ଅର୍ଥମନ୍ତ୍ରଣାଳୟ ସହ ମିଶି ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ:ସୀତାରମନ୍‌

August 01, 2020, ଦେଶ, , Anupambharat News Bureau


ଅର୍ଥମନ୍ତ୍ରଣାଳୟ ସହ ମିଶି ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ:ସୀତାରମନ୍‌
Anupambharat News Bureau
August 01, 2020

ନୂଆଦିଲ୍ଲୀ:ଅର୍ଥମନ୍ତ୍ରଣାଳୟ ସହିତ ଆର୍‌ବିଆଇ ଆବଶ୍ୟକୀୟ ଋଣ ପୁର୍ନଗଠନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳାସୀତାରମନ୍‌ ପ୍ରକାଶ କରିଛନ୍ତି । ଆର୍‌ବିଆଇ ଋଣ ପୁନ ର୍ଗଠନ କରିବା ସହ କୋଭିଡ୍‌-୧୯ ପ୍ରଭାବିତ ହୋଇଥିବା ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରିବ । ଋଣ ପୁର୍ନ ଗଠନରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଅର୍ଥମନ୍ତ୍ରୀ ସକ୍ରୀୟ ଭାବରେ ଆର୍‌ବିଆଇ ସହିତ ଯୋଡି ହୋଇଛନ୍ତି । ଯେଉଁ ପୁର୍ନଗଠନ ଆବଶ୍ୟକତା ସୀତାରମନ୍‌ ଫିକିର ନ୍ୟାଶନାଲ୍‌ କାର୍ଯ୍ୟନିର୍ବାହୀ କମିିଟି ବୈଠକରେ ଉଦ୍‌ବୋଧନରେ ପ୍ରକାଶ କରିଥିଲେ । ଅର୍ଥମନ୍ତ୍ରୀ ଆହୁରୀ କହିଥିଲେ ଯେ, ଜିଏସ୍‌ଟି ମୂଲ୍ୟ ସ୍ୱାସ୍ଥ୍ୟସେବା ଓ ଅନ୍ୟ କ୍ଷେତ୍ରରେ କାର୍ଯ୍ୟକାରୀ ହେବା ସହ ଜିଏସ୍‌ଟି କାଉନ୍‌ସିଲ୍‌ ହୋଇଛି । ସୀତାରମନ୍‌ ଅର୍ଥମନ୍ତ୍ରଣାଳୟ ଆର୍‌ବିଆଇ ସହ କାର୍ଯ୍ୟ କର ଋଣ ପୁର୍ନଗଠନ ଦିଗରେ ଗୁରୁତ୍ୱ ଦିଆଯାଇଛି । ସେ ସମ୍ପୂର୍ଣ୍ଣ ଭାବରେ ଆବଶ୍ୟକ ହସ୍ପପିଟାଲ୍‌ ଉଦ୍ୟୋଗ ସଂପ୍ରସାରଣ ହୋଇଛି । ଆର୍‌ବିଆଇ ସହ କାର୍ଯ୍ୟ ଜାରି ରହିଛି ବୋଲି କହିଥିଲେ । ଲିକୁ୍ୟଡିଟି ଚୁକ୍ତି ସହିତ କରୋନା ସଂକ୍ରମଣ ସମସ୍ୟା ଦେଖାଦେଇଛି । ରିଜର୍ଭ ବ୍ୟାଙ୍କ୍‌ ଘୋଷଣା ଅନୁସାରେ ତିନି ମାସ ଋଣ କରଦାତାଙ୍କୁ ମାର୍ଚ୍ଚରୁ ଛାଡ ତଥା କର ପୈଠ କରିବା ସମୟସୀମା ତିନିମାସକୁ ବୃଦ୍ଧି କରି ଅଗଷ୍ଟ ୩୧ ରଖାଯାଇଛି । କରଦାତା ଜମା କରିନାହାନ୍ତି । କିନ୍ତୁ ଜମା କରିବା ସହ ସୁଧ ସାଙ୍ଗକୁ ସମୁଦାୟ ମୂଲ୍ୟ ଋଣ ଆକାରରେ ପ୍ରଦାନ କରାଯାଇଥାଏ । ସୀତାରମନ୍‌ କହିଥିଲେ ଯେ, ପ୍ରତ୍ୟେକ ପଦକ୍ଷେପ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଛି । ଷ୍ଟେକ୍‌ ହୋଲïର ପରାମର୍ଶ ସରକାରଙ୍କ ସହ ରହିଛି । ଏଭଳି ସ୍ଥିତିରେ ଆବଶ୍ୟକୀୟ ପଦକ୍ଷେପ ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇଛି । ମଧ୍ୟମ, କ୍ଷୁଦ୍ର, ମାଇକ୍ରୋ ଓ ଇଣ୍ଟର ପ୍ରାଇଜ୍‌ ଅଧିକ ସମସ୍ୟାରେ ସମ୍ମୁଖୀନ ହେବା ସହ ସେମାନଙ୍କ ଜରୁରୀକାଳୀନ ସ୍ଥିତିରେ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନା ଘୋଷଣା ସରକାର କରିଛନ୍ତି । ବ୍ୟାଙ୍କ୍‌ କୌଣସି ମତେ କ୍ରେଡିଟ୍‌ ଏମ୍‌ଏସ୍‌ଏମ୍‌ଇ ଦେବା ପାଇଁ ଅଗ୍ରାହ୍ୟ ଜରୁରୀକାଳୀନ କ୍ରେଡିଟ୍‌ ସୁବିଧା ମନା କରିବନାହିଁ । ଯଦି ଅଗ୍ରାହ୍ୟ କରିବାରେ ରିପୋର୍ଟ ସେଥିପ୍ରତି ଦୃଷ୍ଟି ଦେବେ । ଜୁଲାଇ ୨୩,୨୦୨୦ ସମୁଦାୟ ପରିମାଣ ମଞ୍ଜୁର ପ୍ରାୟତଃ ୧୦୦ ପ୍ରତିଶତ ଜରୁରୀକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନା ପବ୍ଳିକ୍‌ ସେକଫର ବ୍ୟାଙ୍କ୍‌ ଓ ବେସରକାରୀ ବ୍ୟାଙ୍କ୍‌ ୧,୩୦,୪୯୧.୭୯ କୋଟି ସହିତ ୮୨,୦୬୫.୦୧ କୋଟି ସମ୍ପୂର୍ଣ୍ଣ ରହିଛିା ଆତ୍ମନିର୍ଭରଭାରତ ପ୍ୟାକେଜ୍‌ରେ ସରକାର ୩ ଲକ୍ଷ କୋଟି ଘୋଷଣା କରିବା ସହ ଅଟୋମୋଟିକ୍‌ ଋଣ ଫର୍‌ ବ୍ୟବସାୟ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ରହିଛି । ପ୍ରସ୍ତାବ ଅନୁସାର ଡେବ୍‌ଲାପ୍‌ମେଣ୍ଟ ଫାଇନାନ୍ସ ଇନ୍‌ଷ୍ଟିଚୁ୍ୟନ୍ସ ହେଣ୍ଡଲ୍‌ ଜରୁରୀକାଳୀନ କ୍ରେଡିଟ୍‌ ଆବଶ୍ୟକତା ଉଦ୍ୟୋଗୀରେ ରହିଛି । ଡେବ୍‌ଲାପ୍‌ମେଣ୍ଟ ଫାଇନାନ୍ସ ଇନ୍‌ଷ୍ଟିସନ୍‌ ରହିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସରକାର ପାରସ୍ପରିକ ବୁଝାମଣା ଦିଗରେ ଦେ ଶର ବଜାର ଖୋଲା ହେଉ । ବାଣିଜ୍ୟ ବୁଝାମଣାରେ ପାରସ୍ପରିକ ସ୍ଥିତି ଆଲୋଚନା ଅଧିକ ସମସ୍ୟା ଦେଖାଦେଇଥାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି

ଶାହ ପଜିଟିଭ, ସୁସ୍ଥ ହେଲେ ବିଗ୍‌ ବି

Read More...

ଟୟେଟା କମ୍ପାଟ୍‌ ଏସ୍‌ୟୁଭି ବଜାର ପ୍ରବେଶ

ଟୟେଟା କମ୍ପାଟ୍‌ ଏସ୍‌ୟୁଭି ବଜାର ପ୍ରବେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page