ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

October 18, 2019, ଦେଶ, , Anupambharat News Bureau


ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ
Anupambharat News Bureau
October 18, 2019

ନୂଆଦିଲ୍ଲୀ:ଦୁଇ ବ୍ୟାଙ୍କ୍‌ ୟୁନିୟନ୍‌ ଚେତାବନୀ ସ୍ୱରୁପ ପବ୍ଳିକ୍‌ ସେକଫର ବ୍ୟାଙ୍କ୍‌ ମିଶ୍ରଣକୁ ବିରୁଦ୍ଧ କରି ଦିନିକିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟରେ ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ଗୁଡିକ ପ୍ରଭାବିତ ହେବନାହିଁ ବୋଲି କୁହାଯାଇଛି । ବ୍ୟାଙ୍କ୍‌ ଅଫ୍‌ ବରୋଦା ପକ୍ଷରୁ ସଚେତବନୀ ଗ୍ରାହକ ପରିଚାଳନାରେ ସମସ୍ୟା ଉପୁଜିବ । ପ୍ରାୟତଃ ୨୨,୦୦୦ ଶାଖା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସର୍ବାଧିକ ରହିବା ସହ ବ୍ୟାଙ୍କ୍‌ ଅଫ୍‌ ବରୋଦା ୯,୫୦୦ ଶାଖା ଏବଂ ତୃତୀୟ ସର୍ବବୃହତ ଶାଖା ମଧ୍ୟରେ ମିଶ୍ରଣରେ ବିଜୟ ବ୍ୟାଙ୍କ୍‌ ଏବଂ ଡେନା ବ୍ୟାଙ୍କ୍‌ ରହିଛି । ବ୍ୟାଙ୍କ୍‌ କର୍ମଚାରୀ ୟୁନିୟନ୍‌ ପକ୍ଷରୁ ଧର୍ମଘଟ ହୋଇଛି । ଧର୍ମଘଟର ପ୍ରଭାବ ବ୍ୟାଙ୍କ୍‌ ପରିଚାଳନାରେ ସାମାନ୍ୟ ପ୍ରଭାବ ପକାଇବ ବୋଲି ଷ୍ଟେଟ୍‌ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି । ବ୍ୟାଙ୍କ୍‌ ଅଫ୍‌ ବରୋଦା ଅନ୍ୟ ପଟେ ଆବଶ୍ୟକ ପଦକ୍ଷେପ ପରିଚାଳନାରେ ଶାଖା ଏବଂ ଅନ ଅଧିକାରୀ ଧର୍ମଘଟରେ ରହିଥିଲା । ବ୍ୟାଙ୍କ୍‌ ଧର୍ମଘଟରେ ପରିଚାଳନା ହୋଇଥିବା ଶାଖା ଅଧିକାରୀ ପ୍ରଭାବ ପଡିବ ବୋଲି ବ୍ୟାଙ୍କ୍‌ ଅଫ୍‌ ବରୋଦା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସର୍ବଭାରତୀୟ ବ୍ୟାଙ୍କ୍‌ କର୍ମଚାରୀ ଆସୋସିଏସନ୍‌ ଏବଂ ବ୍ୟାଙ୍କ୍‌ କର୍ମଚାରୀ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ନୋଟିସ୍‌ ଜରିଆରେ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଆସୋସିଏସନ୍‌ ସ୍ପଷ୍ଟ ଭାବରେ ବ୍ୟାଙ୍କ୍‌ ଧର୍ମଘଟ ଅକେଫାବର ୨୨ ସକାଳ ୬ଟାରୁ ଅକେଫାବର ୨୩ ସକାଳ ୬ଟା ପର୍ଯ୍ୟନ୍ତ ରହିବ । ୧୦ଟି ପିଏସ୍‌ୟୁ ବ୍ୟାଙ୍କ୍‌ ଚାରୋଟି ସର୍ବାଧିକ ଇନ୍‌ଟାଇଟି ବ୍ୟାଙ୍କ୍‌ ୟୁନିୟନ୍‌ ସମ୍ପୂର୍ଣ୍ଣ ଭାବରେ ବ୍ୟାଙ୍କ୍‌ ଉଦ୍ୟୋଗ ବିରୁଦ୍ଧରେ ହୋଇଥିବାବେଳେ ଏହାର ସଂସ୍କାର ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ।ୟୁନିୟନ୍‌ ପକ୍ଷରୁ ଚାହିଦା ମୁତାବକ ପ୍ରକି୍ରୟା ଗ୍ରହଣ କରାଯାଇଛି । ଋଣ ଖିଲାଫକାରୀ ଓ ବ୍ୟାଙ୍କ୍‌ କର୍ମଚାରୀ ସୁରକ୍ଷିତ ଭାବରେ ରହିଛନ୍ତି । ଗତମାସରେ ଚାରୋଟି ବ୍ୟାଙ୍କ୍‌ କର୍ମଚାରୀ ୟୁନିୟନ୍‌ ଦୁଇ ଦିନିଆ ଧର୍ମଘଟ କରିବା ସହ ସମାନ ପ୍ରକାରର ଆନ୍ଦୋଳନ କରିବେ । ସର୍ବଭାରତୀୟ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସ ଏହାକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ଜଣାଉଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

Read More...

ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page