ଖବର ସଂଗ୍ରହ

.



ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

Anupambharat News Bureau | ଓଡ଼ିଶା | | 1067 | Read...

 ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

ବନେଶ୍ୱର, ୩ା୪(ଅନୁପମମିଡ଼ିଆ): ­ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏପରିସ୍ଥିତିରେ ରାଜ୍ୟ ସରକାର ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ଭୁବନେଶ୍ୱର , କଟକ ଓ ଭଦ୍ରକ ସହରକୁ ଆଜି ରାତି ୮ଟାରୁ ୪୮ ଘଣ୍ଟା ପ



ରୋଗୀଙ୍କୁ ଘୃଣା କର;ୁ ନାହିଁ

Anupambharat News Bureau | ଓଡ଼ିଶା | | 1066 | Read...

  ରୋଗୀଙ୍କୁ ଘୃଣା କର;ୁ ନାହିଁ

କରୋନାରେ ଆକ୍ରାନ୍ତ ରୋଗୀ ନୁହେଁ ରୋଗର ମୁକାବିଲା କରିବା । ରୋଗୀକୁ ଘୃଣା ବା ଲାଞ୍ଛନା ପ୍ରଦର୍ଶନ କରିବା ନାହିଁ କିମ୍ବା ସେମାନଙ୍କ ପରିବାର ପ୍ରତି ନିନ୍ଦା ଅପବାଦ ଦେବା ନାହିଁ । ଏପରି କଲେ ସନ୍ଦିଗ› ମାନେ ସେମାନଙ୍କ ରୋଗ ଲ



ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

Anupambharat News Bureau | ଓଡ଼ିଶା | | 1065 | Read...

ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

ଭୁବନେଶ୍ୱର,ଓଡ଼ିଶା ପାଇଁ ଏକ ବଡ଼ ଆଶ୍ୱସ୍ତ ହୋଇଛି । କରୋନା ସଂକ୍ରମଣରେ ଗତ ୧୯ ତାରିଖରେ ରାଜ୍ୟରେ ଦ୍ୱିତୀୟ ବ୍ୟକ୍ତି ଭାବେ ସେ ଏହି ରୋଗରେ ସଂକ୍ରମଣ ହୋଇଥିବା କୁହାଯାଇଥିଲା । ଦୀର୍ଘ ଦିନ ଧରି ସେ ଏମ୍ସରେ ଚିକିତ୍ସା ପରେ ଆଜି ତା



ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ

Anupambharat News Bureau | ଓଡ଼ିଶା | | 1064 | Read...

 ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ

ଭୁବନେଶ୍ୱର/ଭଦ୍ରକ, ୧ା୪ (ଅନୁପମମିଡ଼ିଆ): ଓଡ଼ିଶାରେ ଚିହ୍ନଟ ଚତୁର୍ଥ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟସରକାର । ରାଜ୍ୟ ସରକାରଙ୍କ କୋଭିଡ୍‌ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆ



ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%

Anupambharat News Bureau | ଓଡ଼ିଶା | | 1063 | Read...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%

ଭୁବନେଶ୍ୱର, ୩୧ା୩(ଅନୁପମମିଡ଼ିଆ): କରୋନା ଭାଇରସ ସଂକ୍ରମଣ ପାଇଁ ରାଜ୍ୟ ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପଡିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବି



ଓଡ଼ିଶାରେ ଚତୁର୍ଥ ପଜିଟିଭ

Anupambharat News Bureau | ଓଡ଼ିଶା | | 1062 | Read...

 ଓଡ଼ିଶାରେ  ଚତୁର୍ଥ ପଜିଟିଭ

ଓଡ଼ିଶାରେ ଆଜି କରୋନା ପଜିଟିଭ ସଂଖ୍ୟା ଚାରିରେ ପହଞ୍ଚିଛି । ପୂର୍ବରୁ ତିନିଜଣଙ୍କ ପାଖରେ ଏହି ସଂକ୍ରମଣ ଦେଖିବାକୁ ମିଳିଥିଲା ବେଳେ ଆଜି ଚତୁର୍ଥଙ୍କ ରକ୍ତ ନମୁନାରେ ପଜିଟିଭ ଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରି



ଟଳିନି ବିପଦ

Anupambharat News Bureau | ଓଡ଼ିଶା | | 1061 | Read...

ଟଳିନି ବିପଦ

ଭୁବନେଶ୍ୱର, ୩୧ା୩ (ଅନୁପମମିଡ଼ିଆ): ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କ ଖେଳାଇଥିବା କରୋନାର ପ୍ରକୋପ କମିନାହିଁ । ପରିସଂଖ୍ୟାନ ଦୃଷ୍ଟିରୁ ଜନବହୁଳତା ଓ ବର୍ଗ କିମି ପ୍ରତି ଲୋକଙ୍କ ସଂଖ୍ୟାକୁ ନେଇ କରୋନା ପ୍ରଭାବ ବିସ୍ତାର କରୁଛି



ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Anupambharat News Bureau | ଦେଶ | | 1060 | Read...

ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା  ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଳୀ,୩୧ା୩: ଭାରତରେ କରୋନା ଭାଇରସ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନୁରୂପ ଭାବେ ଏହି ଭାଇରସ ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ ନୂଆ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଛି । ଫଳ



କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

Anupambharat News Bureau | ଓଡ଼ିଶା | | 1059 | Read...

କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଧର୍ମଶାଳା, ୩୦ା୩(ଅନୁପମମିଡ଼ିଆ): କରୋନା ମୁକାବିଲା ନିମନ୍ତେ ଦେଶଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟବ୍ୟସ୍ତ । ଏହି କରୋନା ମୁକାବିଲାରେ ଅବହେଳା ପାଇଁ ପାଞ୍ଚ ଜଣ ଆରଏମସି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ



 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

Anupambharat News Bureau | ବିଦେଶ | | 1057 | Read...

 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

ଟୋକି ଓ / ମେଲବର୍ଣ୍ଣ,୩୦ା୩: କୋଭିଡ୍‌ ୧୯ ବିଶ୍ୱ ମହାମାରୀ ଓ ସାଉଦି ଆରବ-ରୁଷ ମଧ୍ୟରେ ଦର ଲଢେଇ ଶେଷ ହେବାର କୌଣସି ସଙ୍କେତ ନମିଳିବା ପରେ କ୍ରୁଡ୍‌ ଓଏଲ ବେଞ୍ଚମାର୍କ ବ୍ରେଣ୍ଟ ସୋମବାର ନିମ୍ନକୁ ଖସି ଆସିଛି । ଏହା ୨୦୦୨ ନଭେମ୍



୧ .୫ ଲକ୍ଷ କୋଟି ଅନୁମୋଦିତ

Anupambharat News Bureau | ଓଡ଼ିଶା | | 1056 | Read...

୧ .୫ ଲକ୍ଷ କୋଟି ଅନୁମୋଦିତ

ଭୁବନେଶ୍ୱର, ୩୦ା୩(ଅନୁପମମିଡ଼ିଆ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଞ୍ଜୁୁରୀ ବିଲ୍‌ ଆଗତ କରିଥିଲେ । ଆଲୋଚନା



ମାନୁନାହାନ୍ତି ୧୦% ଲୋକ

Anupambharat News Bureau | ଓଡ଼ିଶା | | 1055 | Read...

ମାନୁନାହାନ୍ତି ୧୦% ଲୋକ

ଭୁବନେଶ୍ୱର, ୩୦ା୩(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟରେ ତାଲା ବନ୍ଦ ଜାରୀ ରହିଛି । ବହୁ ସଚେତନ ଜନସାଧାରଣ ଏହାକୁ ମାନୁଥିବା ବେଳେ କିଛି ଏହାର ପାଳନ କରୁନାହାନ୍ତି । ରାଜ୍ୟର ୯୦ % କୋଭିଡ୍‌ -୧୯ ନିର୍ଦ୍ଦେଶ ପାଳୁଛନ



ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

Anupambharat News Bureau | ଓଡ଼ିଶା | | 1054 | Read...

ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

ନୂଆଦିଲ୍ଲୀ,୩୦ା୩: କରୋନାର ମୁକାବିଲା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍‌ ଜାରି ରହିଛି । ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଲକଡାଉନ୍‌ ଅବଧି ଆହୁରି ବଢିବାରେ ବୋଲି କେହି କେହି କହୁଛନ୍ତି । ସର୍ବତ୍ର ଚର୍ଚ୍ଚ



୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ

Anupambharat News Bureau | ଓଡ଼ିଶା | | 1053 | Read...

୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ

କଟକ/ ଭୁବନେଶ୍ୱର, ୨୩ ।୩(ଅନୁପମମିଡ଼ିଆ): କରୋନାକୁ ନେଇ ହାଇକୋର୍ଟରେ ଅନେକ କଟକଣା ଲଗାଯାଇଛି । ଏକ ନିର୍ଦେଶନାମା ଜାରୀ କରି କୁହାଯାଇଛି ଯେ, ହାଇକୋର୍ଟରେ ଆଗାମୀ ୩୧ ଯାଏ କୌଣସି ନୂଆ ମାମଲା ତାଲିକାଭୁକ୍ତ ହେବ ନାହିଁ । ସେହିପରି



ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

Anupambharat News Bureau | ଦେଶ | | 1052 | Read...

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩ା୩: ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉ ନାହିଁ । ଏହି ରୋଗରେ ଏ ପର୍ଯ୍ୟନ୍ତ ୪୧୫ ଜଣ ସଂକ୍ରମିତ ହୋଇ ସାରିଲେଣି । ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧ରୁ ବୃଦ୍ଧି ଘଟି ୪୧୫ରେ ପହଞ୍ଚିଛି । ଏହି



ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

Anupambharat News Bureau | ଦେଶ | | 1051 | Read...

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩ା୩: ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉ ନାହିଁ । ଏହି ରୋଗରେ ଏ ପର୍ଯ୍ୟନ୍ତ ୪୧୫ ଜଣ ସଂକ୍ରମିତ ହୋଇ ସାରିଲେଣି । ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧ରୁ ବୃଦ୍ଧି ଘଟି ୪୧୫ରେ ପହଞ୍ଚିଛି । ଏହି



ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

Anupambharat News Bureau | ଓଡ଼ିଶା | | 1050 | Read...

ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର: ଓଡ଼ିଶାର ବ୍ୟାଙ୍କ୍‌ ଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ସକାଳ ୧୦



ଆଜିଠୁ ଗଡ଼ିବନି ବସ୍‌

Anupambharat News Bureau | ଓଡ଼ିଶା | | 1049 | Read...

ଆଜିଠୁ ଗଡ଼ିବନି ବସ୍‌

ଭୁବନେଶ୍ୱର, ୨୩ା୩(ଅନୁପମମିଡ଼ିଆ): କରୋନାକୁ ପ୍ରତିହତ କରିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତିଦିନ ନୂଆ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହିକ୍ରମରେ ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଚଳାଚଳକୁ ବନ୍ଦ ଘୋଷଣା କରାଯାଇଛି ।



କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

Anupambharat News Bureau | ଓଡ଼ିଶା | | 1048 | Read...

କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

କଟକ,୨୩ା୩(ଅନୁପମ ମିଡିଆ): କରୋନା ସଂକ୍ରମଣ ମୁକାବିଲା ପାଇଁ ଆଜି ପୂର୍ବାହ୍ନରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ସନ୍ଦିଗ› କରୋନା ଭୁତାଣୁ ଆକ୍ରାନ୍ତ



ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ ଇଟାଲୀ-ଇରାନ୍‌ ପାଲଟିବ ଭାରତ

Anupambharat News Bureau | ଦେଶ | | 1047 | Read...

ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ  ଇଟାଲୀ-ଇରାନ୍‌ ପାଲଟିବ ଭାରତ

ମୁମ୍ବାଇ: କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଯେଉଁ ହାରରେ କାୟା ବିସ୍ତାର କରୁଛି ଭାରତ କିଛି ମାସ ମଧ୍ୟରେ ପ୍ରମୁଖ ବିପର୍ଯ୍ୟୟ ସାମ୍ନା କରିବ ବୋଲି ଚେତାଇ ଦେଇଛନ୍ତି ଜଣେ ମାଇକ୍ରୋବାୟୋଲୋଜିଷ୍ଟ । ସେ କହିଛନ୍ତି, ‘ଜନତା କର



ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

Anupambharat News Bureau | ବିଦେଶ | | 1046 | Read...

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବିବାରେ ଲାଗିଛି । ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର । ହେଲେ କରୋନାର ମୁକାବି



ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା

Anupambharat News Bureau | ଦେଶ | | 1045 | Read...

ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା

ନୂଆଦିଲ୍ଲୀ,୧୪ା୩ (ଅନୁପମ ମିଡିଆ): ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲଥିବା ବେଳେ କେନ୍ଦ୍ର ସରକାର ଏହାକୁ ଏକ ଅନୁସୂଚୀତ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାଫଳରେ କରୋନା ପୀଡ଼ିତଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ



କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

Anupambharat News Bureau | ଓଡ଼ିଶା | | 1044 | Read...

କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ,  ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର,୧୪ା୩ (ଅନୁପମ ମିଡିଆ): ଓଡ଼ିଶା ସରକାର ଛାତ୍ରଛାତ୍ରୀ କମ୍‌ ଆଳ ଦେଖାଇ ୧୪୩୭୯ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ନିଷ୍ପତ୍ତିକୁ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତୀବ୍ର ବିରୋଧ କରିଛି । ସ



ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର

Anupambharat News Bureau | ଓଡ଼ିଶା | | 1043 | Read...

ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର

ଭୁବନେଶ୍ୱର,୧୪ା୩ (ଅନୁପମ ମିଡିଆ): ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀର ବାମପାଶ୍ୱର୍ରେ ନଦୀଭତ୍ତିକ ବନ୍ଦର ପ୍ରତିଷ୍ଠା କରିବାପାଇଁ କେନ୍ଦ୍ର ସରକାରଙ୍କ ଯାହାଜ ଚଳାଚଳ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସ



ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

Anupambharat News Bureau | ଓଡ଼ିଶା | | 1042 | Read...

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ଓଡିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ଭାବେ ମାନ୍ୟତା ଦେବା ସହ ପୂର୍ବାଞ୍ଚଳ ରାଜ୍ୟର ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ



ଭୁବନେଶ୍ୱରରେ ଶାହା ‘ସିଏଏ’ ନାଗରିକତା ଦେବ, ନେବନି

Anupambharat News Bureau | ଓଡ଼ିଶା | | 1041 | Read...

ଭୁବନେଶ୍ୱରରେ ଶାହା   ‘ସିଏଏ’ ନାଗରିକତା ଦେବ, ନେବନି

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ନାଗରିକତା ସଂଶୋଧନ ଆଇନ(ସିଏଏ)ର କେଉଁ ଧାରାରେ ନାଗରିକତା ସମାପ୍ତ କରିବାର ବ୍ୟବସ୍ଥା ରହିଛି ତାହା ଜଣାନ୍ତୁ ବୋଲି ବିରୋଧୀ ଦଳକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶୁକ



ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 1040 | Read...

ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ହୋମଗାର୍ଡ଼ ପାଇଁ ଖୁସି ଖବର । ଜାନୁଆରୀ ୧ ତାରିଖ ଠାରୁ ବର୍ଦ୍ଧିତ ଦରମା ଦେବାପାଇଁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତାରିଖ ଠାରୁ ଦୈନିକ ୫ ଶହ ଟଙ୍କା ଦେବାପାଇ



ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

Anupambharat News Bureau | ଦେଶ | | 1039 | Read...

ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

ନୂଆଦିଲ୍ଲୀ,୨୬ା୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀରେ ଲାଗିଥିବା ନିଆଁ ଥମିବାର ନା ଧରୁନି । ଅନ୍ୟପକ୍ଷେ ଗତ ରବିବାରଠାରୁ ଆରମ୍ଭ ଏହି ହିଂସା ୨୭ଜଣଙ୍କ ମୁଣ୍ଡ ନେଇଛି । ଏଥିରେ ଦୁଇ ଶହ ଆହତ ହୋଇଥିବା ଜଣାପଡ଼ିଛି ।



ପାରିବାରିକ କଳହର ବିଭତ୍ସରୂପ, ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 1038 | Read...

ପାରିବାରିକ କଳହର ବିଭତ୍ସରୂପ,  ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ଛତ୍ରପୁର,୨୬ା୨(ଅନୁପମ ମିଡ଼ିଆ): ବନ୍ଦ ଘରୁ ମିଳିଛି ତିନି ଶବ । ପାରିବାରିକ କଳହ କେତେ ଭୟଙ୍କର ତାହା ଛତ୍ରପୁର ଥାନା ସ୍ଥିତ ପାଲିଆ ଛତ୍ରପୁରର ମଝି ସାହିରେ ଦେଖିବାକୁ ମିଳିଛି । ପତ୍ନୀ ଏବଂ ଝିଅକୁ ହତ୍ୟା ପରେ ନିଜେ ଗୃହକର୍ତ୍ତା



ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

Anupambharat News Bureau | ଓଡ଼ିଶା | | 1037 | Read...

ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

ଭୁବନେଶ୍ୱର, ୨୬ ।୨(ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟ ପରିଷଦର ବୈଠକରେ ରିଟର୍ଣ୍ଣିଂ ଅଫିସର



ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

Anupambharat News Bureau | ଦେଶ | | 1036 | Read...

ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨: ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ସିଏଏ୍‌କୁ ନେଇ ହିଂସା ମଙ୍ଗଳବାର ମଧ୍ୟ ଜାରି ରହିଛି । ବିକ୍ଷୋଭକାରୀମାନେ ଆଜି ମଧ୍ୟ ବ୍ୟାପକ ପୋଡ଼ାଜଳା କରିଛନ୍ତି । ଅନ୍ୟପକ୍ଷେ ହିଂସାରେ ମୃତୁ୍ୟ ସଂଖ୍ୟା ୧୩ ଛୁଇଁଛି ।



ଫେରିଗଲେ ଟ୍ରମ୍ପ

Anupambharat News Bureau | ଦେଶ | | 1035 | Read...

ଫେରିଗଲେ ଟ୍ରମ୍ପ

ଆଦିଲ୍ଲୀ, ୨୫ା୨: ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍‌ ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଫେରିଛନ୍ତି । ଟ୍ରମ୍ପ ନିଜ ପରିବାର ଏବଂ ପ୍ରତିନିଧିଙ୍କ ସହ ରାଷ୍ଟ୍ରପତି ଭବନରେ ରାତ୍ରି ଭୋଜନ କରିବା ପରେ ସେ ଆସିଥିବା ସ୍ୱତନ



୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

Anupambharat News Bureau | ଓଡ଼ିଶା | | 1034 | Read...

୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

ଭୁବନେଶ୍ୱର, ୨୫ ।୨(ଅନୁପମ ମିଡିଆ): ଚଳିତ ବିଧାନସଭାର ଆଜି ଦ୍ୱିତୀୟ ଦିନ ପାଇଁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଧାନ କିଣାକୁ ନେଇ ହଟ୍ଟଗୋଳ କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏହାକୁ ଏଡାଇବାକୁ ଯାଇ ବାଚସ୍ପତି ସ



ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

Anupambharat News Bureau | ଓଡ଼ିଶା | | 1033 | Read...

ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

ଭୁବନେଶ୍ୱର,୨୫ ।୨ । (ଅନୁପମ ମିଡିଆ): ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଫୁଲବାଣୀ ଓ ସୋନପୁରରେ ଝଡ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ



ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

Anupambharat News Bureau | ଓଡ଼ିଶା | | 1032 | Read...

 ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

କୁକୁଡ଼ାଖଣ୍ଡି,୨୫ା୨ (ଅନୁପମ ମିଡ଼ିଆ): ସଦର ଥାନା ସ୍ଥିତ ହୁଗୁଳାପଟା ସରପଞ୍ଚ ପ୍ରଦୀପ କୁମାର ମଲଣାଙ୍କ ଘର ଆଗରେ ବୋମା ମାଡ଼ ଏବଂ ହତ୍ୟା ଧମକ ନେଇ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ଘଟଣାର ୨୪ ଘଣ୍ଟା ଅତିକ୍ରାନ୍ତ ହ



ରାଜ୍ୟସଭା ରେସ : ରାଜନୀତି ସରଗରମ

Anupambharat News Bureau | ଓଡ଼ିଶା | | 1031 | Read...

ରାଜ୍ୟସଭା ରେସ : ରାଜନୀତି ସରଗରମ

ଭୁବନେଶ୍ୱର,୨୫ା୨(ଅନୁପମମିଡ଼ିଆ): ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାର ଚାରି ଆସନକୁ ନେଇ ରଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ପ୍ରକାଶଥାଉକି ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲ



ଆଜି ମହାଶିବରାତ୍ରୀ, ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

Anupambharat News Bureau | ଓଡ଼ିଶା | | 1030 | Read...

ଆଜି ମହାଶିବରାତ୍ରୀ,   ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

ଭୁବନେଶ୍ୱର, ୨୦ ।୨ ।(ଅନୁପମ ମିଡିଆ): ଶୁକ୍ରବାର ଦିନ ମହା ଶିବରାତ୍ରୀ ଉତ୍ସବ ପାଳନ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନିର୍ଘଂଟ ହୋ



ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

Anupambharat News Bureau | ଓଡ଼ିଶା | | 1029 | Read...

ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

ଭୁବନେଶ୍ୱର,୨୦ ।୨ (ଅନୁପମ ମିଡିଆ): ଭୁବନେଶ୍ୱର ପଟିଆ ସ୍ଥିତ ବିଗ ବଜାର ମଲକୁ ସିଲ୍‌ ହୋଇଛି । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପିଙ୍ଗ ମଲକୁ ସିଲ୍‌ କରାଯାଇଛ



ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

Anupambharat News Bureau | ଓଡ଼ିଶା | | 1028 | Read...

ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

କଟକ/ଭୁବନେଶ୍ୱର,୨୦ ।୨ । (ଅନୁପମ ମିଡିଆ): ମାଟ୍ରିକ ପରୀକ୍ଷା ସମୟରେ ଲାଗିଥିବା ସିସିଟିିଭି କ୍ୟାମେରାକୁ ଜାଣିଶୁଣି ଭଙ୍ଗାଯାଉଛି । ଆଗାମୀ ଦିନରେ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କ



ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

Anupambharat News Bureau | ଦେଶ | | 1027 | Read...

ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

ଚେନ୍ନାଇ, ୨୦ା୨: ତାମିଲନାଡୁର ତିରୁପୁପୁର ନଗରୀ ନିକଟସ୍ଥସ୍‌ ଅବିନାସୀ ଠାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୨୦ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୩ରୁ ଊର୍ଦ୍ଧ୍ୱ ବସ୍‌ଯାତ୍ରୀ ଗୁରୁତର ଆହତ ହୋ



ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

Anupambharat News Bureau | ଓଡ଼ିଶା | | 1026 | Read...

ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

ବ୍ରହ୍ମପୁର,୨୦ ।୨(ଅନୁପମ ମିଡ଼ିଆ): ନିଜ ପୁଅ ବିରୁଦ୍ଧରେ ଆଗତ ମାମଲାକୁ ମିଥ୍ୟା ବୋଲି ଅଭିଯୋଗ କରି ନ୍ୟାୟ ପାଇଁ ଲଢ଼େଇ କରି ଗତ କିଛିଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆଜି ଶେଷ ନିଶ୍ୱାସ ତ



ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

Anupambharat News Bureau | ଓଡ଼ିଶା | | 1025 | Read...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

କଟକ, ୧୯ା୨(ଅନୁପମମିଡ଼ିଆ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନପ୍ରଥମ ଭାଷାରେ ଅସାଧୁ ଉପାୟ ଅବଲମ୍ବନକରି ୬୯ ଜଣ ଛାତ୍ରଛାତ୍ରୀ ଧରାପଡିଛନ୍ତି । ସେମାନଙ୍କ ମଧ୍ୟରେ ଏଚଏସସିର ୪୪, ରାଜ



ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

Anupambharat News Bureau | ଓଡ଼ିଶା | | 1024 | Read...

ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

ଦିଗପହଣ୍ଡି,୧୯ା୨(ଅନୁପମ ମିଡ଼ିଆ): ଦିଗପହଣ୍ଡି - ପୋଡାମାରୀ ଜାତୀୟ ରାଜପଥର ଉପରବସା ନିକଟରେ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ଅଞ୍ଚଳ କଲୋନୀ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁଙ୍କୁ ନେଇ ଆସୁଥିବା ଏକ ଅଟୋରୁ ଖସି ପଡିବା ଫଳରେ ଜଣେ ଚା



ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ, ବିଜେଡ଼ିର ବାଜିମାତ, ବିଜେପି-କଂଗ୍ରେସର କ୍ରସ ଭୋଟିଂ

Anupambharat News Bureau | ଓଡ଼ିଶା | | 1023 | Read...

 ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ,  ବିଜେଡ଼ିର ବାଜିମାତ,  ବିଜେପି-କଂଗ୍ରେସର କ୍ରସ ଭୋଟିଂ

ରାୟଗଡ଼ା,୧୯ା୨ (ଅନୁପମ ମିଡିଆ): ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡ଼ିର ବାଜିମାତ । ଉପାଧ୍ୟକ୍ଷ ପଦବୀ ହାତେଇବା ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନଥିଲେ ସୁଦ୍ଧା ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ କ୍ରସ ଭୋଟି



ଦୋକାନୀଙ୍କୁ ହତ୍ୟା

Anupambharat News Bureau | ଓଡ଼ିଶା | | 1022 | Read...

ଦୋକାନୀଙ୍କୁ ହତ୍ୟା

କଟକ,୧୯ା୨(ଅନୁପମ ମିଡ଼ିଆ): ଜଗତପୁର ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି । ଲୁଟପାଟ୍‌ ସହିତ ଦିନଦ୍ୱିିପହରରେ ହତ୍ୟାକାଣ୍ଡ ଘଟାଇବାକୁ ପଛାଉନାହାନ୍ତି ଅପରାଧୀ । ଜଗତପୁର ଅଞ୍ଚଳରେ ଆଜି ଭୋରୁ ଭୋରୁ ଘଟିଛି ଏକ ହତ୍ୟାକାଣ୍ଡ ।



ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

Anupambharat News Bureau | ଓଡ଼ିଶା | | 1021 | Read...

ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି କୁହାଯାଉଥିବା ବେଳେ ବାସ୍ତବରେ ତାହା ସମ୍ଭବ ହୋଇନାହିଁ । ଅଭିବୃଦ୍ଧି ହାର ହ୍ରାସ ପାଇଛି । ଗତ ୨୦୧୮-୨୦ ବର୍ଷରେ ତାହା ୬.



ବଢୁଛି ତାପମାତ୍ରା

Anupambharat News Bureau | ଦେଶ | | 1020 | Read...

ବଢୁଛି ତାପମାତ୍ରା

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ରାଜ୍ୟରୁ ଶୀତ ଉଭାନ ହେବାରେ ଲାଗିଛି । ମାନ ତାପମାତ୍ରା ବଢିବାରେ ଲାଗିଛି । ପ୍ରତିଦିନ ପ୍ରାୟ ୧ ରୁ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଉଛି । ଆଗାମୀ ୨୦ ତାରିଖ ବେଳକୁ ରାଜ୍ୟରେ ଦିନର ତାପମାତ୍



ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

Anupambharat News Bureau | ଦେଶ | | 1019 | Read...

ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ,୧୭ା୨: ନିର୍ଭୟା ଗଣବଳାତ୍କାର ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ୱାରେଣ୍ଟ ଜାରି କରାଯାଇଛି । ଏହି ଡେଥ୍‌ ୱାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ମାମଲାର ଚାରି ଦୋଷୀଙ୍କୁ ଫାଶୀ



ପଛୁଆବର୍ଗ କମିଶନ ବିଲ୍‌ ପାରିତ, ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1018 | Read...

  ପଛୁଆବର୍ଗ କମିଶନ ବିଲ୍‌ ପାରିତ,  ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌-୨୦୨୦ ସୋମବାର ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏ ନ



ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

Anupambharat News Bureau | ଓଡ଼ିଶା | | 1017 | Read...

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

ପୁରୀ,୧୭ା୨(ଅନୁପମମିଡ଼ିଆ): ପୁରୀ କଂଗ୍ରେସ ଭବନରେ ସୋମବାର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଗଣ୍ଡଗୋଳରେ ତିନି ଯୁବନେତା ସ୍ୱପ୍ନଜିତ ରାୟ, ଆଲୋକ ଦାସ ଓ ଆଶୁତୋଷ ମିଶ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେମାନ



ଗୃହରେ ଆବାସ ଯୋଜନା ଝଡ଼, ବିଜେଡ଼ି-ବିଜେପି ମୁହାଁମୁହିଁ

Anupambharat News Bureau | ଓଡ଼ିଶା | | 1016 | Read...

 ଗୃହରେ ଆବାସ ଯୋଜନା ଝଡ଼,   ବିଜେଡ଼ି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପMା ଘର ଯୋଜନାରେ ୱାର୍କ ଅର୍ଡର ଦିଆଯିବା ବେଳେ ବିଜୁ ବାବୁଙ୍କ ଲୋଗୋ ରହିବାକୁ ନେଇ ସୋମବାର ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଶୂ



ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

Anupambharat News Bureau | ଓଡ଼ିଶା | | 1015 | Read...

ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

ଭୁବନେଶ୍ୱର,୧୫ ।୨(ଅନୁପମ ମିଡିଆ): ମାଡ଼ିଆସୁଛି ଖରା । ଦିନର ତାପମାତ୍ରାରେ ହଠାତ୍‌ ବୃଦ୍ଧି ଘଟିଛି । ଶନିବାର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ସମେତ ଅନେକ ସହରରେ ଟାଣ ଖରା ଅନୁଭୂତ ହୋଇ



ବାଙ୍କିରେ ଡବଲ ମର୍ଡର

Anupambharat News Bureau | ଓଡ଼ିଶା | | 1014 | Read...

ବାଙ୍କିରେ ଡବଲ ମର୍ଡର

କଟକ, ୧୫ା୨(ଅନୁପମମିଡ଼ିଆ): ରାଜନୈତିକ ବିବାଦ ଦିନକୁ ଦିନ ବଢିଚାଲିଥିବା ବେଳେ ନେତାମାନେ ନୀତି ଆଦର୍ଶକୁ ବଳି ଦେଉଛନ୍ତି । ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ । ବାଙ୍କି ନୂଆଗାଁ ମହିଳା ସରପଞ୍ଚ ପ୍ରମିଳା ସ୍ୱାଇଁଙ୍କ ସ୍ୱାମୀ ଭ



ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

Anupambharat News Bureau | ଓଡ଼ିଶା | | 1013 | Read...

ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

ଦିଗପହଣ୍ଡି,୧୫ା୨(ଅନୁପମମିଡ଼ିଆ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କରପଡାରେ ଗତ କିଛି ଦିନର ବ୍ୟବଧାନରେ ପୁଣି ଥରେ ବିଜେପି ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ରାଜନୈତିକ ସଂଘର୍ଷ ଘଟିଛି । ଶନିବାର ଅପରାହ୍ନରେ ବିଜେପି ସମର୍ଥକ ରାମ



ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

Anupambharat News Bureau | ଓଡ଼ିଶା | | 1012 | Read...

ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟ ଲୋକସ



ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

Anupambharat News Bureau | ଓଡ଼ିଶା | | 1011 | Read...

ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଛତିଶଗଡ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମା- ଝିଅ ହତ୍ୟା ମାମଲାରେ ସାମିଲ ରହିଥିବା ଅଭିଯୋଗରେ ଗିରଫ କରିବା ପରେ ଏହି ମାମଲାରେ ତାଙ୍କର ଡ୍ରାଇଭର ବର୍ଦ୍ଧନ ଟେªାଙ୍କୁ ଶୁକ୍ରବାର ବି



ଆଜି କେଜିରୱାଲ୍‌ଙ୍କ ଶପଥ

Anupambharat News Bureau | ଦେଶ | | 1010 | Read...

ଆଜି କେଜିରୱାଲ୍‌ଙ୍କ ଶପଥ

ନୂଆଦିଲ୍ଲୀ, ୧୫ା୨: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ଆଜି ଉତ୍ସବମୁଖରିତ ହୋଇଛି । ଦିଲ୍ଲୀ ବିଧାନସଭା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୟ ଲାଭ କରିଥିବା ଆମଆଦ୍‌ମୀପାର୍ଟି (ଆପ୍‌)ର ନେତା ଅରବିନ୍ଦ କେଜରିୱାଲ୍&zwn



ଡବଲ ମର୍ଡ଼ର ଖୁଲାସା ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

Anupambharat News Bureau | ଓଡ଼ିଶା | | 1009 | Read...

ଡବଲ ମର୍ଡ଼ର ଖୁଲାସା  ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ଜେଲ୍‌ ଗଲେ ପୂର୍ବତନ ବିଧାୟକ ଅନୁପ ସାଏ । ଡବଲ ମର୍ଡର ମାମଲାରେ ଗିରଫ ଅନୁପଙ୍କୁ ଛତିଶଗଡ଼ର ରାୟଗଡ଼ସ୍ଥିତ ଜେଏମ୍‌ଏଫସି କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।



ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

Anupambharat News Bureau | ଓଡ଼ିଶା | | 1008 | Read...

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ ଲାଗ



୧୧ କେଭି ଲାଇନ୍‌ ମରାମତି ନିଯୁକ୍ତି ହେବେ ସେଫଟି ଅଫିସର

Anupambharat News Bureau | ଓଡ଼ିଶା | | 1007 | Read...

୧୧ କେଭି ଲାଇନ୍‌ ମରାମତି   ନିଯୁକ୍ତି ହେବେ ସେଫଟି ଅଫିସର

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୧ କେଭି ଲାଇନ୍‌କୁ ତୁରନ୍ତ ମରାମତି କରିବା ପାଇଁ ସେଫଟି ଅଫିସର ନିଯୁକ୍ତ କରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ



ଆଜିଠୁ ବିଧାନସଭା ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

Anupambharat News Bureau | ଓଡ଼ିଶା | | 1006 | Read...

ଆଜିଠୁ ବିଧାନସଭା  ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର,୧୩ ।୨ ।(ଅନୁପମ ମିଡିଆ): ଶୁକ୍ରବାରଠାରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ୨ ଟି ପର୍ଯ୍ୟାୟରେ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃ



ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

Anupambharat News Bureau | ଓଡ଼ିଶା | | 1005 | Read...

ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

ବ୍ରହ୍ମପୁର, ୧୩ା୨ (ଅନୁପମ ମିଡ଼ିଆ): ନିଜ ପୁଅର ଗିରଫଦାରୀକୁ ଅନ୍ୟାୟ ଦାବିକରି ତାଙ୍କୁ ମୁକ୍ତ ପାଇଁ ପୋଲିସ ବରିଷ୍ଠଅଧିକାରୀ, ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ପରେ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ



ଅନୁପ ସାଏ ଗିରଫ

Anupambharat News Bureau | ଓଡ଼ିଶା | | 1004 | Read...

ଅନୁପ ସାଏ ଗିରଫ

ଭୁବନେଶ୍ୱର,୧୩ ।୨ (ଅନୁପମ ମିଡିଆ): ଏକ ଡବଲ୍‌ ମର୍ଡର ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏଙ୍କୁ ଛତିଶଗଡ଼ର ରାୟଗଡ଼ ପୁଲିସ୍‌ ଗିରଫ କରିଛି । ବୁଧବାର ଦିନ ରାତିରେ ପୁଲିସ୍‌ ତାଙ୍କ ଘରୁ ଛଠାଇ ନେଇଥିଲେ । ପୁ



ଆଜି ଦିଲ୍ଲୀ ଭୋଟ

Anupambharat News Bureau | ଦେଶ | | 1003 | Read...

ଆଜି ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ,୭ା୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହ



ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

Anupambharat News Bureau | ଓଡ଼ିଶା | | 1002 | Read...

ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ  କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

ବନେଶ୍ୱର,୭ ।୨(ଅନୁପମ ମିଡିଆ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ



ଦୁଇ ଦିନ ବର୍ଷିବ

Anupambharat News Bureau | ଓଡ଼ିଶା | | 1001 | Read...

ଦୁଇ ଦିନ ବର୍ଷିବ

ଭୁବନେଶ୍ୱର,୭ ।୨ (ଅନୁପମ ମିଡିଆ): ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଏଭଳି ସ୍ଥିତି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡୁ୍ୟଟି ଅଫି



ମାଓକ୍ୟାମ୍ପ ଧ୍ୱଂସ ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

Anupambharat News Bureau | ଓଡ଼ିଶା | | 1000 | Read...

ମାଓକ୍ୟାମ୍ପ ଧ୍ୱଂସ  ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

ମାଲକାନଗିରି, ୭ା୨ (ଅନୁପମ ମିଡିଆ): ମାଲକାନଗିରି ଜିଲ୍ଲାରେ ଅପରେସନ ସ୍ୱାଭିମାନ ନାମରେ ଗତ ଏକ ମାସ ପୂର୍ବେ ମାଲକାନଗିରି ପୋଲିସ ପକ୍ଷରୁ ଏସଓଜି, ଡିବିଏଫ ଓ ବିଏସଏଫ ଓ ଆନ୍ଧ୍ର ପ୍ରଦେଶର ଗ୍ରେହାଉଣ୍ଡ ସହାୟତାରେ ମାଓ ଉପଦ୍ରୁତ ଅ



ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁଖ୍ୟ ଅଭିଯୁକ୍ତ ଗିରଫ

Anupambharat News Bureau | ଓଡ଼ିଶା | | 999 | Read...

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ,  ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର,  ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର/ବଡଚଣା,୨୦ା୧୨(ଅନୁପମ ମିଡିଆ): ଜନୈକା ନାବାଳିକାକୁ ଅପହରଣ ପରେ ଚାରି ଦିନ ଧରି ଗଣଦୁଷ୍କର୍ମ ପରେ ପୀଡ଼ିତାକୁ ଅଭିଯୁକ୍ତମାନେ ମୁମୂର୍ଷୁ ଅବସ୍ଥାରେ ଛାଡିଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୋଗ ପାଇ ଧର୍ମଶାଳା ପୋଲ



କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 998 | Read...

କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ ।୧ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ଜନତା ମଇଦାନଠାରେ‘କୃଷି ଓଡ଼ିଶା-୨୦୨୦’ ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷିର ଉନ୍ନତି ପାଇ



ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

Anupambharat News Bureau | ଦେଶ | | 997 | Read...

ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୦ା୧: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣ ଦୁର୍ଷ୍କମ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲିବା ପାଇଁ ପ୍ରସ୍ତìତ ଥିବା ଜଣେ ବ୍ୟକ୍ତି ବର୍ତ୍ତମାନ ମଧ୍ୟ କୌଣସି ସ୍ଥିତିରେ ମୃତୁ୍ୟମୁଖରୁ ବଞ୍



ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

Anupambharat News Bureau | ଦେଶ | | 996 | Read...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

ଶ୍ରୀନଗର,୨୦ା୧: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲା ୱାଚି ଗାଁରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣ



ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

Anupambharat News Bureau | ଦେଶ | | 995 | Read...

ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୨୦ା୧: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗତ ପ୍ରସାଦ ନzା ସୋମବାର ନିଦ୍ୱର୍ନ୍ଦରେ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଛନ୍ତି । ଦଳ ମଧ୍ୟରେ ଜେପି ନ



ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 994 | Read...

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୦ ।୧ (ଅନୁପମ ମିଡିଆ): ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାରେ ବାଧ୍ୟତାମୂଳକ ପାସ୍‌ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟବ୍ୟାପୀ କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍



ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

Anupambharat News Bureau | ଦେଶ | | 993 | Read...

ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

ନାଗପୁର,୧୮ା୧: ନାଗରିକତ୍ୱ କେବଳ ଲୋକଙ୍କ ଅଧିକାର ନୁହେଁ ଏହା ସାମଜ ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ମଧ୍ୟ ବୁଝାଏ ବୋଲି ପ୍ରଧାନବିଚାରପତି ଶରଦ ବୋବଡ଼େ ଶନିବାର ପ୍ରକାଶ କରିଛନ୍ତି ।ନାଗପୁରଠାରେ ରାଷ୍ଟ୍ରସନ୍ଥ ତୁକାଦୋଜି ମହ



ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

Anupambharat News Bureau | ଓଡ଼ିଶା | | 992 | Read...

ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

ଭୁବନେଶ୍ୱର,୧୮ ।୧(ଅନୁପମ ମିଡିଆ): ଯାତ୍ରୀଙ୍କୁ ସୁରକ୍ଷାକୁ ଯୋଗାଇ ଦେବାପାଇଁ ଟ୍ରାଫିକୁ ନିୟମକୁ କଡ଼ାକଡ଼ା କରାଯାଉଛି । ଏବେ ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି ସରକାର ।ପ୍ରଥମେ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେ



ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

Anupambharat News Bureau | ଓଡ଼ିଶା | | 991 | Read...

ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

ସମ୍ବଲପୁର,୧୮ା୧(ଅନୁପମମିଡ଼ିଆ): ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ବାହାଲପଡାରେ ଦେଢବର୍ଷ ପୂର୍ବେ ବିବାହ କରିଥିବା ଆରତୀ ସିଂ (୨୦)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ ହୋଇଛି । ଆରତୀଙ୍କୁ ତାଙ୍କ ସ୍ୱାମୀ କୁନ



ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

Anupambharat News Bureau | ଦେଶ | | 990 | Read...

ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଦମଦାର ଅଭିନୟ ପାଇଁ ଗ୍ଲାମର ଦୁନିଆରେ ବେଶ ଚର୍ଚ୍ଚାରେ ରୁହନ୍ତି । ଆଜିକାଲି ସେ ନିଜ କ୍ୟାରିଅରର ଟପ୍‌ରେ ଅଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପାଇଁ ବିଦ୍ୟା ବ୍ୟସ୍ତ ରହୁଥିବା କ



ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

Anupambharat News Bureau | ଓଡ଼ିଶା | | 989 | Read...

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

ମୁମ୍ବାଇ: ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ ବଢ଼ିଛି । ଏହାପରେ ରବିବାରଠୁ ଶିରିଡି ସାଇ ବନ୍ଦ କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମଭୂମି ମହାରାଷ୍ଟ୍ରର ପାଥରୀ ବୋଲି କହିବା ପରେ ଏହି



ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

Anupambharat News Bureau | ଦେଶ | | 987 | Read...

ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମାମାଲାର ଦୋଷୀଙ୍କୁ କ୍ଷମା ଦେବା ପାଇଁ ଆଶା ଦେବୀ (ନିର୍ଭୟାଙ୍କ ମା)ଙ୍କୁ ପରାମର୍ଶ ଦେଇଥିଲେ । ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଚିଡ଼ିଯାଇଛନ୍ତି । ଜବାବରେ



ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ

Anupambharat News Bureau | ଓଡ଼ିଶା | | 986 | Read...

 ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା, ଜଣେ ମୃତ

କେନ୍ଦୁଝର,୧୮ା୧୨(ଅନୁପମ ମିଡିଆ):ଜାତୀୟ ରାଜପଥ ୨୦ର ଅଚିନ୍ତାମଠ ନିକଟରେ ଶନିବାର ଭୋରରୁ ସିରିଜ ଟ୍ରକ୍‌ ଦୁର୍ଘଟଣା ଘଟି ଜଣେ ଡ୍ରାଇଭରଙ୍କର ମୃତୁ୍ୟ ହୋଇଥିବାବେଳେ ଅନ୍ୟଜଣେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ



ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 985 | Read...

 ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ

କଟକ, ୧୮ା୧ (ଅନୁପମ ମିଡିଆ): ପଶ୍ଚିମ ଓଡିଶା ଓକିଲମାନଙ୍କର କାର୍ଯ୍ୟବନ୍ଦ୍‌ ଆନ୍ଦୋଳନରେ ସାମିଲ ହୋଇଥିବା ବାର୍‌ ଆସୋସିଏସନ ଗୁଡିକୁ ଏଥିରୁ ଓହରିଯିବାକୁ ଓଡିଶା ଷ୍ଟେଟ୍‌ ବାର୍‌ କାଉନସିଲ ପକ୍ଷରୁ ନୋଟିସ୍‌ ଜାରି କରାଯ



ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର

Anupambharat News Bureau | ଓଡ଼ିଶା | | 984 | Read...

 ଅଚୁ୍ତଙ୍କୁ ସିଏସଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର

ଭୁବନେଶ୍ୱର, ୧୮ ।୧: ଶିକ୍ଷାବିତ, ସମାଜସେବୀ ତଥା କିଟ ଓ କିସ ପ୍ରତିଷ୍ଠାତା ଅଚୁତ ସାମନ୍ତଙ୍କୁ କମ୍ପୁଟର ସୋସାଇଟି ଅଫ ଇଣ୍ଡିଆ (ସିଏସଆଇ) ପକ୍ଷରୁ ଲାଇଫ ଟାଇମ ଆଚିଭମେ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ତିନିଦିନ ଧରି



ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ

Anupambharat News Bureau | ଓଡ଼ିଶା | | 983 | Read...

 ବନ୍ଦ ହେବ ଖଣି , ଅନ୍ଧାରରେ ଶ୍ରମିକଙ୍କ ଭବିଷ୍ୟତ

ଯୋଡ଼ା ୧୮ା୧ (ଅନୁପମ ମିଡିଆ) ରାଜ୍ୟ ସରକାରଙ୍କର ଖଣି ନିଲାମ ପ୍ରକ୍ରିୟାରେ, ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି ଗୁଡିକର କାର୍ଯ୍ୟରତ ଶ୍ରମିକ , ପରିବହନ ଟ୍ରକର ଡ୍ରାଇଭର ଓ ହେଲପର କିପରି ପୁନଃ ଖଣି ଖୋଲି



ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

Anupambharat News Bureau | ଓଡ଼ିଶା | | 982 | Read...

ତୀର୍ଥଯାତ୍ରା ହେଲା ଶେଷଯାତ୍ରା, ଦୁର୍ଘଟଣାରେ ୫ ମୃତ

ବ୍ରହ୍ମପୁର,୪ା୧(ଅନୁପମ ମିଡ଼ିଆ): ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ଥାନା ଅନ୍ତର୍ଗତ କୋତାପଲ୍ଲି ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ପୋଲରୁ ଏକ କାର ଖସି ଗଞ୍ଜାମ ଜିଲ୍ଲାର ୫ ଜଣ ତୀର୍ଥ ଯାତ୍ରୀଙ୍କ ମୃତୁ୍ୟ ଘଟିଥିବ



ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

Anupambharat News Bureau | ଓଡ଼ିଶା | | 981 | Read...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ



ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

Anupambharat News Bureau | ବିଦେଶ | | 980 | Read...

ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

ବାଗଦାଦ, ୪ା୧: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ୬ ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତମାନେ ପପୁଲ



ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

Anupambharat News Bureau | ଓଡ଼ିଶା | | 979 | Read...

ସାରା ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

ଭୁବନେଶ୍ୱର,୪ ।୧ (ଅନୁପମ ମିଡିଆ): ଶୁକ୍ରବାର ଦିନ ଠାରୁ ଓଡ଼ିଶାର ଆକାଶ କାଆଁଳିଆ ରହିବା ସହ ଅଧିକାଂଶ ଜିଲ୍ଲାରେ ମଝିରେ ମଝିରେ ଝିପି ଝିପି ବର୍ଷା ଲାଗି ରହିଥିବା କାରଣରୁ ପାଗ କୋହଲା ରହିଛି । ଆହୁରି ୨୪ଘଣ୍ଟା ବର୍ଷା ସହ କୋହଲା ପ



୬ ବର୍ଷ ପରେ ‘ବିଧବା’ ହେଲେ ସଧବା

Anupambharat News Bureau | ଦେଶ | | 978 | Read...

୬ ବର୍ଷ ପରେ ‘ବିଧବା’ ହେଲେ ସଧବା

ଡେରାଡୁନ: ନୂଆବର୍ଷରେ ସମସ୍ତେ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି । ହେଲେ ଯଦି ଏମିତି କିଛି ଘଟଣା ଘଟିବ ଯାହା ଜଣେ ବ୍ୟକ୍ତି କେବେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିବ । ଏଭଳି କିଛି ଘଟଣା ଖାଲି ନୂଆବର୍ଷ ନୁହେଁ



ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

Anupambharat News Bureau | ଓଡ଼ିଶା | | 977 | Read...

ବରଗଡ଼ ଧନୁଯାତ୍ରା : ରାକ୍ଷସୀ ପୁତନା ନିଧନରେ କଂସ ମର୍ମାହତ, ଗୋପରେ କୃଷ୍ଣଙ୍କ କାଳୀୟ ଦଳନ

ଗୋପ / ମଥୁରାନଗରୀ ୦୪/୦୧- ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ଲୋକନାଟ୍ୟ ୭୧ ତମ ବରଗଡ଼ ଧନୁଯାତ୍ରା ମହୋସିବର ଶନିବାର ଥିଲା ପଞ୍ଚମ ଦିବସ । ଧନୁଯାତ୍ରାର ଏହି ପଞ୍ଚମ ଦିବସରେ ମହାରାଜ କଂସ ଦିଗ୍‌ବିଜୟର



ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

Anupambharat News Bureau | ଓଡ଼ିଶା | | 976 | Read...

ସ୍ତ୍ରୀର ଅନୈତିକ ସମ୍ପର୍କ ପାଇଁ ଜୀବନ ହାରିଲେ ସ୍ୱାମୀ

ଅନୁଗୁଳ, ୪ା୧ (ଅନୁପମ ମିଡିଆ): ନୂଆବର୍ଷର ପ୍ରଥମ ସପ୍ତାହକୁ ଅନେକ ଭୋଜିଭାତ କରି କଟାଉଥିବା ବେଳେ ମହୀଧରପୁର ଫାଣ୍ଡି ଅଞ୍ଚଳରେ ଏକ ଅଘଟଣ । ଗୋଟିଏ ପରିବାରକୁ ଦୁଃଖର ଅନ୍ଧାର ଭିତରକୁ ଠେଲିଦେଇଛି । ପର ପୁରୁଷ ସହିତ ପତ୍ନୀର ଅନୈତ



ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

Anupambharat News Bureau | ଓଡ଼ିଶା | | 975 | Read...

ମହିଳାଙ୍କୁ ଅପହରଣ କରି ବଳାତ୍କାର, ଅଭିଯୁକ୍ତ ଗିରଫ

ସାଲେପୁର, ୪ ।୧ (ଅନୁପମ ମିଡିଆ): ଜଣେ ମହିଳାଙ୍କୁ ଲିଫଫ ଦେବା ଆଳରେ ତାଙ୍କୁ ନିଶା ଖୁଆଇ ଭୁବନେଶ୍ୱରରେ ରଖି ୩ମାସ ଧରି ବଳାତ୍କାର କରିବା ଓ ମହିଳା ଜଣକ ସେଠାରୁ ଖସିଆସି ସାଲେପୁର ଥାନାରେ ଅଭିଯୋଗ କଲାପରେ ସାଲେପୁର ପୁଲିସ ଜନୈକ ବ



ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 974 | Read...

 ଆଉ ୧୬ ଓଟିଏମ୍‌ ଶ୍ରମିକଙ୍କ ମୃତୁ୍ୟ

ଚୌଦ୍ୱାର୪ା୧(ଅନୁପମ ମିଡ଼ିଆ): ଓଟିଏମ୍‌ରେ ଉଇଭିଂ ବିଭାଗରେ କାର୍ଯ୍ୟ କରୁଥିବା ଚାରବାଟିଆ ଲେବର ଟେନାମେଣ୍ଟର ରବୀନ୍ଦ୍ର କୁମାର ପାଲ(୭୫)ଙ୍କର ମୃତ୍ୟୁ ଘଟିଛି । ସେହିପରି ରଙ୍ଗ ବିଭାଗରେ କାର୍ଯ୍ୟକରୁଥିବା ମୁଗ ତିକିରୀ ଗ୍ରା



ବଦଳି ପାରନ୍ତି ପୋଲିସ କମିଶନର!

Anupambharat News Bureau | ଓଡ଼ିଶା | | 973 | Read...

ବଦଳି ପାରନ୍ତି ପୋଲିସ କମିଶନର!

କଟକ, ୪ା୧ (ଅନୁପମ ମିଡିଆ): ଭୁବନେଶ୍ୱର-କଟକ କମିଶନରେଟ୍‌ର ପୋଲିସ କମିଶନର୍‌ ଡ. ସୁଧାଂଶୁ ଷଡଙ୍ଗୀଙ୍କ ମୁଣ୍ଡ ଉପରେ ଝୁଲିଲାଣି ଡେମୋକ୍ଲିସ୍‌ ଖଣ୍ଡା । ଯେ କୈାଣସି ସମୟରେ ତାଙ୍କର ବଦଳି ହେବାର ସମ୍ଭାବନାକୁ ଅସ୍ୱୀକାର କରାଯ



ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Anupambharat News Bureau | ଓଡ଼ିଶା | | 972 | Read...

ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଧରାକୋଟ/ବ୍ରହ୍ମପୁର,୩ା୧(ଅନୁପମ ମିଡ଼ିଆ): ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତର ବଡ଼ଗଡ଼ ଥାନା ଅଧିନସ୍ଥ ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟ ଭରତ ବେହେରା (୬୭)ଙ୍କୁ ଶୁକ୍ରବାର ସକାଳ ୬ଘଣ୍ଟ ସମୟରେ ତେଲିଆ ଠାକୁରାଣୀ ନିକଟସ୍ଥ ରାସ୍ତ



ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

Anupambharat News Bureau | ଓଡ଼ିଶା | | 971 | Read...

ଭିଜାଇଲା ବର୍ଷା : ୫ରୁ ଲେଉଟିବ ଶୀତ କୋହଲା ପାଗ, ଜୀବନ ଯାତ୍ରା ପ୍ରଭାବିତ

ଭୁବନେଶ୍ୱର, ୩ ।୧(ଅନୁପମ ମିଡିଆ): କୋହଲା ପାଗକୁ ଝିପ ଝିପ୍‌ ବର୍ଷା ଆଜି ଦିନ ତମାମ ଲାଗି ରହିଛି । ଏହାକୁ ନେଇ ସମଗ୍ର ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟି ହ



ପୋଲିସ ଇନଫର୍ମର ସନ୍ଦେହ ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ

Anupambharat News Bureau | ଓଡ଼ିଶା | | 970 | Read...

ପୋଲିସ ଇନଫର୍ମର ସନ୍ଦେହ  ଜଣକୁ ଗୁଳିକରି ହତ୍ୟା କଲେ ମାଓବାଦୀ

ଫୁଲବାଣୀ/କ.ନୂଆଗାଁ, ୩ା୧(ଅନୁପମମିଡ଼ିଆ): କନ୍ଧମାଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । କିଛିଦିନର ନୀରବତା ପରେ ପୁଣି ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ । ଗୁରୁବାର ରାତି ୯ଟାରେ ପୋଲିସ ଇନଫର୍ମର ସନ୍ଦେହରେ ୧୦ରୁ ୧୫ ସଶସ୍ତ



ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

Anupambharat News Bureau | ବିଦେଶ | | 969 | Read...

ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

ନୂଆଦିଲ୍ଲୀ, ୩ା୧: ଆମେରିକା ପକ୍ଷରୁ ଇରାକର ବାଗାଦାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ କରାଯାଇଛି । ଏଥିରେ ଇରାନ୍‌ର ଜେନେରାଲ୍‌ କାସିମ୍‌ ସୋଲେମାନ୍‌ ସହ ଆଠ ଜଣଙ୍କ ମୃତୁ୍ୟ ଘଟିଛି । ଏହାଫଳରେ ଉପସାଗରୀୟ ଏବଂ ମ



ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର

Anupambharat News Bureau | ଦେଶ | | 968 | Read...

ଟିକ୍‌ ଟକ୍‌ ଷ୍ଟାର୍‌ ସେକ୍ସ ସ୍କାଣ୍ଡାଲରେ ଫସିଲେ ଇମ୍ରାନ ସରକାର

ଇସଲାମାବାଦ: ସେକ୍ସ ସ୍କାଣ୍ଡାଲ ପାକିସ୍ତାନ ୱଜିର-ଏ-ଆଜମ ଇମ୍ରାନ ଖାନ୍‌ଙ୍କ ପିଛା ଛାଡ଼ୁନାହିଁ । କ୍ଷମତା ଦଖଲ ପୂର୍ବରୁ ଇମ୍ରାନଙ୍କ ନାଁରେ ଅନେକ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ଆସିଥିଲା । ଏବେ କ୍ଷମତା ଦଖଲ ପରେ ମଧ୍ୟ ସେହି ସେ



ତୀବ୍ର ହେଲା ଆମେରିକା-ଇରାନ ବିବାଦ

Anupambharat News Bureau | ବିଦେଶ | | 967 | Read...

ତୀବ୍ର ହେଲା ଆମେରିକା-ଇରାନ ବିବାଦ

ୱାସିଂଟନ୍‌: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି । ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିବା ବେଳେ ଆମେରିକା



କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ

Anupambharat News Bureau | ଓଡ଼ିଶା | | 966 | Read...

କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ

କଟକ, ୩ା୧ (ଅନୁପମ ମିଡିଆ): ଦାଦାବଟି ପାଇଁ ଧମକ ଚମକ ଦେଉଥିବା ଅଭିଯୋଗରେ କୁଖ୍ୟାତ ଅପରାଧୀ ସକିଲର ସହଯୋଗୀ ତଥା ଅନ୍ୟ ଜଣେ ପ୍ରେମିକାକୁ ଶୁକ୍ରବାର ଦରଘାବଜାର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମଙ୍




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page