ଖବର ସଂଗ୍ରହ

.



ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା

Anupambharat News Bureau | ଦେଶ | | 1492 | Read...

ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ । ହଜାର ହଜାର ସଂଖ୍ୟାରେ ଲୋକ ଚାକିରୀ ହରାଇଛନ୍ତି । ଲକ୍ଷଲକ୍ଷ ଶ୍ରମିକ ମୂଲ ହରାଇ ଘରେ ବସିଛନ୍ତି । ଅନେକଙ୍କ



ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ

Anupambharat News Bureau | ଦେଶ | | 1491 | Read...

ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ରାଜସ୍ଥାନ କଂଗ୍ରେସରେ ଉପୁଜିଥିବା ରାଜନୈତିକ ସଙ୍କଟର ଠିକ୍‌ ମାସ ପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲ



ପ୍ରଣବ ମୁଖାର୍ଜୀଙ୍କୁ କରୋନା

Anupambharat News Bureau | ଦେଶ | | 1490 | Read...

ପ୍ରଣବ ମୁଖାର୍ଜୀଙ୍କୁ କରୋନା

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କୋଭିଡ଼-୧୯ ନମୁନା ପଜିଟିଭ ଆସିଥିବା ଜଣାପଡିଛି । ଏହି ସମ୍ପର୍କରେ ନିଜେ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ ଟୁଇଟ୍‌ କରି ମଧ୍ୟ ଜଣାଇଛନ୍ତି । ଭାରତରେ ୨୦୧୨ରୁ ୨୦୧୭ ପର୍ଯ୍



ଗଞ୍ଜାମ ଜିଲ୍ଳାରେ କୋଭିଡ଼ ପରିଚାଳନା : ସରପଞ୍ଚଙ୍କ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ

Anupambharat News Bureau | ଓଡ଼ିଶା | | 1489 | Read...

ଗଞ୍ଜାମ ଜିଲ୍ଳାରେ କୋଭିଡ଼ ପରିଚାଳନା :  ସରପଞ୍ଚଙ୍କ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ

ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ସରପଞ୍ଚଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍‌ କେସ୍‌ କମୁଛି, ଆରୋଗ୍ୟ ହାର ବଢୁଛି, ମୃତୁ୍ୟହାର କମୁଛି k ଆଗାମୀ ଦିନରେ ସରପଞ୍ଚଙ୍କର ଭଲ କାମ କୋଭିଡ୍‌ ପରିଚାଳନାରେ ସାରା ଦେଶକୁ ବାଟ ଦେ



ଦିନକରେ ସର୍ବାଧିକ ୧୪ ମୁଣ୍ଡ ନେଲା, ରାଜ୍ୟରେ କରୋନା ମୃତୁ୍ୟ ୨୮୬ ଛୁଇଁଲା

Anupambharat News Bureau | ଓଡ଼ିଶା | | 1488 | Read...

ଦିନକରେ ସର୍ବାଧିକ ୧୪ ମୁଣ୍ଡ ନେଲା, ରାଜ୍ୟରେ କରୋନା ମୃତୁ୍ୟ ୨୮୬ ଛୁଇଁଲା

ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୪ ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ ଏହି ଅଦୃଶ୍ୟ ଭୂତାଣୁ ଜନିତ ମୃତୁ୍ୟ ସଂଖ୍ୟା ୨୮୬ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁସା



୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ

Anupambharat News Bureau | ଓଡ଼ିଶା | | 1487 | Read...

୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ

ଭୁବନେଶ୍ୱର, ୧୦ା୮ (ଅନୁପମ ମିଡ଼ିଆ): ଆସନ୍ତା ୧୨ ତାରିଖରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ।ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ୧୨ ତାରିଖ ମଧ୍ୟାହ୍ନ ସାଢ଼େ ୧୨ଟାରେ ପ



ଅମୃତ ଯୋଜନା କାର୍ଯ୍ୟକାରୀ, ଓଡ଼ିଶା ପୁଣି ଏକ ନମ୍ବର

Anupambharat News Bureau | ଓଡ଼ିଶା | | 1486 | Read...

ଅମୃତ ଯୋଜନା କାର୍ଯ୍ୟକାରୀ,  ଓଡ଼ିଶା ପୁଣି ଏକ ନମ୍ବର

ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ଅମୃତ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଓଡ଼ିଶା ପୁର୍ନବାର ଦେଶରେ ପ୍ରଥମ ସ୍ଥାନ ବଜାୟ ରଖିଛି । ପୂର୍ବରୁ ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ରେ ଓଡ଼ିଶା ଜାତୀୟ ସ୍ତରରେ କ୍ରମାଗତ ଉଲ୍ଲେଖନୀୟ ପ୍ରଦର



ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ

Anupambharat News Bureau | ଓଡ଼ିଶା | | 1485 | Read...

ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ

ଭୁବନେଶ୍ୱର,୧୦ା୮(ଅନୁପମ ମିଡ଼ିଆ): କରୋନା ପାଇଁ ବନ୍ଦ ଥିବା ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟରେ ମନ୍ଦିର ଖୋଲିବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି ଓଡିଶା



ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ

Anupambharat News Bureau | ବିଦେଶ | | 1484 | Read...

ପାକିସ୍ତାନକୁ ବାକିରେ ତେଲ ଦିଆଯିବ ନାହିଁ

କରାଚୀ: ମେ ମାସ ପରଠାରୁ ପାକିସ୍ତାନକୁ ସାଉଦି ଆରବରୁ ଋଣରେ ଅଶୋଧିତ ତୈଳ ମିଳୁନାହିଁ । ଯୋଗାଣ କାରୀଙ୍କଠାରୁ ଏହି ସୁବିଧା ଜାରି କରିବା ପାଇଁ ପାକିସ୍ତାନ କୌଣସି ଉତ୍ତର ମଧ୍ୟ ପାଇନାହିଁ । ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷଙ୍କ ମଧ



ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର

Anupambharat News Bureau | ଦେଶ | | 1483 | Read...

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅନୁସାରେ ଏକ ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିଛନ୍ତି । ଏହି ପାଣ୍ଠି କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌, କୃଷି କ୍ଷେତ୍ରରେ ଟେକ୍ନୋଲୋଜି କମ୍ପାନୀ ଏ



୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

Anupambharat News Bureau | ଓଡ଼ିଶା | | 1482 | Read...

୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ): ­ଉତ୍ତର -ପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭ



ରାଜ୍ୟରେ କରୋନା ଆକ୍ରାନ୍ତ ୪୫ ହଜାର ଟପିଲା, ସୁସ୍ଥ ସଂଖ୍ୟା ୩୧,୭୮୪କୁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 1481 | Read...

ରାଜ୍ୟରେ କରୋନା ଆକ୍ରାନ୍ତ ୪୫ ହଜାର ଟପିଲା,  ସୁସ୍ଥ ସଂଖ୍ୟା ୩୧,୭୮୪କୁ ବୃଦ୍ଧି

ଭୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ୧୭୩୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୫୯୨୭ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍



କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

Anupambharat News Bureau | ଦେଶ | | 1480 | Read...

କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

ବିଜୟୱାଡା, ୯ା୮: ରବିବାର ସକାଳେ ବିଜୟୱାଡା କୋଭିଡ କେୟାର ସେଣ୍ଟର ରୂପେ ବ୍ୟବହାର କରାଯାଉଥିବା ସ୍ୱର୍ଣ୍ଣ ପ୍ୟାଲେସ ହୋଟେଲରେ ନିଆଁ ଲାଗିଯିବାରୁ ୧୦ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛ



ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି

Anupambharat News Bureau | ଓଡ଼ିଶା | | 1479 | Read...

ଗଞ୍ଜାମରେ ଆକ୍ରାନ୍ତ କମୁଛି, ମୃତୁ୍ୟ ବଢ଼ୁଛି

ବ୍ରହ୍ମପୁର, ୯ା୮(ଅନୁପମ ମିଡ଼ିଆ): ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ ଥିବା ଗଞ୍ଜାମ ଜିଲ୍ଲାରେ ଗତ କିଛି ଦିନ ଧିରେ ଧିରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଥିବାରେ ଲାଗିଛି । ସେହିଭଳି ସୁସ୍ଥ ହାର ମଧ୍ୟ ସନ୍ତୋଷ ଜନକ ରହିଛି । ତେବେ ଏହ



ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ

Anupambharat News Bureau | ବିଦେଶ | | 1478 | Read...

ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ

କଲୋମ୍ବୋ: ଶ୍ରୀଲଙ୍କା ପୋଡୁଜନା ପେରମୁନା ପାର୍ଟି (ପିପିପି) ନେତା ମହିନ୍ଦା ରାଜପକ୍ଷେ ଚତୁର୍ଥବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ରବିବାର ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଏଥିଲାଗି କେଲାନିୟା ବୁଦ୍ଧ ମନ୍ଦିରରେ ଭବ୍ୟ ଉ



୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ

Anupambharat News Bureau | ଦେଶ | | 1477 | Read...

୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଧପୁର: ରାଜସ୍ଥାନ ଯୋଧପୁର ଜିଲ୍ଲାରୁ ଏକ ବଡ ଖବର ଆସିଛି ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଘଟଣାରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ଟେର ପାଉନି । ସୂଚନା ପ



ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

Anupambharat News Bureau | ବିଦେଶ | | 1476 | Read...

ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ରାଜନୀତି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏହି ସୂଚନା ଦେଇ



ସଂଜୟ ଦତ୍ତ ଅସୁସ୍ଥ

Anupambharat News Bureau | ଦେଶ | | 1475 | Read...

ସଂଜୟ ଦତ୍ତ ଅସୁସ୍ଥ

ମୁମ୍ବାଇ: ଅଭିନେତା ସଂଜୟ ଦତ୍ତ ଅସୁସ୍ଥ । ତାଙ୍କୁ ତୁରନ୍ତ ଲୀଳାବତୀ ହସପିଟାଲରେ ଭର୍ତ୍ତୀ କରାଯାଇଛି । ନିଶ୍ୱାସ ନେବାରେ ସମସ୍ୟା ହେବା କାରଣରୁ ସଂଜୟ ଦତ୍ତ ହଠାତ ଅସୁସ୍ତ ହୋଇ ପଡିଥିଲେ । ତେବେ ଡାକ୍ତରଖାନାରେ ଭର୍ତ୍ତି କରା



୧ ଟଙ୍କା ଦାନରେ ରାମ ମନ୍ଦିର

Anupambharat News Bureau | ଦେଶ | | 1474 | Read...

୧ ଟଙ୍କା ଦାନରେ ରାମ ମନ୍ଦିର

ଅଯୋଧ୍ୟା: ଗୋଟାଏ ପଟେ ମୋଦି କହିଛନ୍ତି ଯେ, ପ୍ରତ୍ୟେକ ଭାରତବାସୀଙ୍କ ଏକ ଟଙ୍କା ଲେଖାଁଏରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବ । ଅନ୍ୟ ପଟେ ଅନେକ ସନ୍ଥ ଓ ବହୁଭକ୍ତ ଦାନ କରିବାରେ ଲାଗିଛି । ଉଲ୍ଲେଖଥାଉକି, ଶ୍ରୀରାମ ଜନ୍



ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ

Anupambharat News Bureau | ଦେଶ | | 1473 | Read...

ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ

ନୂଆଦିଲ୍ଲୀ:ଚେକ୍‌ ଜମାକୁ ଅଧିକ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇ ଗୁରୁତ୍ୱ ଦେଉଛି । ଚେକ୍‌ରେ ଜମାକୁ ଅଧିକ ସୁରକ୍ଷିତ ତଥା ସକରାତ୍ମକ କରିବା ପାଇଁ ଏଦିଗରେ ପ୍ରୋତ୍ସାହନ କରାଯାଇଛି । ସକରାତ୍ମକ ଜମା କରିବା ଚେକ୍‌ର



ବିଶ୍ୱର ଚତୁର୍ଥ ଧନୀ ମୁକେଶ

Anupambharat News Bureau | ଦେଶ | | 1472 | Read...

ବିଶ୍ୱର ଚତୁର୍ଥ ଧନୀ ମୁକେଶ

ନୂଆଦିଲ୍ଲୀ:ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ଚେୟାର୍‌ମ୍ୟାନ୍‌ ମୁକେଶ ଅମ୍ବାନୀ ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ରହିଛନ୍ତି । ବିଲିୟାନାରୀ ମୁକେଶ ବିଶ୍ୱର ଚତୁର୍ଥ ଧନୀ ହେବାର ଗୌରବଲାଭ କରିଛନ୍ତି । ବ୍ଳମ୍‌ବଗ ବିଲିୟ



ଦୁବାଇ-କୋଝିକୋଡ ବିମାନ ଦୁର୍ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡ଼ିଜିପି

Anupambharat News Bureau | ଦେଶ | | 1471 | Read...

ଦୁବାଇ-କୋଝିକୋଡ ବିମାନ ଦୁର୍ଘଟଣା:  ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡ଼ିଜିପି

କୋଝିକୋଡ଼: କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାତ୍ରା କରୁଥିବା ୨ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରୀୟ ଉଦ୍ୟୋଗୀକ ସୁରକ୍ଷାବଳ ସୂତ୍ର ସମାଚାର ଏଜେନ୍



ରାଜ୍ୟରେ କରୋନା ମୃତୁ୍ୟ ୨୫୦ ପାର

Anupambharat News Bureau | ଓଡ଼ିଶା | | 1470 | Read...

ରାଜ୍ୟରେ କରୋନା ମୃତୁ୍ୟ ୨୫୦ ପାର

ଭୁବନେଶ୍ୱର, ୮ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମୃତୁ୍ୟ ୨୫୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଜଣା ଅଦୃଶ୍ୟ ଭୂତାଣୁ ପୁଣି ୧୨ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି ବୋଲି ରାଜ



୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 1469 | Read...

୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁୁବନେଶ୍ୱର,୮ା୮(ଅନୁପମ ମିଡ଼ିଆ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକା



ଆକ୍ରାନ୍ତ କମୁଛି, ସୁସ୍ଥ ହାର ବଢ଼ୁଛି

Anupambharat News Bureau | ଓଡ଼ିଶା | | 1468 | Read...

ଆକ୍ରାନ୍ତ କମୁଛି, ସୁସ୍ଥ ହାର ବଢ଼ୁଛି

ବ୍ରହ୍ମପୁର,୮ା୮(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ସମସ୍ତ ପ୍ରକାର ଦୋକାନ ଖୋଲିପାରିବେ କିନ୍ତୁ ଜିଲ୍ଲା ପ୍ରଶାସନର ପାଞ୍ଚ ସୂତ୍ରୀ ନିୟମକୁ ପାଳନ କରିବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍



୧୯୬ ଡାକ୍ତରଙ୍କ ଜୀବନ ନେଲାଣି

Anupambharat News Bureau | ଦେଶ | | 1467 | Read...

୧୯୬ ଡାକ୍ତରଙ୍କ ଜୀବନ ନେଲାଣି

ନୂଆଦିଲ୍ଲୀ-ସମଗ୍ର ବିଶ୍ୱରେ ଆତଙ୍କ ବାତ୍ତାବରଣ ଖେଳାଇଥିବା କୋଭିଡ-୧୯ କରୋନା ରୋଗର ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ବିଶ୍ୱର ବିଭିନ୍ନ ପ୍ରମୁଖ ରାଷ୍ଟ୍ରରେ ଲକ୍ଷାଧିକ ଜୀବନ ନଷ୍ଟ ହୋଇଛି । ପ୍ରଭାବିତ ର



ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

Anupambharat News Bureau | ଓଡ଼ିଶା | | 1466 | Read...

ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ

ବ୍ରହ୍ମପୁର, ୮ା୮ (ଅନୁପମ ମିଡ଼ିଆ): ଆଜି ସକାଳ ପ୍ରାୟ ୭ଟା ୧୦ ମିନିଟ୍‌ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକଫର ସ୍କେଲରେ ଏହାର ତୀବ୍ରତା ୩.୮ ଥିବା ସରକାରୀ ସୂତ୍ରରୁ ସୂଚନା



ଗିରିଶ ମୁର୍ମୁ ଶପଥ ନେଲେ

Anupambharat News Bureau | ଦେଶ | | 1465 | Read...

ଗିରିଶ ମୁର୍ମୁ ଶପଥ ନେଲେ

ନୂଆଦିଲ୍ଲୀ, ୮ା୮: ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ନିବାସୀ ଗିରିଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ଚତୁର୍ଦ୍ଦଶ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କା



ଆସିଲେ ୧୮୩୩, ଗଲେ ୧୮୧୦

Anupambharat News Bureau | ଓଡ଼ିଶା | | 1464 | Read...

ଆସିଲେ ୧୮୩୩, ଗଲେ ୧୮୧୦

ଆଜି ରାଜ୍ୟରେ ଉଭୟ ସୁସ୍ଥ ଓ ଆକ୍ରାନ୍ତରେ ରେକର୍ଡ଼ ହୋଇଛି । ଆଜି ୧୮୧୦ ସୁସ୍ଥ ହୋଇଥିବା ବେଳେ ୧୮୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ଙ୍କ ସଂଖ୍ୟା ବଢ଼ି ୨୮,୬୯୭ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ



ଅଗଷ୍ଟରେ ଡରାଇଲାଣି କରୋନା: ସପ୍ତାହକରେ ନେଲାଣି ୭୧ ମୁଣ୍ଡ

Anupambharat News Bureau | ଓଡ଼ିଶା | | 1463 | Read...

ଅଗଷ୍ଟରେ ଡରାଇଲାଣି କରୋନା:  ସପ୍ତାହକରେ ନେଲାଣି ୭୧ ମୁଣ୍ଡ

ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ): ଗତ ଜୁଲାଇ ଭଳି ଚଳିତ ଅଗଷ୍ଟରେ ମଧ୍ୟ କରୋନା ରାଜ୍ୟରେ ତାର କାୟା ମେଲାଇ ଚାଲିଛି । ଗତ ଏକ ସପ୍ତାହ ମଧ୍ୟରେ ଏହି ଭୂତାଣୁ ରାଜ୍ୟରେ ୭୧ ମୁଣ୍ଡ ନେଇଛି । ସେଥିମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ



ରାଜ୍ୟରେ ଆଉ ଛ’ଟି ନୂଆ ଥାନା

Anupambharat News Bureau | ଓଡ଼ିଶା | | 1462 | Read...

ରାଜ୍ୟରେ ଆଉ ଛ’ଟି ନୂଆ ଥାନା

ଭୁବନେଶ୍ୱର, ୭ା୮,(ଅନୁପମ ମିଡ଼ିଆ): ରାଜ୍ୟ ପୋଲିସରେ ୯୦୫ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ୨୧ଟି ଜିଲ୍ଲାର ୨୨୦ ଥାନା ଓ ୬ଟି ଫାଣ୍ଡିରେ ପୋଲିସ କର୍ମଚାରୀ ଆବଶ୍ୟକତା ପୂରଣ କରାଯ



୧୧ ଯାଏଁ ବର୍ଷା ଆଶଙ୍କା

Anupambharat News Bureau | ଓଡ଼ିଶା | | 1461 | Read...

୧୧ ଯାଏଁ ବର୍ଷା ଆଶଙ୍କା

ଭୁବନେଶ୍ୱର, ୭ା୮(ଅନୁପମ ମିଡ଼ିଆ): ଶନିବାରଠାରୁ ଆଗାମୀ ୧୧ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ । ସେହିପରି ଆସନ୍ତ



କ୍ରାସ ଲ୍ୟାଣ୍ଡିଂ, ଏୟାର ଇଣ୍ଡିଆ ବିମାନ ଦିଖଣ୍ଡ ଦୁଇ ପାଇଲଟଙ୍କ ସମେତ ୧୫ ମୃତ

Anupambharat News Bureau | ଦେଶ | | 1460 | Read...

କ୍ରାସ ଲ୍ୟାଣ୍ଡିଂ, ଏୟାର ଇଣ୍ଡିଆ ବିମାନ ଦିଖଣ୍ଡ ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ନୂଆଦିଲ୍ଲୀ: କେରଳର କୋଜିକୋଡ ରନ୍‌େୱରେ ଏୟାର ଇଣ୍ଡିଆର ଏକ ଯାତ୍ରୀ ବାହୀ ବିମାନ ଶୁକ୍ରବାର ସନ୍ଧ୍ୟା ୭.୪୦ରେ କ୍ରାସ ଲ୍ୟାଣ୍ଡିଂ ଦୁଇ ପାଇଲଟଙ୍କ ସମେତ ୧୫ ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ବହୁ ଗୁରୁତର ଥିବାରୁ ମୃତୁ୍ୟ ସଂଖ୍



ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର

Anupambharat News Bureau | ଦେଶ | | 1459 | Read...

ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରେ ଜଣେ ଯୁବକଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଛି । ସମ୍ମାନ-ହାନି ପାଇଁ ଯୁବତୀଙ୍କ ପରିବାର ଲୋକେ ପ୍ରେମୀଯୁଗଳଙ୍କୁ ଜୀବିତ ଜଳାଇ ଦେଇଛନ୍ତି । ଅନର କିଲିଂର ଏହି ମାମଲା ମଣ୍ଟୌନ୍ଧ ଥାନା ଅଞ



ବର୍ଷାରେ ବେହାଲ୍‌ ମାୟାନଗରୀ

Anupambharat News Bureau | ଦେଶ | | 1458 | Read...

ବର୍ଷାରେ ବେହାଲ୍‌ ମାୟାନଗରୀ

ମୁମ୍ବାଇ: ମାୟନଗରୀ ମୁମ୍ବାଇରେ ଗତ କିଛି ଦିନ ହେଲା ଭୀଷଣ ବର୍ଷା ଲାଗି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କରୋନା ପାଇଁ ଲୋକେ ଏତେ ହଇରାଣ ହରକତ ହେଉଥବା ସମୟରେ ପୁଣି ବର୍ଷା ଯୋଗୁଁ ଲୋକଙ୍କ ଅବସ୍ଥା ଆହୁରି ବ



ଭାରତରେ ରହିଲେ ହିନ୍ଦୁ, ପାକିସ୍ତାନରେ ରହିଲେ ଇସ୍‌ଲାମ୍‌ ଧର୍ମ: ଯେଉଁ ଦେଶରେ ରହିଲେ ସେହି ଫଳ ଖାଇବାକୁ ପଡିବ

Anupambharat News Bureau | ଦେଶ | | 1457 | Read...

ଭାରତରେ ରହିଲେ ହିନ୍ଦୁ, ପାକିସ୍ତାନରେ ରହିଲେ ଇସ୍‌ଲାମ୍‌ ଧର୍ମ:  ଯେଉଁ ଦେଶରେ ରହିଲେ ସେହି ଫଳ ଖାଇବାକୁ ପଡିବ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅବସରରେ ଗୁରୁବାର ଦିନ ବାଡ଼ମେର ଜିଲ୍ଲାର ପାୟଲ କଲ୍ଲା ପଞ୍ଚାୟତ ସମିତିର ମୋତିସରା ଗାଁର ୫୦ ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ହିନ୍ଦୁ ଧର୍ମ ଗ୍ରହଣ କରିଥିବା



ଚୀନ୍‌ ଆପ୍‌ ପ୍ରତିବନ୍ଧକ ମଧ୍ୟରେ ଜିଓମି ଓ ବାଇଡୁ ସାମିଲ୍‌

Anupambharat News Bureau | ଦେଶ | | 1456 | Read...

ଚୀନ୍‌ ଆପ୍‌ ପ୍ରତିବନ୍ଧକ ମଧ୍ୟରେ ଜିଓମି ଓ ବାଇଡୁ ସାମିଲ୍‌

ନୂଆଦିଲ୍ଲୀ:ଭାରତ ସରକାର ଚୀନ୍‌ ବିରୁଦ୍ଧରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ ସ୍ୱରୁପ ୫୯ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଅନେକ ଆପ୍‌ ମଧ୍ୟରେ ଜିଓମି ଓ ବାଉଡୁ ସାମିଲ୍‌ ହୋଇଛି । ୧୦୮ଟି ବିଭିନ୍ନ ଆପ୍ଳିକେସନ୍‌ରେ



ଆର୍‌ବିଆଇ ମୁଦ୍ରାନୀତି : ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିର୍ତ

Anupambharat News Bureau | ଦେଶ | | 1455 | Read...

ଆର୍‌ବିଆଇ ମୁଦ୍ରାନୀତି : ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିର୍ତ

ନୂଆଦିଲ୍ଲୀ:ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ରେପୋ ରେଟ୍‌ ଓ ସୁଧହାର ଅପରିବର୍ତ୍ତିତ ରଖିଛନ୍ତି । ନିକଟରେ ଗ୍ରାହକ ମୁଦ୍ରାସ୍ପୀତି ଷ୍ଟକ୍‌ ଉତ୍ସାହଜନକ ବୃଦ୍ଧି ହୋଇଛି । ଖୁଚୁରା ମୂଲ୍ୟ ମଧ୍ୟମଧରଣ ଟାର୍ଗେଟ୍‌ ଅଗ୍



ଖୋର୍ଦ୍ଧା ଏସପିଙ୍କୁ କରୋନା

Anupambharat News Bureau | ଓଡ଼ିଶା | | 1454 | Read...

ଖୋର୍ଦ୍ଧା ଏସପିଙ୍କୁ କରୋନା

ଭୁବନେଶ୍ୱର, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିଜର କରୋନା ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ମିଳିଥିବା ସୂ



ବାତିଲ୍‌ ରହିବ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

Anupambharat News Bureau | ଓଡ଼ିଶା | | 1453 | Read...

 ବାତିଲ୍‌ ରହିବ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର, ୬ା୮(ଅନୁପମ ମିଡିଆ): ଆସନ୍ତା କାଲି (ଶୁକ୍ରବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନ



ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ

Anupambharat News Bureau | ଓଡ଼ିଶା | | 1452 | Read...

 ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ

ବ୍ରହ୍ମପୁର,୬ା୮(ବିନୋଦ ପଟ୍ଟନାୟକ) : ଏପଟେ କରୋନା ସେପଟେ ଶ୍ରାବଣ । ଦୁହିଁଙ୍କ ଦାଉରେ ପେଶି ହୋଇଯାଇଛନ୍ତି ଚାଷୀକୂଳ । କରୋନା କଟକଣା ଫଳରେ ଦୀର୍ଘ ଦିନ ବନ୍ଦ ରହିଥିଲା ଦୋକାନ ବଜାର । ଗାଡ଼ି ଚଳାଚଳ ମଧ୍ୟ ଠପ୍‌ ହୋଇଯାଇଥିଲା । ଫ



କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ

Anupambharat News Bureau | ଦେଶ | | 1451 | Read...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ଆଠ ମୃତ

ଅହମଦାବାଦ, ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍‌-୧୯ ହସ୍ପିଟାେରେ ଭୀଷଣ ଅଗ୍ନିକାଣ୍ଡ ଘଟି ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍ପିଟାଲର ଚତୁର୍ଥ ତାଲାରେ



ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର

Anupambharat News Bureau | ଓଡ଼ିଶା | | 1450 | Read...

ସଙ୍ଗରୋଧରେ ଭୀମସାରର ୭୦ ଡ଼ାକ୍ତର

ସମ୍ବଲପୁର: ବୁର୍ଲା ଭୀମସାର ମେଡ଼ିସିନ ବିଭାଗର ୯ ଜଣ ଡ଼ାକ୍ତର ଗତ ମଙ୍ଗଳବାର ଦିନ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଡ଼ାକ୍ତର ମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଡ଼ାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ



ପୁଣି ୧୦ ଜୀବନ ଗଲା

Anupambharat News Bureau | ଓଡ଼ିଶା | | 1449 | Read...

ପୁଣି ୧୦ ଜୀବନ ଗଲା

ଭୁବନେଶ୍ୱର, ୬ା୮ (ଅନୁପମ ମିଡିଆ): ­ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର



କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତି: କେନ୍ଦ୍ରର ୮୯୦.୩୨ କୋଟି

Anupambharat News Bureau | ଦେଶ | | 1448 | Read...

କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତି:  କେନ୍ଦ୍ରର ୮୯୦.୩୨ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର, ୬ା୮: ­ କରୋନା ଜରୁରୀକାଳୀନ ପ୍ରଶମନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ



୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 1447 | Read...

୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୫ା୮(ଅନୁପମ ମିଡ଼ିଆ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ େୱଲ ମାର୍କ୍‌ ଲୋ ପ୍ରେସର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପ୍ରବଳ ବ



ଆମାଜନ୍‌,ଫ୍ଳିପ୍‌କାର୍ଟ ବିକି୍ର ମଧ୍ୟରାତ୍ରୀରୁ ଆରମ୍ଭ

Anupambharat News Bureau | ଦେଶ | | 1446 | Read...

ଆମାଜନ୍‌,ଫ୍ଳିପ୍‌କାର୍ଟ ବିକି୍ର ମଧ୍ୟରାତ୍ରୀରୁ ଆରମ୍ଭ

ନୂଆଦିଲ୍ଲୀ:ଆମାଜନ୍‌ ପ୍ରାଇମ୍‌ ଡେ ୨୦୨୦ ଓ ଫ୍ଳିପ୍‌କାର୍ଟ ବିଗ୍‌ ସେଭିଂ ଡେ୍‌ ସେଲ୍‌ ମଧ୍ୟରାତ୍ରିରୁ ଆରମ୍ଭ ହେବା ଉଭୟ ଆମାଜନ୍‌ ଓ ଫ୍ଳିପ୍‌କାର୍ଟ ବିକି୍ର ଗ୍ରେଟ୍‌ ଡିଲ୍‌ ସହିତ କେତେକ ନିର୍ଦ୍ଧିଷ୍ଟ ମୋବା



ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ

Anupambharat News Bureau | ଓଡ଼ିଶା | | 1445 | Read...

ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ

ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଦିନକରେ ୧୩୩୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ଭୂତାଣୁ ଆଉ ନ’ ମୁଣ୍ଡ ନେଇଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୯୦୧୮ କୁ ବୃଦ୍ଧି ପାଇଛି । ସେହିଭଳି କରୋନା ମୃତୁ୍ୟ ୨



ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ

Anupambharat News Bureau | ଦେଶ | | 1444 | Read...

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ

ନୂଆଦିଲ୍ଲୀ , ୫ା୮: ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ବୁଧବାର ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର



ବୁର୍ଲା ଓ ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ୍‌ ଉଦ୍‌ଘାଟିତ: ସବୁ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧା ହେବ:ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1443 | Read...

ବୁର୍ଲା ଓ ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ୍‌ ଉଦ୍‌ଘାଟିତ: ସବୁ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧା ହେବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫ ।୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ବୁର୍ଲାର ଭିମ୍‌ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି । ଏହି ଅବସର



ମୁଁ ଶପଥ କରୁଛି... ମୁଁ ଜିତିବି, ମୋ ଓଡ଼ିଶା ଜିତିବ

Anupambharat News Bureau | ଓଡ଼ିଶା | | 1442 | Read...

ମୁଁ ଶପଥ କରୁଛି... ମୁଁ ଜିତିବି, ମୋ ଓଡ଼ିଶା ଜିତିବ

ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ଗତ ପାଞ୍ଚ ମାସ ଧରି ଓଡ଼ିିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି । ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ



ରେଡ୍‌ମି ୯ ପ୍ରାଇମ୍‌ ବଜାର ପ୍ରବେଶ

Anupambharat News Bureau | ଦେଶ | | 1441 | Read...

ରେଡ୍‌ମି ୯ ପ୍ରାଇମ୍‌ ବଜାର ପ୍ରବେଶ

ନୂଆଦିଲ୍ଲୀ: ରେଡ୍‌ମି ୯ପ୍ରାଇମ୍‌ ବଜାରରେ ପ୍ରବେଶ କରିଛି । ଏହାର ମୂଲ୍ୟ ୯,୯୯୯ ଟଙ୍କା ଅବସ୍ଥାପିତ ୬୪ଜିବି ଷ୍ଟୋରେଜ୍‌ ଭର୍ସନ୍‌ ରହିଛି । ରେଡ୍‌ମି ୯ ପ୍ରାଇମ୍‌ ଜିଓମି ଗ୍ରାହକଙ୍କୁ ସୁହାଇଲା ଭଳି ସ୍ମାର୍ଟଫୋନ୍‌



ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

Anupambharat News Bureau | ବିଦେଶ | | 1440 | Read...

ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

ବେରୁଟ୍‌: ଲେବାନନ୍‌ ରାଜଧାନୀ ବେରୁଟ୍‌ ସହରରେ ଭୟଙ୍କର ବିସ୍ପୋରଣ । ବିସ୍ପୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି । ଏଥିରେ ଶତାଧିକ ଆହତ ହୋଇଥିବା ଖବର ଆ



ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ

Anupambharat News Bureau | ଦେଶ | | 1439 | Read...

ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ

ଅଯୋଧ୍ୟା: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଯୋଧ୍ୟା ଭୂମି ପୂଜନ ଉତ୍ସବ ପରେ ଟୁଇଟ୍‌ କରି ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ୍‌ କରିଛନ୍ତି । ରାହୁଲ ଟୁଇଟ୍‌ର ଲେଖିଛନ୍ତି ଯେ, ରାମ ହେଉଛନ୍ତି ପ୍ରେମ, ସେ



ଟପ୍‌ ୧୦ରେ ଦୁୁଇ ଓଡିଆ

Anupambharat News Bureau | ଓଡ଼ିଶା | | 1438 | Read...

ଟପ୍‌ ୧୦ରେ ଦୁୁଇ ଓଡିଆ

ଭୁବନେଶ୍ୱର, ୪ା୮(ଅନୁପମ ମିଡ଼ିଆ): ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ଆଇଏଏସ୍‌, ଆପିଏସ୍‌, ଆଇଆରଏସ୍‌, ଆଇଏଫ୍‌ସ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହ



ସହିଦ୍‌ କୋଭିଡ ଯୋଦ୍ଧା ସ୍ମୃତିରେ ନୀରବ ପ୍ରାର୍ଥନା

Anupambharat News Bureau | ଓଡ଼ିଶା | | 1437 | Read...

ସହିଦ୍‌ କୋଭିଡ ଯୋଦ୍ଧା ସ୍ମୃତିରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର, ୪ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମ



୯ ଯାଏଁ ପୁରା ଓଡ଼ିିଶା ଭିଜିବ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 1436 | Read...

୯ ଯାଏଁ ପୁରା ଓଡ଼ିିଶା ଭିଜିବ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୮(ଅନୁପମ ମିଡ଼ିଆ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ସମଗ୍ର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଏହାସହ ପବନର ବେଗ ଘଣ



ଧର୍ମେନ୍ଦ୍ରଙ୍କୁ କରୋନା

Anupambharat News Bureau | ଦେଶ | | 1435 | Read...

ଧର୍ମେନ୍ଦ୍ରଙ୍କୁ କରୋନା

ନୂଆଦିଲ୍ଲୀ, ୪ା୮: କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନାରୁ ଜଣାପଡିଛି । କେନ୍ଦ୍ରମନ୍ତ୍ରୀ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେବା ପରେ ତାହାଙ୍କୁ ମେଦାନ୍ତା ହସ୍‌ପିଟାଲ୍‌ରେ ଭର



ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !

Anupambharat News Bureau | ଦେଶ | | 1434 | Read...

ସେପେଫମ୍ବର ୧୫ସୁଦ୍ଧା ଟିକ୍‌-ଟକକୁ କିଣିବ ମାଇକ୍ରୋସଫଫ !

ନୂଆଦିଲ୍ଲୀ: ସର୍ଟ ଭିଡିଓ ପ୍ଲାଟଫର୍ମ ଟିକଟକକୁ କ୍ରୟ କରିବା ନେଇ ଆଲୋଚନା ଜାରି ରହିବ ଏବଂ ସେପେଫମ୍ବର ୧୫, ୨୦୨୦ ସୁଦ୍ଧା ମାଇକ୍ରୋସଫଫ ଟିକ୍‌-ଟକକୁ କିଣିବ । ରବିବାର ଏ ନେଇ ଘୋଷଣା କରିଛି ମାଇକ୍ରୋସଫଫ । ସତ୍ୟ ନାଡେଲାଙ୍କ ନେ



୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

Anupambharat News Bureau | ଦେଶ | | 1433 | Read...

୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନଙ୍କ ନିମନ୍ତେ ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ରାଜ୍ୟରେ ଥିବା ସବୁ ବାଣିଜ୍ୟିକ ବ୍ୟାଙ୍କ,ଗ୍ରାମୀଣ ବ୍ୟାଙ୍କ, ସମବାୟ ବ



ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ

Anupambharat News Bureau | ଦେଶ | | 1432 | Read...

ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ

ମୁମ୍ବାଇ: ଆଜି ସାରା ଦେଶରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି ।ସବୁ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷାର ବଚ୍ଚନ ନେଉଛନ୍ତି । ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ଚଳିତ ବର୍ଷ ନିଜ ଭାଇ ହାତର



ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ

Anupambharat News Bureau | ଦେଶ | | 1431 | Read...

ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ

ନୂଆଦିଲ୍ଲୀ,୩ା୮:ଭାରତ ଚୀନ୍‌ ସୀମା ମଧ୍ୟରେ କୌଣସି ଭବିଷ୍ୟତର ଆକ୍ରମଣର ଆଶଙ୍କାକୁ ମୁକାବିଲା କରିବା ପାଇଁ ଭାରତ ସେନା ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଭାରତ-ଚୀନ୍‌ ସୀମା ମଧ୍ୟରେ କିଛି ଅଞ୍ଚଳ ଅକ୍ତିଆରକୁ କେନ୍ଦ



ଆଜିଠୁ ଚାଲିବ ମୋ ବସ୍‌

Anupambharat News Bureau | ଓଡ଼ିଶା | | 1430 | Read...

ଆଜିଠୁ ଚାଲିବ ମୋ ବସ୍‌

ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ):ମଙ୍ଗଳବାରଠାରୁ ମୋ ବସ୍‌ ଚଳାଚଳ ଆରମ୍ଭ ହେବ । ମୋଟ ୮ ଟି ରୁଟ୍‌ ରେ ନନ୍‌ ଏସି ବସ୍‌ ଚାଲିବ । ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍‌ ସେବା ଚାଲୁ ରହିବ । ରୁଟ୍‌ ନଂ ୧୧, ୧୬ , ୧୮, ୨୦, ୨



ରାଜ୍ୟରେ କରୋନା ମୃତ ଦୁଇ ଶହ ପାର

Anupambharat News Bureau | ଓଡ଼ିଶା | | 1429 | Read...

ରାଜ୍ୟରେ କରୋନା ମୃତ ଦୁଇ ଶହ ପାର

ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମୃତୁ୍ୟର ତାଣ୍ଡବ ଜାରି ରଖିଛି । ଗତ ତିନି ଦିନରେ ଏହି ଅଜଣା ଭୂତାଣୁ ୩୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ୨୦୭କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍



ଆଗ ରାମ ଭକ୍ତଙ୍କ ପୂଜା ତା’ପରେ ଭୂମି ପୂଜା: ପ୍ରଧାନମନ୍ତ୍ରୀ

Anupambharat News Bureau | ଦେଶ | | 1428 | Read...

ଆଗ ରାମ ଭକ୍ତଙ୍କ ପୂଜା ତା’ପରେ ଭୂମି ପୂଜା: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପାଇଁ ଆଉ ୩ ଦିନ ବାକି ରହିଛି । ଭୂମିପୂଜନ ପାଇଁ ଆୟୋଜନ କାର୍ଯ୍ୟକ୍ରମ ଜୋର ସୋରରେ ଚାଲିଛି ଭୂମିପୂଜନରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବେ । ଏହା ପୂର୍ବରୁ ହନୁମାନ ଗଢିରେ ୩ ମି



କଂଗ୍ରେସ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ: ରାହୁଲ୍‌

Anupambharat News Bureau | ଦେଶ | | 1427 | Read...

କଂଗ୍ରେସ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ: ରାହୁଲ୍‌

ନୂଆଦିଲ୍ଲୀ: କଂଗ୍ରେସର ଅଭିଜ୍ଞ ତଥା ନୂଆ ନେତାଙ୍କ ମଧ୍ୟରେ ଛକାପrା ମଧ୍ୟରେ ଦଳର ବରିଷ୍ଠ ନେତାମାନେ ଶନିବାର ନିଜର ଯୁବ ସହକର୍ମୀଙ୍କୁ ନିଜର ଆଧିପତ୍ୟକୁ ଅପମାନ ନକରିବାକୁ ପରାମର୍ଶ ଦେଇଛନ୍ତି । ସେମାନେ କେବଳ ଜନସାଧାରଣଙ୍କ



ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

Anupambharat News Bureau | ଦେଶ | | 1426 | Read...

ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

ଅଯୋଧ୍ୟା: ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ରାମଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିଲାଗି ପ୍ରସ୍ତୁତି ଏବେ ଚ



ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?

Anupambharat News Bureau | ଦେଶ | | 1425 | Read...

ସୁଯୋଗ ଦେଖି ଆକ୍ରମଣ କରିପାରେ କି ଚୀନ୍‌ ?

ନୂଆଦିଲ୍ଲୀ: ଚାଲବାଜି ଚଳାଇଛି ଚାଇନା । ସୀମାରେ ଠୁଳ କରୁଛି ସୈନିକ । ଗଲୱନ୍‌ ଏବଂ ପାଙ୍ଗଗ ସୋ ପରେ ଏବେ ଲିପୁଲେଖ ପାସ୍‌ ନିକଟରେ ସୈନ୍ୟ ଠୁଳ କରୁଛି ଚାଇନା । କୁହାଯାଉଛି ଲିପୁଲେଖର ସେ ପାଖରେ ଚାଇନା ଏକ ବାଟାଲିଅନ ବା ୧ ହଜା



ଦିନକରେ ୧୪୩୪ ନୂଆ ଆକ୍ରାନ୍ତ

Anupambharat News Bureau | ଓଡ଼ିଶା | | 1424 | Read...

ଦିନକରେ ୧୪୩୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୨ା୮(ଅନୁପମ ମିଡ଼ିଆ): ରାଜ୍ୟରେ ରବିବାର ଆଉ ୧୪୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୪୯୧୩ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୧୪୩୪ ଜଣଙ୍କ ମଧ୍ୟରୁ ୮୮୯



୬ ଯାଏଁ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 1423 | Read...

୬ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨ା୮ (ଅନୁପମ ମିଡ଼ିଆ): ଆସନ୍ତା ୪ ତାରିଖରେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିିରି, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କ



ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର

Anupambharat News Bureau | ଓଡ଼ିଶା | | 1422 | Read...

ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ସଂଖ୍ୟା ଶହେ ପାର

ବ୍ରହ୍ମପୁର,୨ା୮(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ଭୂତାଣୁ ପୁରା ବେକାବୁ ହେବାରେ ଲାଗିଛି । ଅନ୍ୟପକ୍ଷେ ଗଞ୍ଜାମ ଜିଲ୍ଳାର କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି । ଜିଲ୍ଲାରେ କରୋନା ମୃତୁ୍ୟ ଶତକ ପାର କରିଥିବା ବେଳେ ଆକ୍ରାନ୍ତ



ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି

Anupambharat News Bureau | ଦେଶ | | 1421 | Read...

ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି

ନୂଆଦିଲ୍ଲୀ,୨ା୮: ଦେଶର ବିଶିଷ୍ଟ ନେତା ଓ ପ୍ରଶାସକ କରୋନା ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତେବେ ଆଜି ସୁସ୍ଥ ପରେ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଅମିତାଭ ବଚ୍ଚନ । ଆଜି ତାଙ୍କ ରିପୋର୍ଟ ନେଗଟିଭ ଆସିବା ପରେ ସେ ମେଡ଼ିକାଲରୁ



ଅର୍ଥମନ୍ତ୍ରଣାଳୟ ସହ ମିଶି ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ:ସୀତାରମନ୍‌

Anupambharat News Bureau | ଦେଶ | | 1420 | Read...

ଅର୍ଥମନ୍ତ୍ରଣାଳୟ ସହ ମିଶି ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ:ସୀତାରମନ୍‌

ନୂଆଦିଲ୍ଲୀ:ଅର୍ଥମନ୍ତ୍ରଣାଳୟ ସହିତ ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳାସୀତାରମନ୍‌ ପ୍ରକାଶ କରିଛନ୍ତି । ଆର୍‌ବିଆଇ ଋଣ ପୁନ ର୍ଗଠନ କରିବା ସହ କୋଭିଡ୍‌-୧୯ ପ୍ରଭାବିତ ହୋଇଥିବା ଉଦ



ଟୟେଟା କମ୍ପାଟ୍‌ ଏସ୍‌ୟୁଭି ବଜାର ପ୍ରବେଶ

Anupambharat News Bureau | ଦେଶ | | 1419 | Read...

ଟୟେଟା କମ୍ପାଟ୍‌ ଏସ୍‌ୟୁଭି ବଜାର ପ୍ରବେଶ

ନୂଆଦିଲ୍ଲୀ:ଟୟେଟା କମ୍ପାଟ୍‌ ଏସ୍‌ୟୁଭି ବଜାର ପ୍ରବେଶ କରିଛି । ପାର୍ବଣ ଋତୁକୁ ଦୃଷ୍ଟି ରଖି ଏହା ବଜାର ପ୍ରବେଶ କରିଥିବାବେଳେ ଜୁଲାଇରେ ବିକି୍ର ୫୨.୩ ପ୍ରତିଶତ ହ୍ରାସ ହୋଇଛିା କିନ୍ତୁ ୩୯.୩୨% ଏମ୍‌ଓଏମ୍‌ ମଧ୍ୟରେ ଟୟେଟ



ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ

Anupambharat News Bureau | ବିଦେଶ | | 1418 | Read...

ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ

ନୂଆଦିଲ୍ଲୀ : ଚୀନ ଓ ଭାରତ ବିବାଦରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିବା ପରେ ଚୀନ ଅଷ୍ଟ୍ରେଲିଆର ସମାଲୋଚନା କରିଛି । ବେଜିଂ ବିରୁଦ୍ଧରେ ଭାରତରେ ଥିବା ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଦେଇଥିବା ମନ୍ତବ୍ୟ ବେଆଇନ



କ୍ରେନ୍‌ ପଡି ୧୧ ଶ୍ରମିକ ମୃତ

Anupambharat News Bureau | ଦେଶ | | 1417 | Read...

କ୍ରେନ୍‌ ପଡି ୧୧ ଶ୍ରମିକ ମୃତ

ବିଶାଖାପାଟନମ୍‌: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ ସ୍ଥିତ ହିନ୍ଦୁସ୍ତାନ ସିପିୟାର୍ଡରେ ଏକ କ୍ରେନ୍‌ ଦୁର୍ଘଟଣାରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବିଶାଖାପାଟନମ୍‌ ଜିଲ୍ଲାପାଳ ବିନୟ ଚାନ୍ଦ ଏହି ଘଟଣା ସଂପର୍କରେ



ଆରପାରିରେ ସାଂସଦ ଅମର ସିଂ

Anupambharat News Bureau | ଦେଶ | | 1416 | Read...

ଆରପାରିରେ ସାଂସଦ ଅମର ସିଂ

ନୂଆଦିଲ୍ଲୀ: ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ । ସିଙ୍ଗାପୁରରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ସେ ଦୀର୍ଘଦିନ ଧରି ସିଙ୍ଗାପୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋ



ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା: ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ

Anupambharat News Bureau | ଓଡ଼ିଶା | | 1415 | Read...

ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା:  ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ

ବ୍ରହ୍ମପୁର,୧ା୮(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ସକାଳ ୫ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ



ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 1414 | Read...

ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର, ୧ା୮(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି କରୋନା ୧୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ପାଞ୍ଚ ଜଣ ହୋଇଥିବ



ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ: କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1413 | Read...

ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ:   କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବ୍ରହ୍ମପୁରରେ ୧୫୦ ଲେଖାଏଁ ଶଯ୍ୟା ଥିବା ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ କରିଛନ୍ତି । ବ୍ରହ୍ମପୁରର କନିଷି ଠାର



ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା

Anupambharat News Bureau | ଓଡ଼ିଶା | | 1412 | Read...

ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା

ଶିନିବାରଠାରୁଲାଗୁ ହେବାକୁ ଥିବା ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ସର୍ବସାଧାରଣରେ ଛେପ ନ ପାକାଇବା, ବାହାଘର ଓ ଶୁଦ୍ଧିଘରରେ ନିର୍ଦ୍ଧାରିତ ଲୋକଙ୍କ ଠାରୁ ଅଧିକ ଲୋକ ଯୋଗ



୪ରେ ଲଘୁଚାପ

Anupambharat News Bureau | ଓଡ଼ିଶା | | 1411 | Read...

୪ରେ ଲଘୁଚାପ

ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ପୁରା ରାଜ୍ୟରେ ବର୍ଷା ହେବାର ସ



ଜୁଲାଇରେ ନେଲା ୮୬ ମୁଣ୍ଡ

Anupambharat News Bureau | ଓଡ଼ିଶା | | 1410 | Read...

ଜୁଲାଇରେ ନେଲା ୮୬ ମୁଣ୍ଡ

ବ୍ରହ୍ମପୁର,୩୧ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ଜୁଲାଇ ମାସରେ ସର୍ବାଧିକ୧୫୦ରୁ ଊର୍ଦ୍ଧ୍ୱ ମୁଣ୍ଡ ନେଇଛି । ଏଥିରେ ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା । ଜୁଲାଇରେ ଏହି ଅଜଣା ଭୂତାଣୁ ଜିଲ୍ଲ



ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

Anupambharat News Bureau | ଓଡ଼ିଶା | | 1409 | Read...

ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଅଗଷ୍ଟ ମାସ ଲାଗି ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏଥର ଗାଇଡ୍‌ ଲାଇନ୍‌ରେ ସମଗ୍ର ରାଜ୍ୟରେ କଟକଣା କିଛି ମାତ୍ରାରେ କୋହଳ ହୋଇଥିବା ବେଳେ କେବଳକଣ୍ଟେନମେଣ୍ଟ ଜାନରେ ସ



ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

Anupambharat News Bureau | ଦେଶ | | 1408 | Read...

ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

ନୂଆଦିଲ୍ଲୀ:ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ୟସ୍‌ବ୍ୟାଙ୍କ୍‌ ନିଜ ଅଧିନକୁ ଆଣିଛି । ଅନିଲ୍‌ ଅମ୍ବାନୀ ୟସ୍‌ବ୍ୟାଙ୍କ୍‌ର ୨,୮୯୨ କୋଟି ବକେୟା ଜମା କରିବାରେ ବିଫଳ ହୋଇଛନ୍ତି । ବେସରକାରୀ ଋଣ ପ୍ରଦାନକାରୀ



ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

Anupambharat News Bureau | ବିଦେଶ | | 1407 | Read...

ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନା ଭାଇରସ୍‌ ଆକ୍ରମଣାତ୍ମକ ଭାବେ ଫେରିଛି । କାରଣ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଅଧିକ ସଂଖ୍ୟାରେ କେସ୍‌ ବୃଦ୍ଧି ଘଟିଛି । ଦେଶର ସ୍ୱାସ୍ଥ୍ୟ ବିଭାଗ ଗୁରୁବାର କହିଛି ଜୁଲାଇ ୩୦ ରେ ଦେଶରେ



ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

Anupambharat News Bureau | ବିଦେଶ | | 1406 | Read...

ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

ୱାଶିଂଟନ୍‌: ଭାରତ, ଚୀନ୍‌ ଏବଂ ଋଷ ନିଜ ଏୟାର କ୍ୱାଲିଟିର ଧ୍ୟାନ ରଖନ୍ତିନାହିଁ କି;ୁ ଆମେରିକା ସବୁବେଳେ ବାୟୁର ମାନ ପ୍ରତି ଗୁରୁତ୍ୱ ଦେଇଥାଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ । ସେ ପ୍ୟାରିସ୍‌



ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

Anupambharat News Bureau | ଦେଶ | | 1405 | Read...

ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

ନୂଆଦିଲ୍ଲୀ: ଭାରତବର୍ଷରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି କରୋନା ଭୂତାଣୁର ସଂକ୍ରମଣ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦୈନିକ ହଜାର ହଜାର ମୃତୁ୍ୟବରଣ କରୁଥିବା ବେଳେ ଲ



କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର

Anupambharat News Bureau | ଓଡ଼ିଶା | | 1404 | Read...

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ): କରୋନାରେ ପ୍ରାଣ ହରାଇଥିବା ରାଜ୍ୟର ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ମଂଜୁର କରିଛନ୍ତି । ଏ ସଂକ୍ରାନ୍ତରେ



୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି

Anupambharat News Bureau | ଓଡ଼ିଶା | | 1403 | Read...

୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ):୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧିନରେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । କରୋନା ସ୍ଥିତିର ସୁପରିଚାଳନା ପାଇ



ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

Anupambharat News Bureau | ଓଡ଼ିଶା | | 1402 | Read...

ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ



ରାଜ୍ୟରେ ଆଉ ୧୨୦୩ ପଜିଟିଭ

Anupambharat News Bureau | ଓଡ଼ିଶା | | 1401 | Read...

ରାଜ୍ୟରେ ଆଉ ୧୨୦୩ ପଜିଟିଭ

ଭୁବନେଶ୍ୱର, ୩୦ା୭ (ଅନୁପମ ମିଡିଆ): ରାଜ୍ୟରେ ଆଉ ୧୨୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୦୩୭୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନ



ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !

Anupambharat News Bureau | ଦେଶ | | 1400 | Read...

ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସକୁ ୬ ମାସ ହୋଇସାରିଛି ୬ ମାସ ପରେ ଦେଶରେ କରୋନା ମାମଲାରେ ରେକର୍ଡ ସଂଖ୍ୟକ ବୃଦ୍ଧି ହୋଇଛି । ଗୋଟିଏ ଦିନରେ ୫୨ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଜୁଲାଇ ୨୭ ତାରିଖରେ



ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬

Anupambharat News Bureau | ଓଡ଼ିଶା | | 1399 | Read...

ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬

କଟକ, ୨୯ା୭(ଅନୁପମ ମିଡ଼ିଆ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ରକ



୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି

Anupambharat News Bureau | ଦେଶ | | 1398 | Read...

୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି

ନୂଆଦିଲ୍ଲୀ,୨୯ା୭: ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷା ନୀତଜ୍ଞେର wପରିବର୍ତ୍ତନ ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ରେ ନୂଆ ଶିକ୍ଷାନୀତି ୨୦୨୦କୁ ମଞ୍ଜ



ଭାରତରେ ରାଫେଲ

Anupambharat News Bureau | ଦେଶ | | 1397 | Read...

ଭାରତରେ ରାଫେଲ

ନୂଆଦିଲ୍ଲୀ, ୨୯ା୭: ଦୀର୍ଘ ଦିନର ଅପେକ୍ଷା ପରେ ବୁଧବାର ଅପରାହ୍ନରେ ପାଞ୍ଚଟି ରାଫେଲ ବିମାନ ଅମ୍ବାଲା ଏୟାରବେସରେ ପହଞ୍ଚିଛି । ଏହି ଯୁଦ୍ଧ ବିମାନଗୁଡ଼ିକ ୟୁଏଇରୁ ସକାଳ ୧୧ ଟାରେ ଉଡ଼ାଣ ଆରମ୍ଭ କରିଥିଲା । ୭ଜାର କିମି ଯାତ୍ରା ପର



ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଗୁରୁତ୍ୱ

Anupambharat News Bureau | ଦେଶ | | 1396 | Read...

ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ:ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନୀ ଭାରତୀୟ ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛି । ୫ଜି ବିକଶିତ ଦିଗରେ ଟ୍ରାଏଲ୍‌ ଜାରି ରଖିଛି । ଯାହା କିଛିମାତ୍ରାରେ ଟେଲିକୋ ୫ଜି କ୍



ବରିଷ୍ଠ ନାଗରିକ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି: ଏସ୍‌ବିଆଇ,ବ୍ୟାଙ୍କ୍‌ ଅଫ୍‌ ବରୋଦା, ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌

Anupambharat News Bureau | ଦେଶ | | 1395 | Read...

ବରିଷ୍ଠ ନାଗରିକ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି:  ଏସ୍‌ବିଆଇ,ବ୍ୟାଙ୍କ୍‌ ଅଫ୍‌ ବରୋଦା, ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି ଉପରେ ନଜର ପକାଇବା । ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ୍‌ ଅଫ୍‌ ବରୋଦା ଏବଂ ବେସରକାରୀ ଋଣପ୍ରଦାନକାରୀ ବ୍ୟାଙ୍କ୍‌ ଓ ଆଇସିଆଇସିଆଇ ବ୍ୟାଙ



ସୁନା ମୂଲ୍ୟରେ ବୃଦ୍ଧି

Anupambharat News Bureau | ଦେଶ | | 1394 | Read...

ସୁନା ମୂଲ୍ୟରେ ବୃଦ୍ଧି

ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ୫୧,୬୬୦ ସପ୍ତାହିକ ଆଭରେଜ୍‌ ବୃଦ୍ଧି ହୋଇ ୫୦,୮୦୨.୮୬ ରହିବା ସହ ୧.୬୯% ରହିଛି । ଚଳିତ ଦିନରେ ସୁନା ୫୧,୬୫୦ ଟଙ୍କା ରହିଥିଲା । ସୁନା ଉଭୟ ବିଶ୍ୱରେ ୧୯୪୫.୩ ଆମେରିକା ଡ



କରୋନା ମହାମାରୀ ପାଇଁ ଗ୍ରାମଦେବତୀ ଓ ଗାଁ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

Anupambharat News Bureau | ଦେଶ | | 1393 | Read...

କରୋନା ମହାମାରୀ ପାଇଁ  ଗ୍ରାମଦେବତୀ ଓ ଗାଁ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ମହାମରୀର କୌଣସି ଔଷଧ ବାହାରି ନାହିଁ ତେଣୁ ଗ୍ରାମଦେବତୀ ତଥା ଗାଁ ଠାକୁରାଣୀଙ୍କୁ ପଣାପାଣି ତଥା ପୂଜାର୍ଚ୍ଚାନ ଏବଂ ପ୍ରତିଦିନ ନିଜ ଘରେ ହନୁମାନ ଚାଳିଶା ପାଠ କଲେ ଏହି ମହାମାରିର ଅନ୍ତ ହୋଇପା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page