ବିଶ୍ୱର ଚତୁର୍ଥ ଧନୀ ମୁକେଶ

August 08, 2020, ଦେଶ, , Anupambharat News Bureau


ବିଶ୍ୱର ଚତୁର୍ଥ ଧନୀ ମୁକେଶ
Anupambharat News Bureau
August 08, 2020

ନୂଆଦିଲ୍ଲୀ:ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ଚେୟାର୍‌ମ୍ୟାନ୍‌ ମୁକେଶ ଅମ୍ବାନୀ ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ରହିଛନ୍ତି । ବିଲିୟାନାରୀ ମୁକେଶ ବିଶ୍ୱର ଚତୁର୍ଥ ଧନୀ ହେବାର ଗୌରବଲାଭ କରିଛନ୍ତି । ବ୍ଳମ୍‌ବଗ ବିଲିୟାନାରୀ ଇଣ୍ଡକ୍ସରେ ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍‌ ଲିଃ ଚେୟାର୍‌ମ୍ୟାନ୍‌ ଚତୁର୍ଥ ଧନୀ ତାଲିକାରେ ରହିଥିବା ଜଣାପଡିଛି । ମୁକେଶ ଅମ୍ବାନୀ ଆଉ ମାତ୍ର ତିନୋଟି ସ୍ଥାନ ପଛରେ ରହିଛ;ି । ଜେଫ୍‌ ବୋଜେସ୍‌ ,ବିଲ୍‌ ଗେଟ୍ସ ଓ ମାର୍କ ଜୁକେରବର୍ଗ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି । ପ୍ରକାଶଥାଉକି ତାଲିକାରେ ର୍ୟାଙ୍କିଙ୍ଗ୍‌ରେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଅମ୍ବାନୀ ରହିବା ସହ ତାଙ୍କ ପଛରେ ବର୍ଣ୍ଣାଡ୍‌ ଏନୋଲଫ, ୱାରେନ୍‌ ବଫେଟ୍‌, ଷ୍ଟିଭ୍‌ ବାଲ୍‌ମେର୍‌, ଲେରୀ ପେଚ୍‌,ସରଗେ ବ୍ରିନ୍‌,ଏଲୋନ୍‌ ମୁସ୍କ ରହିଛନ୍ତି । ଅମ୍ବାନୀ ଦଶଟି ସ୍ଥାନ ଇଣ୍ଡକ୍ସରେ ଉପରକୁ ଉଠିଛନ୍ତି । ଜାନୁୟାରୀ ସେୟାର୍‌ ୧୪୫% ରହିବା ସହ ସର୍ବନିମ୍ନ ୮୬୭.୮୨ ମାର୍ଚ୍ଚରେ କମ୍ପାନୀ ଜୁକେର୍‌ବର୍ଗ ବୋର୍ଡ ରହିଛି । ଅମ୍ବାନୀ ଶ୍ରେଷ୍ଠ ୫ ବିଲିୟାନାରୀ ଗୁରୁତ୍ୱପୂର୍ଣ୍ଣ ଭାବେ ବହୁ କାରଣ ଯୋଗୁଁ ଦଶନ୍ଧିରେ ରହିଥିବା ଜଣାଯାଇଛି । ବିଶ୍ୱର ଶ୍ରେଷ୍ଠ ପଞ୍ଚମ ଧନୀ ତୁଳନାରେ ସାମାନ୍ୟ ପରିବର୍ତ୍ତନ ଗ୍ରୁପ ପ୍ରାଧାନ୍ୟ ଆମେରିକା ରହିଥିବାବେଳେ ଗୋଟିଏ ଓ ଦୁଇଜଣ ୟୁରୋପିୟନ୍‌ ଏବଂ ମେକ୍ସିଆନ୍‌ ରହିଛନ୍ତି ।
ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ନିମ୍ନରେ ଉଲ୍ଲେଖ ହୋଇଛି :୧.ଜେଫ୍‌ ବୋଜେସ୍‌ ନେଟ୍‌ୱାର୍ଥ ୧୮୭ ବିଲିୟନ୍‌ ଡଲାର,୨. ବିଲ୍‌ ଗେଟ୍ସ ନେଟ୍‌ ୱାର୍ଥ ୧୨୧ ବିଲିୟନ୍‌ ଡଲାର,୩.ମାର୍କ ଜୁକେରବର୍ଗ ନେଟ୍‌ ୱାର୍ଥ ୧୦୨ ବିଲିୟନ୍‌ ଡଲାର, ୪. ମୁକେଶ ଅମ୍ବାନୀ ନେଟ୍‌ ୱାର୍ଥ ୮୦.୬ ବିଲିୟନ୍‌ ଡଲାର, ୫. ବର୍ଣ୍ଣାଡ୍‌ ଏନୋଲଫ ନେଟ୍‌ ୱାର୍ଥ ୮୦.୨ ବିଲିୟନ୍‌ ଡଲାର, ୬.ୱାରେନ୍‌ ବଫେଟ୍‌ ନେଟ୍‌ ୱାର୍ଥ ୭୯.୨ ବିଲିୟନ ଡଲାର, ୭. ଷ୍ଟିଭ୍‌ ବାଲ୍‌ମେର ନେଟ୍‌ ୱାର୍ଥ ୭୬.୪ ବିଲିୟନ୍‌ ଡଲାର, ୮. ଲେରୀ ପେଜ୍‌ ନେଟ୍‌ ୱାର୍ଥ ୭୧.୩ ବିଲିୟନ୍‌ ଡଲାର,୯.ସରଗେ ବ୍ରେନ୍‌ ନେ ଟ୍‌ୱାର୍ଥ ୬୯.୧ ବିଲିୟନ୍‌ ଡଲାର,୧୦.ଏଲୋନ୍‌ ମୁସ୍କ ନେଟ୍‌ୱାର୍ଥ ୬୮.୭ ବିଲିୟନ୍‌ ଡଲାର ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ଫ୍ରାନ୍ସ ବୁଟେନ୍‌କୋର୍ଟ ମଇୟେ, ଲାରୀ ଏଲିସନ୍‌, ମେକେନ୍‌ଞ୍ଜି ସ୍କେଟ୍‌, ରେବ୍‌ ୱାଲଟନ୍‌, ଜିମ୍‌ ୱାଲଟନ୍‌, ଆଲିସ୍‌ ୱାଲଟନ୍‌, ଏମାନ୍‌ର୍ସିଓ ଅର୍ଟିଗା, ଚାର୍ଲସ୍‌ କୋଚ୍‌, ଜୁଲିୟା ଫ୍ଳେସ୍‌ର୍‌ କୋଚ୍‌, ପନେ ମା, ଜାର୍କ ମା, ଚାର୍ଲେସ୍‌ ସ୍ଳିମ୍‌, ଜ୍ୟାକ୍‌ଲିନ୍‌ ମାର୍କସ୍‌, ଜନ୍‌ ମାର୍କସ, ଡାନ୍‌ ଗିଲ୍‌ବ୍ରେଟ୍‌, ଫ୍ରାନ୍‌ସିସ୍କୋ ପିନାୟୁଲଫ, ଫିଲ୍‌ ନାଇଟ୍‌, ମାଇକେଲ୍‌ ଡେଲ୍‌,ଜିଓଭାନି ଫେରିର୍‌, ହୁ୍ୟ କା ୟାନ୍‌, ଲେନ୍‌ ବ୍ଳାଭାଣ୍ଟିକ୍‌, ଲୁରେନି ପାୱଲେ୍‌ ଜବ୍ସ, କଲିନ୍‌ ହୁ୍ୟଅଙ୍ଗ୍‌,ଆଲିନ୍‌ େୱଦିର୍‌ମେର୍‌, ଗେରାଡ୍‌ େୱଦର୍‌ମେର୍‌, ଅବେ ଜନ୍‌ସନ୍‌ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ

ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ

Read More...

ଦୁବାଇ-କୋଝିକୋଡ ବିମାନ ଦୁର୍ଘଟଣା:  ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡ଼ିଜିପି

ଦୁବାଇ-କୋଝିକୋଡ ବିମାନ ଦୁର୍ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡ଼ିଜିପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page