହେଉଛି, ଦେଶର ସ୍ୱାସ୍ଥ୍ୟସେବାର ସ୍ୱ୍ୱାସ୍ଥ୍ୟ ହିଁ ବିଗିଡ଼ିବାରେ ଲାଗିଛି ।



ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

Anupambharat News Bureau | ଦେଶ | | 466 | Read...

ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

ଶ୍ରୀନଗର: ଆମେ କେବେ ଭୁଲିବୁ ନାହିଁ । ଆମେ କେବେ କ୍ଷମା ଦେବୁ ନାହିଁ- ଫେବୃଆରୀ ୧୪ ପୁଲ୍‌ୱାମା ହମ୍ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ । ଆଜି ଶେଷରେ ତାକୁ ପୂରଣ କରାଯାଇଛି । ପୁଲ୍‌ୱାମା ହମ୍ଲାରେ ସାମିଲ



ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା

Anupambharat News Bureau | ଓଡ଼ିଶା | | 465 | Read...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା

ରାୟଗଡା, ୧୮ା୬ (ଅନୁପମ ମିଡିଆ): ରାୟଗଡା ସହରରେ ଗତକାଲି ବିଳମ୍ବିତ ରାତିରେ ଜଣେ କଲେଜ ଛାତ୍ରଙ୍କୁ ର୍ନିମମ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଛାତ୍ରଙ୍କ ନାମ ଏମ୍‌. ସୁରେଶ କୁମାର । ସୁରେଶ ରାୟଗଡା ସ୍ୱ



ବସ୍‌-ଅଟୋ ଧMା, ୪ ମୃତ, ୩ ଗୁରୁତର

Anupambharat News Bureau | ଓଡ଼ିଶା | | 464 | Read...

ବସ୍‌-ଅଟୋ ଧMା, ୪ ମୃତ, ୩ ଗୁରୁତର

କୋରାପୁଟ, ୧୮ା୬ (ଅନୁପମ ମିଡିଆ): ଅଟୋକୁ ଏକ ଯାତ୍ରୀବାହୀ ବସ୍‌ ଧMା ଦେବାରୁ ମଙ୍ଗଳବାର ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୩ ଜଣ ଅନ୍ୟ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମ



ମାନବିକତାର ପରିଚୟ ଦେଲେ ଷ୍ଟେସନ୍‌ ମାଷ୍ଟର୍‌, ଅସହାୟା ବୃଦ୍ଧାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଲେ

Anupambharat News Bureau | ଓଡ଼ିଶା | | 463 | Read...

ମାନବିକତାର ପରିଚୟ ଦେଲେ ଷ୍ଟେସନ୍‌ ମାଷ୍ଟର୍‌, ଅସହାୟା ବୃଦ୍ଧାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଲେ

ଜଳେଶ୍ୱର,୧୮ା୬ (ଅନୁପମ ମିଡିଆ): ଜଳେଶ୍ୱର ରେଳ ଷ୍ଟେସନ ପ୍ରତୀକ୍ଷାଳୟରେ ଦୀର୍ଘ ଦିନ ଧରି ଭିକ୍ଷାବୃତି କରି ଚଳି ଆସୁଥିବା ଜନୈକା ଅସହାୟା ଅପରିଚିତା ବୃଦ୍ଧା ମହିଳାକୁ ମଙ୍ଗଳବାର ଦିନ ଗୁରୁତର ଅବସ୍ଥାରେ ଷ୍ଟେସନ ମ୍ୟାନେଜର ଖଗ



ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ

Anupambharat News Bureau | ଓଡ଼ିଶା | | 462 | Read...

ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ

କେନ୍ଦୁଝର, ୧୮ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ୩୦ଟି ଖଣି ଚାଲିଛି । ଚାଲିଥିବା ଖଣି ମେସିନ ଦ୍ୱାରା ସମସ୍ତ କାମ ହେଉଥିବାରୁ ସ୍ଥାନୀୟ ଲୋକ କର୍ମନିଯୁକ୍ତି ପାଇପାରୁନାହାଁନ୍ତି । ରାଜ୍ୟ ସରକାର ଏବଂ କେନ୍



ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

Anupambharat News Bureau | ଓଡ଼ିଶା | | 461 | Read...

ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

ଭଦ୍ରକ,୧୮ା୬ (ଅନୁପମ ମିଡିଆ): ଗତକାଲି ରାତିରେ ଦୁଇଜଣ ଦୁବୃର୍ତ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାହାଞ୍ଜ ଗ୍ରାମନିବାସୀ ଜଣେ ବ୍ୟକ୍ତିଙ୍କୁ ପିଛାକରି ତାଙ୍କ ଠାରୁ ଅର୍ଥ ଲୁଟ୍‌ କରିବାରେ ବିଫଳ ହୋଇ ଗ୍ରାମବାସୀଙ୍କ ଦ୍



ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

Anupambharat News Bureau | ଓଡ଼ିଶା | | 460 | Read...

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ଦିଗପହଣ୍ଡି, ୧୭ା୬(ଅନୁପମମିଡ଼ିଆ): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ସାନ ବୁରୁଡ଼ାର ପ୍ରକାଶ ମଳିକ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସୂଚନା ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ



ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

Anupambharat News Bureau | ଦେଶ | | 459 | Read...

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

କୋଲକତା/ଭୁବନେଶ୍ୱର, ୧୭ ।୬(ଅନୁପମ ମିଡିଆ): ରାଜ୍ୟ ସରକାରୀ ହସ୍‌ପିଟାଲରେ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଶ୍ରୁତି ପରେ ଗତ ସାତ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳ



ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ପୋରଣରେ ଉଡାଇଲେ ଭ୍ୟାନ

Anupambharat News Bureau | ଦେଶ | | 458 | Read...

ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ,  ବିସ୍ପୋରଣରେ ଉଡାଇଲେ ଭ୍ୟାନ

ଶ୍ରୀନଗର : ଗତ ଫେବୃଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହାର ୪ମାସ ପରେ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ପୁଲୱାମାର ଅରିହଲ ଅଞ୍ଚଳ



ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

Anupambharat News Bureau | ଦେଶ | | 457 | Read...

ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍‌ ଢାଳି ଦେଲେ । ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ । ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍‌ରେ ଯାଉଥିବ



ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

Anupambharat News Bureau | ଓଡ଼ିଶା | | 456 | Read...

ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ):ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍



ବିନା ହେଲମେଟ୍‌ ରେ ଖଣ୍ଡଗିରି - ରସୁଲଗଡ ଫ୍ଲାଏ ଓଭରରେ ବାଇକ୍‌ ଚଲାଇବା ମନା

Anupambharat News Bureau | ଓଡ଼ିଶା | | 455 | Read...

 ବିନା ହେଲମେଟ୍‌ ରେ ଖଣ୍ଡଗିରି - ରସୁଲଗଡ ଫ୍ଲାଏ ଓଭରରେ ବାଇକ୍‌ ଚଲାଇବା ମନା

ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ): ଖଣ୍ଡଗିରି ଓ ରସୁଲଗଡ଼ ମଧ୍ୟରେ ଥିବା ଫ୍ଲାଏ ଓଭରରେ କ୍ରମାଗତଭାବେ ବାଇକ୍‌ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।ମଙ



ଉକିଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

Anupambharat News Bureau | ଓଡ଼ିଶା | | 454 | Read...

ଉକିଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ):ରାଜ୍ୟର ବିଭିନ୍ନ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସ୍ନାତକୋତର ବିଷୟରେ ନାମଲେଖା ପାଇଁ ଏକାସଙ୍ଗେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଚିନ୍ତା ବ୍ୟକ୍ତ କରିଛି ଅଖିଳ ଭ



କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ

Anupambharat News Bureau | ଓଡ଼ିଶା | | 453 | Read...

 କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ

କେନ୍ଦୁଝର, ୧୭ା୬(ଅନୁପମ ମିଡିଆ): ପ୍ରଶାସନିକ ସୁଫଳ ପାଇଁ ଜିଲ୍ଲାରେ ଗ୍ରାମପଞ୍ଚାୟତ,ୱାର୍ଡ,ବ୍ଲକ,ପୌରପାଳିକା ଓ ସବ୍‌ଡିଭିଜନ୍‌ ସ୍ତରରେ ପୁର୍ନଗଠନର ଆବଶ୍ୟକତା ଦେଖାଦେଇଛି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କ ଦା



ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

Anupambharat News Bureau | ଓଡ଼ିଶା | | 452 | Read...

ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

ସମ୍ବଲପୁର,୧୭ା୬ (ଅନୁପମ ମିଡିଆ): ସ୍ୱାଧୀନ ଭାରତର ସର୍ବପ୍ରଥମ ବୃହତ୍‌ ନଦୀବନ୍ଧ ହୀରାକୁଦ ବନ୍ଧର ନିର୍ମାଣ କାର୍ଯ୍ୟ୧୯୫୬ ମସିହାରେ ସଂପୂର୍ଣ୍ଣ ହୋଇଥିଲା । ଏହାର ୬୩ ବର୍ଷ ପରେ ମଧ୍ୟ ଅନେକ ଉଦ୍‌ବାସ୍ତୁ ପରିବାର ଏଯାବତ୍‌



ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

Anupambharat News Bureau | ଓଡ଼ିଶା | | 451 | Read...

ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

ଅନୁଗୋଳ,୧୭ା୬ (ଅନୁପମ ମିଡିଆ): ତାଳଚେର ଗୋଡ଼ିବନ୍ଧ ହରିହରପୁର ପାଉଁଶ ଇଟା ଭାଟିରେ ଅଘଟଣ । ମାଟି ଖୋଳିବା ବେଳେ ବିଦ୍ୟୁତ ଆଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମଧ୍ୟରେ ଇଟାଭାଟି ମାଲିକ ହରିହରପୁର ଗ୍ରାମର ଅନନ୍ତ ଚରଣ ସାହୁ



ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

Anupambharat News Bureau | ଦେଶ | | 450 | Read...

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଜେଲ ଯାଇଥିଲେ, କି;ୁ ‘ହତ୍ୟାର ଶିକାର ହୋଇଥିବା ସେଇ ସ୍ତ୍ରୀ ଏବେ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ ନିଜ ପତ୍



ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

Anupambharat News Bureau | ଦେଶ | | 449 | Read...

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

ଉତ୍ତରାଖଣ୍ଡର : ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ । ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ କହିବା କଥା ହେଲା ଏଠାରେ ବିବାହ ଋତୁରେ ଦିନକୁ ଅତିକମରେ



ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

Anupambharat News Bureau | ଦେଶ | | 448 | Read...

ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି । ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡି ଦେଇଛନ୍ତି ପିତା । ସୌଭାଗ୍ୟବଶତଃ ଝିଅକୁ ଜୀବିତ ଅବସ୍ଥାର



ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

Anupambharat News Bureau | ଓଡ଼ିଶା | | 447 | Read...

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

ପୁରୀ, ୧୬ା୬ (ଅନୁପମ ମିଡିଆ) : ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ସମାଗମ ହେବେ ଲକ୍ଷାଧିକ ଭକ୍



ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

Anupambharat News Bureau | ଓଡ଼ିଶା | | 446 | Read...

ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

ଭଦ୍ରକ,୧୬ା୬ (ଅନୁପମ ମିଡିଆ): ଗତ କିଛିଦିନ ଧରି ଭଦ୍ରକ ଜିଲାର ବିଭିନ୍ନ ବ୍ୟାଙ୍କ ଓ ବସ୍‌ଷ୍ଟାଣ୍ଡ ନିକଟରୁ ମହିଳାମାନଙ୍କ ଠାରୁ ଅଭିନବ ଭାବେ ଟଙ୍କା ଲୁଟ୍‌ କରିଆସୁଥିବା ଜଣେ ଯୁବକକୁ ଆଜି ସହରାଞ୍ଚଳ ଥାନା ପୁଲିସ୍‌ ଗିରଫ କ



ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 445 | Read...

ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

ସୋର,୧୬ା୬ (ଅନୁପମ ମିଡିଆ): ରଜମଉଜରେ ମସ୍‌ଗୁଲ୍‌ ଥିବା ବେଳେ ସୋର ବ୍ଲକ ଅନ୍ତର୍ଗତ ମାଣତ୍ରୀ ପଞ୍ଚାୟତ ଅଧୀନ ନୂଆପୁର ଗ୍ରାମର ଜଣେ ଚାଷୀ ଋଣଭାର ସହିନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଏହି ଗ୍ରାମର



କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

Anupambharat News Bureau | ଓଡ଼ିଶା | | 444 | Read...

କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

ବିରଜାକ୍ଷେତ୍ର,୧୬ା୬ (ଅନୁପମ ମିଡିଆ): ଗତ ଶନିବାର ଦିନ କମେଣ୍ଟ ମରାକୁ କେନ୍ଦ୍ରକରି ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଜଣେ ଯୁବକଙ୍କୁ କଟୁରୀରେ ହଣାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ



ଭାରତ-ପାକିସ୍ତାନ ଲଢ଼େଇ ଆଜି

Anupambharat News Bureau | କ୍ରୀଡ଼ା | | 443 | Read...

ଭାରତ-ପାକିସ୍ତାନ ଲଢ଼େଇ ଆଜି

ମଞ୍ଚେଷ୍ଟର,୧୫ା୬: ଆସନ୍ତାକାଲି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ମ୍ୟାଚ ଉତ୍କଣ୍ଠା ଏବଂ ରୋମାଞ୍ଚଭରା ରହିବ । ତେବେ ବିଶ୍ୱକପ୍‌ରେ ଭାରତର ପଲ୍ଳା ଭାରି ରହିଛି । ଯେ



ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ, ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

Anupambharat News Bureau | ଓଡ଼ିଶା | | 442 | Read...

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ,  ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

ଦିଗପହଣ୍ଡି/କୁକୁଡ଼ାଖଣ୍ଡି, ୧୫ା୬(ଅନୁପମ ମିଡ଼ିଆ): ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ଦାଦାବଟି ପାଇଁ ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ବୋମା ଫିଙ୍ଗି ହତ୍ୟା ଉଦ୍ୟମ କରାଯାଇଥିବା ଅ



ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

Anupambharat News Bureau | ଓଡ଼ିଶା | | 441 | Read...

ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

କୋରାପୁଟ,୧୫ା୬(ଅନୁପମ ମିଡ଼ିଆ): ମୃତୁ୍ୟ କାହାକୁ କେତେବେଳେ ଏବଂ କେଉଁ ରୂପରେ ଆସେ ତାହା କଳ୍ପନାରୁ ବାହାରେ । ଏପରି ଏକ ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଦାମନଯୋଡି ନିକଟ ଭେଜାପୁଟରେ ଘଟିଛି । ଏକ ଘର ଉପରେ ବାଲି ବୋଝେଇ ଟିª



୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

Anupambharat News Bureau | ଦେଶ | | 440 | Read...

୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେଛ ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍ର ଜଣେ ୮୫ ବର୍ଷୀୟ ବୃଦ୍ଧଛ ଗଣିତ ଏବଂ ବିଜ୍ଞା



କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

Anupambharat News Bureau | ଦେଶ | | 439 | Read...

କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

କୋଲକାତା: ଦେଶରେ ଅନେକ ଥର ଆନ୍ଦୋଳନ ହୋଇଛି, ଡାକ୍ତରମାନେ ମଧ୍ୟ ନିଜ ଅଧିକାର ଏବଂ ଅନ୍ୟ ଦାବି ନେଇ ଆନ୍ଦୋଳନ କରିଛନ୍ତି । କି;ୁ ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଡାକ୍ତରମାନଙ୍କ ଆନ୍ଦୋଳନ ଏ ସମସ୍ତ



ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

Anupambharat News Bureau | ଓଡ଼ିଶା | | 438 | Read...

ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

ତାଳଚେର , ୧୫ା୬ (ଅନୁପମ ମିଡିଆ): ବିଶ୍ୱ ରକ୍ତଦାତା ଦିବସ ଅବସରରେ ଓଡିଶା ରକ୍ତ ଭଣ୍ଡାର, ତାଳଚେର ଦ୍ୱାରା ଏକ ସଚେତନତା ପଦଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଚେତନତା ପଦଯାତ୍ରାକୁ ସୁରଭି ମହିଳା ମଣ୍ଡଳର ସଭାପତ



ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

Anupambharat News Bureau | ଓଡ଼ିଶା | | 437 | Read...

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

ଖୋର୍ଦ୍ଧା, ୧୫ା୬ (ଅନୁପମ ମିଡିଆ): ବାରମ୍ବାର କର୍ତ୍ତବ୍ୟ ସମୟରେ ଡ଼ାକ୍ତରମାନଙ୍କୁ ଆକ୍ରମଣ ଘଟଣା ଏବଂ ଦୁଇ ଦିନ ତଳେ ପଶ୍ଚିମବଙ୍ଗର କୋଲକତା ଠାରେ ଡ଼ାକ୍ତରଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣକୁ ନିନ୍ଦାକରି ଖୋର୍ଦ୍ଧା ଜିଲ୍



ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

Anupambharat News Bureau | ଓଡ଼ିଶା | | 436 | Read...

ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

କୋଣାର୍କ,୧୫ା୬ (ଅନୁପମ ମିଡିଆ): ଭାରତ ସରକାରଙ୍କ ହସ୍ତଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଗ୍ରାମାଂଚଳର କାରୀଗର ମାନଙ୍କୁ ୨୦୧୭ ମସିହାରେ କାରୀଗର ପରିଚୟ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଗୋପବ୍ଳକରେ ବର୍ତମାନ ସେହି କାର୍ଡ ଗୁଡିକ



ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

Anupambharat News Bureau | ଓଡ଼ିଶା | | 435 | Read...

ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

କଟକ,୧୫ା୬ (ଅନୁପମ ମିଡିଆ): ସ୍ଥାନୀୟ ଗୈାରୀଶଙ୍କର ପାର୍କ ନିକଟରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ ସଭା ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଭାଇ ଜଣେ ମ



ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

Anupambharat News Bureau | ଓଡ଼ିଶା | | 434 | Read...

ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

ଭଦ୍ରକ,୧୫ା୬ (ଅନୁପମ ମିଡିଆ): ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତର ଶ୍ରୀରାମପୁର ଠାରେ ପୋଲ କାର୍ଯ୍ୟ ଚାଲିଛି । କାର୍ଯ୍ୟରତ ମିସ୍ତ୍ରୀମାନେ ପୋଲ ନିକଟରେ ଅସ୍ଥାୟୀ ଭାବେ ରହିଆସୁଥିବା ବେଳେ ସେମାନଙ୍କୁ ସାମାନ୍ୟ ଚାନ୍ଦା ପାଇଁ



ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

Anupambharat News Bureau | ଦେଶ | | 433 | Read...

ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

ବିସ୍‌କେକ,୧୪ା୬: କିରିଗିଜ୍‌ସ୍ତାନର ରାଜଧାନୀ ବିସ୍‌କେକରେ ଆୟୋଜିତ ସଂଘାଇ ସହଯୋଗ ପ୍ରତିଷ୍ଠାନ (ଏସସିଓ)ର ଦ୍ୱିତୀୟ ଅଧିବେଶନ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି । ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ



ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 432 | Read...

ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

କବିସୂର୍ଯ୍ୟନଗର,୧୪ା୬(ଅନୁପମମିଡ଼ିଆ): ବାପାର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ଦୁଇ ଝିଅ ଆତ୍ମହତ୍ୟା ଭଳି ଚରମପନ୍ଥା ଆପଣାଇଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଲୋମଟାଙ୍କୁରା ଘଟଣା ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର



ପହିଲି ରଜରେ ଅଘଟଣ, ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 431 | Read...

ପହିଲି ରଜରେ ଅଘଟଣ,   ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

କେନ୍ଦୁଝର/ଆନନ୍ଦପୁର,୧୪ା୬(ଅନୁପମମିଡ଼ିଆ): ସମଗ୍ର ରାଜ୍ୟ ଯେତେବେଳେ ପହିଲି ରଜକୁ ନେଇ ଉସିବମୁଖର ହୋଇପଡିଥିଲା, ସେତେବେଳେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତର ଉଲିବସା ଗ୍ରାମରେ ଘଟିଯାଇଛ



ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

Anupambharat News Bureau | ଦେଶ | | 430 | Read...

ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

ମୁମ୍ବାଇ: ବିଜେପି ଓ ଶିବସେନା ମଧ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିବା ବିଜେପି ଓ ଶିବସେନା ବିଧାନସଭା ନିର୍ବାଚନକୁ ନେଇ ମତଭେଦ ଓ ଦ୍ୱନ୍ଦରେ ପଡ଼ିଛନ୍



ଭାରତକୁ ଧମକ ଦେଲା ପାକିସ୍ତାନ

Anupambharat News Bureau | ବିଦେଶ | | 429 | Read...

ଭାରତକୁ ଧମକ ଦେଲା ପାକିସ୍ତାନ

ଇସ୍ଲାମାବାଦ: ଆଲୋଚନା ପାଇଁ ଭାରତକୁ ବାରମ୍ବାର ନିବେଦନ କରୁଥିବା ପାକିସ୍ତାନ ଆଜି ନୂଆଦିଲ୍ଲୀକୁ କଡ଼ା ଧମକ ଦେଇଛି । ଭାରତ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ହ୍ୟାଙ୍ଗ ଓଭର୍‌ରୁ ବାହାରି ପାରିନାହିଁ । ଆମେ ଭାରତ ପଛରେ ଆଲୋଚନା



ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

Anupambharat News Bureau | ଦେଶ | | 428 | Read...

ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀର ବିକାଶପୁରୀରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ୍‌ ଆପ୍‌ ଜରିଆରେ ଖାଦ୍ୟ ପ୍ୟାକେଟ୍‌ ଅର୍ଡର ଦେଇଥିବା ୩୫ ବର୍ଷୀୟ ଅମିତ କୋଚ୍ଚରଙ୍କୁ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି । ଗତକାଲି



ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

Anupambharat News Bureau | ଦେଶ | | 427 | Read...

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

ରୋହତାସ୍‌,୧୪ଛ୬: ବିହାର ରୋହତାସ୍‌ ବାଦିଲଡିହର ଜଣେ ଶହୀଦ ଯବାନଙ୍କ ଭଉଣୀର ବିବାହ ସମୟରେ ତାଙ୍କୁ ନିଆରା ଢ଼ଙ୍ଗରେ ବିଦା କରିଛନ୍ତି ଗରୁଡ କମାଣ୍ଡୋ । ଅଶୋକ ଚକ୍ରରେ ସମ୍ମାନିତ ହୋଇଥିବା ତଥା ବାୟୁସେନାର ଗରୁଡ କମାଣ୍ଡୋ ଜ୍ୟ



ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

Anupambharat News Bureau | ଓଡ଼ିଶା | | 426 | Read...

ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

କେନ୍ଦୁଝର, ୧୪ା୬ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡ ଭୂୟାଁଜୁଆଙ୍ଗ ପୀଢ ବନାଞ୍ଚଳର ବିଭିନ୍ନ ସ୍ଥାନରେ ୪୫ଟି ବଣୁଆ ହାତୀ ଥିବାବେଳେ ନିକଟସ୍ଥ ଖରାଦିନିଆ ଧାନ ଚାଷ ଜମି ଏବଂ ଗାଁଗୁଡିକରେ ବ୍ୟାପକ ଉପିାତ ମଚାଇଥିବା ଖବର ମିଳିଛ



ମହିଳାଙ୍କୁ ଦୁର୍ବ୍ୟବହାର, ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

Anupambharat News Bureau | ଓଡ଼ିଶା | | 425 | Read...

ମହିଳାଙ୍କୁ ଦୁର୍ବ୍ୟବହାର,  ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

କଟକ, ୧୪ା୬ (ଅନୁପମ ମିଡିଆ): କଟକ ଝାିରୀମଙ୍ଗଳା ଅଂଚଳର ଜଣେ ମହିଳା ସାମ୍ବାଦିକଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାଶ ମହାନ୍ତି ହଇରାଣ ହରକତ କରିବା ଓ ଖୋଦ୍‌ ସାଂସଦ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିବା ସଂପର୍କରେ ଆଜି ପୁରୀଘାଟ ଥା



ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର, ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 424 | Read...

ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର,   ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

ଭଦ୍ରକ, ୧୪ା୬ (ଅନୁପମ ମିଡିଆ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ବାଙ୍କମୁଆଁ ଗାଁର ଗତକାଲି ବିଳମ୍ବିତ ରାତିରେ ବାବାଜି ସେଠିଙ୍କ ଝିଅ ସୁଭଦ୍ରା ସେଠୀକୁ ଉକ୍ତ ଗାଁର ଜୈନିକ ଯୁବକ ସନ୍ତୋଷ ମାଝୀ ଦୁଷ୍କର୍ମ କରି



ପାଞ୍ଚ ଯବାନ ସହିଦ

Anupambharat News Bureau | କ୍ୟାରିୟର ନିଯୁକ୍ତି | | 423 | Read...

ପାଞ୍ଚ ଯବାନ ସହିଦ

ଶ୍ରୀନଗର, ୧୨ା୬: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅନ୍ୟତମ ଜନଗହଳି ପୂର୍ଣ୍ଣ କେପି ରୋଡ଼ରେ ବୁଧବାର ଅପରାହ୍ନରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ସିଆପିଏଫ ଯବାନ ସହିଦ୍‌ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ତିନି ଜଣ



ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

Anupambharat News Bureau | କ୍ରୀଡ଼ା | | 422 | Read...

ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ୍‌,୧୨ ।୬: ଭାରତ ଠାରୁ ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଏଠାରେ ବୁଧବାର ଅନୁଷ୍ଠିତ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ବିଜୟଧାରାକୁ ଫେରିଛି । ଡେଭିଡ୍‌ ୱାର୍ଣ୍ଣରଙ୍କ ଶତକ ସାଙ୍ଗ



୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

Anupambharat News Bureau | ଓଡ଼ିଶା | | 421 | Read...

୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

ବ୍ରହ୍ମପୁର,୧୨ ।୬(ଅନୁପମ ମିଡ଼ିଆ) : ୨୦୧୭ ଜୁନ୍‌ ମାସରେ ସ୍ଥାନୀୟ ଟାଉନ୍‌ ଥାନା ଅଞ୍ଚଳରେ ସଂଗଠିତ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଲାଞ୍ଜିପଲ୍ଲୀ ଢିପସାହିର କୁଖ୍ୟାତ ସୁନୀଲ ବିଷୋୟୀଙ୍କୁ ପୋଲିସ ଗିରଫ କରିଥିବା ବ୍ରହ୍ମ



ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

Anupambharat News Bureau | ଦେଶ | | 420 | Read...

ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି । କର୍ଣ୍ଣାଟକା ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠ



ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

Anupambharat News Bureau | ଓଡ଼ିଶା | | 419 | Read...

ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

କଟକ, ୧୨ା୬ (ଅନୁପମ ମିଡିଆ): ଏସ.ସି.ବି. ଭେଷଜ ହାସପାତାଳ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ତୁରନ୍ତ ଆବଶ୍ୟକୀୟ ଡ୍ରେସର ନିଯୁକ୍ତି କରିବା, ଖାଲିପଡିଥିବା ସମସ୍ତ ଗ୍ରୁପ ’ଡି’ ତଥା ଆଟେଣ୍ଡାଣ୍ଟ ପୋଷ୍ଟ ଗୁଡିକ ତୁରନ୍ତ ପୂ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page