ଖବର ସଂଗ୍ରହ

.



ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

Anupambharat News Bureau | ଓଡ଼ିଶା | | 317 | Read...

 ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

କେନ୍ଦୁଝର, ୩୧ା୫ (ଅନୁପମ ମିଡିଆ): ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ମଇ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍



ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 316 | Read...

 ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

କେନ୍ଦୁଝର, ୩୧ା୫ (ଅନୁପମ ମିଡିଆ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟଠାରେ ଥିବା ସ୍ୱାଧିନ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ରୀ ଜଣକ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ



ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

Anupambharat News Bureau | ଓଡ଼ିଶା | | 315 | Read...

ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

ଭଦ୍ରକ,୩୧ା୫(ଅନୁପମ ମିଡିଆ): ଜାତୀୟ ରାଜପଥ ଯାତ୍ରା ଏବେ ନିରାପଦ ନୁହେଁ । ବାରମ୍ବାର ଘଟୁଥିବା ସଡକ ଦୁର୍ଘଟଣା ଯାତ୍ରୀମାନଙ୍କ ପାଇଁ ଏବେ କୋକୁଆଭୟ ସୃଷ୍ଟି କରୁଛି । ଜିଲା ଉପକଣw ଆଖୁଆପଦା ଠାରୁ ଅନ୍ୟ ସୀମା ରାଣୀତାଲ ପର୍ଯ୍ୟନ୍



ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

Anupambharat News Bureau | ଦେଶ | | 314 | Read...

 ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

ନୂଆଦିଲ୍ଲୀ,/ ଭୁବନେଶ୍ୱର, ୩୦ ।୫ (ଅନୁପମ ମିଡିଆ):କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍



ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ , ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

Anupambharat News Bureau | ଓଡ଼ିଶା | | 313 | Read...

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ,  ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

ଭୁବନେଶ୍ୱର, ୩୦ ।୫ (ଅନୁପମ ମିଡିଆ):ପଞ୍ଚମ ଥର ପାଇଁ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ଅଧିକ ଚାଷୀ ପରବାରକୁ ସାମିଲ କରିବା ସହ ମହିଳା ଏସଏଚଜି ଗ୍ରୁପଙ୍କୁ ୧ ହଜାର କୋଟି ଟଙ୍କାର କାମ ଦେବା ପାଇଁ ଅନ



ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

Anupambharat News Bureau | ଦେଶ | | 312 | Read...

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

ନୂଆଦିଲ୍ଲୀ, ୩୦ା୫: ବିପୁଳ ଜନାଦେଶ ସହ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଫେରିବା ସହ ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବର



ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

Anupambharat News Bureau | ଦେଶ | | 311 | Read...

ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

ଲକ୍ଷ୍ମୀପୁର: ବର୍ଷ ବର୍ଷ ଧରି ସ୍ୱାମୀ ଦେଉଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ପ୍ରତିଶୋଧ ନେଇଛି ପତ୍ନୀ । ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ମହିଳା ସ୍ୱ୍ୱାମୀଙ୍କ ନିର୍ଯାତନା ସହି ନ ପାରି, ତାଙ୍କୁ ହତ୍ୟା କରିଛି ।



ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା , ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

Anupambharat News Bureau | ଓଡ଼ିଶା | | 310 | Read...

ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା ,  ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

ବ୍ରହ୍ମପୁର,୩୦ ।୫ (ଅନୁପମ ମିଡ଼ିଆ) : ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ଗତକାଲି ଜଣେ ଯାତ୍ରୀଙ୍କର ୧୨ ଭରିରୁ ଉର୍ଦ୍ଧ୍ୱ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୨୦୧୨-୧୫ ମଧ୍ୟରେ ପୂର୍ବତଟ ରେଳପ



ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

Anupambharat News Bureau | ଓଡ଼ିଶା | | 309 | Read...

 ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡା, ୩୦ା୫ (ଅନୁପମ ମିଡିଆ): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଦିନ ପରେ ମୁ



ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

Anupambharat News Bureau | ଓଡ଼ିଶା | | 308 | Read...

ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

ପିପିଲି,୩୦ା୫ (ଅନୁପମ ମିଡିଆ): ଗୋଟିଏ ପକ୍ଷରେ ସାମୁଦ୍ରୀକ ବାତ୍ୟା ‘ଫନି’ ସ୍ଥାନୀୟ ଲୋକମାନଙ୍କୁ ତଳିତଳାନ୍ତ କରିଥିବାବେଳେ ଅନ୍ୟପକ୍ଷରେ ପିପିଲି ଅଂଚଳରେ ଏବେ ମାଟି ମାଫିଆମାନେ ସ୍ଥାନୀୟ ଚାଷୀ ଓ ଜମି ମାଳିକ ମାନଙ୍କର ନ



ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

Anupambharat News Bureau | ଓଡ଼ିଶା | | 307 | Read...

ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

ପିପିଲି, ୩୦ା୫ (ଅନୁପମ ମିଡିଆ): ମାନବିକତା ହରାଇଲେ ସରକାରୀ ବାବୁ । ଦିନ ସାରା ଖଟାଇଲା ପରେ ମଧ୍ୟ ଶାନ୍ତି ହେଲାନି ମନ । ରଖିଲେନି ଅନୁରୋଧ । ନିଜ ପଦବିର ତାକତ ଦେଖାଇ ରାତି ସାରା କାମ କରିବାକୁ କହିଲେ । ରାତି ଅଧ ଯାଏଁ ରଖି ଅସୁସ୍



ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

Anupambharat News Bureau | ଓଡ଼ିଶା | | 306 | Read...

ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଆଜି ଭଦ୍ରକ ସହରର ଐତିହାସିକ ଗାନ୍ଧିପଡିଆ ନିକଟରେ ଥିବା ଘରୋଇ ପାଢୀ ନର୍ସିଂହୋମ୍‌ରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ୩ ତାଲା ବାଲ୍‌କୋନିରୁ ଖସିପଡି ମୃତୁ୍ୟବରଣ କରିଥିବାର ଜଣାପଡି



ବୈତରଣୀ ବଞ୍ଚାଅ ଅଭିଯାନ

Anupambharat News Bureau | ଓଡ଼ିଶା | | 305 | Read...

ବୈତରଣୀ ବଞ୍ଚାଅ ଅଭିଯାନ

ବିରଜାକ୍ଷେତ୍ର ,୩୦ା୫ (ଅନୁପମ ମିଡିଆ): ଯାଜପୁରରେ ସ୍ୱଛ ବୈତରଣୀ ବଞ୍ଚାଅ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରଜା ସଂସ୍କୃତି ପ୍ରଚାର ସମିତି ବିରଜା କ୍ଷେତ୍ର, ଜଗନ୍ନାଥ ଚେତନା ଲୋକ ସଂଗ୍ରହ କାର୍ଯ୍ୟକ୍ରମ, ବିର



ଝିଅ ଖୋଜିଦେବା କହି ଟଙ୍କା ଠକିନେଲେ

Anupambharat News Bureau | ଓଡ଼ିଶା | | 304 | Read...

ଝିଅ ଖୋଜିଦେବା  କହି ଟଙ୍କା ଠକିନେଲେ

ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଭଣ୍ଡାରିପୋଖରୀ ଥାନା ମଞ୍ଜୁରିରୋଡ଼ ଫାଣ୍ଡି ଅନ୍ତର୍ଗତ କୋଟସିରା ଗ୍ରାମରେ ନିଖୋଜ ଝିଅକୁ ଖୋଜିଦେବା କହି ଟଙ୍କା ଠକିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗ୍ରାମର ଗୋପିନାଥ ଜେନା



ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

Anupambharat News Bureau | ଓଡ଼ିଶା | | 303 | Read...

 ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

ଅନୁଗୋଳ,୩୦ା୫(ଅନୁପମ ମିଡିଆ): ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିଲେ ମଧ୍ୟ ତାହା ଜନ କଲ୍ୟାଣ କାର୍ଯ୍ୟରେ ସହାୟକ ହୋଇପାରୁନଥିବା ଘଟଣା ସାମ୍ନାକୁ ଆସୁଛ



ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

Anupambharat News Bureau | ଓଡ଼ିଶା | | 302 | Read...

ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

ଭୁବନେଶ୍ୱର,୨୭ ।୫(ଅନୁପମ ମିଡିଆ): ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଏକ ସ୍କୁଟିକୁ ଏକ ଅଜଣା ଗାଡି ଧM୍‌ା ଦେବା ଫଳରେ ତଳକୁ ଖସି ବାପା ପୁଅଙ୍କର ମୃତୁ୍ୟ ଘଟିଛି । ମୃତକମାନେ ହେଲେ ନୟାଗ



୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

Anupambharat News Bureau | ଓଡ଼ିଶା | | 301 | Read...

୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

ଭୁବନେଶ୍ୱର,୨୭ ।୫ (ଅନୁପମ ମିଡିଆ): ଚଳିତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୬୭ ଜଣ ହେଉଛନ୍ତି ଦାଗୀ ନେତା । ଏଡିଆର ଓ ଇଲେକ୍ସନ ୱାଚ୍‌ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ରିପୋର୍



ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

Anupambharat News Bureau | କ୍ରୀଡ଼ା | | 300 | Read...

ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୭ ।୫: ମୁ୍ୟନିକ୍‌ଠାରେ ବିଶ୍ୱକପ୍‌ ସୁଟିଂରେ ଭାରତର କନିଷ୍ଠତମ ସୁଟର ସୌରଭ ଚୌଧୁର ୀ ୧୦ମିଟର ଏୟାର୍‌ ଫିସ୍ତଲ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଗୌରବ ଅର୍ଜନ କରିଛନ୍ତି । ଏହି ସଫଳତା ପାଇବା ପରେ



ଭାରତ-ବାଂଲାଦେଶ ମୁକାବିଲା ଆଜି

Anupambharat News Bureau | କ୍ରୀଡ଼ା | | 299 | Read...

ଭାରତ-ବାଂଲାଦେଶ ମୁକାବିଲା ଆଜି

ନୂଆଦିଲ୍ଲୀ,୨୭ ।୫:ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅଭ୍ୟାସ୍‌ ମ୍ୟାଚ୍‌ ମଙ୍ଗଳବାର କାର୍ଡିଫ୍‌ ଠାରେ ଖେଳାଯିବ । ପ୍ରଥମ ଅଭ୍ୟାସ୍‌ ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତ ନିଜର ବ୍ୟାଟିଂଲାଇନ୍‌ ଅପ୍‌ର ନୈରାଶ୍ୟଜନ



ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

Anupambharat News Bureau | ଦେଶ | | 298 | Read...

ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

ଆମେଠି: ଉତ୍ତର ପ୍ରଦେଶର ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ଘଟଣାରେ ପୋଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି । ଏମାନେ ଆଞ୍ଚଳିକ ସ୍ତରୀୟ ରାଜନୀତିକ ଶତ୍ରୁତା ଯୋଗୁଁ ସୁରେନ୍ଦ୍ରଙ୍



ଆରପାରିରେ ଭିରୁ ଦେବଗନ

Anupambharat News Bureau | ଦେଶ | | 297 | Read...

ଆରପାରିରେ ଭିରୁ ଦେବଗନ

ମୁମ୍ବାଇ: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି । ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍



ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

Anupambharat News Bureau | ଦେଶ | | 296 | Read...

ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍‌ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ । ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି । ସା



ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

Anupambharat News Bureau | ଦେଶ | | 295 | Read...

ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡ ବ୍ୟାଙ୍କ ନାମ ଗୋପନ ରଖି କଳାଟଙ୍କା ରଖିବାର ଏକ ପ୍ରମୁଖ ଠିକଣା । ଏବେ ଏହି ବ୍ୟାଙ୍କ କଳାଟଙ୍କା ରଖିଥିବା ଭାରତୀୟ ଜମାକାରୀଙ୍କ ନାମ ପ୍ରକାଶ କରିବ । ଦୀର୍ଘ ଦିନରୁ ଭାରତ ସରକାର ଏଥିପାଇଁ ପ୍ରୟାସ



ଗୁଳିମାଡରେ ଯୁବକ ଗୁରୁତର

Anupambharat News Bureau | ଓଡ଼ିଶା | | 294 | Read...

 ଗୁଳିମାଡରେ ଯୁବକ ଗୁରୁତର

କୋରାପୁଟ, ୨୭ା୫ (ଅନୁପମ ମିଡିଆ): କୋଟପାଡ ବ୍ଲକ ବତାସନା ପଂଚାୟତର କସମଗୁଡା ଗ୍ରାମରେ ରବିବାର ରାତିରେ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଛତିଶଗଡର ରାୟପୁର ମେଡିକାଲ କଲେଜରେ ଚିକିସିିତ ହେଉଛନ୍ତି । ସୂଚନା ଅନ



ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ

Anupambharat News Bureau | ଓଡ଼ିଶା | | 293 | Read...

ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ

ସୋର,୨୭ା୫ (ଅନୁପମ ମିଡ଼ିଆ): ସୋରର ଏକ କମ୍ପୁଟର ସେଣ୍ଟରକୁ ପଢ଼ିବା ପାଇଁ ଆସିଥିବା ଜଣେ ଛାତ୍ର ମ୍ୟାଟ୍ରିକ୍‌ରେ ଫେଲ୍‌ ହୋଇଯାଇଥିବା କାରଣରୁ କେଉଁଆଡ଼େ ନିଖୋଜ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି । ସୋର ବ୍ଲକ ସବିରା ପଞ୍ଚାୟ



ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

Anupambharat News Bureau | ଓଡ଼ିଶା | | 292 | Read...

 ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

ଯୋଡ଼ା୨୭ା୫ (ଅନୁପମ ମିଡ଼ିଆ):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ଶହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ଶ



ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

Anupambharat News Bureau | ଓଡ଼ିଶା | | 291 | Read...

ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

ସୋର,୨୭ା୫ (ଅନୁପମ ମିଡ଼ିଆ):ସୋର ବ୍ଲକ ଦହିସଡ଼ା ପଞ୍ଚାୟତ ଛପୋଲିଆ ଆଦିବାସୀ ସାହିର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଫଳରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗ୍ରାମର ଗୁରୁବା ସିଂର ପୁଅ ପଣ୍ଡା ସିଂ



ଭିଜିଲାନ୍ସ ଜାଲରେ ଥାନାଧିକାରୀ

Anupambharat News Bureau | ଓଡ଼ିଶା | | 290 | Read...

 ଭିଜିଲାନ୍ସ ଜାଲରେ ଥାନାଧିକାରୀ

ଗୋପ,୨୭ା୫ (ଅନୁପମ ମିଡିଆ): ଗୋପ ଥାନାଧିକାରୀ ସୌମ୍ୟଚିତ ମିଶ୍ରଙ୍କୁ ଆଜି ଭୂବନେଶ୍ୱର ଭିଜିଲାନ୍ସ ଟିମ୍‌ ଲାଂଚ ନେବା ଅଭିଯୋଗରେ ଗିରଫ କରିଛି । ସୂଚନାନୁଯାୟୀ ନୂଆଖୋଲମାରା ପଂଚାୟତର ଓଡତଣ୍ଡା ଗ୍ରାମର ଶିବ ପ୍ରସାଦ ଜେନାଙ୍କ



୩୦ରେ ଶପଥ ନେବେ ମୋଦ

Anupambharat News Bureau | ଦେଶ | | 289 | Read...

୩୦ରେ ଶପଥ ନେବେ ମୋଦ

ନୂଆଦିଲ୍ଲୀ, ୨୬ା୫: ଭାରତୀୟ ଗଣତନ୍ତ୍ରର ସପ୍ତଦଶ ଲୋକସଭା ନିର୍ବାଚନ ପରେ ସଂଖ୍ୟା ଗରିଷ୍ଠତା ହାସଲ କରି ଭାରତୀୟ ଜନତାପାର୍ଟି (ବିଜେପି) ସରକାର ଗଠନ କରିବା ପାଇଁ ସ୍ଥିର କରିଛି । ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ଭାବେ ବିଜେ



ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

Anupambharat News Bureau | ଦେଶ | | 288 | Read...

ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ଶିଖର ମାଉଣ୍ଟ ଏଭେରେଷ୍ଟ । ଏହି ଉଚ୍ଚ ପର୍ବତ ଆରୋହଣ କରିବା ଚେଷ୍ଟାରେ ଏକ ସପ୍ତାହ ମଧ୍ୟରେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ୍ୟୁ ହୋଇଛି ।ପର୍ବାତାରୋହଣ ଅନୁସାରେ ଆୟରଲ୍ୟାଣ୍ଡ ଓ ବ୍ରିଟେ



ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

Anupambharat News Bureau | ଦେଶ | | 287 | Read...

ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

ଧର୍ମନଗର : ପ୍ରବଳରୁ ଅତି ପ୍ରବଳ ବର୍ଷାରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ଶତାଧିକ ଘର ବନ୍ୟାରେ ଭାଙ୍ଗିଯାଇଛି । ହଜାର ହଜାର ପରିବାର ବାସହୀନ ହୋଇଯାଇଛନ୍ତି । ବନ୍ୟା ପ୍ରଭାବିତ ପରିବାରକୁ ସୁରକ୍



ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

Anupambharat News Bureau | ଦେଶ | | 286 | Read...

ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

ଥିରୁବନନ୍ତପୁରମ: ଆଇଏସଆଇଏସର ୧୫ ଜଣିଆ ଆତଙ୍କବାଦୀ ନୌକାରେ ଶ୍ରୀଲଙ୍କାରୁ ଲାକ୍ଷାଦୀପ ପାଇଁ ବାହାରିଥିବା ଗୁଇନ୍ଦା ରିପୋର୍ଟରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଫଳରେ କେରଳର ଉପକୂଳରେ ପୋଲିସ ଦ୍ୱାରା ହାଇଆଲର୍ଟ କରି



ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

Anupambharat News Bureau | ଦେଶ | | 285 | Read...

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ଆମେଠି: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ସୁରେନ୍ଦ୍



ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

Anupambharat News Bureau | ଓଡ଼ିଶା | | 284 | Read...

ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

କରାଚି,୨୬ ।୫: ଏଥର ବି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ବିଶ୍ୱକପ୍‌୍‌ରେ ମୁହାଁମୁହିଁ ହେବେ । ଏହି ହାଇଭୋଲଟେଜ୍‌ ମୁକାବିଲା ଜୁନ୍‌ ୧୬ରେ ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବ । ବିଶ୍ୱକପ୍‌ରେ ପାକିସ୍ତ



ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

Anupambharat News Bureau | ଓଡ଼ିଶା | | 283 | Read...

ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

କଟକ, ୨୬ା୫ (ଅନୁପମ ମିଡିଆ): ଆଜି ପୂର୍ବାହ୍ନ ସାଢେ ବାରଟା ବେଳେ ମହାନଦୀର ନରାଜ ଆନିକଟ ନିକଟରେ ଗାଧୋଉଥିବା ବେଳେ ଡ୍ରିମସ୍‌ର ଜଣେ ୩ୟ ବର୍ଷ ବିବିଏ ଛାତ୍ର ନଦୀ ସ୍ରୋତରେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ସେବା ବିଭାଗ, ଓଡ୍ରାଫ



ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Anupambharat News Bureau | ଓଡ଼ିଶା | | 282 | Read...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ, ୨୬ା୫ (ଅନୁପମ ମିଡିଆ): ବିବାହ ସମୟ ପୁର୍ବରୁ ପ୍ରେମ ସଂପର୍କ ବଢି ବଢି ଚାଲିଥିଲା । ହାଇସ୍କୁଲରେ ପାଠ ପଢିବା ସମୟ ଠାରୁ ଉଢିଉଠିଥିବା ସଂପର୍କ ମଜବୁତ ହେବାରେ ଲାଗିଥିଲା । ଯୁବକ ଜଣକ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ଚାକି



ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା

Anupambharat News Bureau | ଓଡ଼ିଶା | | 281 | Read...

ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା

ଚୌଦ୍ୱାର୨୬ା୫(ଅନୁପମ ମିଡ଼ିଆ):ଚୌଦ୍ୱାର ଅଞ୍ଚଳରେ ଜଣେ ନାବାଳିକାର ବିବାହକୁ ରୋକିବାକୁ ଯାଇଥିବା ପୋଲିସ,ଚାଇଲï ଲାଇନ୍‌ର କର୍ମକର୍ତ୍ତା ଓ ସମାଜ ସେବା ସଂସ୍ଥାର ସଦସ୍ୟମାନେ ହଟହଟା ହେବା ସହ ନାବାଳିକା ପରିବାର ଲୋକଙ୍କ ତୀବ



ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

Anupambharat News Bureau | ଓଡ଼ିଶା | | 280 | Read...

ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ଦୁଇ ଦଶନ୍ଧୀ ହେଲା ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ ଜାବୋଡ଼ି ଧରିଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଜିଲ୍ଲାର ସମସ୍ତ ବିଧାନସଭା ଆସନ ଓ ଦୁଇ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ବରାବର ଜିତି ଆସୁ



ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର

Anupambharat News Bureau | ଓଡ଼ିଶା | | 279 | Read...

ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର

ଗଞ୍ଜାମ,୨୫ା୫(ଅନୁପମ ମିଡ଼ିଆ): ଗ୍ରାସୀମ ଇଣ୍ଡଷ୍ଟି୍ରଜ୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାଶଙ୍କ ନାମରେ ବଳାତ୍କାର ଉଦ୍ୟମ ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଉତ୍ତେଜନା



ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

Anupambharat News Bureau | ଓଡ଼ିଶା | | 278 | Read...

ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

ଧରାକୋଟ,୨୫ା୫(ଅନୁପମ ମିଡ଼ିଆ): ଧରାକୋଟ ଥାନା ଅଞ୍ଚଳରେ ଅନର କିଲିଂ(ପରିବାର ସମ୍ମାନ ରକ୍ଷାକରିବାକୁ ହତ୍ୟା) ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା କରାଯାଇଛି । ଏନେଇ ଥାନାରେ ଏତଲା ପରେ ପୋଲିସ



ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

Anupambharat News Bureau | ଦେଶ | | 277 | Read...

ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

କୋଲକାତା: ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ସ୍ୱୀକାର କରିପାରୁ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିରବ ରହିଥିବା ମମତା ବାନାର୍ଜୀ ଏକ କବିତା ଲେଖି



ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

Anupambharat News Bureau | ଓଡ଼ିଶା | | 276 | Read...

ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତା ସପ୍ତାହରେ ଶପଥ ଗ୍ରହଣ କରିବେ ୱାଇଏସଆର୍‌ କଂଗ୍ରେସ ସଭାପତି ଜଗନ ରେzୀ । ଆଜି ଏଥିପାଇଁ ୱାଇଏସଆର୍‌ କଂଗ୍ରେସର ବିଧାୟକଙ୍କ ଦ୍ୱାରା ଦଳର ନେତା ଭାବରେ ନିର୍



ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

Anupambharat News Bureau | ଦେଶ | | 275 | Read...

ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

ସୁରତ: ୨୩ ଜଣଙ୍କ ଜୀବନ ନେଇଥିବା ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ସାରା ଦେଶରେ ଏବେ ନିର୍ବାଚନ ନିଆଁ ଭିତରେ ବି ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଧୀରେ ଧୀରେ ସେହି ଅପରାହ@ ସମୟର ଘଟଣାର ଟିକିନିଖି ଖବର ସାମ୍ନାକୁ ଆସୁଛି । ପୁଲିସ



ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

Anupambharat News Bureau | ଦେଶ | | 274 | Read...

ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନିଜ ପଦରୁ ଇସ୍ତଫା ନେଇ ଜିଦରେ ଅଟଳ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିଲା । ଏ ନେଇ ଦଳ ମଧ୍ୟ ପ୍ରେସ କନଫରେନସ କରି ସ୍ପଷ୍



ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Anupambharat News Bureau | ଓଡ଼ିଶା | | 273 | Read...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ପାତ୍ରପୁର,୨୫ ।୫(ଅନୁପମ ମିଡ଼ିଆ): ଜରଡ଼ା ଥାନା ଇଲାକା ଉପର ବୁରାତଲ ଗାଁର ସାବିତ୍ରୀ କାର୍ଜି (୩୦)ଙ୍କ ମୃତ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଗତ ୨୦ ବର୍ଷ ପୂର୍ବରୁ ଟୁନା କାର୍ଜି ନାମକ ଜଣେ ଉପର ବୁରାତାଲ ଗାଁର ବ୍



ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

Anupambharat News Bureau | ଓଡ଼ିଶା | | 272 | Read...

ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

ବ୍ରହ୍ମପୁର,୨୫ ।୫(ଅନୁପମ ମିଡ଼ିଆ) : ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ସାଂସଦ ଓ ବିଧାୟକ ନିର୍ବାଚିତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ନୂତନ ସାଂସଦ ଓ ବିଧାୟକମା



ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

Anupambharat News Bureau | ଓଡ଼ିଶା | | 271 | Read...

ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

ବ୍ରହ୍ମପୁର,୨୫ ।୫(ଅନୁପମ ମିଡ଼ିଆ) : ଚଳିତ ନିର୍ବଚନରେ ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପକ୍ଷରୁ ବ୍ରହ୍ମପୁର ବଗୁଲିସାହି ନିବାସୀ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ରେzି ନାଗଭୂଷଣ ରାଓଙ୍କ ଧର୍ମପତ୍



୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

Anupambharat News Bureau | ଓଡ଼ିଶା | | 270 | Read...

୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ,  ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

ଭଦ୍ରକ,,୨୫ା୫(ଅନୁପମ ମିଡିଆ): ଭୋଟ ଗଣତି ପରେ ଏବେ ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲାରେ ୫ଟି ବିଧାନସଭା ଓ ଲୋକସଭା ଆସନର ଏହି ଫଳରୁ ଜଣାପଡିଛି । ନିର୍ବାଚନୀ ମଇଦାନରେ ଛିଡା ହୋଇଥିବା ୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ପ୍ରାର୍ଥୀ ଅମାନ



ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

Anupambharat News Bureau | ଓଡ଼ିଶା | | 267 | Read...

ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

ଆଠଗଡ,୨୫ା୫(ଅନୁପମ ମିଡିଆ): ସାରା ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଗ୍ରୀଷ୍ମ ପ୍ରବାହର ଅଧିକ ବୃଦ୍ଧି ପାଇବା ସହିତ ଆଗକୁ ଆହୁରି ୪ ଦିନ ଧରି ଲାଗିବ ଗରମ ଲାଗିରହିବ



ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

Anupambharat News Bureau | ଓଡ଼ିଶା | | 266 | Read...

ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫ା୫ (ଅନୁପମ ମିଡିଆ): ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଜୁନ ପହିଲାରୁ ୩୦ ତାରିଖ ମଧ୍ୟରେ ଏକ ଦ୍ୱି-ସାପ୍ତାହିକ ଟ୍ରେନ ଚଳାଚଳ କରାଇବା



ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

Anupambharat News Bureau | କ୍ୟାରିୟର ନିଯୁକ୍ତି | | 265 | Read...

 ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

ପିପିଲି,୨୫ା୫ (ଅନୁପମ ମିଡିଆ):ପିପିଲିର ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶ୍ରିତ ପଟ୍ଟନାୟକ(ରିକୁ)ଙ୍କ ନିଜର କମାକନ୍ତିଆସ୍ଥ ଘର ଉପରକୁ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥି



ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

Anupambharat News Bureau | ଓଡ଼ିଶା | | 264 | Read...

 ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

କେନ୍ଦୁଝର, ୨୫ା୫ (ଅନୁପମ ମିଡିଆ): କିଛି ସମୟ ବ୍ୟବଧାନରେ ପୁଣି ଲୁଟେରା ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳୁଛି । ଘଟଗାଁଠାରୁ ୧୦କିମି ଦୂର ମେଲାଣ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଦୁବୁର୍ତ୍ତମାନେ ବନ୍ଧୁକ ଦେଖାଇ ୩ଲକ୍ଷରୁ ଉର



ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

Anupambharat News Bureau | ଓଡ଼ିଶା | | 263 | Read...

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର । ବିଜେଡ଼ି ସୁପ୍ରିମୋ ନବୀନଙ୍କ ଯାଦୁ କି;ୁ କାମ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲା ଅନୁଗୋଳରେ ଗତ ଦୁଇଟି ନିର



ନୋଟାରେ ୧୨ ହଜାର ଭୋଟର

Anupambharat News Bureau | ଓଡ଼ିଶା | | 262 | Read...

ନୋଟାରେ ୧୨ ହଜାର ଭୋଟର

ଅନୁଗୋଳ,୨୫ା୫(ଅନୁପମ ମିଡିଆ): ଅଭିବକ୍ତ ଢ଼େଙ୍କାନାଳ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୧୨ ହଜାର ୪୭୦ ଭୋଟରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥିମାନଙ୍କୁ ପସନ୍ଦକୁ ଆସିନାହିଁ । ସେମାନେ କୌଣସି ପ୍ରାର୍ଥୀ ସପକ୍ଷରେ ଭ



ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 261 | Read...

 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡଠାରେ ଶଳା ଭାଉଜକୁ ପ୍ରେମ କରି ବିଫଳ ହେବା ଫଳରେ ଉଭୟଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କୁମଣ୍ଡ ଗାଁ ରଞ୍ଜନ ସାହୁ ବାଳୁଅକଟା ଗାଁରେ



କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

Anupambharat News Bureau | ଦେଶ | | 260 | Read...

କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

ଗାନ୍ଧୀନଗର,୨୪ା୫: ଗୁଜରାଟର ସୁରତ ସ୍ଥିତ ଏକ କୋଚିଂ ସେଣ୍ଟରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡରୁ ନିଜକୁ ବଞ୍ଚାଇବା ଲାଗି ଚାରିତଳ ବିଶିଷ୍ଟ ଏହି କୋଠ



ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

Anupambharat News Bureau | ଓଡ଼ିଶା | | 259 | Read...

ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫: ବିଜେପି ପାଇଁ ଅଭୂତପୂର୍ବ ସଫଳତା ଆଣିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରାଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିଭଳି ଓଡ଼ିଶାର ଅପ୍ରତିଦ୍ୱନ୍ଦି ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ



୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

Anupambharat News Bureau | ଓଡ଼ିଶା | | 258 | Read...

୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

ହିଞ୍ଜିଳିକାଟୁ,୨୪ ।୫(ଅନୁପମ ମିଡ଼ିଆ) : ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ଲଗାତାର ୫ମ ଥର ପାଇଁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ



ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

Anupambharat News Bureau | ଓଡ଼ିଶା | | 257 | Read...

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଶୁକ୍ରବାର ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଆଜି ଘୋଷଣା କରିଛନ୍ତି । ସେ ନିଜଇସ୍ତ



କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

Anupambharat News Bureau | ଦେଶ | | 256 | Read...

କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

ଭୁବନେଶ୍ୱର,୨୪ ।୫ (ଅନୁପମ ମିଡିଆ): ଗୁରୁବାର ପରଲୋକ ହୋଇଥିବା ପର୍ବତାରୋହଣକାରୀ କଳ୍ପନା ଦାସଙ୍କର ମର ଶରୀରକୁ ଓଡ଼ିଶାକୁ ଆଣିବାକୁ କୂଟନୈତିକ ସ୍ତରରେ ଆଲୋଚନା ପାଇଁ କ୍ରୀଡ଼ାବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବ



ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

Anupambharat News Bureau | କ୍ରୀଡ଼ା | | 255 | Read...

ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

ଲଣ୍ଡନ,୨୪ ।୫: ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଟାଇଟଲ୍‌ ଦାବିଦାର ଭାରତ ଶନିବାର ନିଜ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡକୁ ଭେଟିବ । ଅସଲ ମୁକାବିଲା ପୂର୍ବରୁ ଭାରତ ଏହି ଅଭ୍ୟାସ ମ୍ୟାଚ୍‌ରେ ନିଜ ବ୍ୟାଟିଂକ୍ରମର ଚ



ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

Anupambharat News Bureau | କ୍ରୀଡ଼ା | | 254 | Read...

ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

ଲଣ୍ଡନ,୨୪ ।୫: ଆଗାମୀ ବିଶ୍ୱକପ୍‌ରେ ଖେଳିବାକୁ ଥିବା କୌଣସି ଅନ୍ତର୍ଜାତୀୟ ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି ବୋଲି ଆଇସିସି ଦୁର୍ନୀତି ନିବାରଣ ବିଭାଗ (ଏସିୟୁ)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଲେକ୍ସ ମାର୍ଶାଲ୍‌ ସ



ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

Anupambharat News Bureau | ଓଡ଼ିଶା | | 253 | Read...

ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ବିଜୁ ଲିଗାସି ଛାଡି ମୋଦି ଲିଗାସି ଆସିବାରୁ ଲୋକେ ରାଗିଯାଇ ଭୋଟ୍‌ ଦେଲେ ନାହିଁ । ସେଥିପାଇଁ ମୁଁ ହାରିଗଲି ବୋଲି ବାଲିକୁଦା- ଏରସମା ଆସନରୁ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ଡା. ଦାମୋଦ



ଜୟ ନାରାୟଣ ହେବେ ବିରୋଧୀଦଳର ନେତା

Anupambharat News Bureau | ଓଡ଼ିଶା | | 252 | Read...

 ଜୟ ନାରାୟଣ ହେବେ ବିରୋଧୀଦଳର ନେତା

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ): ବିଧାନସଭାରେ ବିରୋଧୀଦଳର ନେତା ଚୟନ ନେଇ ଖୁବ୍‌ ଶୀଘ୍ର ନବ ନିର୍ବାଚିତ ବିଜେପି ବିଧାୟକ ମାନଙ୍କର ବୈଠକ ବସିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ଶୁକ୍ରବାର ପ୍ରକାଶ କରିଛନ୍ତି । ଏ ସମ୍ପ



ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

Anupambharat News Bureau | ଓଡ଼ିଶା | | 251 | Read...

ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

ଆସିକା,୨୪ା୫(ଅନୁପମ ମିଡ଼ିଆ): ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ତଥା ଚଳିତ ନିର୍ବାଚନରେ ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କ ବିୟୋଗରେ ନିଜ ଗ୍ରାମ ନୂଆଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି



ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

Anupambharat News Bureau | ଓଡ଼ିଶା | | 250 | Read...

ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

ପାରଳାଖେମୁଣ୍ଡି,୨୪ା୫(ଅନୁପମ ମିଡ଼ିଆ): ୨୦୧୯ ସାଧାରଣ ନିର୍ବାଚନର ମତଦାନ ପରେ କିଏ ଜିତିବ କିଏ ହାରିବ ଏହାକୁ ନେଇ ବିଭିନ୍ନ ଦଳ ଓ ଲୋକମାନଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍କଣ୍ଠା, କଳ୍ପନା ଜଳ୍ପନା ଓ ଆକାଂକ୍ଷାର



କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

Anupambharat News Bureau | ଓଡ଼ିଶା | | 249 | Read...

କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

ସାନଖେମୁଣ୍ଡି, ୨୪ ।୫(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଫଳାଫଳକୁ ନେଇ ନିର୍ବାଚନ ପୂର୍ବରୁ ସାରା ଓଡ଼ିଶାର ନେତାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ନଜର ରହିଥିଲା । ସମଗ୍ର ଓଡ଼ିଶାର



ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

Anupambharat News Bureau | ଓଡ଼ିଶା | | 248 | Read...

ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

ବଲାଙ୍ଗୀର,୨୪ ।୫(ଅନୁପମ ମିଡ଼ିଆ): ବଲାଙ୍ଗୀର ବିଧାନସଭା ମଣ୍ଡଳୀର ହୋଇଥିବା ବିଧାନସଭା ମଣ୍ଡଳୀର ଇତି ମଧ୍ୟରେ ଫଳାଫଳ ଘୋଷଣା ହୋଇଯାଇଛି । ଘୋଷଣାର ଶେଷ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିଜୟ ଲାଭ କରିଛନ୍ତି । ସେ



ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

Anupambharat News Bureau | ଓଡ଼ିଶା | | 247 | Read...

ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

ରାୟଗଡା, ୨୪ା୫ (ଅନୁପମ ମିଡିଆ): ଆଜି ଅପରାହ୍ନରେ ରାୟଗଡା ଏଚଡିଏଫସି ବ୍ୟାଙ୍କ ସମ୍ମୁଖରୁ ଟି. ମହେଶ୍ୱର ରାଓଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଶିକରପାଇର ଟି. ମହେଶ୍ୱର ଆଜି ଅପରାହ୍ନ ସାେ ୧ଟାରେ ଆନ୍ଧ୍ର ବ୍ୟାଙ୍କରୁ ୩ ଲକ



ପୋଖରୀରେ ବୁଡ଼ି ଛାତ୍ରୀର ମୃତୁ୍ୟ

Anupambharat News Bureau | ଓଡ଼ିଶା | | 246 | Read...

ପୋଖରୀରେ ବୁଡ଼ି  ଛାତ୍ରୀର ମୃତୁ୍ୟ

ନାଦାହାଣ୍ଡି, ୨୩ ।୫ ( ଅନୁପମ ମିଡ଼ିଆ): ଦହଣା ଗ୍ରାମର ଅସୁର ଜାନୀଙ୍କ ନାତୁଣୀ ସୂନ୍ଦର୍ଣ୍ଣ ଜାନି (୧୦) (ତାଙ୍କ ନାଁ ବୁଲି)ର ସକାଳ ପ୍ରାୟ ୧୧.୩୦ ମିନିଟ୍‌ ସମୟରେ ପୋଖରୀରେ ବୁଡ଼ି ମୃତୁ୍ୟ ଘଟିଛି । ବୁଲି ନିଜ ଆଇ ସହ ଦହଣା “ପୂର୍ଣ୍



କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

Anupambharat News Bureau | ଓଡ଼ିଶା | | 245 | Read...

 କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ମାଲକାନଗିରି, ୨୪ା୫ (ଅନୁପମ ମିଡିଆ): : ମାଲକାନଗିରି ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କୁ ମାରପିଟ୍‌ ନେଇ ଅଭିଯୋଗ ହୋଇଛିଛ ଦୁଇ ଦିନ ଧରି ମହିଳାଙ୍କୁ ଗ୍ରାମବାସୀ ପିଟିଥିବା ବେଳେ ତାଙ୍କ ମା’ଙ୍କୁ ବି ଆକ୍ରମଣ



ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 244 | Read...

ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ନିକଟରେ ଚଳିତ ବର୍ଷ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଏନ୍‌ଡିଏ ପରିଚାଳିତ ବିଜେପି ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟଥର ପାଇଁ ସରକାର ଗଠନ କରିବା ପଥ ପରିଷ୍କାର ହୋଇଛି । ପ୍ରଧାନମ



ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 243 | Read...

ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

ନୂଆଦିଲ୍ଲୀ: ପେମେଣ୍ଟ ବ୍ୟାଙ୍କ୍‌ ଲିମିଟେଡ଼ (ପିପିବି) ଗୁରୁବାର ଦିନ କହିଲେ ଯେ, ସେ ୨୦୧୮-୧୯ରେ ୧୯ କୋଟି ଟଙ୍କା ଲାଭ ହାସଲ କରିଛନ୍ତି । କମ୍ପାନୀ କାରବାରରେ ଦ୍ୱିତୀୟ ବର୍ଷରେ ଲାଭ ଆସିଯାଇଛି । ପିପିବିର ଦାବି ଯେ, ମାର୍ଚ୍ଚ ୨୦



ଏଥର ମନ୍ତ୍ରୀ ହେବେନି ଜେଟଲୀ!

Anupambharat News Bureau | ଦେଶ | | 242 | Read...

ଏଥର ମନ୍ତ୍ରୀ ହେବେନି ଜେଟଲୀ!

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେପିର ସଂକଟ ମୋଚନ କରିଆସିଥିବା ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନୂଆ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି ସୂଚନା ମିଳିଛି । ଗତ କିଛି ମାସ ଧରି ତାଙ୍କ



୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

Anupambharat News Bureau | ଦେଶ | | 241 | Read...

୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ବିଜେପି ବହୁ ଭୋଟରେ ଜିତିବା ଯୋଗୁଁ ଏଥିରୁ ସ୍ୱଷ୍ଟ ହୋଇଛି ଯେ ଦେଶରେ ବିଜେପି ସରକାର ପୁଣିଥରେ ସରକାର ଗଢ଼ିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର



ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

Anupambharat News Bureau | ଦେଶ | | 240 | Read...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ, ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’ । ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାପଡ଼ିଛି । ଗୋଟିଏ ପଟେ ମୋଦିଙ୍କ ଦ୍ୱିତୀୟ ବିଜୟକୁ ନେଇ ଲୋକ



ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

Anupambharat News Bureau | ଦେଶ | | 239 | Read...

ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

ନୂଆଦିଲ୍ଲୀ: ୧୭ତମ ଲୋକସଭା ପାଇଁ ୭ଟି ପର୍ଯ୍ୟାୟର ଫଳାଫଳ ଗୁରୁବାର ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ହାୱା ଦେଖିବାକୁ ମିଳିଛି । ଦେଶ ପାଇଁ ସଫଳତା ଆଣିଥିବା କିଛି କ୍ରୀଡ଼ାବିତ ନିଜ ନିଜର ଭାଗ୍ୟ ପରଖି



କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ, ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

Anupambharat News Bureau | ଓଡ଼ିଶା | | 238 | Read...

କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ,   ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

କେନ୍ଦୁଝର, ୨୪ା୫: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦୁଝର ଜିଲ୍ଲାରେ ବିଜୁ ଜନତା ଦଳ ତା’ର ବିଜୟଧାରାକୁ ଅବ୍ୟାହତ ରଖିଛି । ଜିଲ୍ଲାରେ ଥିବା ୬ଟି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ୫ ଟିରେ ବିଜୁ ଜନତା ଦଳର ପ୍ରାର୍ଥର



ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

Anupambharat News Bureau | ଓଡ଼ିଶା | | 237 | Read...

ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

ଅନୁଗୋଳ,୨୪ା୫ (ଅନୁପମ ମିଡ଼ିଆ): ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିକୁ ଶତ ପ୍ରତିଶତ ସଫଳତା ମିଳିଛି । ଯାହାକି ଗଡ଼ରକ୍ଷା କରି ବିଜେଡ଼ି ଲଗାତାର ଭାବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ବିଜୟୀ ହୋଇ ବ



ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

Anupambharat News Bureau | ଓଡ଼ିଶା | | 236 | Read...

ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲ,୨୪ା୫(ଅନୁପମ ମିଡିଆ): ଚଳିତ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଲଗାଥର ତିନି ଥର ମାହାଙ୍ଗାରୁ ବିଜୟ ହାସଲ କରି



ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

Anupambharat News Bureau | ଓଡ଼ିଶା | | 235 | Read...

ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

ଭଦ୍ରକ,୨୪ା୫(ଅନୁପମ ମିଡିଆ): ଭଦ୍ରକ ଲୋକସଭା ଓ ପାଞ୍ଚଟି ବିଧାନସଭା ଆସନର ଗଣତି କାର୍ଯ୍ୟକ୍ରମ ଆଜି ଶେଷ ହୋଇଥିବାବେଳେ ଏହାର ଫଳାଫଳ ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଉକ୍ତ ସୂଚନା ମୁତାବକ ଭଦ୍ରକ ଲୋକସଭା ଆସନର ମୋଟ ୧୨



କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

Anupambharat News Bureau | ଓଡ଼ିଶା | | 234 | Read...

କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

କେନ୍ଦ୍ରାପଡା, ୨୪ା୫ (ଅନୁପମ ମିଡ଼ିଆ) : କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଛି । ଜିଲ୍ଲାର ସମସ୍ତ ବିଧାନସଭା ଆସନ ସମେତ ଲୋକସଭା ଆସନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀମାନେ



ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

Anupambharat News Bureau | ଓଡ଼ିଶା | | 232 | Read...

ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

ପଟ୍ଟାମୁଣ୍ଡାଇ,୨୪ା୫ (ଅନୁପମ ମିଡ଼ିଆ): ରାଜ୍ୟ ରାଜନୀତିରେ ରାଜନଗର ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ରାଜନððତିକ ଜୀବନ୍ୟାସ ଦେଇଥିବା ଏହି ଆସନକୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହ



ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

Anupambharat News Bureau | ଓଡ଼ିଶା | | 231 | Read...

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

ସାଲେପୁର,୨୪ା୫ (ଅନୁପମ ମିଡ଼ିଆ): ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ସାଲେପୁର ଅଞ୍ଚଳର ଏକାଧିକ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଗତକାଲି ନିର୍ବା



ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

Anupambharat News Bureau | ଦେଶ | | 230 | Read...

ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

ନୂଆଦିଲ୍ଲୀ, ୨୩ା୫: ସାଧାରଣ ନିର୍ବାଚନ ସହ ଚାରି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ ହୋଇଥିବା ବେଳେ ଅରୁଣାଚଳରେ ବିଜେପି କ୍ଷମତାସୀନ ହେବାକୁ



ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

Anupambharat News Bureau | ଦେଶ | | 229 | Read...

ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

ନୂଆଦିଲ୍ଲୀ,୨୩ା୫: ଦେଶରେ ପୁଣି ମୋଦି ସୁନାମୀ ଦେଖିବାକୁ ମିଳିଛି । ଏହି ତଥାକଥିତ ସୁନାମୀରେ ବିରୋଧୀ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଛନ୍ତି । ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନର ଗୁରୁବାର ଭୋଟ ଗଣତିରେ ଯେଉଁ ଟ୍ରେଣ୍ଡ ଦେଖିବ



ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

Anupambharat News Bureau | ଓଡ଼ିଶା | | 228 | Read...

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ୨୦୦୦ ମସିହାଠାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୁ ଜନତା ଦଳର ଦବ୍‌ଦବା ଜାରି ରହିଛି । ଜିଲ୍ଲାର ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ଗୋଟାକୁ ଛାଡ଼ି ସବୁ ଆସନରେ ବିଜେଡି



ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

Anupambharat News Bureau | ଓଡ଼ିଶା | | 227 | Read...

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

ଭୁବନେଶ୍ୱର,୨୩ ।୫ (ଅନୁପମ ମିଡିଆ): ବିଜୁ ଜନତା ଦଳ ବା ବିଜେଡି ପୁଣିଥରେ ବାଜିମାତ୍‌ କରିଛି । ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରି ଦଳ ପଞ୍ଚମଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦେଶ ତମାମ ମୋଦି ସୁନାମୀ ଦେଖିବାକୁ ମିଳ



ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

Anupambharat News Bureau | ଓଡ଼ିଶା | | 226 | Read...

ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

ଭଞ୍ଜନଗର,୨୩ ।୫(ଅନୁପମ ମିଡ଼ିଆ): ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭଞ୍ଜନଗର, ସୋରଡ଼ା, ଆସିକା, ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀମାନେ ବିପୁଳ ଭୋଟରେ ଜୟଲାଭ କରିଛନ୍ତି । ସେହିପରି କନ୍ଧମାଳ ଲୋକସଭା ଆସନ ଏବଂ ଆସିକା ଲ



ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

Anupambharat News Bureau | ଓଡ଼ିଶା | | 225 | Read...

ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

ଆସିକା,୨୩ା୫(ଅନୁପମ ମିଡ଼ିଆ): ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହୋଇ କାଳିଆ ବେହେରା(୫୫) ନାମ୍ନୀ ମହିଳାଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଏଥି



୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 224 | Read...

୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

ନୂଆଦିଲ୍ଲୀ:୧୫୦ସିସି ବାଇକ୍‌ ଓ ସ୍କୁଟର ସରକାର ନିଷିଦ୍ଧ କରିବେ । ଦେଶରେ ପ୍ରମୁଖ ନଗରୀ ଗୁଡିକରେ ବହୁଳମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି,ଯାହ ସର କାର ପାଇଁ ଚାଲେଞ୍ଜ ହୋଇଛି । ଏଭଳି ସ୍ଥିତିକୁ ମୁକାବିଲା କରିବ



ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

Anupambharat News Bureau | କ୍ରୀଡ଼ା | | 223 | Read...

ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୩ ।୫: ବିଶ୍ୱକପ୍‌ ପାଇଁ ଏଠାରେ ପହଞ୍ଚିବାର ଦିନକ ପରେ ଭାରତୀୟ ଟିମ୍‌ ଗୁରୁବାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଦଳର ସବୁ ଖେଳାଳି ନେଟ୍ସରେ ଝାଳ ବୁହାଇଛନ୍



ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

Anupambharat News Bureau | ଦେଶ | | 222 | Read...

ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କୁ ଶେଷରେ ପରାସ୍ତ ହେବାକୁ ପଡ଼ିଛି । ସେ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରୁ ଉତ୍ତର-କେନ୍ଦ୍ରୀୟ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କୁ ବି



ଭାରତ ଜିତିଲା ବୋଲି କହିଲେ ମୋଦି

Anupambharat News Bureau | ଦେଶ | | 221 | Read...

ଭାରତ ଜିତିଲା ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍‌ଡ଼ିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ । ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି । ଏହି ଆକଳନକୁ ନେଇ ପ୍ରଧ



ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

Anupambharat News Bureau | ଦେଶ | | 220 | Read...

ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି । ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି । ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର



ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

Anupambharat News Bureau | ଦେଶ | | 219 | Read...

ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି । କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ



ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

Anupambharat News Bureau | ଦେଶ | | 218 | Read...

ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

ମୁମ୍ୱାଇ: ଆକଫିଂ ସହ ପଲିଟିକ୍ସରେ ବି ସଫଳ ହେଲେ ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ । ଚଳିତ ଥର ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତଥାପି ବାଜି ମାରିନେଲେ । ଏଥର ସନ୍ନି ଲୋକସଭାରେ ବସିବା ପMା ହୋଇଗଲା । ନିର୍ବା



ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

Anupambharat News Bureau | ଦେଶ | | 217 | Read...

ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ୍‌ ରାଷ୍ଟ୍ରପତି ଭୋଟ୍‌ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ଆକଳନ କରିଛନ୍ତି । ଏନେଇ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍



ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

Anupambharat News Bureau | ଦେଶ | | 216 | Read...

ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

ବେଙ୍ଗାଲୁରୁ: ମୋଦି ବିରୋଧୀ ଚେହେରା ଭାବରେ ଉଭା ହେବା ସହ ବେଙ୍ଗାଲୁରୁ ମଧ୍ୟ ଆସନରୁ ନିର୍ବାଚନ ଲିଥିବା ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ପରାଜିତ ହେବା ସ୍ପଷ୍ଟ ହୋଇଛି । ତୃତୀୟ ସ୍ଥାନରେ ରହିଥିବା ପ୍ରକାଶ ଏହାକୁ ସ୍ୱୀକାର କ



ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

Anupambharat News Bureau | ଓଡ଼ିଶା | | 215 | Read...

ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

ଭଦ୍ରକ, ୨୧ା୫ (ଅନୁପମ ମିଡିଆ): ଆଜି ପ୍ରକାଶ ପାଇଥିବା ଚଳିତବର୍ଷର ମ୍ୟାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଏହି ଜିଲାର କାଜଲ ପ୍ରଥମ କିନ୍ନର ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଜିଲାର ଚାନ୍ଦବାଲିର ଦାଖା ହାଇସ୍କୁଲରେ ପାଠ ପଢି ଚର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page