ବାଲେଶ୍ୱର ଏସପିଙ୍କ ମାନବିକତା ଆହତଙ୍କୁ ଉଦ୍ଧାର କଲେ ମେଡିକାଲରେ ଭର୍ତ୍ତି କଲେ

October 14, 2019, ଓଡ଼ିଶା, , Anupambharat News Bureau


ବାଲେଶ୍ୱର ଏସପିଙ୍କ ମାନବିକତା  ଆହତଙ୍କୁ ଉଦ୍ଧାର କଲେ ମେଡିକାଲରେ ଭର୍ତ୍ତି କଲେ
Anupambharat News Bureau
October 14, 2019

ବାଲେଶ୍ୱର,୧୪ା୧୦ (ଅନୁପମ ମିଡିଆ): ପୁଲିସର ନାଁ ଶୁଣିଲେ ସାଧାରଣତ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ହେଲେ ବାଲେଶ୍ୱର ଏସପି ଆହତ ଦୁଇଜଣଙ୍କୁ ଉଦ୍ଧାର କରି ନିଜ ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ଅନୁଯାୟୀ ଖଇରା ବ୍ଲକ ତୁଡିଗଡିଆ ଅଞ୍ଚଳର କୈଳାଶ ସାହୁ ତାଙ୍କ ଝିଅର ଏଡମିସନ୍‌ ପାଇଁ ବାଇକରେ ଯାଉଥିଲେ ।
ସେହି ସମୟରେ ଏକ ଅଜଣା ବାଇକ ସୋର ଜାତୀୟ ରାଜପଥ ବେଗୁନିଆଠାରେ ତାଙ୍କ ଗାଡିକୁ ଧMା ଦେଇ ଚାଲିଯାଇଥିଲା । ସେହି ରାସ୍ତା ଦେଇ ଏସପି ବି. ଯୁଗଳ କିଶୋର ଔପଦା ବ୍ଲକର ଜନଶୁଣାଣୀ ଶିବିରକୁ ଯାଉଥିଲେ । ଦୁର୍ଘଟଣାରେ ଆହତ ବାପ ଝିଅଙ୍କୁ ଦେଖି ସେ ତୁରନ୍ତ ନିଜ ଗାଡିରେ ଆଣି ସୋର ମେଡିକାଲରେ ଭର୍ତ୍ତି କରାଇଥିଲେ । ଫଳରେ ଏହି ଖବର ପାଇ ଜନସାଧାରଣ ତାଙ୍କୁ ପ୍ରଶଂସା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

Read More...

ବନ୍ଧା ହେଲେ ସେରଗଡ ଟୋଲଗେଟ୍‌ର କର୍ମଚାରୀ

ବନ୍ଧା ହେଲେ ସେରଗଡ ଟୋଲଗେଟ୍‌ର କର୍ମଚାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page