: District News


ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 2067 | Read...

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା : ଦୁଇ ପୂଜକ ପଜିଟିଭ୍‌

ଦେଶୀବେହେରା ସାହି ସିଲ୍‌ ସାଧାରଣ ଦର୍ଶନ ବନ୍ଦ ବ୍ରହ୍ମପୁର,(ଅନୁପମ ମିଡିଆ): ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସୋମବାର ରାତିରୁ ସାଧାରଣ ଦର୍ଶନକୁ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି । ଦେଶୀବେହେରା ସ



ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ

Anupambharat News Bureau | ଓଡ଼ିଶା | | 2066 | Read...

ବିଜେପିର ଓଡ଼ିଶା ମିଶନ : ଧର୍ମେନ୍ଦ୍ରଙ୍କ ଆଗରେ ବହୁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୧ା୪ (ସ୍ୱତନ୍ତ୍ର ପ୍ରତିନିଧି) : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନୀ ତାତି ବଢିବାରେ ଲାଗିଥିବା ବେଳେ ସବୁ ବର୍ଗର ଭୋଟର୍‌ଙ୍କୁ ମନାଇବା ପାଇଁ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଚଳାଇ ଚ



୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­

Anupambharat News Bureau | ଓଡ଼ିଶା | | 2065 | Read...

୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି­

ଭୁବନେଶ୍ୱର, ୧୧ା୪(ଅନୁପମ ମିଡ଼ିଆ): ନବମ ଶ୍ରେଣୀ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଆସନ୍ତା ୩୦ ପରେ ନିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦାଶ କହିଛନ୍ତି, ସ



ହାଇଦର ଫେରାର ଘଟଣା: ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି

Anupambharat News Bureau | ଓଡ଼ିଶା | | 2064 | Read...

ହାଇଦର ଫେରାର ଘଟଣା:  ଗ୍ୟାଙ୍ଗଷ୍ଟାରର ପତ୍ତା ମିଳୁନି

କଟକ/ସମ୍ବଲପୁର ୧୧ା୪(ଅନୁପମ ମିଡ଼ିଆ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ ଡାକ୍ତରଖାନାରୁ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯିବା ପରେ ଏବେ ତାକୁ ଧରିବା ପାଇଁ ପୋଲିସ ନାକେଦମ ହେବାକୁ ପଡ଼ିଛି । ଇତିମଧ୍ୟରେ ଗ୍ୟାଙ୍ଗଷ୍ଟାର



ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର

Anupambharat News Bureau | ଓଡ଼ିଶା | | 2063 | Read...

ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର

ସାମ୍ନାକୁ ଆସିଲା ନବୀନ ସରକାରଙ୍କ ପ୍ରତି ଭୋଟରଙ୍କ କ୍ଷୋଭ ଭୁବନେଶ୍ୱର, (ଅନୁପମ ମିଡିଆ): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଦଳୀୟ ପ୍ରାର୍ଥୀ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ



କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

Anupambharat News Bureau | ଦେଶ | | 2062 | Read...

କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

ଚେନ୍ନାଇ: ତାମିଲନାଡୁ ଶ୍ରୀ ବିଲ୍ଲୀପୁତ୍ତୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ପି.ଏସ୍‌.ଡବ୍ଲୁ. ମାଧବ ରାଓଙ୍କ ପରଲୋକ ହୋଇଛି । ସେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲେ । ମାର୍



କରୋନା ସ୍ଥିତି ଅସମ୍ଭାଳ: ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

Anupambharat News Bureau | ଦେଶ | | 2061 | Read...

କରୋନା ସ୍ଥିତି ଅସମ୍ଭାଳ:  ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

ସୁରଟ: କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ସୁରଟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବା ବେଳେ ଶବ ସତ୍କାର ପାଇଁ ଜାଗା କମ୍‌ ପଡ଼ୁଥିବା ଅଭିଯୋଗ ହେଉଛି । ଏପରିକି ଶ୍ମଶାନର



  ଲୋକଙ୍କୁ ପ୍ରତିଶ୍ରୁତିର ହିସାବ ଦେବାକୁ ହେବ: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2060 | Read...

  ଲୋକଙ୍କୁ ପ୍ରତିଶ୍ରୁତିର ହିସାବ ଦେବାକୁ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୪(ଅନୁପମ ମିଡ଼ିଆ): ଆଗାମୀ ମଇ ୨୯ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରୁଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ



ପୁଣି ଚର୍ଚ୍ଚାରେ ଏମାର ମଠ: ମିଳିଲା ୪୭ ଖଣ୍ଡ ରୂପା ଇଟା

Anupambharat News Bureau | ଓଡ଼ିଶା | | 2059 | Read...

ପୁଣି ଚର୍ଚ୍ଚାରେ ଏମାର ମଠ:  ମିଳିଲା ୪୭ ଖଣ୍ଡ ରୂପା ଇଟା

ପୁରୀ,୧୦ା୪(ଅନୁପମ ମିଡ଼ିଆ): ପୁରୀର ବହୁ ଚର୍ଚ୍ଚିତ ଏମାର ମଠ ପ୍ରସଙ୍ଗ ସଦାବେଳେ ଚର୍ଚ୍ଚାରେ ରହିଆସିଛି । ୨୦୧୧ ମସିହାରେ ମଠରୁ ୫୨୨ଖଣ୍ଡ ପ୍ରାୟ ୧୮ଟନ୍‌ ଓଜନର ରୂପା ଇଟା ଉଦ୍ଧାର କରାଯାଇଥିଲା । ମଠର ପୂର୍ବତନ ମହନ୍ତ ଗୋପାଳ ରା



ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର

Anupambharat News Bureau | ଓଡ଼ିଶା | | 2058 | Read...

ଖସିଗଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ, (ଅନୁପମ ମିଡିଆ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡାକ୍ତରଖାନାର ସର୍ଜରୀ ଓ୍ବାର୍ଡରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ବେଳେ ପୋଲିସକୁ ଚକମା ଦେଖାଇ ଖସ



କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

Anupambharat News Bureau | ଦେଶ | | 2057 | Read...

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜରିମାନା ଭରିଲେ ପ୍ରଧାନମନ୍ତ୍ରୀ

ନରୱେ: ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କୁ ଶୁକ୍ରବାର ଦିନ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରିଥିବା ଅଭିଯୋଗରେ ତାଙ୍କୁ ଜୋରିମାନା ଲାଗୁ କରାଯାଇଛି ବୋଲି ବୋଲି ପୋଲିସ କହିଛି।ପ



’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

Anupambharat News Bureau | ଦେଶ | | 2056 | Read...

’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ଭେଟେରାନ୍ ଅଭିନେତା ସତୀଶ କୌଲ। ସେ ପ୍ରାୟ ୩୦୦ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଲୋକପ୍ରିୟ ଟିଭି ଶୋ ମହାଭାରତରେ ପ୍ରଭୁ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରି ସେ ପ୍ରସିଦ୍ଧିତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page