ବାତିଲ୍‌ ରହିବ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

August 06, 2020, ଓଡ଼ିଶା, , Anupambharat News Bureau


 ବାତିଲ୍‌ ରହିବ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ
Anupambharat News Bureau
August 06, 2020

ଭୁବନେଶ୍ୱର, ୬ା୮(ଅନୁପମ ମିଡିଆ): ଆସନ୍ତା କାଲି (ଶୁକ୍ରବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ରାଧିକ ବର୍ଷା ଦ୍ୱାରା ମୁମ୍ବାଇରେ ରେଳଧାରଣା ଉପରେ ପାଣି ଜମିରହିଥିବା ଯୋଗୁଁ ଗତକାଲି (ବୁଧବାର) ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ କୁ ବାତିଲ ରହିଥିଲା । ତେଣୁ ସଂଯୋଗକାରୀ ଟ୍ରେନ ନଆସିବା ଯୋଗୁଁ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଛାଡିବାକୁ କୋଣାର୍କ ସ୍ୱତନ୍ତ୍ର ଟ୍ରେନ ବାତିଲ ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖୋର୍ଦ୍ଧା ଏସପିଙ୍କୁ କରୋନା

ଖୋର୍ଦ୍ଧା ଏସପିଙ୍କୁ କରୋନା

Read More...

 ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ

ଶ୍ରାବଣ ମେଘ ଦେଲାନି:କରୋନାରେ କଲବଲ ଚାଷୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page