ଓଜେଇଇ ରେଜଲଫ ଏମ୍‌ବିଏରେ ପ୍ରଦୀପ, ଏମ୍‌ସିଏରେ ସ୍ମିତାରାଣୀ ଟªର

June 19, 2019, ଓଡ଼ିଶା, , Anupambharat News Bureau


ଓଜେଇଇ ରେଜଲଫ ଏମ୍‌ବିଏରେ ପ୍ରଦୀପ, ଏମ୍‌ସିଏରେ ସ୍ମିତାରାଣୀ ଟªର
Anupambharat News Bureau
June 19, 2019

ଭୁବନେଶ୍ୱର, ୧୯ା୬ (ଅନୁପମ ମିଡିଆ) : ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୧୯(ଓଜେଇଇ)ର ଫଳ ପ୍ରକାଶ ପାଇଛି । ଉଭୟ ଅନଲାଇନ ଓ ଅଫ୍‌ଲାଇନ ରେଜଲଫ ପ୍ରକାଶ ପାଇଛି । ଏମ୍‌ବିଏରେ ପ୍ରଦୀପ କୁମାର କମ୍ପ ଟªର ହୋଇଛନ୍ତି । ଏମ୍‌ସିଏରେ ସ୍ମିତାରାଣୀ ଚୌଧୁରୀ ଟªର ହୋଇଛନ୍ତି । ସେହିପରି ଏମ୍‌.ଟେକରେ ପ୍ରଦୀପ କୁମାର ବାରିକ, ଏମ୍‌. ଫାର୍ମରେ ଅତୁ୍ୟର୍ମିଲା ଚକ୍ରବର୍ତ୍ତୀ ଟªର ହୋଇଛନ୍ତି । ବି.ଫାର୍ମରେ ସମୀର କୁମାର ପାଢ଼ୀ, ଫାର୍ମାସି ଲ୍ୟାଟେରାଲ ଏଣ୍ଟ୍ରିରେ ଅମିତ କୋଟାଲ ଏବଂ ବିଏସ୍‌ସିର ଲ୍ୟାଟେରାଲ ଏଣ୍ଟ୍ରିରେ ଭବାନୀ ଶଙ୍କର ବେହେରା ଟªର ହୋଇଛନ୍ତି । ସେହିପରି ଇଣ୍ଟିଗ୍ରେଟେଡ ଏମ୍‌ ବିଏରେ ସ୍ୱୀକୃତି ମହାପତ୍ରା ଟªର ହୋଇଥିବା ବେଳେ ଲ୍ୟାଟେରୀ ଏଣ୍ଟ୍ରି ଏମ୍‌ସିଏରେ ସୁମନ୍ତ ପାତ୍ର ଟªର ହୋଇଛନ୍ତି । ଚଳିତ ବର୍ଷ ଅଫଲାଇନ୍‌ରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍‌ଲାଇନ୍‌ରେ ୧୩ ହଜାର ୯୧୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ୍‌ କୋର୍ସରେ ନାମ ଲେଖାଇବେ । ମଇ୧୮ରେ ଓଜେଇଇ ଅଫ୍‌ ଲାଇନ୍‌ ପରୀକ୍ଷା ହୋଇଥିବାବେଳେ ଜୁନ୍‌ ୮ ଓ ୯ରେ ଅନ୍‌ ଲାଇନ୍‌ ପରୀକ୍ଷା ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

Read More...

୨୧ରେ ଯୁକ୍ତ ଦୁଇ  କଳା, ବାଣିଜ୍ୟ ରେଜଲଫ

୨୧ରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page