ଖବର ସଂଗ୍ରହ

.



ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

Anupambharat News Bureau | ଓଡ଼ିଶା | | 418 | Read...

ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

ନିଶ୍ଚିନ୍ତକୋଇଲି ୧୨ା୬ (ଅନୁପମ ମିଡିଆ) : ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାରଣ୍ଡାରେ ଅଂଶୁଘାତରେ ପିଡୀତ ହୋଇଥିବା ରୋଗୀଙ୍କ ଚିକିତ୍ସା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଅଂଶୁଘାତ ରୋଗୀମ



ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

Anupambharat News Bureau | ଓଡ଼ିଶା | | 417 | Read...

ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

ଭଦ୍ରକ,୧୨ା୬ (ଅନୁପମ ମିଡିଆ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡା ଫାଣ୍ଡି ଦୁର୍ଗାପୁର ଗ୍ରାମର ଜଣେ ସଂଖ୍ୟାଲଘୁ ମହିଳା ସ୍ୱାମୀ ପରିତ୍ୟକ୍ତା ହୋଇ ପୁଲିସ ଠାରୁ ନ୍ୟାୟ ନ ପାଇ ଆଜି ନିଜ ଶିଶୁକନ୍ୟା ସହିତ ଜିଲ୍ଲା ଆରକ୍ଷୀ ଅଧୀକ



ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

Anupambharat News Bureau | ଓଡ଼ିଶା | | 416 | Read...

ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

ଖଣ୍ଡପଡ଼ା,୧୨ା୬ (ଅନୁପମ ମିଡିଆ): ଖଣ୍ଡପଡ଼ା ସବ୍‌ଜେଲ୍‌ରୁ ପାଚେରୀ ଡ଼େଇଁ ଫେରାର ଥିବା ଜନୈିକ କଏଦୀଙ୍କୁ ପୋଲିସ୍‌ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡ଼ୁଆସାହିର ଯୁବକ ତପନ



ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

Anupambharat News Bureau | ଦେଶ | | 414 | Read...

ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ



ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

Anupambharat News Bureau | ଦେଶ | | 413 | Read...

ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ସାଧାରଣ ଲୋକେ । ଭୀଷଣ ଖରା ଏବଂ ପାରଦ ସ୍ତର ବୃଦ୍ଧି ଏପର୍ଯ୍ୟନ୍ତର ସବୁ ରେକର୍ଡ ଭାଙ୍ଗି ସାରିଲାଣି । ଖାସ୍‌ କରି ଟ୍ର



ଆଉ କେତେ ମଲେ ଚେତିବ ପ୍ରଶାସନ ?

Anupambharat News Bureau | ଓଡ଼ିଶା | | 412 | Read...

ଆଉ କେତେ ମଲେ ଚେତିବ ପ୍ରଶାସନ ?

ଅନୁଗୋଳ,୧୧ା୬(ଅନୁପମ ମିଡିଆ): ଗୋଟିଏ ଦିନରେ ୪ ଜଣ ନବଜାତ ଶିଶୁଙ୍କ ପ୍ରାଣବାୟୁ ଉଡ଼ିଗଲା । ମୁଖ୍ୟ ଚିକିସିାଳୟର ନବଜାତ ଶିଶୁ ଯତ୍ନ ବିଭାଗ (ଏସ୍‌ଏନ୍‌ସିୟୁ)କୁ ଚିକିସିା ପାଇଁ ଭର୍ତ୍ତି କରିଥିଲେ । ସେମାନଙ୍କ ପରିଜନ । ମାତ୍ର



ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା

Anupambharat News Bureau | ଓଡ଼ିଶା | | 411 | Read...

ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା

କେନ୍ଦ୍ରାପଡା୧୧ା୬ (ଅନୁପମ ମିଡିଆ): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ସୋମବାର ଅପରାହ୍ନରେ କେନ୍ଦ୍ରାପଡା ପଂଚାୟତସମିତି ସଭା ଗୃହରେ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ



କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

Anupambharat News Bureau | ଓଡ଼ିଶା | | 410 | Read...

କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

ଭଦ୍ରକ,୧୧ା୬ (ଅନୁପମ ମିଡିଆ): ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏବଂ ସିଆର୍‌ଏସ୍‌ଆର୍‌ (ସେଣ୍ଟର ଫର ରିହାବିଲିଟେସନ ସର୍ଭିସ ଆଣ୍ଡ ରିସର୍ଚ୍ଚ) ଦ



ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ

Anupambharat News Bureau | ଓଡ଼ିଶା | | 409 | Read...

ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ

କଟକ,୧୧ା୬ (ଅନୁପମ ମିଡିଆ): ପୋଲିସ ପରିଚୟ ଦେଇ ନିଛାଟିଆ ସ୍ଥାନରେ ମର୍ଣିିଂୱାକ୍‌ ବା ଇଭିନିଂ ୱାକ୍‌ କରୁଥିବା ବରିଷ୍ଠ ନାଗରିକଙ୍କୁ ଦାମୀ ସୁନା ଅଳଙ୍କାର ନ ପିନ୍ଧିବାକୁ ଉପଦେଶ ଦେବା ଛଳରେ ଲୁଟୁଥିବା ଏକ ଗ୍ୟାଙ୍ଗର ଦୁଇ ଜଣ



ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

Anupambharat News Bureau | ଦେଶ | | 408 | Read...

ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡୀ ଏବେ ନିଜର ନୂତନ ଚିନ୍ତାଧାରା ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ କୃଷକ, ଆଶା ଦିଦି, ଜନତାଙ୍କ ପାଇଁ ବଡବଡ ଘୋଷଣା କରିବା ପରେ ସେ, ଏବେ ପୁଣି ଥରେ ଏକ ବଡ ନିଷ୍ପତି ନ



ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

Anupambharat News Bureau | ଓଡ଼ିଶା | | 407 | Read...

ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

ବ୍ରହ୍ମପୁର,୭ ।୬(ଅନୁପମ ମିଡ଼ିଆ) :ବ୍ରହ୍ମପୁରରେ ବହୁ ବେଆଇନ ନସିଂହୋମ ଚାଲିଥିବା ବେଳେ ଦୀର୍ଘ ଦିନ ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଂଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟଙ୍



ନିଶା କବଳରେ ଅସହାୟ ଶୈଶବ, ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

Anupambharat News Bureau | ଓଡ଼ିଶା | | 406 | Read...

ନିଶା କବଳରେ ଅସହାୟ ଶୈଶବ,  ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

ଭଦ୍ରକ, ୭ା୬ (ଅନୁପମ ମିଡିଆ): ନିଶା କବଳରେ ଏବେ ଅସହାୟ ଶୈଷବ । ନିଜର ନିଶା ଭୋକ ମେଂଟାଇବା ସକାସେ ଏବେ ସେମାନେ ଆପଣେଇ ନେଇଛନ୍ତି ବଜାରରେ ମିଳୁଥିବା କିଛି ଅଠାଜାତୀୟ କ୍ୟାମିକାଲ୍ସ । ଏହାର ଉତ୍କଟ ବାସ୍ନା ନାକରେ ଆଘ୍ରାଣ କରି ଏବ



ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

Anupambharat News Bureau | ଓଡ଼ିଶା | | 405 | Read...

ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

ବ୍ୟାସନଗର,୭ ।୬(ଅନୁପମ ମିଡ଼ିଆ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର୨୨ ବର୍ଷୀୟ ପ୍ରତିମା ଦାସଙ୍କର କାହାଣୀ ହୁଏତ ଅଲଗା ହୋଇଥାଆନ୍ତା ଯଦି ସେଦିନ ଟାଟା ଷ୍ଟିଲ ଚିକିତ୍ସା ଦଳ ସମୟୋଚିତ ପଦକ୍



ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

Anupambharat News Bureau | ଓଡ଼ିଶା | | 404 | Read...

ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

କଟକ, ୭ା୬ (ଅନୁପମ ମିଡିଆ): ମାଲଗୋଦାମ ଥାନା ଅନ୍ତର୍ଗତ କଲେଜଛକରେ ଥିବା ଏକ ଘରୋଇ ନର୍ସିଂହୋମରେ ଚିକିସିା ଅବହେଳାରୁ ଜଣେ ରୋଗୀଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୮ ତାରିଖରେ ଜଗତସିଂହପୁର



ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ, ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

Anupambharat News Bureau | ଓଡ଼ିଶା | | 403 | Read...

ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ,   ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

ସାଲେପୁର,୭ ।୬ (ଅନୁପମ ମିଡିଆ): ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ ବାକିଥିବାବେଳେ ଫନି ଜନିତ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବିଦ୍ୟାଳୟର ଅଦ୍ୟାବଧି ମରାମତି ହୋଇନଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ନେଇ ଅନିଶ୍ଚିତ



ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

Anupambharat News Bureau | ଓଡ଼ିଶା | | 402 | Read...

ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

ଭଦ୍ରକ, ୭ା୬ (ଅନୁପମ ମିଡିଆ): ଡଙ୍ଗାବୁଡି ଘଟଣା ରାଜ୍ୟର ଚିର ସହଚର ପାଲଟିଛି । କୈାଣସି କାମଧନ୍ଦା ହେଉ ଅଥବା ଜରୁରୀ କାମରେ ବାହାରିଥିବା ପରିବାରବର୍ଗଙ୍କ ଏପରି ଖବରପାଇ ଆଶା ଆଶଙ୍କାରେ ପରିବାର ଓ ସଂପର୍କିୟ । ତେଣେ ବିକାଶର ନା



ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌, ବିଧାୟକଙ୍କ ନାଁରେ ମାମଲା ରୁଜୁ

Anupambharat News Bureau | ଓଡ଼ିଶା | | 401 | Read...

ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌,   ବିଧାୟକଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୬ ।୬(ଅନୁପମ ମିଡିଆ): ଗୁରୁବାର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସାଧାରଣରେ ରୋଡ୍‌ ଉପରେ ଉଠବସ୍‌ କରାଇ ଚର୍ଚ୍ଚାରେ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର । ପୂର୍ତ୍ତ ବିଭାଗର ଉକ୍ତ ଅଧିକାରୀଙ୍କୁ ବିଧ



ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

Anupambharat News Bureau | ଓଡ଼ିଶା | | 400 | Read...

ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

ବିରଜାକ୍ଷେତ୍ର,୬ା୬(ଅନୁପମ ମିଡିଆ): ଦିବାଲୋକରେ ଥାନା ଆଗରୁ ଗୁରୁବାର ଗାଡ଼ି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ କରି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯାଜପୁରସହର ବୃନ୍ଦା



ଆୟୁଷ୍ମାନ ଯୋଜନା ଲାଗୁ, କେନ୍ଦ୍ରର ପ୍ରସ୍ତାବ ପରେ ଅନୁଧ୍ୟାନ କରିବ ରାଜ୍ୟ

Anupambharat News Bureau | ଓଡ଼ିଶା | | 399 | Read...

ଆୟୁଷ୍ମାନ ଯୋଜନା ଲାଗୁ,   କେନ୍ଦ୍ରର ପ୍ରସ୍ତାବ ପରେ  ଅନୁଧ୍ୟାନ କରିବ ରାଜ୍ୟ

ଭୁବନେଶ୍ୱର,୬ ।୬(ଅନୁପମ ମିଡିଆ): କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍କାନକୁ ରାଜ୍ୟରେ ଲାଗୁ ନେଇ ପ୍ରଥମେ ନାହିଁ ଏବେ ହିଁ ଭଳି ସ୍ଥିତି ଉତ୍ପନ୍ନ ହେବାରେ ଲାଗିଛି । ଓଡିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ନେଇ କେନ୍



ଆଜି ଶିବ ପାର୍ବତୀଙ୍କ ବିବାହ

Anupambharat News Bureau | ଓଡ଼ିଶା | | 398 | Read...

ଆଜି ଶିବ ପାର୍ବତୀଙ୍କ ବିବାହ

ସମ୍ବଲପୁର, ୬ା୬(ଅନୁପମ ମିଡ଼ିଆ): ରାତି ପାହିଲେ ଶିବ-ପାର୍ବତୀଙ୍କ ବିବାହ । ଶିବ ପାର୍ବତୀଙ୍କ ବିବାହ ଆଉ ଶୀତଲ୍‌ଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ପୁରା ଚଞ୍ଚଳ ହୋଇପଡ଼ିଛି । ଆସନ୍ତାକାଲି ବିଭିନ୍ନ ଶିବାଳୟରୁ ମହାଦେବ ବିବାହ ଶୋ



ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

Anupambharat News Bureau | ଓଡ଼ିଶା | | 397 | Read...

ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

ଭୁବନେଶ୍ୱର, ୬ା୬ (ଅନୁପମ ମିଡିଆ) : ଚଳିତ ବର୍ଷ ନୈରାଶ ଜନକ ମାଟ୍ରିକ ପରିକ୍ଷାର ଫଳାଫଳକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ମାଟ୍ରିକ୍‌ ପରୀକ୍ଷା ଶୂନ ରେଜଲଫ ହୋଇଥିବା ସ୍କୁଲକୁ ନୋଟିସ୍‌ କରାଯାଇଛି ।



ମତ୍ସ୍ୟ ଅବତାର

Anupambharat News Bureau | ଧର୍ମ ଓ ସଂସ୍କୃତି | | 396 | Read...

ମତ୍ସ୍ୟ ଅବତାର

“ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନି ର୍ଭବତି ଭାରତ,ଅଭୁ୍ୟତ୍‌ଥାନମ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟ ହ,ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ,ଧର୍ମ ସଂସ୍ଥାପନାର୍ଥାୟ ସମ୍ଭାବାମି ଯୁଗେ ଯୁଗେ । ।ଶ୍ରୀମଦ୍‌ ଭାଗବତ୍&zwn



ମଦ ଓ ଡ୍ରଗ୍ସ ନିଶା

Anupambharat News Bureau | ଶରୀରମାଦ୍ୟମ | | 395 | Read...

ମଦ ଓ ଡ୍ରଗ୍ସ ନିଶା

ପିଲା ବେଳୁ ମୁଁ ଭାରି ଈଶ୍ୱର ବିଶ୍ୱାସୀ । ଜେଜ ଥିବାବେଳେ ମୋତେ ପ୍ରତିଦିନ ସକାଳୁ ତାଙ୍କ ହାତ ଧରି ମନ୍ଦିରକୁ ନେଇଯାଆନ୍ତି । ଏହି କ୍ରମରେ ଆମ ଘର ପାଖ ଶିବ ମନ୍ଦିର ବେଳେ ବେଳେ ସମୟ କାଢ଼ି ସୋମବାରିଆ ଦର୍ଶନ କରିଆସେ । ଚିକିତ୍ସା



ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

Anupambharat News Bureau | ଦେଶ | | 394 | Read...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

ଅମୃତସର: ସାଧାରଣ ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୫ଟି ଆସନରେ ହାରିବା ପରେ ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମ



ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

Anupambharat News Bureau | ଦେଶ | | 393 | Read...

ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇପଡ଼ିଥିବା ଭଳି ମନେ ହେଉଛି । ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି । ଏପରି



ପିକେଙ୍କ ଶରଣରେ ଦିଦି

Anupambharat News Bureau | ଦେଶ | | 392 | Read...

ପିକେଙ୍କ ଶରଣରେ ଦିଦି

କୋଲକାତା: ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ରଣନୀତି ପସ୍ତìତ କରିବା ହେଉ, କିମ୍ବା ନୀତୀଶ କୁମାର ଓ ଜଗନ ମୋହନ ରେzୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ହେଉ, ଏସବୁ ପଛରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ



କେରଳ ପାଖରେ ମୌସୁମୀ, ଖେଳୁଛି ଲୁଚକାଳି

Anupambharat News Bureau | ଦେଶ | | 391 | Read...

କେରଳ ପାଖରେ ମୌସୁମୀ,  ଖେଳୁଛି ଲୁଚକାଳି

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ । କେରଳରେ ମୌସୁମୀ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ମୌସୁମୀ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି । ମୌସୁମ



ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

Anupambharat News Bureau | ଦେଶ | | 390 | Read...

ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ । ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍‌ ଟେନ ଆତଙ୍କବାଦୀଙ୍କ ତାଲିକା ପସ୍ତìତ କରିଛି ଭାରତ । ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କ



ବିଜେଡ଼ିକୁ ଭୋଟ ଦେଇନ, ତୁମକୁ ଚାଉଳ ନାହିଁ !

Anupambharat News Bureau | ଓଡ଼ିଶା | | 389 | Read...

ବିଜେଡ଼ିକୁ ଭୋଟ ଦେଇନ, ତୁମକୁ  ଚାଉଳ ନାହିଁ !

ଆନନ୍ଦପୁର,୬ା୬(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ନିର୍ବାଚନ ମଣ୍ଡଳୀର ସାଇଁକୁଳ ପଞ୍ଚାୟତର କିଛି ବ୍ୟକ୍ତିଙ୍କୁ ହୀନ ରାଜନୀତି ଚକ୍ରାନ୍ତରେ ବିଜେଡ଼ିକୁ ଭୋଟ ଦେଇନଥିବା ଅଭିଯୋଗରେ ତୁମକୁ ଚାଉଳ ଦିଆଯିବ ନାହିଁ ଘଟଣା