ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

February 24, 2021, ଓଡ଼ିଶା, , Anupambharat News Bureau


ମଇ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା
Anupambharat News Bureau
February 24, 2021


ଭୁବନେଶ୍ୱର, ୨୪ା୨(ଅନୁପମ ମିଡ଼ିଆ): ଆସନ୍ତା ମଇ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ମଇ୧୮ରୁ ଆରମ୍ଭ ହୋଇ ଜୁନ୍‌ ୧୨ରେ ଶେଷ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଗୋଟିଏ ତାରିଖରୁ ଆରମ୍ଭ ହେବ । ସେହିିପରି ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମଇ ୨୮ ତାରିଖରେ ହେବ ବୋଲି ସୂଚନା ରହିଛି । ଏଥର ସାଇନ୍ସ ପରୀକ୍ଷା ଫିଜିକ୍ସରୁ ଆରମ୍ଭ ହେବ । ସେହିପରି କଳା ଓ ବାଣିଜ୍ୟ ଛାତ୍ରୀ ପ୍ରଥମ ଦିନ ଇଂରାଜୀ ପରୀକ୍ଷାଦେବେ । ପ୍ରକାଶ ଥାଉକି କରୋନା ଯୋଗୁ ଦୀର୍ଘ ୯ମାସ ଧରି କଲେଜ ବନ୍ଦ ରହିବା ପରେ ଗତ ଜାନୁୟାରୀରେ ଖୋଲିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ

କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍‌ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା ୨ କୁ ବୃଦ୍ଧି : ୨୪ ଆହତ

Read More...

ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା

ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page