ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ବଢିଲା

November 30, 2022, ଓଡ଼ିଶା, , Anupambharat News Bureau


ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ବଢିଲା
Anupambharat News Bureau
November 30, 2022


ଭୁବନେଶ୍ୱର, ୩୦ା୧୧ (ଅନୁପମ ମିଡିଆ): ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ଗାଡି ଚାଳକଙ୍କୁ ପୁଣି ମାସେ ମହଲତ ମିଳିଛି । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁଡିସେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି ।
ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ପାଇଁ ବୁକିଂ ହୋଇଥିଲା କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଓଆରଏଚଡିସି ଦୁର୍ନୀତି  : ବିନୋଦ କୁମାରଙ୍କୁ ତିନି ବର୍ଷ ଜେଲ୍‌

ଓଆରଏଚଡିସି ଦୁର୍ନୀତି : ବିନୋଦ କୁମାରଙ୍କୁ ତିନି ବର୍ଷ ଜେଲ୍‌

Read More...

ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌  :ଶିଳ୍ପ ଜଗତରେ ନୂତନ ଅଧ୍ୟାୟ

ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ :ଶିଳ୍ପ ଜଗତରେ ନୂତନ ଅଧ୍ୟାୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page