ଧଉଳି ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ : ଶାନ୍ତିର କୌଣସି ବିକଳ୍ପ ନାହିଁ ­ :ନବୀନ

October 28, 2022, ଓଡ଼ିଶା, , Anupambharat News Bureau


ଧଉଳି ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ : ଶାନ୍ତିର କୌଣସି ବିକଳ୍ପ ନାହିଁ ­ :ନବୀନ
Anupambharat News Bureau
October 28, 2022


ଭୁବନେଶ୍ୱର, ୨୮ା୧୦(ଅନୁପମ ମିଡିଆ): ­ ଶାନ୍ତିର କୌଣସି ବିକଳ୍ପ ନାହିଁ । ସମସ୍ତ ଯୁଗରେ ଶାନ୍ତିର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଏକ ସୁନ୍ଦର ବିଶ୍ୱ ଗଢି ତୋଳିବାକୁ ଶାନ୍ତି ହିଁ ଏକମାତ୍ର ବିକଳ୍ପ । ଧଉଳି ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ବୌଦ୍ଧ ସନ୍ୟାସୀ ମାନେ ଭାଗ ନେବାକୁ ଧଉଳି ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ କରିଛନ୍ତି ଯେ ­ଆସ;ୁ ସମସ୍ତେ ମିଶି ଶାନ୍ତିର ବାର୍ତ୍ତାକୁ ପ୍ରଚାର କରିବା ଓ ବିଶ୍ୱକୁ ଆଗାମୀ ପୀଢି ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବେ ତିଆରି କରିବା । ଓଡିଶାର ଇତିହାସ ଧଉଳି ଓ କଳିଙ୍ଗ ଯୁଦ୍ଧରୁ ଆରମ୍ଭ ହୁଏ । ଏହି ଯୁଦ୍ଧରେ ଭୀଷଣ ରକ୍ତପାତ ହୋଇଥିଲା । ଏହା ସତ୍ତେ୍ୱ ଧଉଳି ମାନବିକତାର ନୈତିକ ବିଜୟର ଗୀତ ଗାଉଛି । ଏହା ହେଉଛି ସେହି ସ୍ଥାନ ଯେଉଁ ଠାରେ ଅଶୋକ ବୁଝି ପାରିଥିଲେ ଯେ ଯୁଦ୍ଧ, ରକ୍ତପାତରୁ କିଛି ମିଳେ ନାହିଁ । ସେ ବୌଦ୍ଧ ମତ ଗ୍ରହଣ କରିଥିଲେ । ଧଉଳି ବିଶ୍ୱର ଇତିହାସକୁ ବଦଳାଇ ଦେଇଥିଲା ଓ ବୈଶ୍ୱିକ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଖିବୁଜିଲା ପ୍ରେମା

ଆଖିବୁଜିଲା ପ୍ରେମା

Read More...

ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ

ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page