ସୁନ୍ଦରୀ ନୂର୍‌ ପାଇଁ ଦୁଇ ବାଘ ମଧ୍ୟରେ ଲଢ଼େଇ

October 17, 2019, ଦେଶ, , Anupambharat News Bureau


ସୁନ୍ଦରୀ ନୂର୍‌ ପାଇଁ ଦୁଇ ବାଘ ମଧ୍ୟରେ ଲଢ଼େଇ
Anupambharat News Bureau
October 17, 2019

ଜୟପୁର: ସିନେମାରେ ନାୟିକା ପାଇଁ ଲେଇ ହେଉଥିବା କଥା ଜାଣିଥିବେ । ଏପରିକି ସାଧାରଣ ଜୀବନରେ ମଧ୍ୟ ତ୍ରିକୋଣୀୟ ପ୍ରେମ କାହାଣୀର ସଂଖ୍ୟା କିଛି କମ୍‌ ନୁହେଁ । ତେବେ ଯଦି ବାଘଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟେ, ଆଶ୍ଚର୍ଯ୍ୟଜନକ ହେବ ହେବା ସୁନିଶ୍ଚିତ ଅଟେ ।
ଇଣ୍ଟରନେଟ୍‌ରେ ଏବେ ଚର୍ଚ୍ଚାରେ ଅଛି ୨ଟି ବାଘ ପରସ୍ପର ସହ ଏପରି ଲୁଥିବାର ଦୃଶ୍ୟ । ଏଥିରେ ରାଜସ୍ଥାନର ରାନ୍ଥାମ୍ବୋର ଜାତୀୟ ଉଦ୍ୟାନରେ ରହୁଥିବା ଟି୫୭ ଏବଂ ଟି୫୮ ଲୁଥିବାର ଦୃଶ୍ୟ ଅଛି । ସେମାନେ ଟି ୩୯ ବା ନୂର୍‌ ନାମକ ବାଘୁଣୀ ପାଇଁ ଲୁଥିବା ସୂଚନା ମିଳିଛି । ଟୁଇଟ୍‌ରେ ଲୋକପ୍ରିୟ ବନ ବିଭାଗ ଅଧିକାରୀ ପ୍ରବୀଣ କସୱାନ୍‌ ବୁଧବାର ଏହି ଭିଡିଓଟି ପ୍ରଥମେ ଅପ୍ଲୋଡ୍‌ କରିଥିଲେ । ଏହି ଅଭୟାରଣ୍ୟର ଗାଇଡ୍‌ଙ୍କ କହିବା ଅନୁଯାୟୀ ଟି୫୭ ବାଘର ନାମ ସିଂହସ୍ଥ ଏବଂ ଟି୫୮ର ନାମ ରକି ।
ଏମାନେ ୨ ଭାଇ । ଏହି ଅଭୟାରଣ୍ୟର ଜୟସିଂହପୁରା ଅଞ୍ଚଳର ଶର୍ମିଲି ନାମକ ବାଘୁଣୀର ଏମାନେ ୨ ସନ୍ତାନ । କସ୍‌ୱାନ୍‌ ଏହି ଭିଡିଓ ଶେୟାର କରିବା ପରେ କହିଥିଲେ ସେମାନେ ନୂର୍‌ ପାଇଁ ହିଁ ଲଢ଼ୁଥିଲେ । ଏହି ଭିଡିଓରେ ମଧ୍ୟ ନୂର ରହିଛି । ସେ କି;ୁ ଲଢ଼େଇ ଆରମ୍ଭ ହେବାରୁ କେଉଁଆଡ଼େ ଦୂରକୁ ଚାଲିଯାଇଛି । ଭିଡି ଆରମ୍ଭରେ ଏପରି ଦୃଶ୍ୟ ରହିଛି ।
ଏହାକୁ ହଜାର ହଜାର ଲୋକ ଦେଖିସାରିଲେଣି । ଏହି ଭିଡିଓରେ ବାଘ ଗର୍ଜନ ସହ କିଛି ଫଟୋ ଉଠୁଥିବାର ଶବ୍ଦ ମଧ୍ୟ ଶୁଭୁଛି । ତେବେ ବାଘ ୨ ଭାଇଙ୍କ ଲେଇରେ ଏପରି ଗର୍ଜନ ଶୁଣିବା ପରେ ଯେକେହି ଲେଇର ଭୟାବହତା ବାବଦରେ ଅନୁମାନ କରିପାରିବ । କି;ୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଆହତ ହୋଇନାହାନ୍ତିଛ ।ଏଥିରେ ଟି୫୭ ବା ସିଂହସ୍ଥର ବିଜୟ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତର ଯାତ୍ରୀବାହୀ ବିମାନକୁ ଆକାଶ  ମାର୍ଗରେ ହଇରାଣ କଲା ପାକିସ୍ତାନ

ଭାରତର ଯାତ୍ରୀବାହୀ ବିମାନକୁ ଆକାଶ ମାର୍ଗରେ ହଇରାଣ କଲା ପାକିସ୍ତାନ

Read More...

ବିବାହର ପ୍ରଲୋଭନ ଦେଖାଇ ନାବାଳିକା ଅପହରଣ   ୭ ସପ୍ତାହ ପରେ ଉଦ୍ଧାର, ଅପହରଣକାରୀ ଗିରଫ

ବିବାହର ପ୍ରଲୋଭନ ଦେଖାଇ ନାବାଳିକା ଅପହରଣ ୭ ସପ୍ତାହ ପରେ ଉଦ୍ଧାର, ଅପହରଣକାରୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page