ସୁନା ମୂଲ୍ୟରେ ବୃଦ୍ଧି

July 28, 2020, ଦେଶ, , Anupambharat News Bureau


ସୁନା ମୂଲ୍ୟରେ ବୃଦ୍ଧି
Anupambharat News Bureau
July 28, 2020

ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ୫୧,୬୬୦ ସପ୍ତାହିକ ଆଭରେଜ୍‌ ବୃଦ୍ଧି ହୋଇ ୫୦,୮୦୨.୮୬ ରହିବା ସହ ୧.୬୯% ରହିଛି । ଚଳିତ ଦିନରେ ସୁନା ୫୧,୬୫୦ ଟଙ୍କା ରହିଥିଲା । ସୁନା ଉଭୟ ବିଶ୍ୱରେ ୧୯୪୫.୩ ଆମେରିକା ଡଲାର ସହ ଭାରତୀୟ ବଜାର ୫୧,୬୬୦ ଟଙ୍କା ରହିଛି । ଭାରତୀୟ ବଜାର ଅଭିବୃଦ୍ଧି ସର୍ବନିମ୍ନ ୦.୨% ତୁଳନାରେ ସୁନା ମୂଲ୍ୟ ୦.୧୪% ରହିଥିବା ଜଣାଯାଇଛି । ସୁନା ଓ ଗୁରୁତ୍ୱପୂର୍ଣ୍ଣ ମେଟାଲ୍‌ ବିଶ୍ୱ ବଜାରରେ ମୂଲ୍ୟ ନିୟମିତ ଅଭିବୃଦ୍ଧି ହୋଇଛି । ଦର ମୂଲ୍ୟରେ ୬.୭୭% ବୃଦ୍ଧି ହୋଇ ଆଭରେଜ୍‌ ସୁନା ମୂଲ୍ୟ ୩୦ ଦିନରେ ୧୮୧୩.୭ ଆମେରିକା ଡଲାର ରହିଛି । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମେଟାଲ୍‌,ରୁପା ମୂଲ୍ୟ ଉତ୍ସାହଜନକ ବୃଦ୍ଧି ହୋଇଛି । ରୁପା ୦.୨% ବୃଦ୍ଧି ହୋଇ ୨୪.୬ ଆମେରିକା ଡଲାର ରହିଛି । ପ୍ଳାଟିନମ୍‌ ମୂଲ୍ୟରେ ଉନ୍ନତି ହୋଇଛି । ଗୁରୁତ୍ୱପୂର୍ଣ୍ଣ ମେଟାଲ୍‌ ପ୍ଳାଟିନମ୍‌ ୧.୨୧% ହ୍ରାସ ହୋଇ ୯୩୭.୦ ଆମେରିକା ଡଲାର ରହିଛି । ସୁନା ମୂଲ୍ୟରେ ୫୨,୪୨୫ ଟଙ୍କା ୧୦ଗ୍ରାମ ପିଛା ଏମ୍‌ସିଏକ୍ସ ସହିତ ୫୭.୬୭ ରହିଥିଲା । ଏମ୍‌ସିଏକ୍ସ ସୁନା ଭବିଷ୍ୟତରେ ଦେଶରେ ୦.୧୧% ବୃଦ୍ଧି ହୋଇ ୫୨୪୨୫.୦ ଟଙ୍କା ୧୦ଗ୍ରାମ ପିଛା ରହିବ । ପୂର୍ବ ସିଜନ୍‌ରେ ସୁନା ୨.୪୫% ବୃଦ୍ଧି ହୋଇ ୫୭.୬୭ ଟଙ୍କା ୧୦ଗ୍ରାମ ପିଛା ରହିଥିଲା । ଏମ୍‌ସିଏକ୍ସ ରୁପା ଭବିଷ୍ୟତରେ ଅଭିବୃଦ୍ଧି ୧.୦୫% ଓ ୬୯୮.୨୫ କେଜି ରହିଥିବାବେଳେ ୬୬,୫୦୦କେଜି ରହିଥିଲା । ସୁନା ମୂଲ୍ୟରେ ୫୧,୬୬୦ ଉତ୍ସାହଜନକ ବୃଦ୍ଧି ୫୭.୬୭ ରହିବା ସହ ୫୧୬୫୦.୦ ସହିତ ବିଶ୍ୱ ବଜାରରେ ଅଭିବୃଦ୍ଧି ୨.୭୫ ଡଲାର ରୁ ୧୯୪୫.୩ ଆମେରିକା ଡଲାର ରହିଥିବା ଜଣାଯାଇଛି । ସେହିପରି ଏମ୍‌ସିଏକ୍ସ ଭବିଷ୍ୟତ ମୂଲ୍ୟ ୫୭.୬୭ ବୃଦ୍ଧି ହୋଇ ୫୨,୪୨୫ ରହିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରିଷ୍ଠ ନାଗରିକ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି:  ଏସ୍‌ବିଆଇ,ବ୍ୟାଙ୍କ୍‌ ଅଫ୍‌ ବରୋଦା, ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌

ବରିଷ୍ଠ ନାଗରିକ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି: ଏସ୍‌ବିଆଇ,ବ୍ୟାଙ୍କ୍‌ ଅଫ୍‌ ବରୋଦା, ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌

Read More...

କରୋନା ମହାମାରୀ ପାଇଁ  ଗ୍ରାମଦେବତୀ ଓ ଗାଁ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

କରୋନା ମହାମାରୀ ପାଇଁ ଗ୍ରାମଦେବତୀ ଓ ଗାଁ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page