ପିକ୍‌ଅପ ଭ୍ୟାନରୁ ଗୋ ମାଂସ ଜବତ

June 28, 2019, ଓଡ଼ିଶା, , Anupambharat News Bureau


ପିକ୍‌ଅପ ଭ୍ୟାନରୁ ଗୋ ମାଂସ ଜବତ
Anupambharat News Bureau
June 28, 2019

ଜଳେଶ୍ୱର,୨୮ା୬ (ଅନୁପମ ମିଡିଆ): ୬୦ନଂ ଜାତୀୟ ରାଜପଥର ଚଲନ୍ତି ନିକଟରେ ଶୁକ୍ରବାର ଦିନ ୫.୩୦ମି ସମୟରେ ଏକ ଦୂର୍ଘଟଣା ଗ୍ରସ୍ତ ପିକ୍‌ଅପ ଭ୍ୟାନରୁ ଜଳେଶ୍ୱର ପୋଲିସ ଗୋ ମାଂସ ଜବତ କରିବା ଘଟଣା ଏଠାରେ ଚାଂଚଲ୍ୟ ସୃଷ୍ଟି କରିଛି । ଚାଲନ୍ତିଠାରେ ଏକ କଣେଫନର ରାସ୍ତା କଡରେ ଛିଡା ହୋଇଥିବା ବେଳେ ଭଦ୍ରଖରୁ ଆସୁଥିବା ଏକ ଦ୍ରୁତଗାମୀ ପିକଅପ ଭ୍ୟାନ କଣେଫନର ପଛରେ ଧMା ଦେଇଥିଲା । ଦୂଘଟଣା ପରେ ପିକଅପ ଭ୍ୟାନର ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପିକଅପ ଭ୍ୟାନ ମଧ୍ୟରୁ ଗୋ ମାଂସକୁ ଜବତ କରିଥିଲେ । ଏହି ମାଂସକୁ ମାଟିତଳେ ପୋତା ଯାଇଥିବା ବେଳେ ମାଂସର ନମୂନାକୁ ଯାଂଚ ପାଇଁ ଜଳେଶ୍ୱର ପ୍ରାଣି ଚିକିସିାଳୟକୁ ପଠାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମା’ ଝିଅଙ୍କ ପାଖରୁ ଲୁଟିନେଲେ ଗହଣା

ମା’ ଝିଅଙ୍କ ପାଖରୁ ଲୁଟିନେଲେ ଗହଣା

Read More...

ରାତ୍ରୀକାଳୀନ ବସ୍‌ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍‌ କରି ଦୁଇ ଗିରଫ

ରାତ୍ରୀକାଳୀନ ବସ୍‌ ଯାତ୍ରୀଙ୍କ ଠାରୁ ଟଙ୍କା ଲୁଟ୍‌ କରି ଦୁଇ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page