.
Anupambharat News Bureau | ଓଡ଼ିଶା | | 214 | Read...
ସାଲେପୁର,୨୩ା୫(ଅନୁପମ ମିଡିଆ): ଆଜି ସାଲେପୁର ନିର୍ବାଚନ ମଣ୍ଡଳୀର ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ବେହେରା ପ୍ରାୟ ୧୭ହଜାରରୁ ଉର୍ଦ୍ଧ୍ୱଭୋଟ୍ ଅଧିକ ପାଇ ବିଜୟର ଦ୍ୱାର ଦେଶରେ ପହଞ୍ଚିବ
Anupambharat News Bureau | ଓଡ଼ିଶା | | 213 | Read...
ତାଳଚେର,୨୩ା୫(ଅନୁପମ ମିଡିଆ): ୬୦ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ବିଜୟ ପଥରେ ଆଗୁସାର ହେଉଥିଲା ବେଳେ ୨୪ ରାଉଣ୍ଡ ସୁଦ୍ଧା ସେ ୧୯ ହଜାର ୫୬୫ ଭୋଟ୍ରେ ଆଗୁଆ ଥିବା ଜଣାପଡ଼ିଛି ।
Anupambharat News Bureau | ଓଡ଼ିଶା | | 212 | Read...
ଆନନ୍ଦପୁର,୨୩ା୫(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡର ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳରେ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଜେଡ଼ି ପ୍ରାର୍ଥୀ ଭାଗିରଥି ସେଠୀ ବିପୁଳ ଭୋଟ ବ୍ୟବଧାନରେ କ
Anupambharat News Bureau | ଓଡ଼ିଶା | | 211 | Read...
ବିରଜାକ୍ଷେତ୍ର ,୨୩ା୫(ଅନୁପମ ମିଡିଆ): ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ୭ଜଣ ବିଧାୟକ / ବିଧାୟିକା ଓ ଲୋକସଭା ପ୍ରାର୍ଥିନୀ ଙ୍କ ବିଜୟଲାଭ ଘଟିଛି । ଚଳିତ ନିର୍ବାଚନରେ ବିଜେଡି ୨ଜଣ ନୁଆଁମୁହଁ କୁ ପ୍ରାର୍ଥୀ ଦେଇଥି
Anupambharat News Bureau | ଓଡ଼ିଶା | | 210 | Read...
ଜୁନାଗଡ଼,୨୨ା୫(ଅନୁପମ ମିଡ଼ିଆ): ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧMାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।
Anupambharat News Bureau | ଓଡ଼ିଶା | | 209 | Read...
ଭୁବନେଶ୍ୱର,୨୨ ।୫ (ଅନୁପମ ମିଡିଆ): ଗୁରୁବାର ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାର ଭୋଟ୍ ଗଣତି ହେବ । ସରକାର ଗଠନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବା ବେଳେ ନେତାଙ୍କ ଛାତି ଧଡ୍ ଧଡ୍ ହେଉଛି । ତେବେ ହାତୀ କ
Anupambharat News Bureau | ଓଡ଼ିଶା | | 208 | Read...
ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ଏବଂ ତାଙ୍କ ସହଯୋଗୀ ସନ୍ତୋଷ ଜେନାଙ୍କୁ ବୁଧବାର ରାତି ପ୍ରାୟ ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍ ଛକ ନିକଟରେ କେତେକ ଦୁର୍ବୁତ୍ତ ଗୁଳିମାଡ଼
Anupambharat News Bureau | ଓଡ଼ିଶା | | 207 | Read...
ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁର ସଦରଥାନାରେ ରୁଜୁ ଏକ ମାମଲାର ଅଭିଯୁକ୍ତ ମହମ୍ମଦ ଇମ୍ରାନ ଆଜି ଭୋର୍ରେ ବ୍ରହ୍ମପୁର ଟାଉନଥାନାରୁ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି । ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ
Anupambharat News Bureau | ଓଡ଼ିଶା | | 206 | Read...
ବ୍ରହ୍ମପୁର,୨୧ା୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁରରେ ବର୍ତ୍ତମାନ ମାଙ୍କଡ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିିଦିନ ଧରି ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଏକ ହନୁମାଙ୍କଡ ବହୁ ସାହି ବାସୀନ୍ଦାଙ୍କୁ କାମୁଡି ଆହତ କରିଛି । ଉ
Anupambharat News Bureau | ଓଡ଼ିଶା | | 205 | Read...
ହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ): ସ୍ଥାନୀୟ ଟାଟା ବେଞ୍ଜ୍ ଛକ ସ୍ଥିତ ଏଟିଏମ୍ କାଉଣ୍ଟରରେ ଗତକାଲି ରାତିରେ ଜଣେ ଛେଳି ବ୍ୟବସାୟୀଙ୍କୁ ଆକ୍ରମଣ କରି ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧୦.୩
Anupambharat News Bureau | ଓଡ଼ିଶା | | 204 | Read...
କେନ୍ଦ୍ରାପଡା, ୨୨ା୫(ଅନୁପମ ମିଡିଆ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍
Anupambharat News Bureau | ଓଡ଼ିଶା | | 203 | Read...
ସମ୍ବଲପୁର,୨୨ା୫(ଅନୁପମ ମିଡିଆ): ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଚଳନ ହେବା ପରେ ୧୯୧୫-୧୬ ଓ ୧୯୧୬-୧୭ ବର୍ଷରେ ସମ୍ବଲପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିଲା । ଉଭୟ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବିତରଣ
Anupambharat News Bureau | ଓଡ଼ିଶା | | 202 | Read...
ଭଦ୍ରକ,୨୨ା୫(ଅନୁପମ ମିଡିଆ): ଗତ ଡିସମ୍ବେର ମାସରେ ବନ୍ତ ସହର ମହକୁମାରେ ଅବସ୍ଥିତ ସରକାରୀ ଚାଉଳ ଗୋଦାମରେ ଘୋଟାଲା ହେବା ପରେ ଗୋଦାମ ବନ୍ଦ ରହିଛି । ଫଳରେ ଉକ୍ତ ଗୋଦାମରେ କାର୍ଯ୍ୟ କରି ପରିବାର ଚଳାଉଥିବା ବହୁ ଶ୍ରମିକ ନିଜର ଜୀ
Anupambharat News Bureau | ଓଡ଼ିଶା | | 201 | Read...
ଭଦ୍ରକ,୨୨ା୫(ଅନୁପମ ମିଡିଆ): ସାରା ଦେଶରେ ୧୪ଟି ଟେବୁଲରେ ଭୋଟ୍ ଗଣତି ହେଉଥିବାବେଳେ ଓଡ଼ିଶା ପାଇଁ ୭ ଟି ଟେବୁଲ୍କୁ ଅନୁମତି ମିଳିଛି । ଭଦ୍ରକ ଜିଲା ପ୍ରଶାସନ ଅଧିକ ଟେବୁଲ ପାଇଁ ଅନୁମତି ମାଗିଥିଲେ ମଧ୍ୟ ନିର୍ବାଚନ କମିଶନର
Anupambharat News Bureau | ଦେଶ | | 200 | Read...
ଭୁବନେଶ୍ୱର,୨୧ ।୫ (ଅନୁପମ ମିଡିଆ):ଆଉ ଦିନକ ପରେ ସାଧାରଣ ନିର୍ବାଚନର ଭୋଟ୍ ଗଣତି ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଭୋଟ୍ ଗଣନା କରାଯିବ । ଭୋଟ ଗଣତିକୁ ନେଇ ଅବଗଣନା ଆରମ୍ଭ ହୋଇଛି ।
Anupambharat News Bureau | ଓଡ଼ିଶା | | 199 | Read...
ମୋହନା/ସାନଢ଼େମୁଣ୍ଡି/ଦିଗପହଣ୍ଡି,୨୧ ।୫(ଅନୁପମ ମିଡ଼ିଆ): ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍ ଖସିପଡ଼ିବାରୁ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରୁ
Anupambharat News Bureau | ଦେଶ | | 198 | Read...
ନୂଆଦିଲ୍ଲୀ, ୨୧ା୫: ଅରୁଣାଚଳ ପ୍ରଦେଶର ତିରାପ୍ ଜିଲ୍ଳାରେ ଆଜି ଏକ ବଡ଼ଧରଣର ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ତିରାପ୍ ଜିଲ୍ଲାରେ ବଗାପାଣି ଠାରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଣେ ବିଧାୟକ ଓ ତାହାଙ୍କ ପୁ
Anupambharat News Bureau | ଓଡ଼ିଶା | | 197 | Read...
କଟକ, ୨୧ା୫(ଅନୁପମ ମିଡ଼ିଆ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୯ଟା ବେଳେ ପ୍ରକା
Anupambharat News Bureau | ଓଡ଼ିଶା | | 196 | Read...
ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ଗତକାଲି ବିଳମ୍ବିତ ରାତିରେ ଆସିକାରୋଡ଼ ଶେଷ ଭାରତ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ୬ ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିବା ସହ ଦୁଇଟି ଖଣ୍ଡା, ୪ଟି ବୋମା ଓ ଅନ୍ୟାନ୍ୟ ଆପତ୍ତି
Anupambharat News Bureau | ଓଡ଼ିଶା | | 195 | Read...
ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏହି ଫଳ ଜାଣିବାପାଇଁ ବିଭିନ୍ନ ଇଣ୍ଟରନେଟ୍ ସେଣ୍ଟର ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଭିଡ଼
Anupambharat News Bureau | ଓଡ଼ିଶା | | 194 | Read...
ଲମତାପୁଟ,୨୧ ।୫ (ଅନୁପମ ମିଡ଼ିଆ): କୋରାପୁଟ ଜିଲ୍ଲାରେ ସାରା ଓଡ଼ିଶାରେ ମେଟ୍ରିକ ପରୀକ୍ଷାରେ ପାସ୍ ହାର କମିବାରେ ଶୀର୍ଷରେ ରହିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ଆଢ଼ୁସିତ ଲମତାପୁଟ ବ୍ଲକ ଏଥିରୁ ବାଦ ପଡ଼ିନି । ଚଳିତ ବ
Anupambharat News Bureau | ଓଡ଼ିଶା | | 193 | Read...
କୋଲକତା: ନିର୍ବାଚନ ଶେଷ ହେବା ପରେ ମଧ୍ୟ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆତଙ୍କରାଜ ପଶ୍ଚିମବଙ୍ଗରେ କମୁ ନାହିଁ । ପୁଣି ଥରେ ଭାରତୀୟ ଜନତା ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କ ଆକ୍ରମଣ ହୋଇଛି । ସିତାଇ ଅଞ୍ଚଳରେ ହୋଇଥିବା ଆକ୍ରମଣରେ
Anupambharat News Bureau | ଦେଶ | | 192 | Read...
ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ୍ ପରେ ଶେଷରେ ଅଭିନେତା ବିବେକ୍ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍ କରିଥିବା ଏକ ମିମ୍ ଓ ଫଟୋକୁ ଆଜି ଡିଲିଟ୍ କରିଛନ୍ତି । ଏ ନେଇ ସେ ଟ୍ୱ
Anupambharat News Bureau | ଦେଶ | | 191 | Read...
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପିତା ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଭାଇ ଭଉଣୀ ବାପାଙ୍କୁ ମନେ ପକାଇବା ସହ
Anupambharat News Bureau | ଦେଶ | | 190 | Read...
ନୂଆଦିଲ୍ଲୀ: ଶାରଦା ଚିଟ୍ଫଣ୍ଡ ଘୋଟଲାରେ ଫସିଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ନିସ୍ତାର ନାହିଁ । ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିବା ଆଦେଶର ଅବଧି ବଢ଼ାଇବା ପାଇଁ ରାଜୀବ କୁମାରଙ୍କ ଦ୍ୱାର
Anupambharat News Bureau | ଓଡ଼ିଶା | | 189 | Read...
ପିପିଲି,୨୧ା୫(ଅନୁପମ ମିଡିଆ): ରାଜ୍ୟ ସରକାର ନିହାତି ଗରିବ ଲୋକଙ୍କ ଦାନାପାଣି ପାଇଁ ରାସନ କାର୍ଡ ଖିଛନ୍ତି । ଚାଉଳ, ଗହମ ଗଣ୍ଡାଏ ପାଇଲେ ସେମାନଙ୍କ ପରିବାର ଅନ୍ତତଃ ଭୋକରେ ରହିବେ ନାହିଁ । ମୁଲପାତିରେ ଜାହା ପାଇବେ ସେଥିରେ ଆଳ
Anupambharat News Bureau | ଓଡ଼ିଶା | | 188 | Read...
କେନ୍ଦ୍ରାପଡା, ୨୧ା୫ (ଅନୁପମ ମିଡିଆ) : ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଛକ ନିକଟରେ ଏକ ହୋଣ୍ଡା ଆକଫିଭାକୁ ଅନ୍ୟ ଏକ ଘରୋଇ ବସ ରଙ୍ଗ ରୁଟରେ ଯାଇ ସମ୍ମୁଖରୁ ଧMା ଦେବାରୁ ଆକଫିଭା ପଛରେ ବସିଥିବା ୨ଭଉଣୀଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହ
Anupambharat News Bureau | ଓଡ଼ିଶା | | 187 | Read...
ଯାଜପୁର,୨୧ ।୫(ଅନୁପମି):ଦେଶର ଅନ୍ୟତମ ଜଣାସୁଣା ଧାବିକା ଦୂତି ଚାନ୍ଦଙ୍କ ସମବିବାହ ନିଷ୍ପତ୍ତିକୁ ନେଇ ପରିବାରରେ ଝଡଉଠିଛି । ଗାଁଉଳି ଝିଅ ଦୂତିଙ୍କୁ ନେଇ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ତ୍ୟାଗ କରିଥିବା ଅନ
Anupambharat News Bureau | ଓଡ଼ିଶା | | 186 | Read...
ଭାପୁର,୨୧ା୫(ଅନୁପମ ମିଡିଆ): ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଜଣେ ମାତ୍ର ଛାତ୍ରୀ ଓମ୍ ପ୍ରିୟା ସାହୁ ଏବର୍ଷମାଟ୍ରିକ୍ ପରିକ୍ଷାରେ ଏ-ଗ୍ରେଡରେ ପାସ୍ କରି ବ୍ଲକ୍ ପାଇଁ ସମ୍ମାନ ଆଣିଛନ୍ତି । ଭାପୁର ବାଲୁଙ୍କେଶ୍ୱର ଦେବ
Anupambharat News Bureau | ଓଡ଼ିଶା | | 185 | Read...
ଅନୁଗୋଳ,୨୧ା୫ (ଅନୁପମ ମିଡ଼ିଆ): ନାଲକୋ କଲୋନୀରେ ବାରମ୍ବାର ଚୋରୀ, ଡ଼କାୟତି, ରାହାଜାନୀ ବଢ଼ିବାରେ ଲାଗିଛି । ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ରୋକିବାରେ ସଫଳ ହୋଇପାରିନାହିଁ । ତେବେ ନାଲକୋରେ ଗତକାଲି ବିଳମ୍ବିତ ରାତିରେ ଜନୈକ ଘର
Anupambharat News Bureau | ଓଡ଼ିଶା | | 184 | Read...
ଭଦ୍ରକ,୨୧ା୫(ଅନୁପମ ମିଡିଆ): କଳା ପଲସରରେ ଲୁଟେରା ମାନେ ଲୁଟ କରୁଥିବା ବେଳେ ଏବେ ତରିକା ବଦଳାଇ ବ୍ଲì ପଲସରରେ ଆସି ଲୁଟ କରୁଛନ୍ତି । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧.୨୦ ମିନିଟ ସମୟରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣି
Anupambharat News Bureau | ଓଡ଼ିଶା | | 183 | Read...
ଭୁବନେଶ୍ୱର,୨୦ ।୫(ଅନୁପମ ମିଡିଆ): ଆସନ୍ତା ୨୩ରେ ଭୋଟ୍ ଗଣତି ପରେ ପ୍ରକାଶ ପାଇବ ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ଫଳାଫଳ । ଏହି ଦିନ ଭୋଟ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତ
Anupambharat News Bureau | ଓଡ଼ିଶା | | 182 | Read...
କଟକ, ୨୦ା୫(ଅନୁପମମିଡ଼ିଆ): ଆସନ୍ତା କାଲି ସକାଳ ୯ଟା ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି
Anupambharat News Bureau | ଓଡ଼ିଶା | | 181 | Read...
ଭୁବନେଶ୍ୱର,୨୦ ।୫(ଅନୁପମ ମିଡିଆ): ଗତ କିଛି ଦିନ ଧରି ଲଗାତାର ଭାବେ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ଝାଞ୍ଜିି ଯୋଗୁଁ ଦ୍ୱି ପ୍ରହରରେ ଲୋକେ ବାହାରକୁ ବାହାରିବା ଅସହ୍ୟ ହୋଇପଡ଼ିଛି । ଜନଜୀବନ ଅସ୍ତବ୍ୟସ
Anupambharat News Bureau | ଓଡ଼ିଶା | | 180 | Read...
ବ୍ରହ୍ମପୁର,୨୦ ।୫(ଅନୁପମ ମିଡ଼ିଆ) : ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ରର ଅବ୍ୟବସ୍ଥା ସୁଧାରିବା ଦାବିନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୮୯ତମ ଘଣ୍ଟଯାତ୍ରା ଓ ଗଣ ବିକ୍ଷୋଭ
Anupambharat News Bureau | ଓଡ଼ିଶା | | 179 | Read...
ପୋଲସରା,୨୦ା୫(ଅନୁପମ ମିଡ଼ିଆ): ପୋଲସରା ବ୍ଲକ ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମ ପଞ୍ଚାୟତବାସୀ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ବାଟମାରଣା
Anupambharat News Bureau | ଦେଶ | | 178 | Read...
ନୂଆଦିଲ୍ଲୀ: ମMଲ ନିଧି ମୟମର ନେତା କମଲ ହାସନଙ୍କୁ ମାଡ୍ରାସ ହାଇକୋର୍ଟ ମଦୁରାଇ ବେଞ୍ଚ୍ ଅନ୍ତରୀଣ ଜାମିନ ଦେଇଛନ୍ତି । କମଲ ହାସନ ନାଥୁରାମ୍ ଗଡସେଙ୍କୁ ନେଇ ଦେଇଥିବା ବୟାନ ପରେ ତାଙ୍କ ବିରୁଧରେ ହିନ୍ଦୁ ମୁନାନୀ ପାର୍ଟି
Anupambharat News Bureau | ଦେଶ | | 177 | Read...
ନୂଆଦିଲ୍ଲୀ: ୨୦୧୬ ସେପେଫମ୍ବରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପ୍ରଥମ ନୁହେଁ ଓ ପୂର୍ବରୁ ମଧ୍ୟ ୬ ଥର ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିବା ନେଇ କଂଗ୍ରେସର ଦାବି ଭୁଲ ପ୍ରମାଣିତ ହୋଇଛି । ଏହା ପ୍ରଥମ ସର୍ଜିକାଲ ଷ୍ଟ୍
Anupambharat News Bureau | ଓଡ଼ିଶା | | 176 | Read...
ଅନୁଗୋଳ, ୨୦ା୫ (ଅନୁପମ ମିଡିଆ): ଦୀର୍ଘଦିନ ଧରି ଅନୁଗୋଳ ଜିନ୍ଦଲ ରୋଡ଼ରେ ମଧ୍ୟରାତ୍ରରେ ଦଳବଦ୍ଧ ହୋଇ ବିଭିନ୍ନ ଭାରି ମାଲବାହି ଗାଡ଼ିକୁ ଅଟକାଇ ଚାଳକଙ୍କୁ ମାରଣାସ୍ତ୍ର ଦେଖାଇ ଏବଂ ମାଡ଼ମାରି ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୯ ଜଣ
Anupambharat News Bureau | ଓଡ଼ିଶା | | 175 | Read...
କେନ୍ଦୁଝର, ୨୦ା୫ (ଅନୁପମ ମିଡିଆ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦେଶ ସ୍ୱାଧିନତାର ୭୦ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାର ବ
Anupambharat News Bureau | ଓଡ଼ିଶା | | 174 | Read...
ଆଠଗଡ,୨୦ା୫ (ଅନୁପମ ମିଡିଆ): ଆଠଗଡରେ ଦେଶି ମଦ କାରବାର ଏତେ ମାତ୍ରରେ ବଢିଯାଇଛି ଯେ ବାରମ୍ବାର ମଦ ପିଇ ଧନ ଜୀବନ ନଷ୍ଟ ହେବାରେ ଲାଗିଛି ତଥାପି ପ୍ରଶାସନ ଏହାକୁ ଅଣଦେଖା କରିବାରେ ସାଧରଣରେ କ୍ଷୋଭ ପ୍ରକାଶ ପାଇଛି । ଆଠଗଡ ଥାନା ଅ&ls
Anupambharat News Bureau | ଓଡ଼ିଶା | | 173 | Read...
ଅନୁଗୋଳ, ୨୦ା୫ (ଅନୁପମ ମିଡିଆ): ଯୌତୁକ ପାଇଁ ବଧୂହତ୍ୟା ଭଳି ସାଂଘାତିକ ଅଭିଯୋଗ ଆସିଛି । ଅନୁଗୋଳ ଥାନା ପୁଲିସ ନତଡ଼ା ଗାଁର ସତ୍ୟାନନ୍ଦ ବେହେରା(ଛଦ୍ମନାମ)ଙ୍କ ପତ୍ନୀ ମୀତାଞ୍ଜଳୀଙ୍କୁ ହତ୍ୟା କରାଯାଇଛି । ଘଟଣା ପରେ ସତ୍ୟାନନ୍ଦ
Anupambharat News Bureau | ଓଡ଼ିଶା | | 172 | Read...
ସିନାପାଲି ୨୦ା୫ (ଅନୁପମ ମିଡିଆ): ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ନିସହାୟ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱାସ୍ଥ୍ୟ ସେବାକୁ ନେଇ ମାଗଣା ସେବା ଯୋଗାଇ ଦେଉଛନ୍ତି । ହେଲେ ନୂଆପଡା ଜି
Anupambharat News Bureau | ଓଡ଼ିଶା | | 171 | Read...
କଟକ,୧୯ା୫(ଅନୁପମମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ୨୦୧୯ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଘଟିଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ
Anupambharat News Bureau | ଓଡ଼ିଶା | | 170 | Read...
ଭୁବନେଶ୍ୱର, ୧୯ ।୫ (ଅନୁପମ ମିଡିଆ) : ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ସେ ନିଜେ ଏକଥା ରବିବାର ପ୍ରକାଶ କରିଛନ୍ତି । ‘ଦ ସେଣ୍ଡ ଏକ୍ସପ୍ରେସ୍’ କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି
Anupambharat News Bureau | ଦେଶ | | 169 | Read...
ନୂଆଦିଲ୍ଲୀ : ଦେଶର ସାତଗୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଆଜି ଆସିଛି ଏକ୍ଜିଯଥ ପୋଲ୍(ବହୁଡ଼ା ମତ) । ସବୁ ସଂସ୍ଥା ଯାହା ପରଖିଛନ୍ତି ବା ଯାହା ଭୋଟ ଦେଲଶ ପରେ ଲୋକଙ୍କ ଠାରୁ ମତ ସଂଗ୍ରହ କରିଛନ୍ତି ତାହା କହୁଛି ଦେଶର
Anupambharat News Bureau | କ୍ରୀଡ଼ା | | 168 | Read...
ଡର୍ବାନ୍,୧୯ ।୫: ବିଶ୍ୱକପ୍ରେ ଭାରତ ତାର ଅଭିଯାନ ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରୁ ଆରମ୍ଭ କରିବ । ତେବେ ତା’ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର୍ ଲୁନ୍ଗି ଏନ୍ଗିଡି ବିରାଟ କୋହଲି
Anupambharat News Bureau | କ୍ରୀଡ଼ା | | 167 | Read...
ନୂଆଦିଲ୍ଲୀ,୧୯ ।୫: ସୀମିତ ଓଭର କ୍ରିକେଟ୍ରେ ଭାରତର ଅନ୍ୟତମ ମହାନ ଖେଳାଳି ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବାକୁ ବିଚାର କରୁଛନ୍ତି । ଆଇସିସି ଅନୁମୋଦିତ ବିଦେଶୀ ଟି୨୦ ଲିଗ୍ରେ ଏକ ସ୍ୱାଧୀନ କ୍ୟାରି
Anupambharat News Bureau | ଓଡ଼ିଶା | | 166 | Read...
ଆସିକା,୧୯ା୫(ଅନୁପମ ମିଡ଼ିଆ): ସ୍ଥାନୀୟ କଳିଙ୍ଗା ରୋଡ଼ ରାଜସ୍ୱ ଡ଼ାକବଙ୍ଗଳା ପଛ ପଟ ବଡ଼ନଦୀ ପଠାରେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୨୮ରୁ ୩୦ ବର୍ଷ ମଧ୍ୟରେ ଏହି ବ
Anupambharat News Bureau | ଓଡ଼ିଶା | | 165 | Read...
ଗଞ୍ଜାମ,୧୯ା୫(ଅନୁପମ ମିଡ଼ିଆ): ଗଞ୍ଜାମ ସ୍ଥିତ ସରକାରୀ ମେଡିକାଲ୍ରେ ଗତ ୬ମାସ ତଳେ ନିଯୁକ୍ତି ପାଇଥିବା ଡାକ୍ତର ବିଦ୍ୟା ମହାରଣା ପିଜି ପଢ଼ିବା ପାଇଁ ଚାକିରି ଛାଡ଼ି ଯାଇଥିବା ବେଳେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜ
Anupambharat News Bureau | ଦେଶ | | 164 | Read...
ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଫନ୍ ଅମରିନ୍ଦର ସିଂହ ଓ ଦଳୀୟ ନେତା ତଥା ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବିସ୍ପୋରକ ରୂପ ନେଇଛି । ସିଦ୍ଧୁ ହିଁ ବିବାଦୀୟ ବୟାନ ଦେଇ କଂଗ୍ରେସ ଓ
Anupambharat News Bureau | ଦେଶ | | 163 | Read...
ଝାବୁଆ (ମଧ୍ୟପ୍ରଦେଶ): ଦେଶରେ ଚାରିଆଡେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହାରି ମଧ୍ୟରେ ରବିବାର ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହେଉଛି । ମଧ୍ୟପ୍ରଦେଶର ୮ଟି ଲୋକସଭା ଆସନରେ ଆଜି ମତଗ୍
Anupambharat News Bureau | ଦେଶ | | 162 | Read...
ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋ
Anupambharat News Bureau | ଓଡ଼ିଶା | | 161 | Read...
କେନ୍ଦୁଝର, ୧୯ା୫ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡକୁ ବହିରାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିଛିବର୍ଷ ପୂର୍ବରୁ ଯେପରି ଭାବରେ ବହିରାଗତ ପକ୍ଷୀମାନେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜଳାଶୟମାନଙ
Anupambharat News Bureau | ଓଡ଼ିଶା | | 160 | Read...
ଭୁବନେଶ୍ୱର, ୧୯ା୫ (ଅନୁପମ ମିଡିଆ): ରାଜ୍ୟ ସରକାର ଓ ସ୍ଥାନୀୟ କର୍ତୃପକ୍ଷଙ୍କୁ ସହାୟତା ଓ ଆର୍ଥିକ ସହଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଭାରତର ତୃତୀୟ ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ପକ୍ଷରୁ ରାଜ୍ୟ
Anupambharat News Bureau | ଓଡ଼ିଶା | | 159 | Read...
ଚଣ୍ଡିଖୋଲ,୧୯ା୫ (ଅନୁପମ ମିଡିଆ): ଚଣ୍ଡିଖୋଲ-ଡ଼ୁବୁରୀ ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର (ଚଡ଼େଇଧରା) ନିକଟରେ ଏକ ମେଘା କ୍ରର୍ସର ଚଳାଉଥିବା ଏନ.କେ.ସି ଠିକା କମ୍ପାନୀର ମନମାନୀ ଯୋଗୁ ସେହି କମ୍ପାନୀରେ କାମ
Anupambharat News Bureau | ଓଡ଼ିଶା | | 158 | Read...
ଆଠଗଡ, ୧୯ା୫ (ଅନୁପମ ମିଡିଆ): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ଆଠଗଡ ନିର୍ବାଚନ ମଣ୍ଡଳିରେ ୪ ଗୋଟି ବୁଥରେ ଆଜି ସାନି ମତଦାନ ସାମାନ୍ୟ ଉତ୍ତେନାକୁ ନେଇ ଶେଷ ହୋଇଛି । ମୃଦ ପାନୀୟ ଜନିତ କାଚ ବୋତଲ ମାଡ ହୋ
Anupambharat News Bureau | ଓଡ଼ିଶା | | 157 | Read...
ପିପିଲି, ୧୯ା୫ (ଅନୁପମ ମିଡିଆ): ସାମୁଦ୍ରିକ ଝଡ ବାତ୍ୟା ଫନି ପିପିଲି ଅଂଚଳ ସମେତ ସମଗ୍ର ଜିଲ୍ଲାର କତା ଶିଳ୍ପର ବହୁତ କ୍ଷତି ଘଟାଇଛି । ପିପିଲି ଅଂଚଳରେ ବହୁଳ ଭାବେ କତାଶିଳ୍ପ ଗଢି ଉଠିଥରଲା ବେଳେ ଫନି ବାତ୍ୟା ମାଡରେ ଧ୍ୱଂସ ବିଧ
Anupambharat News Bureau | ଓଡ଼ିଶା | | 156 | Read...
କଟକ, ୧୯ା୫ (ଅନୁପମ ମିଡିଆ): ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ରାବାସର ୪୨ ନମ୍ବର କୋଠରୀରୁ ଜଣେ ଦ୍ୱିତୀୟ ବର୍ଷ ଆଇନ ଛାତ୍ରଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ମାଲଗୋଦାମ ଥାନା ପୋଲିସ ଜବତ କରିଛି । ମୃତକ ଛାତ୍ର ଜଣକ ଅନୁଗୁଳ ଜ
Anupambharat News Bureau | ଓଡ଼ିଶା | | 155 | Read...
ମାଥିଲି,୧୮ ।୫ (ଅନୁପମ ମିଡିଆ):କିଛି ଦିନର ନିରବତା ପରେ ପୁଣିଥରେ ମାଥିଲି ବ୍ଳକର ଦୁର୍ଗମ ଅଞ୍ଚଳରେ କାଣ୍ଡ ଭିଆଇଛନ୍ତି ମାଓବାଦୀ । ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଶୁକ୍ରବାର ବିଳମ୍ବିତ ରାତିରେ
Anupambharat News Bureau | ଓଡ଼ିଶା | | 154 | Read...
ବ୍ରହ୍ମପୁର,୧୮ ।୫(ଅନୁପମ ମିଡ଼ିଆ) : ମାଓ ନେତା ସୁନୀଲ ଓରଫ୍ ସବ୍ୟସାଚୀ ପଣ୍ଡାଙ୍କୁ ଆଜି ବ୍ରହ୍ମପୁରସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (୧) ସଞ୍ଜୟ କୁମାର ସାହୁ ଦେଶ ଦ୍ରୋହ, ବେଆଇନ୍ ମାରଣାସ୍ତ୍ର ଗଚ୍ଛିତ ଓ ଅନ୍ୟାନ୍ୟ ଗ
Anupambharat News Bureau | ଓଡ଼ିଶା | | 153 | Read...
ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ): ତାତିରୁ ମିଳିବନି ତ୍ରାହି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ , ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ । ବରଂ ତାତି
Anupambharat News Bureau | ଓଡ଼ିଶା | | 152 | Read...
ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ):ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବାହିନୀ ଓ ସିଭିଲ ଡିଫେନ୍ସ ସେ୍ୱଚ୍ଛାସେବୀ ମାନଙ୍କୁ ରାସନ ଭତା ଦେବା ସହ ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଉ ଏକ ମା
Anupambharat News Bureau | କ୍ରୀଡ଼ା | | 151 | Read...
ନୂଆଦିଲ୍ଲୀ,୧୮ ।୫: କ୍ରମାଗତ ସ୍ଥିର ତଥା ମ୍ୟାଚ୍ ବିଜୟୀ ପ୍ରଦର୍ଶନ ସହ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ମହାନ ଖେଳାଳିଙ୍କ ଲିଗ୍ରେ ନିଜକୁ ସାମିଲ କରିଛନ୍ତି । ତେବେ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ୍
Anupambharat News Bureau | ଦେଶ | | 150 | Read...
ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ(ଆର୍ଓସି)ଭବିଷ୍ୟତାରେ ଆବଶ୍ୟକତାକୁ ଦୃଷ୍ଟି ରଖି ଆସନ୍ତା ୫ରୁ ୭ବର୍ଷ ଇନ୍ଧନ ଓ ଉର୍ଜା ଭବିଷ୍ୟତ କ୍ଷେତ୍ରରେ ଦୁଇ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରିଛି । କମ୍ପାନୀ ନିଜର ରିଫାଇନରୀରେ ବି
Anupambharat News Bureau | ଦେଶ | | 149 | Read...
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗରେ ଆଭ୍ୟନ୍ତରୀଣ କନ୍ଦଳ ଖବର ବାହାରକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରା ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏହା ଆବଶ୍ୟକ ନୁହେଁ ଯେ, ଆୟୋଗର ସବୁ
Anupambharat News Bureau | ଦେଶ | | 148 | Read...
ନୂଆଦିଲ୍ଲୀ : ୬ ବର୍ଷ ପୂର୍ବେ ଭାରତ ମଙ୍ଗଳ ଗ୍ରହରେ ପାଦ ଥାପିଥିବା ବେଳେ ଏବେ ଶୁକ୍ର ଗ୍ରହରେ ପହଞ୍ଚିବା ପାଇଁ ଇସ୍ରୋ ପ୍ରସ୍ତìତି ଆରମ୍ଭ କରି ଦେଲାଣି । ଆସନ୍ତା ୧୦ ବର୍ଷ ମଧ୍ୟରେ ଇସ୍ରୋ ୭ଟି ବୈଜ୍ଞାନିକ ମିଶନର ଯୋଜନା କରିଛ
Anupambharat News Bureau | ଦେଶ | | 147 | Read...
ଭୋପାଲ: ସୀମାରେ ଏବଂ ଅନ୍ୟ କ୍ଷେତ୍ରରେ ଭାରତଠାରୁ ବାରମ୍ବାର ହାର ମାନିସାରିଥିବା ପାକିସ୍ତାନ ଏବେ ‘ହନି ଟ୍ରାପ୍’ ଚାଲ୍ ଆପଣାଇ ଭାରତର ଗୋପନୀୟ ତଥ୍ୟ ହାସଲ କରିବାର ପ୍ରୟାସ କରୁଛି । ଏଥିପାଇଁ ସୁନ୍ଦରୀ ଯୁବତୀ ଏବଂ ମ
Anupambharat News Bureau | ଓଡ଼ିଶା | | 146 | Read...
ବ୍ରହ୍ମପୁର,୧୮ ।୫(ଅନୁପମ ମିଡ଼ିଆ) : ସ୍ଥାନୀୟ ଲାଞ୍ଜିପଲ୍ଲୀସ୍ଥିତ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ଆସନ୍ତାକାଲି ରାତ୍ରୀରୁ ଆରମ୍ଭ ହେଉଥିବା ଜଣାପଡ଼ିଛି ।୧୯୭୯ ମସିହାରୁ ପ୍ରତି ଦୁଇ ବର୍ଷରେ ଥରେ ଆରମ୍ଭ ହେଉଥିବା ପାରମ୍ପ
Anupambharat News Bureau | ଓଡ଼ିଶା | | 145 | Read...
ବାଲିମେଳା,୧୮ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ଓକେଲି ପୋଲିସ୍ ଏକ ଜୁଆ ଆzା ଉପରେ ଯୁବକ ନଦୀକୁ େଡ଼େିଁ ପଡ଼ିବାରୁ ତାଙ୍କର ମୃତୁ୍ୟ ଘଟିଛି । ମୃତକଙ୍କ ନାଁ ବିନୋଦ ଖେମୁଣ୍ଡି (୩୪) ଓ ଘର ବାଲିମେଳା ଧନପୁରିଆ ସାହିରେ । ପୋଲ
Anupambharat News Bureau | ଓଡ଼ିଶା | | 144 | Read...
କେନ୍ଦ୍ରାପଡା, ୧୮ା୫(ଅନୁପମ ମିଡିଆ) : ଫନି ମାଡରେ ଧ୍ୱସ୍ତ ବିଧ୍ୱସ୍ତ କେନ୍ଦ୍ରାପଡା ଜିଲ୍ଲା । ଫନି ଗ୍ରାସ କରିଛି ଗାଁ ଗଣ୍ଡା ସହର ବଜାର ସବୁ କିଛି । ଫନିର କବଳରେ ଚାଷ ବାସ ସବୁ କିଛି କବଳିତ ଓ ଧ୍ୱସଂ । ତେବେ ୧୯୯୯ ମସିହା ମହାବାତ
Anupambharat News Bureau | ଓଡ଼ିଶା | | 143 | Read...
ଭୁବନେଶ୍ୱର, ୧୮ ।୫ (ଅନୁପମ ମିଡିଆ): ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ୍ ସାମଗ୍ରୀ ବଂଟନ କରାଯାଇଛି । କିଟ୍ ପକ୍ଷରୁ ୧ଲକ୍ଷ ବିସ୍କୁଟ୍ ପ୍ୟାକେଟ ଓ ୧ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି
Anupambharat News Bureau | ଓଡ଼ିଶା | | 142 | Read...
ପିପିଲି,୧୮ା୫ (ଅନୁପମ ମିଡିଆ): ସାମୁଦ୍ରୀକ ବାତ୍ୟା ’ଫନି’ପ୍ରଭାବରେ ପିପିଲି ବ୍ଲକର ମୋଟ ୨୧୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ଓ ହାଇ ସ୍କୁଲ ମଧ୍ୟରୁ ୧୯୫ଟି ସ୍କୁଲ ଘର ଭାଙ୍ଗିଥିବା ବିଭାଗ ସୁତ୍ରରୁ ଜଣାଯାଇଛ
Anupambharat News Bureau | ଓଡ଼ିଶା | | 141 | Read...
ଆନନ୍ଦପୁର,୧୮ା୫ (ଅନୁପମ ମିଡ଼ିଆ) ଆନନ୍ଦପୁର ଉପଖଣ୍ଡ ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ନୂଆରଗଡ଼ି ଓ କାନପୁର ଗ୍ରାମରେ ୧୭ତାରିଖ ରାତିରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ମୃତୁ୍ୟବରଣ କରିଥିବା ଜଣାଯାଇଛି । ଖବରନେବାରୁ ଜଣାଯା
Anupambharat News Bureau | ଓଡ଼ିଶା | | 140 | Read...
ବିରଜାକ୍ଷେତ୍ର ,୧୮ା୫ (ଅନୁପମ ମିଡିଆ): ଜଣେ ସାଇକେଲ ରିପ୍ୟାରିଂ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ୧୪ ବର୍ଷ ପୁଅ ବ୍ରେନ ଟୁ୍ୟମରରେ ପିଡିତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ଜୀବନକୁ ବଞ୍ଚାଇବ
Anupambharat News Bureau | ଓଡ଼ିଶା | | 139 | Read...
ଅନୁଗୋଳ ,୧୮ା୫(ଅନୁପମ ମିଡିଆ): କିଶୋରନଗର ଅଞ୍ଚଳରେ ରଣିଆକଟା ଠାରେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଉଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ । ଘଟଣାରୁ ପ୍ରକାଶ ଯେ ରଣିଆକଟା ଗାଁର କନିଷ୍କ ଭୋଇ ଆ
Anupambharat News Bureau | ଓଡ଼ିଶା | | 138 | Read...
ଭଦ୍ରକ,୧୮ା୫(ଅନୁପମ ମିଡିଆ): ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଧାମନଗର ଫିଡର ସ୍କୁଲ ନିକଟରେ ଥିବା ଶୁଭଲକ୍ଷ୍ମୀ ପରିଧାନ ଲୁଗା ଦୋକାନରୁ ଦୁଇଜଣ ଅଜଣା ବ୍ୟକ୍ତି ପଶି ଲୁଗା କିଣିବା ଆଳରେ ଲୁଟ ଉଦ୍ୟମ ଓ ମରଣାତ୍ମକ ଆକ୍ରମଣ
Anupambharat News Bureau | ଦେଶ | | 137 | Read...
ନୂଆଦିଲ୍ଲୀ,୧୭ା୫: ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିଛି । ଦଳୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ମିଳିତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏହି
Anupambharat News Bureau | ଓଡ଼ିଶା | | 136 | Read...
ଧରାକୋଟ,୧୭ା୫(ଅନୁପମ ମିଡ଼ିଆ): ଧରାକୋଟ ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଜଗଦୀଶ୍ ପାଣିଗ୍ରାହୀ ୨୪ଲକ୍ଷ ୩୪ହଜାର ୩୪୮ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଶୁଗ୍ରବାର ଧରାକୋଟ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହୋ
Anupambharat News Bureau | ଓଡ଼ିଶା | | 135 | Read...
ଭୁବନେଶ୍ୱର, ୧୭ ।୫ (ଅନୁପମ ମିଡିଆ): ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ପାଞ୍ଚଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ଆସିଛି । ବଲାଙ୍ଗୀର, ପୁରୀ , କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅ
Anupambharat News Bureau | ଓଡ଼ିଶା | | 134 | Read...
ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ସାଉଥ୍କୋର ଜଣେ ଲାଇନ୍ମ୍ୟାନ୍ଙ୍କୁ ବଦଳି ପାଇଁ ୧୫ ହଜାର ଟଙ୍କା ଲାଞ୍ଚଦାବି କରି ନେବାବେଳେ ସାଉଥ୍କୋର ଖଲ୍ଲିକୋଟ ସହକାରୀ ଯନ୍ତ୍ରୀ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିବା
Anupambharat News Bureau | ଓଡ଼ିଶା | | 133 | Read...
ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ନିକଟସ୍ଥ ହଳଦିଆପଦର ଗ୍ରାମରେ ୨୦୧୪ ମେ’ ୧୪ ତାରିଖ ରାତିରେ ଜନୈକା ନାବାଳିକାକୁ ଘରୁ ଉଠାଇନେଇ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜି ଜିଲ୍ଲା ଦୌରାଜଜ୍ ବିଭୂପ୍ରସାଦ ରାଉତରା
Anupambharat News Bureau | ଶିଳ୍ପ ବାଣିଜ୍ୟ | | 132 | Read...
ଦୁଇ ପ୍ରୋମେଟର ରାକେଶ ଗଙ୍ଗୱାଲ ଓ ରାହୁଲ ଭାଟିଆ ମଧ୍ୟରେ ବିବାଦ ଦେଖାଦେଇଛି । ଉଭୟ ପ୍ରୋମେଟର ସମାନ ପ୍ରକାରର ଇକୁ୍ୟଟି ଏୟାର ୍ଲାଇନ୍ସରେ ରହିିଛି । ଏୟାର୍ଲାଇନ୍ସର ଚୁକ୍ତି ହୋଇନଥିବା ଫଳରେ ଭବିଷ୍ୟତ ନେଇ ଅନିଶ୍ଚିତା
Anupambharat News Bureau | କ୍ରୀଡ଼ା | | 131 | Read...
ଲଣ୍ଡନ,୧୭ ।୫: ଆଇସିସି ପୁରୁଷ ବିଶ୍ୱକପ୍-୨୦୧୯ର ଅଫିସିଆଲ୍ ଗୀତ ‘ଷ୍ଟାଣ୍ଡ୍ବାଏ’ ଶୁକ୍ରବାର ମୁକ୍ତିଲାଭ କରିଛି । ସବୁ ଡିଜିଟାଲ ମିଡିଆରେ ଏହା ଡାଉନ୍ଲୋନ୍ ପାଇଁ ଏବେ ପ୍ରଶଂସକଙ୍କ ପାଇଁ ଉପଲବ୍ଧ ହେବ । ବ୍ରିଟ
Anupambharat News Bureau | କ୍ରୀଡ଼ା | | 130 | Read...
ଲଣ୍ଡନ,୧୭ ।୫: ଏଥର ବିଶ୍ୱକପ୍ ବିଜେତା ପାଇବେ ରେକର୍ଡ ପୁରସ୍କାର ରାଶି । ମେ ୩୦ରୁ ଆରମ୍ଭ ହେଉଥିବା ଆଇସିସି ପୁରୁଷ ବିଶ୍ୱକପ୍ର ବିଜେତା ଦଳ ପୁରସ୍କାର ଅର୍ଥ ବାବଦକୁ ୪ ନିୟୁତ ଡଲାର (୨୮ କୋଟି) ପାଇବେ । ଯାହା ଏହି ଟୁର୍ଣ୍ଣା
Anupambharat News Bureau | ଓଡ଼ିଶା | | 128 | Read...
ଖଲ୍ଲିକୋଟ,୧୭ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗ୍ରାମରେ ବେଆଇନ ମଦଭାଟିକୁ ବିରୋଧ କରୁଥିବା ଜଣେ ଯୁବକ କୈଳାସ ବାରିକଙ୍କୁ ଗତ ମାସ ୨୮ତାରିଖ ରାତି୍ରରେ ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପଥର ଛେଚି ହତ୍ୟା
Anupambharat News Bureau | ଓଡ଼ିଶା | | 127 | Read...
ମୋହନା, ୧୭ ।୫(ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ମୋହନା ବ୍ଳକ ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଳକ । କିନ୍ତୁ ଏଠି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ରାଜନେତା ଏହି ଅଞ୍ଚଳରେ ବିଜୟ ଲାଭ କରି ଆସୁଛନ୍ତି ଯାଉଛନ୍ତି । ନିର୍ବା
Anupambharat News Bureau | ଓଡ଼ିଶା | | 126 | Read...
ହିଞ୍ଜିଳିକାଟୁ, ୧୭ା୫(ଅନୁପମ ମିଡ଼ିଆ): ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶୁକ୍ରବାର ଦିନ ମହାଆଡ଼ମ୍ବର ସହକାରେ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ୧ୟ ଦିବସ କେଉଟବାଡ଼ ଓ
Anupambharat News Bureau | ଦେଶ | | 125 | Read...
ଚେନ୍ନାଇ: ନିର୍ବାଚନ ବେଳେ ଧର୍ମ ଆଧାରରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ଅଭିନେତା ତଥା ମMଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଆଜି କହିଛନ୍ତି, ସେ ନିଜ ମନ୍ତବ୍ୟରୁ ଓହରିବେ ନାହିଁ । ଆଗାମୀ ଦିନରେ ଯାହା
Anupambharat News Bureau | ଦେଶ | | 124 | Read...
କୋଲକତା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ଆଜି ପଶ୍ଚିମବଙ୍ଗ ଅଶାନ୍ତ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବଂ ମୋଦି ଯେଉଁ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଇ
Anupambharat News Bureau | ଓଡ଼ିଶା | | 123 | Read...
ଭଦ୍ରକ, ୧୭ା୫ (ଅନୁପମ ମିଡିଆ): ଭଦ୍ରକ ଭଳି ଏକ ଉପକୂଳବର୍ତ୍ତୀ ଜିଲାରେ ଏବେ ଲୋକଙ୍କୁ ଘାରିଛି ସାପ କାମୁଡା ଭୟ । ସରକାରୀ ଭାବେ ଜିଲାରେ କେବଳ ସାପ କାମୁଡାରେ ବାର୍ଷିକ ୪୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତୁ୍ୟ ଘଟୁଥିବା ବେଳେ ହଜାର ହଜ
Anupambharat News Bureau | ଓଡ଼ିଶା | | 122 | Read...
କେନ୍ଦୁଝର, ୧୭ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ପଞ୍ଚାୟତ ଝାଡପୋଖରୀ ଗ୍ରାମ କାଜୁ ଜଙ୍ଗଲରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନ
Anupambharat News Bureau | ଓଡ଼ିଶା | | 121 | Read...
ଜଳେଶ୍ୱର,୧୭ା୫ (ଅନୁପମ ମିଡିଆ): ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋଚ୍ଛିଦା ତେଘରୀ ଗ୍ରାମ ପଂଚାୟତର ରାଣୀବସାଣ ଗ୍ରାମରେ ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଅସୁସ୍ଥ ହେବା ଏବଂ ଚିକିସିା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେ
Anupambharat News Bureau | ଓଡ଼ିଶା | | 120 | Read...
ପଟ୍ଟାମୁଣ୍ଡାଇ,୧୭ା୫(ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଆଜି ଦିବା ୧୨ ଘଟିକା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଚାଳଛପର ଘର ସମେତ ଆସବାବପତ୍ର ଓ ୩୦୦ କ୍ୱିଣ୍ଟାଲ
Anupambharat News Bureau | ଓଡ଼ିଶା | | 119 | Read...
ମାଥିଲି,୧୭ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣୀପାଲି ପଞ୍ଚାୟତ ଡ଼ୁର୍କାଯୋଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆ ପିକ୍ ଅଫ୍ ଭ୍ୟାନ୍ ପୂଜା କଲାବେଳେ ଗାଡ଼ି ତଳେ ଚାପି ହୋଇ ଲେମ୍
Anupambharat News Bureau | କ୍ରୀଡ଼ା | | 118 | Read...
ନୂଆଦିଲ୍ଲୀ,୧୬ ।୫: ନେପାଳର କାଞ୍ଚନଜଙ୍ଗା ପର୍ବତ ଚଢୁଥିବା ବେଳେ ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ ଘଟିଛି । ସେମାନେ ହେଲେ ୪୮ ବର୍ଷୀୟ ବିପ୍ଳବ ବୈଦ୍ୟ ଓ ୪୬ ବର୍ଷୀୟ କୁନ୍ତଲ କରାର୍ । ପଶ୍ଚିମବଙ୍ଗରୁ ପାଞ୍ଚଜଣିଆ ଟିମ୍&zw
Anupambharat News Bureau | କ୍ରୀଡ଼ା | | 116 | Read...
ଲଣ୍ଡନ,୧୬ ।୫: ସମ୍ପ୍ରତି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ରେ ମ୍ୟାଚ୍ଗୁଡିକ ହାଇସ୍କୋରିଂ ହୋଇଛି । ଏହି ସିରିଜ୍ର ଗତ ଦୁଇଟି ଦିନିକିଆରେ ଉଭୟ ଇନିଂସ୍ ସ୍କୋର ୭୦୦ ଟପିଛି । ମେ ୩୦ରୁ ଆରମ୍ଭ
Anupambharat News Bureau | ଓଡ଼ିଶା | | 115 | Read...
ଉମରକୋଟ,୧୬ ।୫ (ଅନୁପମ ମିଡ଼ିଆ): ଉମରକୋଟ ଥାନା ଅନ୍ତର୍ଗତ ସେମେଲା ପଞ୍ଚାୟତ ବାକଲିଗୁଡ଼ାର ନୀଳଗିରି ପ୍ଲାଣ୍ଟସେନ୍ ଭିତରୁ ଯୁବତୀଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର କରାଯାଇଛି । ଉମରକୋଟ ପୋଲିସ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍
Anupambharat News Bureau | ଓଡ଼ିଶା | | 114 | Read...
କେନ୍ଦ୍ରାପଡା,୧୬ା୫(ଅନୁପମ ମିଡିଆ): କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମନକରପୁର ସ୍ଥିତ ସେ୍ୱଛାସେବୀ ଅନୁଷ୍ଠାନ ନ୍ତରେସୱାନ୍ତର ମୁଖ୍ୟ ଲିଆକତ ହୁସେନ ଚାକିରି କରାଇ ଦେବା ନାମରେ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେର
Anupambharat News Bureau | ଓଡ଼ିଶା | | 113 | Read...
ବାଲେଶ୍ୱର, ୧୬ା୫ (ଅନୁପମ ମିଡିଆ): ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନ୍ତର୍କ୍ଷେତ୍ରୀୟ ଏକାଭିମୁଖି ବୈଠ