ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ

August 08, 2020, ଦେଶ, , Anupambharat News Bureau


ଚେକ୍‌ ଜମାକୁ ଅଧିକ ବଢ଼ାଇବା ଓ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇର ଗୁରୁତ୍ୱ
Anupambharat News Bureau
August 08, 2020

ନୂଆଦିଲ୍ଲୀ:ଚେକ୍‌ ଜମାକୁ ଅଧିକ ସୁରକ୍ଷିତ କରିବା ଦିଗରେ ଆର୍‌ବିଆଇ ଗୁରୁତ୍ୱ ଦେଉଛି । ଚେକ୍‌ରେ ଜମାକୁ ଅଧିକ ସୁରକ୍ଷିତ ତଥା ସକରାତ୍ମକ କରିବା ପାଇଁ ଏଦିଗରେ ପ୍ରୋତ୍ସାହନ କରାଯାଇଛି । ସକରାତ୍ମକ ଜମା କରିବା ଚେକ୍‌ର ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ୍ୱ ହୋଇଥାଏ, ତେବେ ସକରାତ୍ମକ ଜମା ପ୍ରକି୍ରୟା ଗ୍ରାହକଙ୍କୁ ଏଦିଗରେ ଚେକ୍‌ କ୍ଳିକ୍‌ ପିଚର୍‌ ଚେକ୍‌ ପୂର୍ବରୁ ହେଣ୍ଡଲିଂ କରିବାସହ ଲାଭଦାୟକ ଭାବେ ଅପ୍‌ଲୋଡ୍‌ ବ୍ୟାଙ୍କ୍‌ ମୋବାଇଲ୍‌ ଅପ୍ଳିକେସନ୍‌ କରିପାରିବ । ଚେକ୍‌ ଜମାକୁ ସୁରକ୍ଷିତ ବଢ଼ାଇବା ଦିଗରେ ଆର୍‌ବିଆଇ ଅଧିକ ଗୁରୁତ୍ୱ ଦେଇଛି । ଯେଉଁ ଚେକ୍‌ର ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ୍ୱ ହୋଇଥିବ ତାହାକୁ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ୍‌ ପ୍ରକାଶ କରିବା ସହ ଦ୍ୱି-ମାସିକ ନୀତିରେ ସମୀକ୍ଷା କରାଯିବ ବୋଲି ଘୋଷଣା କରିଥିଲେ । ୫୦ ହଜାର ସୀମିତ ରହିଥିଲେ ୨୦ ପ୍ରତିଶତ ଟ୍ରାଞ୍ଜେକସନ୍‌ ଭେଲୁ୍ୟ ଓ ୮୦ ପ୍ରତିଶତ ଭେଲୁ୍ୟ ରହିବା ସହ ଅତିରିକ୍ତ ପରିଚାଳନା ନିୟମାବଳୀ ଖୁବ୍‌ଶୀଘ୍ର ଜାରି ହେବ । ସକରାତ୍ମକ ଜମା ଠକେଇ ସ୍ଥିତି ପ୍ରତିକାର କରିବା ସହ ଅଧିକ ବ୍ୟବସାୟିକ ବ୍ୟାଙ୍କ୍‌ ରୁ କମ୍ପାନୀ ସୁରକ୍ଷା ଦେଇଥିବା ନକଲି କାରବାର ଅଧିକ ସତର୍କତା କରାଯାଇପାରିବ । ଏହାର ଆବଶ୍ୟକତା ଅନୁସାରେ ସେୟାର୍‌ ସମ୍ପୂର୍ଣ୍ଣ ପ୍ରସଙ୍ଗ୍‌ ଚେକ୍‌ ନମ୍ବର, ଚେକ୍‌ ତାରିଖ, ଜମାକାରୀଙ୍କ ନାମ, ଆକାଉଣ୍ଟ ନମ୍ବର, ଆକାଉଣ୍ଟ ସମସ୍ତ ରହିଛି । ଚେକ୍‌ର ସାମ୍ନାପଟ ଓ ରିଭର୍ସ ସାଉଡ୍‌ ଚେକ୍‌ ପୂର୍ବରୁ ହେଣ୍ଡିଂ ଲାଭଦାୟକ ହୋଇପାରିବ । ଚେକ୍‌ ଜମାରାଶି ଉପରେ ଲାଭଦାୟକ ସ୍ଥିତିକୁ ବଢ଼ାଇବା ଚେକ୍‌ର ସମ୍ପୂର୍ଣ୍ଣ ବିବରଣୀ ଓ ତୁଳନା କରାଗଲେ ବ୍ୟାଙ୍କ୍‌ରେ ସକରାତ୍ମକ ଜମା ହୋଇଛି । ଯଦି ସମ୍ପୂର୍ଣ୍ଣ ଚେକ୍‌ ଯେଉଁ ସ୍ଥିତି ଦେଖା ଦେଇଛି,ସେ୍‌ଥିରେ ସମାନ ତଥ୍ୟ ମେଳଖାଉନି । ୨୦୧୬ରେ ଦ୍ୱିତୀୟ ସର୍ବବୃହତ ବେସରକାରୀ ଋଣ ପ୍ରଦାନକାରୀ ଆଇସିଆଇସିଆଇ ବ୍ୟାଙ୍କ୍‌ ସମସ୍ତ ପ୍ରକାର ସୁବିଧା ଚେକ୍‌ରେ ମୂଲ୍ୟ ନିର୍ଦ୍ଧାରଣ ହୋଇ ଥାଏ । ଏଭଳି ସ୍ଥିତିରେ ବ୍ୟାଙ୍କ୍‌ ଚେକ୍‌ ଅନୁସାରେ ଗ୍ରାହକ ପୂର୍ବରୁ ଜମା କରିବା ସହ ଲାଭଦାୟକ ଆକାଉଣ୍ଟ ରହିଥାଏ । ପୂର୍ବରୁ ସମ୍ପୂର୍ଣ୍ଣ କ୍ଳିୟରିଂ ଟ୍ରାନ୍ସଫର୍ମ ଅଫ୍‌ ପାଣ୍ଠି ହୋଇଛି । ବ୍ୟାଙ୍କ୍‌ କାର୍ଯ୍ୟନିର୍ବାହୀ କ୍ରସ୍‌ ଚେକ୍‌ ସମ୍ପୂର୍ଣ୍ଣ ବିବରଣୀ ଚେକ୍‌୍‌ ସହିତ କ୍ଳିୟରନ୍ସ ସହିତ ଗୋଟିଏ ସେୟାର୍‌ ଗ୍ରାହକ ଅତିରିକ୍ତ,ବ୍ୟାଙ୍କ୍‌ ବିଶେଷଜ୍ଞ ପକ୍ଷରୁ କୁହାଯାଇଛି । ଯେକୌଣସି ଚେକ୍‌ର ଟେକ୍ନୋ ଲୋଜି ସହାୟତା ନିଆଯିବା ସହ ସାମାନ୍ୟ ଠକେଇ ହେଲେ ଏହାକୁ କ୍ଳିୟର୍‌ କରାଯିବନାହିଁ । ଜମାରାଶି ଅର୍ଥକୁ ସୁରକ୍ଷିତ ରଖାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧ ଟଙ୍କା ଦାନରେ ରାମ ମନ୍ଦିର

୧ ଟଙ୍କା ଦାନରେ ରାମ ମନ୍ଦିର

Read More...

ବିଶ୍ୱର ଚତୁର୍ଥ ଧନୀ ମୁକେଶ

ବିଶ୍ୱର ଚତୁର୍ଥ ଧନୀ ମୁକେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page