.
Anupambharat News Bureau | ଓଡ଼ିଶା | | 2638 | Read...
ଭୁବନେଶ୍ୱର, ୨୫ ।୧(ଅନୁପମ ମିଡ଼ିଆ): ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ମଙ୍ଗଳବାର ଘୋଷଣା ହୋଇଛି । ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ୧୭ ଜଣଙ୍କୁ ପଦ୍ମଭୂଷ
Anupambharat News Bureau | ଦେଶ | | 2637 | Read...
ମୁମ୍ବାଇ, ୨୫ା୧: ମଙ୍ଗଳବାର ବଡି ଭୋରରୁ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ସେଲସୁରା ନିକଟ ଏକ ବ୍ରିଜରୁ ଏକ କାର ୪୦ ଫୁଟ ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ ସାତ ଜଣ ଡାକ୍ତରୀ ଛାତ୍ରଙ୍କ ମୃତୁ୍ୟ ଘଟିଛି । ପୋଲିସ ସମସ୍ତ ଶବକୁ
Anupambharat News Bureau | ଦେଶ | | 2636 | Read...
ନୂଆଦିଲ୍ଲୀ : ସମଗ୍ର ମନୁଷ୍ୟ ଜାତି ପାଇଁ କୋଭିଡ଼-୧୯ କରୋନା ସଂକ୍ରମଣ ଜନିତ ମହାମାରୀ ରୋଗ ମୁକାବିଲା କରିବା ଏକ ଅସାଧାରଣ ସଂଘର୍ଷ ବୋଲି ଆଜି ରାଷ୍ଟ୍ରବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ମନ୍ତବ୍ୟର
Anupambharat News Bureau | ଓଡ଼ିଶା | | 2635 | Read...
ଭୁବନେଶ୍ୱର, ୧୧ା୧ (ସ୍ୱତନ୍ତ୍ର ପ୍ରତିନିଧି): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ସରକାରୀ ଚାକିରିରେ ପ୍ରବେଶର ସର୍ବୋଚ୍ଚ ବୟସସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ।
Anupambharat News Bureau | ଓଡ଼ିଶା | | 2634 | Read...
ଭୁବନେଶ୍ୱର,୧୧ା୧(ଅନୁପମ ମିଡ଼ିଆ): ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫଳରେ ରାଜ୍ୟରେ ପଞ୍ଚ
Anupambharat News Bureau | ଓଡ଼ିଶା | | 2633 | Read...
ଭୁବନେଶ୍ୱର, ୧୧ା୧(ଅନୁପମ ମିଡ଼ିଆ): ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲ୍ରେ ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କିଡନୀ ସଂକ୍ରମଣ ଯୋଗୁଁ ଗୁ
Anupambharat News Bureau | ଓଡ଼ିଶା | | 2630 | Read...
ଭୁବନେଶ୍ୱର,୧୬ା୧୧(ଅନୁପମ ମିଡ଼ିଆ): ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଗତକାଲି ୩ଟି ସ୍ଥାନରେ ସିବିଆଇ ରେଡ୍ କରିବା ପରେ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି । ସିବିଆଇର ସ୍ୱତନ୍ତ୍ର ସେଲରେ ହୋଇଥିବା ଅଭିଯୋ
Anupambharat News Bureau | ଓଡ଼ିଶା | | 2629 | Read...
ପୁରୀ,୧୭ା୧୧(ଅନୁପମ ମିଡ଼ିକ):ପଞ୍ଚକ ଅବସରରେ ଶ୍ରୀମନ୍ଦିରରେ ଚତୁଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଗି ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟ ଅବଧି ବୃଦ୍ଧି କରାଯାଇଛି । ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ରାତି
Anupambharat News Bureau | ଓଡ଼ିଶା | | 2628 | Read...
ଭୁବନେଶ୍ୱର,୧୭ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି
Anupambharat News Bureau | କ୍ରୀଡ଼ା | | 2627 | Read...
ଦୁବାଇ: ଟି-୨୦ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ରେ ନୁ୍ୟଜିଲାଣ୍ଡକୁ ୮ ୱିକେଟ୍ରେ ପରାଜିତ କରି ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଏହି ଟାଇଟଲ୍ ହାସଲ କରିଛି ଅଷ୍ଟ୍ରେଲିଆ । ୧୭୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକ
Anupambharat News Bureau | ଓଡ଼ିଶା | | 2626 | Read...
ଭୁବନେଶ୍ୱର, ୧୪ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛ
Anupambharat News Bureau | ଓଡ଼ିଶା | | 2625 | Read...
ନୂଆଦିଲ୍ଲୀ,୧୩ା୧୧: ଓଡିଆ ପାରାଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ନାନଜନକ ପୁରସ୍କାର ଗ୍ରହଣ କରିଛନ
Anupambharat News Bureau | ଦେଶ | | 2624 | Read...
ନାଗପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ବଡ଼ ଧରଣର ମାଓଦମନ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଗୋଟିଏ ଆକ୍ରମଣରେ ସମୁଦାୟ ୨୬ ଜଣ ମାଓବାଦୀ ପୋଲିସ ଏନ୍କାଉଣ୍ଟରରେ ଟଳିପଡିଥିବା ଘଟଣା ଘଟିଯାଇଛି । ମହାରାଷ୍ଟ୍
Anupambharat News Bureau | ଓଡ଼ିଶା | | 2623 | Read...
ଭୁବନେଶ୍ୱର, ୧୩ା୧୧ (ଅନୁପମ ମିଡ଼ିଆ): ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେଇ ଉତ୍ତର ଆଣ୍ଡାମାନ ଉପକୂଳ ଓ ତତସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗ
Anupambharat News Bureau | ଓଡ଼ିଶା | | 2622 | Read...
ପୁରୀ, ୧୩ା୧୧(ଅନୁପମ ମିଡ଼ିଆ): ରବିବାର ଓ ସୋମବାର ଦର୍ଶନାର୍ଥୀମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯାଉଥିବାରୁ ଆସନ୍ତାକାଲି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦ
Anupambharat News Bureau | ଦେଶ | | 2621 | Read...
ନୂଆଦିଲ୍ଲୀ, ୧୦ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି । ମହାନ୍ ପ
Anupambharat News Bureau | ଓଡ଼ିଶା | | 2620 | Read...
ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): କଟକ ଜିଲ୍ଲାର ଅରିଲୋଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁU ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇ
Anupambharat News Bureau | ଓଡ଼ିଶା | | 2619 | Read...
ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): ଆସନ୍ତା ନଭେମ୍ବର ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲିବ । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ
Anupambharat News Bureau | ଓଡ଼ିଶା | | 2618 | Read...
ଭୁବନେଶ୍ୱର, ୧୦ା୧୧(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି ।
ରାଜ୍ୟ ପରି
Anupambharat News Bureau | ବିଦେଶ | | 2617 | Read...
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲ ୟୁସୁଫଜାଇ । ୨୪ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା । ବିବାହ ନେଇ ମଲାଲା ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ।
ସେ ଟୁ
Anupambharat News Bureau | ଓଡ଼ିଶା | | 2616 | Read...
କୁକୁଡ଼ାଖଣ୍ଡି/ବ୍ରହ୍ମପୁର, ୯ ।୧୧(ଅନୁପମ ମିଡିଆ): ବହୁ ପ୍ରତିକ୍ଷୀତ ବ୍ରହ୍ମପୁର ରିଙ୍ଗ୍ ରୋଡ୍ ନିର୍ମାଣ କାର୍ଯ୍ୟ ମଙ୍ଗଳବାର ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହ
Anupambharat News Bureau | ଓଡ଼ିଶା | | 2615 | Read...
ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ବର୍ଷ ପାଇଁ ସମସ୍ତ ବିଜେତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଓଡ଼ିଶାରୁ ଆଜି ମୋଟ ଛ’ ଜଣଙ୍
Anupambharat News Bureau | ଓଡ଼ିଶା | | 2614 | Read...
ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ଦୁଇ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଏକାଠି କାମ କରିବେ ଓଡିଶା-ଆନ୍ଧ୍ର । ସୀମା ବିବାଦ, ପୋଲାଭରମ୍ ତଥା ମାଓ ସମସ୍ୟା ଭଳି ପ୍ରସଙ୍ଗରେ ସହଯୋଗ କରିବାକୁ ସହମତ ହୋଇଛନ୍ତି ଉଭୟ ରାଜ୍
Anupambharat News Bureau | ଓଡ଼ିଶା | | 2613 | Read...
ଭୁବନେଶ୍ୱର,୯ା୧୧(ଅନୁପମ ମିଡ଼ିଆ): ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଏବଂ ଶୃଙ୍ଖଳିତ ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାପାଳ ଓ
Anupambharat News Bureau | ଓଡ଼ିଶା | | 2612 | Read...
ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ େୱଲଫେଆର୍ କର୍ପୋରେସନ(ଓପିଏଚଡବ୍ଲୁସି)ର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛ
Anupambharat News Bureau | ଓଡ଼ିଶା | | 2611 | Read...
ଭୁବନେଶ୍ୱର, ୭ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ୩୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୩୧୫୧କୁ ବୃଦ୍ଧି ପାଇଛି । ସେହି
Anupambharat News Bureau | ଦେଶ | | 2610 | Read...
କୋଲକାତା: ଟେଲିଭିଜନ ଚାନେଲ ବ୍ରଡକାଷ୍ଟର ଚାନେଲର ଦରବୃଦ୍ଧି କରିବାକୁ ସୁପ୍ରୀମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଟେଲକମ ରେଗୁଲେଟରି ଏଥରିଟି ଦରବୃଦ୍ଧି ସପକ୍ଷରେ ନଥିବା ବେଳେ ବ୍ରଡକାଷ୍ଟର ଦର ବୃଦ୍ଧି କରିବାକୁ ଚାହଁଛନ୍ତ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2609 | Read...
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁÂ ଓ ରାଜ୍ୟସରକାରମାନେ ଭାଟ ହ୍ରାସ କରିବା ଫଳରେ କିଛି ଦିନ ହେଲା ଏହି ଦୁଇ ଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇନାହିଁ । ଫଳରେ ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି । କ୍ରମାଗତ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 2608 | Read...
ମୁମ୍ବାଇ:ଚଳିତ ସପ୍ତାହରେ ପୁଞ୍ଜି ବଜାର ମୁଖ୍ୟତଃ ତିନିଟି କାରଣ ପାଇଁ ପ୍ରଭାବିତ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ସେହି ତିନି କାରଣ ହେଲା ବିଶ୍ୱବଜାର ସ୍ଥିତି, ବିଭିନ୍ନ କମ୍ପାନୀଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ
Anupambharat News Bureau | ଦେଶ | | 2607 | Read...
ନୂଆଦିଲ୍ଲୀ: ମଣିଷମାନଙ୍କ ପରେ ବର୍ତ୍ତମାନ କୋରୋନାର ଆଲଫା ଭାରିଆଣ୍ଟ ଦେଖିବାକୁ ମିଳିଛି ପଶୁମାନଙ୍କ ଶରୀରରେ । ପଶୁ ଚିକିତ୍ସା ରେକର୍ଡରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଗୃହପାଳିତ ପଶୁମାନେ ମଧ୍ୟ ୨ର ଆଲଫା ଭାରିଆଣ୍ଟର
Anupambharat News Bureau | ଦେଶ | | 2606 | Read...
ଅଗରତାଲା: ତ୍ରିପୁରାରେ ନିକଟରେ ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷ । ଯାହାକୁ ନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ କିଛି ୟୁଜର୍ସ ଆପତ୍ତିଜନକ ପୋଷ୍ଟ କରିବାରେ ଲାଗିଛନ୍ତି ଛ ଏହା ବିରୋଧରେ ତ୍ରିପୁରା ପୋଲିସ ନେଇଛି କଡ
Anupambharat News Bureau | ଓଡ଼ିଶା | | 2605 | Read...
ପୁରୀ, ୭ା୧୧(ଅନୁପମ ମିଡ଼ିଆ): ସରକାରୀ ଜମି ଜବର ଦଖଲକୁ କେନ୍ଦ୍ରକରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁରଗ୍ରାମରେ ସ୍ଥାନୀୟ ଅଧିବାସୀ ଓ ଅସ୍ଥାୟୀଭାବେ ରହୁଥିବାଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ବୋମା ଓ ଗୁଳିମାଡ଼ ହୋଇଛି
Anupambharat News Bureau | ଦେଶ | | 2604 | Read...
ନୂଆଦିଲ୍ଲୀ: ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଆସିପାରେ । ଯାହାକୁ ନେଇ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶିତ କରୁଥିବା ବିଶ୍ୱର ସବୁଠୁ ବଡ଼ ମାଗା
Anupambharat News Bureau | ଦେଶ | | 2603 | Read...
କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍ସିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ପରଲୋକ । ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ ବେଳକୁ ସୁବ୍ରତଙ୍କୁ ୭୫ ବର୍ଷ ହୋଇଥିଲା ।
ଗତ ଅକେଫାବର ମାସର
Anupambharat News Bureau | ଦେଶ | | 2602 | Read...
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଆସିଲା ବିଶ୍ୱର ପ୍ରଥମ ବଟିକା ମୋଲନୁପିରାଭିର । ଏହାକୁ ଗ୍ରୀନ ସିଗନାଲ ଦେଇଛି ବ୍ରିଟେନ ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ । ମୋଲୁନ ପ୍ରସ୍ତୁତକାରୀ କମ୍ପାନୀ ମୋଲୁନପିରାଭିର ବଟିକା ଦ
Anupambharat News Bureau | ଦେଶ | | 2601 | Read...
ଡେରାଡୁନ: ଆଜି (ଶୁକ୍ରବାର) ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସ୍ୱତନ୍ତ୍ର ହେଲିକାପଫରରେ ସମୟ ୯ଟାରେ ଉତ୍ତରାଖଣ୍ଡ ଭୂମିରେ ପହଞ୍ଚି ଥିଲେ ମୋଦି । ପ୍ରଥମେ ବାବା କେଦାରନା
Anupambharat News Bureau | ଓଡ଼ିଶା | | 2600 | Read...
ଭୁବନେଶ୍ୱର, ୨ା୧୧(ଅନୁପମ ମିଡ଼ିଆ): ଗ୍ରୀନ୍ କ୍ରାକରରେ ପ୍ରଦୂଷଣର ମାତ୍ରା କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇଲେ ପ୍ରଦୂଷଣର ମାତ୍ରା ବଢିବ । ଏହାଯୋଗୁଁ କେବଳ କୋଭିଡ୍
Anupambharat News Bureau | ଓଡ଼ିଶା | | 2599 | Read...
ପୁରୀ,୨ା୧୦(ଅନୁପମ ମିଡ଼ିଆ):ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା ୧୯୬.୨୬କୋଟି ଲକ୍ଷ ୫ହଜାର ୩୦୬ଟଙ୍କାର ବଜେଟ ପରିଚାଳନା କମିଟିର ଅନୁମୋଦନଲାଭ କରିଛି । ଆଜି ଗଜପତି ମହାରାଜା ଦ
Anupambharat News Bureau | ଓଡ଼ିଶା | | 2598 | Read...
ସମ୍ବଲପୁର, ୨ା୧୧(ଅନୁପମ ମିଡ଼ିଆ): ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଜରୁରୀ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ
Anupambharat News Bureau | ଓଡ଼ିଶା | | 2597 | Read...
କେନ୍ଦୁଝର, ୧ା୧୧(ଅନୁପମ ମିଡ଼ିଆ) : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ରାଜ୍ୟ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । କେନ୍ଦୁଝର ଜିଲ୍ଲା ଭାଜପା ପକ୍ଷରୁ ୪ ଦଫା ଦାବି ନେଇ ଏସ୍ପି ଅଫିସ ଘେରା
Anupambharat News Bureau | ଓଡ଼ିଶା | | 2596 | Read...
ଭୁବନେଶ୍ୱର,୧ା୧୧(ଅନୁପମ ମିଡ଼ିଆ): ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୨ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଛି ।
ପ୍ରଦେଶ କଂଗ୍ରେସ କା
Anupambharat News Bureau | ଓଡ଼ିଶା | | 2595 | Read...
ଭୁବନେଶ୍ୱର, ୧ା୧୧(ଅନୁପମ ମିଡ଼ିଆ): ଭୁବନେଶ୍ୱର ଆଚାର୍ଯ୍ୟବିହାରଠାରେ ଆରଟିଓ-୧ କାର୍ଯ୍ୟାଳୟର ନୂତନ ବିଲïିଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏଠାରେ ସ୍ମାର୍ଟ କୁ୍ୟ ମ୍ୟାନେଜମେଣ୍ଟର ମଧ୍ୟ ଶୁଭାରମ୍ଭ ହ
Anupambharat News Bureau | ଦେଶ | | 2594 | Read...
ନୂଆଦିଲ୍ଲୀ,୧ା୧୧: ସବୁଜ ବାଣ, ଯାହାକି ବିନା ପ୍ରଦୂଷଣରେ ବ୍ୟବହାର କରାଯାଇପାରିବ । ଉକ୍ତ ବାଣ ଉପରେ କୋହଳ ନିୟମାବଳୀ ନିର୍ଦ୍ଦେଶ ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ । ଏହି ଅବସରରେ ସୁପ୍ର
Anupambharat News Bureau | ଦେଶ | | 2593 | Read...
ନୂଆଦିଲ୍ଲୀ,୩୧ା୧୦:ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ କ୍ରମେ କୋଭିଡ଼-୧୯ କରୋନା ସଂକ୍ରମଣର ମାତ୍ରା ନିୟନ୍ତ୍ରଣ ହେବାରେ ଲାଗିଛି । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ନଗରୀରେ ସମସ୍ତ ଶ୍ରେଣୀର ପାଠପଢ଼ା ଆରମ୍ଭ କ
Anupambharat News Bureau | ଓଡ଼ିଶା | | 2592 | Read...
ମାଲକାନଗିରି,୩୧ା୧୦ (ଅନୁପମ ମିଡ଼ିଆ): ବିଲ୍ ପୈଠ ସତ୍ତେ୍ୱର୍ କାଟିଲା ବିଦୁ୍ୟତ ସଂଯୋଗ । ଫଳରେ ଘରେ ଥିବା ରୋଗୀଣା ବୃଦ୍ଧା ମା’ ଗରମରେ ଅସବ୍ୟସ୍ତ ହୋଇ ଛଟପଟ ହେବାରୁ ପ୍ରତିବାଦ ସରୂପ ପୁଅ ଟ୍ରଲିେ ଶୁଆଇ ଜିଲ୍ଲାପାଳଙ୍କ ନିକଟକ
Anupambharat News Bureau | କ୍ରୀଡ଼ା ଓ କ୍ରୀଡ଼ାବିତ | | 2591 | Read...
ଦୁବାଇ,୩୧ା୧୦: ଚଳିତ ଟି-୨୦ କ୍ରିକେଟ୍ ବିଶ୍ୱକପ୍ରେ ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ପ୍ରତିପକ୍ଷ ନୁ୍ୟଜିଲାଣ୍ଡଠାରୁ ଆଠ ’ ୱିକେଟରେ ପରାଜିତ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଦ୍ୱିତୀୟ ପରାଜୟ । ପ୍ରଥମ ମ୍ୟାଚରେ
Anupambharat News Bureau | ଓଡ଼ିଶା | | 2590 | Read...
ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିପାରେ ସ୍କୁଲ୍ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମି କମି ଆସିଲାଣି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସ୍କୁଲ୍ରେ ହେଉଛି । ତେଣୁ ପ୍ରଥମରୁ ସ
Anupambharat News Bureau | ଓଡ଼ିଶା | | 2589 | Read...
ଭୁବନେଶ୍ୱର, ୩୧ା୧୦(ଅନୁପମ ମିଡ଼ିଆ): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ନଭେମ୍ବର ମାସ ଲାଗି କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡ୍ଲାଇନ୍ ଅନୁସାରେ ସରକାର ପୂର୍ବପରି କଣ୍ଟେନମେଣ୍ଟ ଜୋନ୍ ଗୁ
Anupambharat News Bureau | ଓଡ଼ିଶା | | 2588 | Read...
ଭୁବନେଶ୍ୱର, ୩୦ା୧୦(ଅନୁପମ ମିଡିଆ): ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ଆସନ୍ତାକାଲି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ । କେନ୍
Anupambharat News Bureau | ଓଡ଼ିଶା | | 2587 | Read...
ଭୁବନେଶ୍ୱର, ୩୦ା୧୦ (ଅନୁପମ ମିଡିଆ): ଆସନ୍ତା ନଭେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଜାନୁଆରୀ ୫ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଚଳିତ ଥର ଅନ ଲାଇନ ମାଧ୍ୟମରେ ସଂଶୋଧନ କରିହେବ । ଏଥିପ
Anupambharat News Bureau | ଦେଶ | | 2586 | Read...
ନୂଆଦିଲ୍ଲୀ,୨୮ା୧୦: ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଗୁରୁବାର ଉଲ୍ଲେଖ କରିଛନ୍ତି ଯେ, ବାଣ ଫୁଟାଇବାକୁ ମନା ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ପାଳନ କରାଯାଉ । ଖଣ୍ଡପୀଠର ବିଚାରପତି ଏମ୍.ଆର୍. ଶାହା ଉଲ୍ଲେଖ କରିଛନ୍ତି ଯେ,
Anupambharat News Bureau | ଓଡ଼ିଶା | | 2585 | Read...
ଭୁବନେଶ୍ୱର, ୨୮ା୧୦(ଅନୁପମ ମିଡ଼ିଆ): ମହାଲିଙ୍ଗ ସନସାଇନ ପାବ୍ଳିକ ସ୍କୁଲ୍ର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିରୋଧୀ ବିଜେପି ଓ କଂଗ୍ରେସର ହାଲ୍ଲାବୋଲ ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ସରକାର ବର୍ତ୍ତମା
Anupambharat News Bureau | ଓଡ଼ିଶା | | 2584 | Read...
ଭୁବନେଶ୍ୱର, ୨୮ା୧୦(ଅନୁପମ ମିଡ଼ିଆ): କମିଶନରେଟ୍ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ କୁମାର ବେହେରାଙ୍କ କଳ୍ପନା ଛକସ୍ଥିତ ସରକାରୀ କ ୍ୱାର୍ଟସ ଓ ପୈତୃକ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି
Anupambharat News Bureau | ଦେଶ | | 2583 | Read...
ନୂଆଦିଲ୍ଲୀ, ୨୮ା୧୦: କୁ୍ରଜ୍ ଡ୍ରଗ ପାର୍ଟି ହାଇପ୍ରୋଫାଇଲ ମାମଲାରେ ଗୁରୁବାର ହାଇକୋର୍ଟର ଜଜ୍ ନିତିନ ଭାମ୍ବ୍ରେ ଆର୍ଯ୍ୟନ ଖାନ୍, ଅରବାଜ ମର୍ଚ୍ଚେଂଟ ଏବଂ ମୁନ୍ମୁନ୍ ଧମେଚାଙ୍କୁ ୨୫ ଦିନ ପରେ ସର୍ତ୍ତ ଜାମିନ ମଞ୍ଜୁର କ
Anupambharat News Bureau | ଓଡ଼ିଶା | | 2582 | Read...
ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ଭୁବନେଶ୍ୱରର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ଭାଲୁ ସଫାରୀରେ ଆଜି ଅଘଟଣ ଘଟିଛି । ବୁଧବାର ସନ୍ଧ୍ୟାରେ ସଫାରୀ ଭ୍ରମଣ ବେଳେ ଜଣେ ଯୁବକଙ୍କ ହାତକୁ ଭାଲୁ କାମୁଡ଼ି ଦେବା ଫଳ
Anupambharat News Bureau | ଓଡ଼ିଶା | | 2581 | Read...
ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ନଭେମ୍ବର ୧ରୁ ୟୁଜି (ସ୍ନାତକ) ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା ଶ୍ରେଣୀଗୃହରେ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ପିଜି (ସ୍ନାତୋକତର) ପ୍ରଥମ ବର୍ଷ ପିଲାଙ୍କ ଅଫଲାଇନ୍ ପାଠପଢ଼ା ଶ୍ରେଣୀ ଗ
Anupambharat News Bureau | ଓଡ଼ିଶା | | 2580 | Read...
ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ ନିମନ୍ତେ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଭାଗୃହରେ ଅନୁଷ୍ଠିତ ହେବାକୁ ଥିବା
Anupambharat News Bureau | ଓଡ଼ିଶା | | 2579 | Read...
ଭୁବନେଶ୍ୱର ୨୭ା୧୦ (ଅନୁପମ ମିଡ଼ିଆ): ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛ । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରଣ ପରୀକ୍ଷା ସଫଳ ହୋଇଛିା ଏହି ମିସାଇଲ୍ ପରମାଣୁ ଯୁଦ୍ଧାସ୍ତ୍ରକୁ ବହ
Anupambharat News Bureau | ଦେଶ | | 2578 | Read...
ନୂଆଦିଲ୍ଲୀ,୨୭ା୧୦: ଇସ୍ରାଏଲ ନିର୍ମିତ ପେଗାସସ୍ ସଫଫେୱରକୁ ଦେଶର କେତେକ ସାମ୍ବାଦିକ, ରାଜନେତା ଏବଂ ସାମାଜିକ କର୍ମୀଙ୍କ ଗୁପ୍ତତଥ୍ୟ ହାସଲ ଉର୍ଦ୍ଦେଶ୍ୟରେ ବ୍ୟହବାର କରାଯିବା ମୌଳିକ ଅଧିକାରର ଉଲ୍ଳଂଘନ ବୋଲି ସୁପ୍ରିମକୋ
Anupambharat News Bureau | ଦେଶ | | 2577 | Read...
ନୂଆଦିଲ୍ଲୀ: ବ୍ରିଟେନ୍ ଶିଳ୍ପପତିମାନେ ଟ୍ୟାକ୍ସ ଦେବାକୁ ଆଗ୍ରହ ପ୍ରକାଶ କରିବା ଏବଂ ଏଥିଲାଗି ସରକାରଙ୍କୁ ନିବେଦନ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବ୍ରଟେନରେ ୩୦ ଅରବପତିଙ୍କ ସମୂହ ସେଠାକର ଅର୍
Anupambharat News Bureau | ଦେଶ | | 2576 | Read...
ପାଟନା: ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ବିଧାନସଭା ଆସନ ପାଇଁ ଧାର୍ଯ୍ୟ ଉପ-ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ସେ କୁଶେଶ୍ୱର ଆସ୍ଥାନ (
Anupambharat News Bureau | ଦେଶ | | 2575 | Read...
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ ପୁଣି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ଚାରି ହଜାର ଭିଡ଼ ଥିବା ସ୍ଥାନରୁ ମାତ୍ର ୨୩ ଜଣ ସାକ୍ଷୀଙ୍କୁ ଯୋଗାଡ଼ କରିବା ନେଇ ଉତ୍ତରପ୍ରଦେଶ ପୋଲ
Anupambharat News Bureau | ଦେଶ | | 2574 | Read...
ମୁମ୍ବାଇ,୨୬ା୧୦: ଡ୍ରଗ୍ସ ଅନ୍ କ୍ରୁଜ ମାମଲାରେ ଚର୍ଚ୍ଚାରେ ଥିବା ବଲିଉଡ଼ ଚଳଚ୍ଚିତ୍ର ତାରକା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆଜି ଖାରଜ ହୋଇଛି । ପୁଣି ବୁଧବାର ଦିନ ତାଙ୍କ ଶୁଣାଣି ହେବ ବୋଲି କୁହାଯାଇଛି । ୨୩ ବର
Anupambharat News Bureau | ଓଡ଼ିଶା | | 2573 | Read...
ଭୁବନେଶ୍ୱର, ୨୬ା୧୦(ଅନୁପମ ମିଡିଆ): ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (ଚାଇଲï ଫ୍ରେଣ୍ଡଲି ପୋଲିସ୍ ଷ୍ଟେସନ୍) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ଟ
Anupambharat News Bureau | ଓଡ଼ିଶା | | 2572 | Read...
ଭୁବନେଶ୍ୱର, ୨୬ା୧୦(ଅନୁପମ ମିଡ଼ିଆ): ରାଜ୍ୟରେ ଘରୋଇ ବସ୍ କ୍ଷତିରେ ଚାଲୁଛି । ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅସ୍ତବ୍ୟସ୍ତ । ତେଲ ଦର କମ୍ କରିବା ପାଇଁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି । ଏଥିପାଇଁ ନଭେମ୍
Anupambharat News Bureau | ଦେଶ | | 2571 | Read...
ପାଟଣା : ପାଟଣାର ମସେଢି ଅନୁମଣ୍ଡଳର ଧନରୁଆ ଥାନାର ମୋରିୟାନା ଗାଁରେ ନିର୍ବାଚନ ପ୍ରଚାର ରୋକିବାକୁ ପହଞ୍ଚିଥିବା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି ।
ଘଟଣା ଏତେ ବଢ଼ି ଯାଇଥିଲା ଯେ, ଲୋକେ ପୋଲିସ ଉପରକୁ ପଥ
Anupambharat News Bureau | ଦେଶ | | 2570 | Read...
ନାଗପୁର: ପୋଲିସକୁ ଅସମ୍ମାନ କରିବା ପାଇଁ ଏକ ଷଡଯନ୍ତ୍ର ରଚିଛନ୍ତି ବୋଲି ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ର । ଏଥିସହ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି । ନାଗପୁରରେ
Anupambharat News Bureau | ଦେଶ | | 2569 | Read...
ନୂଆଦିଲ୍ଲୀ : ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଟିଭି ଦେଖିବା ମହଙ୍ଗା ହେବ । ଡିସେମ୍ବର ୧ରୁ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି କାରଣ ଦେଶର ଅଗ୍ରଣୀ ପ୍ରସାରଣ ନେଟୱାର୍କ ଜି, ଷ୍ଟା
Anupambharat News Bureau | ଦେଶ | | 2568 | Read...
ନୂଆଦିଲ୍ଲୀ,୨୩ା୧୦: ଭାରତବର୍ଷରେ କୌଣସି ଦ୍ରବ୍ୟ ଓ ସାମଗ୍ରୀର ଦରବୃଦ୍ଧି ଘଟଣା କିଛି ସାଧାରଣ ନୁହେଁ, ତେବେ ନିହାତି ଆବଶ୍ୟକ ଭାବରେ ବ୍ୟବହୃତ ଏକ ସାମଗ୍ରୀର ଦୀର୍ଘବର୍ଷ ପରେ ଦରବୃଦ୍ଧି କରାଯାଉଥିବା ଘଟଣା ଦୃଷ୍ଟି ଆକର୍ଷଣର
Anupambharat News Bureau | କ୍ରୀଡ଼ା | | 2567 | Read...
ଦୁବାଇ,୨୩ା୪: ଆସନ୍ତାକାଲି ସୁପରସଣ୍ଡେରେ ଟ୍ୱି-୨୦ ବିଶ୍ୱକପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଅନୁଷ୍ଠିତ ହେବ । ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି
Anupambharat News Bureau | ଓଡ଼ିଶା | | 2566 | Read...
ଭୁୁବନେଶ୍ୱର, ୨୨ା୧୦(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୨୧ ଲକ୍ଷ ୪୦ ହଜା
Anupambharat News Bureau | ଓଡ଼ିଶା | | 2565 | Read...
ଖଲ୍ଲିକୋଟ,୨୨ା୧୦(ଅନୁପମ ମିଡ଼ିଆ): ଗଞ୍ଜେଇ ଚାଲାଣକାରୀ ଘରୁ ମିଳିଲା ବିପୁଳ ପରିମାଣର ଗଞ୍ଜେଇ, ଅଫିମ ସହ ନଗଦ ଟଙ୍କା ଓ ସୁନା ଗହଣା । ନିଶା ସାମଗ୍ରୀ କାରବାର କରୁଥିବା ବ୍ୟକ୍ତିଙ୍କ ଘରୁ ଏତେ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣ
Anupambharat News Bureau | ଓଡ଼ିଶା | | 2564 | Read...
ଭବାନୀପାଟଣା, ୨୨ା୧୦(ଅନୁପମ ମିଡ଼ିଆ): ମହାଲିଙ୍ଗ ସନସାଇନ ପବ୍ଳିକ ସ୍କୁଲର ଅଧ୍ୟକ୍ଷା ମମିତା ମେହରଙ୍କୁ କେମିତି ମାରିଥିଲା ଏବଂ ପ୍ରମାଣ ନଷ୍ଟ ପାଇଁ କିଭଳି ଯୋଜନା କରିଥିଲା ସେ ସବୁ ଗୋଟି ଗୋଟି କରି ପୋଲିସକୁ ବର୍ଣ୍ଣନା କରିଛ
Anupambharat News Bureau | ଓଡ଼ିଶା | | 2563 | Read...
ଭୁୁବନେଶ୍ୱର, ୨୨ା୧୦(ଅନୁପମ ମିଡ଼ିଆ): ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା ଦିଆଯିବ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଶିଶୁମାନେ ଦୁଇଟି ଟିକା ନେବା ପାଇଁ ପରାମର୍ଶ ରହିଛ
Anupambharat News Bureau | ଓଡ଼ିଶା | | 2562 | Read...
ଭୁବନେଶ୍ୱର, ୨୧ା୧୦(ଅନୁପମ ମିଡ଼ିଆ): ଜିଲ୍ଲାପାଳମାନେ ସମ୍ପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ଆସନ୍ତା ୨୬ ସୁଦ୍ଧା ରାଜ୍ୟ ନିର୍ବାଚ
Anupambharat News Bureau | ଦେଶ | | 2561 | Read...
ନୂଆଦିଲ୍ଲୀ,୨୧ା୧୦: ଡ୍ରଗ୍ସ ଅନ୍ କ୍ରୁଜ ମାମଲାରେ ଛନ୍ଦି ହୋଇପଡିଥିବା ଆର୍ଯ୍ୟନ ଖାନଙ୍କ ସ୍ଥିତି ଜଟିଳ ହେବାରେ ଲାଗିଛି । ଡ୍ରଗ୍ସ କାରବାର ମାମଲାରେ ଏକ ଜାହାଜରୁ ହିନ୍ଦୀ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଭାବେ ପରିଚିତ ଶହା
Anupambharat News Bureau | ଦେଶ | | 2560 | Read...
ନୂଆଦିଲ୍ଲୀ,୨୧ା୧୦: ସମଗ୍ର ଭାରତବର୍ଷରେ କୋଭିଡ଼-୧୯ କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ଦେଶବ୍ୟପୀ ଲୋକମାନଙ୍କୁ ଟିକାଦାନ ଅଭିଯାନ ଜାରି ରହିଛି । ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଚଳିତ
Anupambharat News Bureau | ଓଡ଼ିଶା | | 2559 | Read...
ଭବାନୀପାଟଣା,୨୧ା୧୦(ଅନୁପମ ମିଡ଼ିଆ): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ପୋଲିସର ତନାଘନା ଜାରି ରହିଛି । ଆଜି ପୁଣି ଷ୍ଟାଡିୟମରେ ପୋଲିସ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ପ୍ରମା
Anupambharat News Bureau | ଦେଶ | | 2557 | Read...
ଗାନ୍ଧୀନଗର: ଚିକିତ୍ସାରେ ଚରମ ଅବହେଳାକୁ ନେଇ ଗୁଜୁରାଟରୁ ସାମ୍ନାକୁ ଆସିଛି ବଡ ଖବର । କିଡନୀରେ ପଥର କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଜଣେ ରୋଗୀ । ହେଲେ ଡାକ୍ତର ପଥର କାଢିବା ପରିବର୍ତ୍ତେ ଅପରେସନ କରି ସମ୍ପୂର୍ଣ୍
Anupambharat News Bureau | ଦେଶ | | 2556 | Read...
ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସରେ ବିବାଦର ଶେଷ ହେଉନାହିଁ । କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଲଗାତାର ପାର୍ଟି ପାଇଁ ଅଡୁଆ ବି ଚାଲିଛି । ଏବେ ଅମରିନ୍ଦର ସିଂହ ନୂଆ ଦଳ ଗିବା ନେଇ ବଡ଼ ଘୋଷଣା କରିଛନ୍ତ
Anupambharat News Bureau | ଦେଶ | | 2555 | Read...
ଶ୍ରୀନଗର: ଆତଙ୍କୀଙ୍କୁ ଆଉ ନାହିଁ ନିସ୍ତାର । ଖୋଜି ଖୋଜି ମୁଣ୍ଡ ଗଡାଇବ ଭାରତୀୟ ସେନା । ଘାଟିରେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏହାରି ମଧ୍ୟରେ ଲୋକଙ୍କୁ ଘରେ ରହିବାକୁ ଦି
Anupambharat News Bureau | ଦେଶ | | 2554 | Read...
ନୂଆଦିଲ୍ଲୀ,୧୯ା୧୦: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ବିତ୍ପାତ ଯୋଗୁଁ ରାଜ୍ୟରେ ଅତିକମ୍ରେ ୩୪ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ବିଭିନ୍ନ ଅଞ୍ଚଳରେ ସଡ଼କପଥ ବନ୍ୟା ଜଳରେ ଭାସିଯାଇଛି । ଏପରିକି ବହୁ ସ୍ଥାନରେ ବାସଗୃହ ଏବଂ ପ
Anupambharat News Bureau | ଓଡ଼ିଶା | | 2553 | Read...
ଭୁବନେଶ୍ୱର, ୧୯ା୧୦(ଅନୁପମ ମିଡ଼ିଆ): ଅନୁସୁଚିତ ଜନଜାତି ପ୍ରସଙ୍ଗରେ ପୁଣି ଥରେ ବିଜେପି ଓ ବିଜେଡ଼ି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି । ‘ଆଦିବାସୀଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିଲେ, ବେଇଜ୍ଜତ କରୁଛନ୍ତି ରାଜ୍ୟ ସରକାର’
Anupambharat News Bureau | ଓଡ଼ିଶା | | 2552 | Read...
ଭୁବନେଶ୍ୱର, ୧୯ା୧୦(ଅନୁପମ ମିଡ଼ିଆ): ଗତକାଲି ପଶ୍ଚିମବଙ୍ଗ ଓ ତତସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ବିହାର ଓ ଅଞ୍ଚଳ ଉପରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ
Anupambharat News Bureau | ଓଡ଼ିଶା | | 2551 | Read...
ଭୁବନେଶ୍ୱର, ୧୯ା୧୦(ଅନୁପମ ମିଡ଼ିଆ): ଏଣିକି ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍ । ତିହାର ଜେଲ୍ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକର ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡ଼ା ଜେଲରେ ପ୍ରଥମେ ଡ୍ରୋନ୍ କ୍ୟାମେରା ଉଡ଼ି
Anupambharat News Bureau | ଓଡ଼ିଶା | | 2550 | Read...
ଭବାନୀପାଟଣା, ୧୯ା୧୦(ଅନୁପମ ମିଡ଼ିଆ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜର ୧୨ ଦିନ ପରେ ଆଜି ମାଟିତଳୁ ଚେନ୍, ପାଉଁଜି ଓ ପ
Anupambharat News Bureau | ଓଡ଼ିଶା | | 2548 | Read...
ଭୁବନେଶ୍ୱର, ୧୭ା୧୦(ଅନୁପମ ମିଡ଼ିଆ): ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗତକାଲି ସୃଷ୍ଟିି ହୋଇଥିବା ଲଘୁଚାପ ବର୍ତ୍ତମାନ ଉତ୍ତର ତେଲେଙ୍ଗାନା ଓ ତାର ପାଶ୍ୱବର୍ତ୍
Anupambharat News Bureau | ଦେଶ | | 2547 | Read...
ନୂଆଦିଲ୍ଲୀ: ଅତ୍ୟନ୍ତ ଉଦ୍ବେଗଜନକ ହେବାରେ ଲାଗିଛି ଜାମ୍ମୁକାଶ୍ମୀର ଓ ଏହାର ଉପତ୍ୟାକା ଅଞ୍ଚଳ । ଆଫ୍ଗାନିସ୍ଥାନରେ ଆତଙ୍କବାଦୀ ସଂଗଠନ ତାଲିବାର ଶାସନ ଆରମ୍ଭଠାରୁ ବିଭିନ୍ନ ପଡୋଶି ଆତଙ୍କବାଦୀ ସମର୍ଥିତ ସଂଗଠନମାନେ ହି
Anupambharat News Bureau | ଦେଶ | | 2546 | Read...
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ଠାରେ ଆନ୍ଦୋଳନରତ ଚାଷୀମାନଙ୍କ ଉପରକୁ ଜଣେ ମନ୍ତ୍ରୀଙ୍କ ଗାଡ଼ି ଚଢ଼ିଯିବା ଫଳରେ ଯେଉଁ ଚାଷୀମାନେ ପ୍ରାଣ ହରାଇଛନ୍ତି, ଏହି ଘଟଣା ସମଗ୍ର ଦେଶରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଆସନ୍
Anupambharat News Bureau | ଓଡ଼ିଶା | | 2545 | Read...
ବ୍ରହ୍ମପୁର/ଭୁବନେଶ୍ୱର/ଗୋପାଳପୁର,୧୭ା୧୦ (ଅନୁପମ ମିଡ଼ିଆ):ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ତାଙ୍କ ସମ୍ପର୍କୀୟ, ସହଯୋଗୀ ଓ ଡ୍ରାଇଭରଙ୍କ ଘର ଆଦି ୧୫ ଟି ସ୍ଥ
Anupambharat News Bureau | ଓଡ଼ିଶା | | 2544 | Read...
ଭୁବନେଶ୍ୱର,୧୪ା୧୦(ଅନୁପମ ମିଡ଼ିଆ): ବରିଷ୍ଠ ଆଇଏଏସ୍ ସ୍ତରରେ ଶନିବାର ଏକ ଛୋଟ ଧରଣର ଅଦଳବଦଳ ହୋଇଥିବା ଜଣାପଡ଼ିଛି । ଏମର୍ମରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗର ଅତିର
Anupambharat News Bureau | ଓଡ଼ିଶା | | 2543 | Read...
ଭୁବନେଶ୍ୱର, ୧୬ା୧୦(ଅନୁପମ ମିଡ଼ିଆ): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଶନିବାର ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ଚାରି ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ସେହି ଜିଲ୍
Anupambharat News Bureau | ଓଡ଼ିଶା | | 2542 | Read...
ଭୁବନେଶ୍ୱର, ୧୬ା୧୦(ଅନୁପମ ମିଡ଼ିଆ): ପୂଜା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ଉଭୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି
Anupambharat News Bureau | ଓଡ଼ିଶା | | 2541 | Read...
ଭୁବନେଶ୍ୱର, ୧୬ା୧୦ (ଅନୁପମ ମିଡ଼ିଆ): ତୈଳ ଦରରେ କ୍ରମାଗତ ବୃଦ୍ଧି ଫଳରେ ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତରଫରୁ ସୂଚନା ଅନୁଯାୟୀ ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସ
Anupambharat News Bureau | ଦେଶ | | 2540 | Read...
ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ହିନ୍ଦୁ ଓ ଶିଖଙ୍କୁ ଟାର୍ଗେଟ କରି ହତ୍ୟା କରିବା ପଛରେ ପାକିସ୍ତାନ ଏବଂ ଏହାର ସମର୍ଥିତ ସଂଗଠନର ଭୂମିକା ସାମ୍ନାକୁ ଆସିଛି । ଭାରତୀୟ ସେନା ଏକ ବିବୃତ୍ତି ଜାରି କରି ସଂଖ୍ୟାଲଘୁ ସମ୍ପ୍ରଦା
Anupambharat News Bureau | ଦେଶ | | 2539 | Read...
ନୂଆଦିଲ୍ଲୀ,୧୩ା୧୦: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହ ଆଜି ହଠାତ ଅସୁସ୍ଥ ହୋଇପଡିଛନ୍ତି । ତାହାଙ୍କ ଅସୁସ୍ଥ ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ଡଃ. ସିଂଙ୍କୁ ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀସ୍ଥିତ
Anupambharat News Bureau | ଓଡ଼ିଶା | | 2538 | Read...
ଭୁବନେଶ୍ୱର,୧୩ା୧୦(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ପୁଣି ଥରେ ଉପର ମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୫ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତକାଲିର ଆକ୍ରାନ୍ତ ସଂଖ୍ୟାରେ ଆଉ ୮୬ ଜଣ ଯୋଡ଼ି ହୋଇଛନ୍ତି ।
Anupambharat News Bureau | ଦେଶ | | 2537 | Read...
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶରେ ୧୦୦ଟି ବେସରକାରୀ ଓ ସରକାରୀ ସୈନିକ ସ୍କୁଲକୁ ମାନ୍ୟତା ଦେବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ମୋଦି କ୍ୟାବିନେଟ ।
ବେସରକାରୀ ବିଦ୍ୟାଳୟ ଏବଂ ରାଜ୍ୟ
Anupambharat News Bureau | ଦେଶ | | 2536 | Read...
ନୂଆଦିଲ୍ଲୀ: ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚଢ଼ାଉ କରି ଦିଲ୍ଲୀ ଲକ୍ଷ୍ମୀନଗରର ରମେଶ ପାର୍କ ଏରିଆରୁ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଧରିଛନ୍ତି । ଧରା ପଡ଼ିଥିବା ଆତଙ୍କବ
Anupambharat News Bureau | ଓଡ଼ିଶା | | 2535 | Read...
ଆସିକା/ବ୍ରହ୍ମପୁର, ୧୨ା୧୦(ଅନୁପମ ମିଡ଼ିଆ): ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ଦିଲ୍ଲୀପ ଦାସ(୭୯ )ଙ୍କ ମଙ୍ଗଳବାର ଭୋର ୩ଟାରେ ମୁମ୍ବାଇ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ଓଡ଼ିଆ କାବ୍ୟଧାରାର ସ୍ୱତନ୍ତ୍ର ଶୈଳୀ ନିମନ୍ତେ କବି