କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ

March 15, 2021, ବିଦେଶ, , Anupambharat News Bureau


କମଲ ହାସନଙ୍କ ଗାଡି ଉପରେ ଆକ୍ରମଣ
Anupambharat News Bureau
March 15, 2021


ପ୍ରଥମେ ଅଭିନେତା ଓ ପରେ ନେତା ପାଲଟିଥିବା ତଥା ମMାଲ ନିହି ମାୟାମ (ଏମ୍‌ଏନଏମ) ଦଳର ମୁଖ୍ୟ ରହିଥିବା କମଲ ହାସନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି । ଆସନ୍ତା ଅପ୍ରେଲ ୬ ତାରିଖରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ର୍ନିବାଚନ ପାଇଁ ପ୍ରଚାର ସାରି କମଲ ହାସନ ଏଠାରେ ଥିବା ଏକ ହୋଟେଲକୁ ଫେରୁଥିବା ବେଳେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ହାସନ ଯଦିଓ ଆହତ ହୋଇନାହାନ୍ତି ତଥାପି ତାଙ୍କ ଗାଡିର ୱିଣ୍ଡସ୍କ୍ରିନ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଏମଏନଏମ ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଏ ଜି ମòର୍ଯ୍ୟ ଟୁଇଟ୍‌ କରି କହିଛନ୍ତି ଯେ ତାଙ୍କ ଦଳର ମୁଖ୍ୟଙ୍କ କାର୍‌ ୱିଣ୍ଡସ୍କ୍ରିନ ନଷ୍ଟ ହୋଇଯାଇଛି ଏବଂ ହାସନଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଧରି ହାସନ ପୁଲିସକୁ ହସ୍ତାନ୍ତର କରଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌

ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌

Read More...

ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

ବଟଲା ହାଉସ ଏନ୍‌କାଉଣ୍ଟର ମାମଲା : ଅରିଜ ଖାନକୁ ଫାଶୀ ଦଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page