ଖବର ସଂଗ୍ରହ

.



ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

Anupambharat News Bureau | ଓଡ଼ିଶା | | 377 | Read...

ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

ଭୁବନେଶ୍ୱର,୪ ।୬ ।(ଅନୁପମ ମିଡିଆ):ଓଡ଼ିଶା ହାସ୍ୟ ଅଭିନେତା ସଲିଲ୍‌ ମିତ୍ରଙ୍କ ପରଲୋକ ହୋଇଛି । ସୋମବାର ଦିନ ରାତି ଏକ ଘରୋଇ ହସ୍ପିଟାଲରେ ଚିକିସିାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ଗତ ୧୨ ତାରିଖରେ କେନ୍ଦୁଝର ଘଟଗାଁ ଛ



ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

Anupambharat News Bureau | ଦେଶ | | 376 | Read...

ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

ଜୟପୁର: ଗୁଜରାଟରରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରେ ପୁଣି ଏକ ସୁଉଚ୍ଚ ମୂର୍ତ୍ତି ଏବେ ଚର୍ଚ୍ଚାରେ । ରାଜସ୍ଥାନରେ ସଂହାରକର୍ତ୍ତା ଶିବଙ୍କର ଉଚ୍ଚତମ ମୂର୍ତ୍ତି ଏବେ ର୍ନିମ



ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା

Anupambharat News Bureau | ବିଦେଶ | | 375 | Read...

ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା

ଆବୁଧାବି/ଇସ୍‌ଲାମାବାଦ: ମହଙ୍ଗା ପଡ଼ିଲା ସାଉଦିଆରବ ରାଜାଙ୍କୁ ବ୍ୟବହାର ଖରାପ କରିବା । ସାଉଦିଆରବର ରାଜା ସଲମାନ୍‌ ବିନ୍‌ ଅବଦ୍ଦୁଲାଜିିଜ୍‌ କହିଛନ୍ତି ଯେ, ପାକିସ୍ତାନ ଚିଷ୍ଠାଚାର ଜାଣି ନାହିଁ । ତେଣୁ ତାହାର ଅଭଦ୍ରଚ



ମହିଳାଙ୍କୁ ହତ୍ୟା କରି ସେକ୍ସ କରୁଥିବା କୁଖ୍ୟାତ ଅପରାଧୀ ଗିରଫ

Anupambharat News Bureau | ଦେଶ | | 374 | Read...

ମହିଳାଙ୍କୁ ହତ୍ୟା କରି ସେକ୍ସ କରୁଥିବା କୁଖ୍ୟାତ ଅପରାଧୀ ଗିରଫ

କୋଲକାତା: ଶୀର୍ଷକ ପଢ଼ି ଆପଣମାନେ ନିଶ୍ଚିତ ଏକ କ୍ରାଇମ୍‌ ଥ୍ରୀଲର୍‌ ଫିଲ୍ମ କଥା ଭାବୁଥିବେ । କି;ୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଦୀର୍ଘଦିନ ହେଲା ମହିଳାଙ୍କୁ ପ୍ରଥମେ ହତ୍ୟା ଓ ପରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ



ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

Anupambharat News Bureau | ଓଡ଼ିଶା | | 373 | Read...

ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

ନବରଙ୍ଗପୁର,୪ା୬ (ଅନୁପମ ମିଡିଆ): ନବରଙ୍ଗପୁର ଜିଲାର ୨ ଜଣ ୧୦ମ ଶ୍ରେଣୀ ଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇ ସୋମବାର ଅହମ୍ମଦାବାଦ ଗସ୍ତ କରିଛନ୍ତି । ଛାତ୍ରୀ ୨ ଜଣ ହେଲେ ଇପସିତା ଦାଶ ଓ ମିତା ହରିଜନଛ ଟାଟାଷ୍ଟିଲ ପକ୍ଷରୁ ହୋ



ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ

Anupambharat News Bureau | ଓଡ଼ିଶା | | 372 | Read...

ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ

ଜୟପୁର,୪ା୬ (ଅନୁପମ ମିଡିଆ): କୋରାପୁଟ ଜିଲା ପୁଲିସ୍‌ କୁ ଏକ ବଡ ସଫଳତା ମିଳିଛି । ସୋମବାର ରାତ୍ରରେ ଜୟପୁର, ବୌପାରିଗୁଡା ଓ ବୋରିଗୁମ୍ମା ଅଂଚଳରୁ ୧୧ ଅପରାଧିଙ୍କୁ ଗିରଫ କରାଯାଇଥିବା ଆଜି ଏସ୍‌ଡିପିଓ ସାଗରିକା ନାଥ ଏକ ସାମ୍



୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

Anupambharat News Bureau | ଓଡ଼ିଶା | | 371 | Read...

୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

ଅନୁଗୋଳ,୪ା୬(ଅନୁପମ ମିଡିଆ): ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଏଦିଗରେ ୧୦୮ ଆମ୍ବୁଲାନ୍ସ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଗ୍ରାମାଞ



ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

Anupambharat News Bureau | ଓଡ଼ିଶା | | 370 | Read...

ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

ନିଶ୍ଚିନ୍ତକୋଇଲି ୪ା୬ (ଅନୁପମ ମିଡିଆ) : ଆଜି ପବିତ୍ର ସାବିତ୍ରୀ ବ୍ରତ ହୋଇଥିଲା ବେଳେ ହିନ୍ଦୁମହିଳାମାନେ ବ୍ରତ ରଖି ପୂଜାର୍ଚ୍ଚନା କରୁଥିଲା ବେଳେ ଅଭିରାମ ମଲ୍ଲିକଙ୍କ ସ୍ତ୍ରୀ ପାର୍ବତ ପୂଜାସାରି ସ୍ୱାମୀଙ୍କୁ ନମସ୍କାର ହେ



ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

Anupambharat News Bureau | ଓଡ଼ିଶା | | 369 | Read...

ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

ସମ୍ବଲପୁର,୪ା୬(ଅନୁପମ ମିଡିଆ): ସମ୍ବଲପୁର ସନ୍ତରଣାଗାର ପରିସର ପାଖ ଉନ୍ନୟନ କର୍ତୃପକ୍ଷ ମାର୍କେଟ କମ୍ପ୍ଲେକ୍ସ ଠାରେ ନିର୍ମାଣାଧୀନ ପ୍ରେକ୍ଷାଳୟ ଆଗାମୀ ବର୍ଷ ଶେଷ ସୁଦ୍ଦା କାର୍ଯ୍ୟକ୍ଷମ ହେବ । ବହୁତଳ ବିଶିଷ୍ଟ ଏହି ପ୍ରକଳ



ହାତୀ ଆକ୍ରମଣରେ ବୃଦ୍ଧା ମୃତ

Anupambharat News Bureau | ଓଡ଼ିଶା | | 368 | Read...

 ହାତୀ ଆକ୍ରମଣରେ ବୃଦ୍ଧା ମୃତ

କେନ୍ଦୁଝର, ୪ା୬: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ, ତେଲକୋଇ



ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

Anupambharat News Bureau | ଓଡ଼ିଶା | | 367 | Read...

ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

ଜଳେଶ୍ୱର,୪ା୬ (ଅନୁପମ ମିଡିଆ): ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ପାଳନ କରିଥାନ୍ତି ପବିତ୍ର ସାବିତ୍ରୀ ବ୍ରତ । ମାତ୍ର ଏହି ସାବିତ୍ରୀ ବ୍ରତ ଦିନ ବ୍ରତ ପାଳନ କରିଥିବା ନିଜର ସ୍ତ୍ରୀକୁ ମଦ୍ୟପ ସ୍ୱାମୀ ମରଣାନ୍ତକ ମା



ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ

Anupambharat News Bureau | କ୍ରୀଡ଼ା | | 366 | Read...

ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ

ଟେଣ୍ଟବ୍ରିଜ (ନଟିଂହାମ): ନଟିଂହାମ (ଇଂଲଣ୍ଡ)ର ଟେଣ୍ଟବ୍ରିଜରେ ଚାଳିଥିବା ବିଶ୍ୱକପ୍‌ କ୍ରିକେଟ ୨୦୧୯ର ୬ଷ୍ଠ ମ୍ୟାଚରେ ଇଂଲଣ୍ଡକୁ ୧୪ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ । ଦ୍ୱିତୀୟ ପାଳିରେ ୩୪୯ ରନର ବିରାଟ ଲକ୍ଷ୍ୟକୁ ପିଛ



ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ, କମିଲା ପାସ୍‌ ହାର

Anupambharat News Bureau | ଓଡ଼ିଶା | | 365 | Read...

ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ,  କମିଲା ପାସ୍‌ ହାର

ଭୁବନେଶ୍ୱର,୩ ।୬(ଅନୁପମ ମିଡିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ରେଜଲଫ ସୋମବାର ପ୍ରକାଶ ପାଇଛି । ଚଳିତ ବର୍ଷ ୯୭,୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଛାତ୍ରଛା



ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ

Anupambharat News Bureau | ଦେଶ | | 364 | Read...

 ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ

ନୂଆଦିଲ୍ଲୀ, ୩ା୬: ଅରୁଣାଚଳ ପ୍ରଦେଶରୁ ସୋମବାର ଅପରାହ୍ନ ୧ଘଣ୍ଟା ସମୟରେ ଭାରତୀୟ ବାୟୁସେନାର ଏକ ବିମାନ ୩୨-ଟ୍ରାନ୍ସପୋର୍ଟ ଏୟାରକ୍ରାଫଫ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଜଣାଯାଇଛି । ଉକ୍ତ ବିମାନରେ ପାଞ୍ଚଜଣ ଯାତ୍ରୀଙ୍କ ସମେ



୨୦ରୁ ରାଜ୍ୟସଭା ଅଧିବେଶନ

Anupambharat News Bureau | ଦେଶ | | 363 | Read...

୨୦ରୁ ରାଜ୍ୟସଭା ଅଧିବେଶନ

ନୂଆଦିଲ୍ଲୀ,୩ା୬: ପାର୍ଲମେଣ୍ଟର ବଜେଟ୍‌ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଜୁଲାଇ ୨୬ରେ ଶେଷ ହେବ ବୋଲି ସର୍ବୋଚ୍ଚ ସଦନର ସଚିବ ସୂଚନା ଦେଇଛନ୍ତି । ଏନେଇ ରାଷ୍ଟ୍ରପତି ରା



ବିଳମ୍ବରେ ପହଞ୍ଚିବ ମୌସୁମୀ

Anupambharat News Bureau | ଦେଶ | | 362 | Read...

ବିଳମ୍ବରେ ପହଞ୍ଚିବ ମୌସୁମୀ

ଭୁବନେଶ୍ୱର,୩ ।୬(ଅନୁପମ ମିଡିଆ): ଜୁନ୍‌ ୧୦ ତାରିଖରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା କଥା । ମାତ୍ର ଏହା ବିଳମ୍ବ ହେବ ବୋଲି ସୋମବାର ପାଣିପାଗ ସୂତ୍ରରୁ ଜଣାପଡ଼ିଛି । ଏହି ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ୬ରେ ମୌ



ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

Anupambharat News Bureau | ଓଡ଼ିଶା | | 361 | Read...

ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

ପାତ୍ରପୁର,୩ ।୬ (ଅନୁପମ ମିଡ଼ିଆ): ଜରଡ଼ା ଥାନା ସୁରଙ୍ଗି ଠାରେ ପୂର୍ବର୍ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼ ହୋଇଥିବା ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳଛି । ଏଥିରେ ସୁରଙ୍ଗି ଗ୍ରାମର ପିଙ୍କୁ ନାୟକ ଗୁରୁତର ଭାବେ ଆହତ ହୋଇଛ



କାର୍‌ବୋମା ବିସ୍ପୋରଣରେ ୧୪ ମୃତ

Anupambharat News Bureau | ବିଦେଶ | | 360 | Read...

କାର୍‌ବୋମା ବିସ୍ପୋରଣରେ ୧୪ ମୃତ

ଡାମାସ୍କସ୍‌: ସିରିଆର ଉତ୍ତରପଶ୍ଚିମରେ ଥିବା ଅଜାଜ୍‌ ସହରରେ ଗତକାଲି ଏକ କାର୍‌ ବୋମା ବିସ୍ପୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବ



ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ

Anupambharat News Bureau | ଦେଶ | | 359 | Read...

ବାଧ୍ୟତାମୂଳକ ହେବ ନାହିଁ ହିନ୍ଦୀ

ଏହାକୁ ପୁଣି ଥରେ ଫେରେଇ ନେଇଛନ୍ତି । ସରକାର ଏବେ ଏଥିରେ ପରିବର୍ତନ ଆଣିଛନ୍ତି । ନୂତନ ଡ୍ରାପଫରେ ହିନ୍ଦୀକୁ ଅନିବାର୍ଯ୍ୟ କରିବା ସର୍ତକୁ ହଟେଇ ଦେଇଛନ୍ତି । ଆଜି ସରକାର ନୂତନ ଶିକ୍ଷା ନୀତି ଡ୍ରାପଫର ପରିବର୍ତନ ବିଷୟରେ ଘୋଷଣ



ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ

Anupambharat News Bureau | ଦେଶ | | 358 | Read...

ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ

ପାଟନା: କେନ୍ଦ୍ରରେ ମୋଦିଙ୍କ ଦ୍ୱିତୀୟ ସରକାର ଗଢ଼ା ହେବାର ଠିକ ପରେ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହାକୁ ନେଇ ଏବେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଦେଖ



ରଙ୍ଗମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ

Anupambharat News Bureau | ଦେଶ | | 357 | Read...

ରଙ୍ଗମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ

କୋଲକାତା: ନିର୍ବାଚନ ସରିଛି, ହେଲେ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଥମିନାହିଁ । ଉଭୟ ଦଳ ଜଣେ ଅନ୍ୟ ଜଣଙ୍କ କାର୍ଯ୍ୟାଳୟ କବଜା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟ ଦଳର ସମର୍ଥକ ଓ ନ



ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

Anupambharat News Bureau | ଦେଶ | | 356 | Read...

ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

ନୂଆଦିଲ୍ଲୀ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କ୍ୟାବିନେଟ୍‌ ରାଙ୍କ୍‌ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ୫ ବର୍ଷ ପାଇଁ ଡୋଭାଲଙ୍କୁ ନିଯୁକ୍ତି ମିଳିଛି । ଅଜିତ ଡୋଭାଲ ଭାରତର ଜଣେ ଦକ୍ଷ ସ



ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

Anupambharat News Bureau | ଦେଶ | | 355 | Read...

ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ସିବିଆଇର ବିଶେଷ ଅଦାଲତରୁ ରର୍ବଟ ଭଦ୍ରାଙ୍କୁ ଆଶ୍ୱସ୍ତୀ ମିଳିଛି । ତାଙ୍କୁ ନିଜର ଚିକିତ୍ସା କରାଇବାକୁ ୬ ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ମିଳିଛି । ଭଦ୍ରା ଦିଲ୍ଲୀର ହାଉସ୍‌ ଅଭେନ୍ୟୁ ଅଦାଲତରେ ଏକ ମେଡି



ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

Anupambharat News Bureau | ଓଡ଼ିଶା | | 354 | Read...

ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ , ୩ା୬ (ଅନୁପମ ମିଡିଆ): ଜୟପୁର ନିକଟ ମାଳିଗୁଡାରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହେବାରୁ କୋରାପୁଟ-ଜୟପୁର ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୈଲାଡିଲାରୁ ଏକ ମାଲବାହି ଟ୍ରେନ ଲୁହାପଥର ନେଇ ବିଶାଖାପାଟଣା



ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

Anupambharat News Bureau | ଓଡ଼ିଶା | | 353 | Read...

ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

ରସୁଲପୁର,୩ା୬(ଅନୁପମ ମିଡିଆ):ରସୁଲପୁର ତହସିଲ ଅଞ୍ଚଳରେ ବାଲି ମାଫିଆ ମାନେ ଖୁବ୍‌ ସକ୍ରିୟ ହୋଇ ପଡିଛନ୍ତି । ବିଭିନ୍ନ ନଦୀରୁ ବେଧଡକ ଚୋରା ବାଲି ଉଠାଇ ବିକ୍ରୀ କରି ମାଲାମାଲ ହେଉଛନ୍ତି । ସେମାନଙ୍କର ନା ଅଛି ପ୍ରଶାସନକୁ ଭୟ ନ



ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

Anupambharat News Bureau | ଓଡ଼ିଶା | | 352 | Read...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

କେନ୍ଦୁଝର, ୩ା୬ (ଅନୁପମ ମିଡିଆ): ଚଳିତବର୍ଷ ୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ୫୩.୧୧% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ୨୦୧୯ ମସି



ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

Anupambharat News Bureau | ଓଡ଼ିଶା | | 351 | Read...

ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ, ୩ା୫ (ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଞ୍ଚାୟତ ମଣ୍ଡପଡା ଗ୍ରାମର ସnୟ କୁମାର ପ୍ରଧାନ (୩୦) ଗତକାଲି ଦିନ ୧୧ଟା ବେଳେ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉଥିବାବେଳେ ହଠାତ ଏକ କୁମ୍ଭୀର ତା



ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

Anupambharat News Bureau | ଓଡ଼ିଶା | | 350 | Read...

ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

କେନ୍ଦୁଝର, ୩ା୬ (ଅନୁପମ ମିଡିଆ): ପ୍ରାତଃଭ୍ରମଣରୁ କରୁଥିବା ସମୟରେ ଦୁଇଭଉଣୀଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତୁ୍ୟ ହୋଇଥିବାବେଳେ ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲ



ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

Anupambharat News Bureau | ଓଡ଼ିଶା | | 349 | Read...

ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

ନିମାପଡା, ୩ା୬ (ଅନୁପମ ମିଡିଆ): ମନରେ ଅସୁମାରି ସ୍ୱପ୍ନ, ରାତି ପାହିଥିଲେ ସାବିତ୍ରୀ ବ୍ରତ କରି ସ୍ୱାମୀର ମଙ୍ଗଳ ମନାସୀଥାନ୍ତା । ମାତ୍ର ସାବିତ୍ରୀ ଅମାବାସ୍ୟାର ପୂର୍ବ ଦିନ ସ୍ୱାମୀ ସାଜିଲା ସଇତାନ୍‌ । କେତେଟା ଟଙ୍କା ପାଇଁ



ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

Anupambharat News Bureau | ଓଡ଼ିଶା | | 348 | Read...

ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

ବ୍ୟାସନଗର,୩ା୬(ଅନୁପମ ମିଡିଆ):ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ନିମନ୍ତେ ଠିକା ନେଇଥିବା ଦିଲ୍ଲିପ ବିଲïକନ ନାମକ ଏକ କମ୍ପାନୀ ଠାରୁ ଲିଜ ନେଇଥିବା ଏକ ପେଟି କଂଟ୍ରାକଫର ଅଧିନରେ କାର୍ଯ୍ୟ କ



ଛାତ୍ରୀଙ୍କୁ ଅପହରଣ!

Anupambharat News Bureau | ଓଡ଼ିଶା | | 347 | Read...

ଛାତ୍ରୀଙ୍କୁ ଅପହରଣ!

ଅନୁଗୋଳ ,୩ା୬(ଅନୁପମ ମିଡିଆ): ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବେନ୍ତପୁର ଅଞ୍ଚଳର ଜଣେ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି । ମେ ୨୧ ତାରିଖରେ ଘଟଣା ସଂକ୍ରାନ୍ତରେ ଛାତ୍ରୀଙ୍କ ପିତା ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । ଅପହ



ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ, ଅନୁଭବଙ୍କୁ ଉପମୁଖ୍ୟ ସଚେତକ

Anupambharat News Bureau | ଓଡ଼ିଶା | | 346 | Read...

ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ,  ଅନୁଭବଙ୍କୁ ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨ ।୬ (ଅନୁପମ ମିଡିଆ): ବିଜେଡ଼ିର ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦାୟିତ୍ୱ ବଣ୍ଟନ କରିଛନ୍ତି । ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ (ଯାହା ବି



ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

Anupambharat News Bureau | ଓଡ଼ିଶା | | 345 | Read...

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

ଭଞ୍ଜନଗର,୨ ।୬(ଅନୁପମ ମିଡ଼ିଆ): ରବିବାର ଅପରାହ୍ନରେ ଭଞ୍ଜନଗର ଏବଂ ଏହାର ଆଖପାଖ ଇଲାକାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅପରାହ୍ନ ସାଢେ ୩ଟାରେ ଆକାଶରେ କଳାହାଣ୍ଡିଆ ମେଘ ଘଟିଆସବା ସହ ଘଡଘଡି ସହ ପ୍ରବଳ ବର୍ଷା ହେବ



ବଜ୍ରାଘାତ ନେଲା ଚାରି ଜୀବନ, ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ

Anupambharat News Bureau | ଓଡ଼ିଶା | | 344 | Read...

ବଜ୍ରାଘାତ ନେଲା ଚାରି ଜୀବନ,  ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ

ଭୁବନେଶ୍ୱର/ଚିକିଟି/ବୁଗୁଡ଼ା/କୁକୁଡ଼ାଖଣ୍ଡି,୨ା୬(ଅନୁପମମିଡ଼ିଆ): ରବିବାର ସନ୍ଧ୍ୟାରେ ବର୍ଷା ସହ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାରି ଜଣଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଯାଆଙ୍କ ସମେତ ତିନି ମହିଳାଙ୍କ



ବିଜେପୁର ଛାଡ଼ିଲେ ନବୀନ

Anupambharat News Bureau | ଓଡ଼ିଶା | | 343 | Read...

ବିଜେପୁର ଛାଡ଼ିଲେ ନବୀନ

ଭୁବନେଶ୍ୱର,୨ ।୬(ଅନୁପମ ମିଡିଆ): ଚଳିତ ନିର୍ବାଚନରେ ଦୁଇଟି ବିଧାନସଭା ଆସନରୁ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି । ଫଳରେ ନବୀନ କେଉଁ ଆସନ ଛାଡିବେ ତାହାକୁ ନେଇ ଚାଲିଥିବା



ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ

Anupambharat News Bureau | ଦେଶ | | 342 | Read...

ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ଫେକ୍‌ ଡିଗ୍ରୀ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସ୍ମୃତି ଇରାନୀ ମାନବ ସମ୍ବଳ ମନ୍ତ୍ରୀ ଥିବା ବେଳେ ତାଙ୍କୁ ନେଇ ବିରୋଧୀ ଫେକ୍‌ ଡିଗ୍ରୀ ପ୍ରସଙ୍ଗ ଉଠାଇଥିଲେ । ଏବେ ମ



ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର

Anupambharat News Bureau | ଦେଶ | | 341 | Read...

ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର

ନୂଆଦିଲ୍ଲୀ: ନୋଟ ବିମୁଦ୍ରାକରଣ ପରେ ଭାରତରେ ଜାଲ୍‌ ନୋଟ କାରବାର ଉପରେ ଏକ ପ୍ରକାର ରୋକ୍‌ ଲାଗିଥିଲା । ଏବେ ପୁଣି ଜାଲ୍‌ ନୋଟ କାରବାର ଦେଶରେ ସକ୍ରିୟ ହୋଇଥିବା ଜଣାପଡ଼ିଛି । ଜାଲ୍‌ ନୋଟ ଚଳାଉଥିବା ଅଭିଯୋଗରେ ନେପାଳରୁ ୟ



ଭିସା ଆବେଦନ ନିୟମରେ ପରିବର୍ତ୍ତନ

Anupambharat News Bureau | ଦେଶ | | 340 | Read...

ଭିସା ଆବେଦନ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗର ନୂଆ ନିୟମ ଅନୁଯାୟୀ, ଆମେରିକା ପାଇଁ ଭିସା ଆବେଦନ କରୁଥିବା ବ୍ୟକ୍ତିଙ୍କୁ ତାଙ୍କର ସୋଶାଲ ମିଡିଆ ଆକାଉଣ୍ଟର ତଥ୍ୟ ଦେବାକୁ ପଡ଼ିବ । ବିଦେଶ ବିଭାଗର ନୂଆ ନିୟମ ଅନୁଯାୟୀ ଭିସା ଆବେଦନକା



କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

Anupambharat News Bureau | ଦେଶ | | 339 | Read...

କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା ।ଏବେ ଏହି ପଦରେ ଅଛନ୍ତି ଅମିତ ଶାହ । ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି । ତେଣୁ ସେ ଅଧ୍ୟକ୍ଷ ପଦରୁ ଇ



ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା

Anupambharat News Bureau | ଦେଶ | | 338 | Read...

ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା

ପୁନେ: ମହାରାଷ୍ଟ୍ରର ପୁନେରେ ୨୧ ବର୍ଷୀୟ ଜାତୀୟସ୍ତରର ସ୍‌ୱିମର ସାହିଲ୍‌ ଯୋଶୀ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ଅପରାହ୍ନରେ ଯେତେବେଳେ ସାହିଲଙ୍କ ମାତାପିତା ବାହାରକୁ ଯାଇଥିଲେ, ସେହି ସମୟରେ ସେ ନିଜ



ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

Anupambharat News Bureau | ଦେଶ | | 337 | Read...

ମୋଦିଙ୍କ ସହ ଡିନର୍‌ କରିବାକୁ ଚାହୁଁଛନ୍ତି କ୍ୟାଟ୍ରିନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବହୁ ସଂଖ୍ୟାରେ ଜନମତ ପାଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ



ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ

Anupambharat News Bureau | ଓଡ଼ିଶା | | 336 | Read...

ମିଳିଲାନି ସହାୟତା , ହସ୍ପିଟାଲରୁ ଫେରିବାବେଳେ ବୃଦ୍ଧଙ୍କ ମୃତ୍ୟୁ

କୋରାପୁଟତା, ୨ା୬ (ଅନୁପମ ମିଡିଆ): ଶନିବାର ଅପରାହ୍ନ୍ନରେ କୋରାପୁଟ ବସଷ୍ଟାଣ୍ଡରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବାବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ଆଜି ଲୋକ ଲୋଚନକୁ ଆ



କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର

Anupambharat News Bureau | ଓଡ଼ିଶା | | 335 | Read...

କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର

କଟକ,୨ା୬(ଅନୁପମ ମିଡିଆ): କଟକରେ ଖୁବ ଶୀଘ୍ର ଆଉ ୨ଟି ନୂଆ ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତି ହୋଇଛି । ସ୍ଥାନୀୟ ବିଜୁ ଭବନଠାରେ ଫନି ବାତ୍ୟା ପରବର୍ତ୍ତୀ ଅବସ୍ଥା ଏବଂ ପ୍ରାକ୍‌ ମୈାସୁମୀ ପରିସ୍ଥିତି ନେଇ ନବନିର୍ବାଚିତ ସାଂସ



ପାଣିରେ ବୁଡି ଶିଶୁକନ୍ୟା ମୃତ

Anupambharat News Bureau | ଓଡ଼ିଶା | | 334 | Read...

ପାଣିରେ ବୁଡି ଶିଶୁକନ୍ୟା ମୃତ

କେନ୍ଦୁଝର, ୨ା୬: କେନ୍ଦୁଝର ସଦର ଥାନା ପଦ୍ମପୁର ମେଗା ନର୍ସରୀ ନିକଟରେ ଥିବା ପୋଖରୀରେ ରବିବାର ଅପରାହ୍ନରେ ବୁଡିଯାଇ ଜଣେ ୭ବର୍ଷର ଶିଶୁକନ୍ୟା ମୃତୁ୍ୟବରଣ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ, ଜାମସେଦପୁର ଟା



ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

Anupambharat News Bureau | ଓଡ଼ିଶା | | 333 | Read...

ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

କଣାସ,୨ା୬ (ଅନୁପମ ମିଡିଆ): ଗତ ମେଁ ମାସର ତିନି ତାରିଖରେ ପ୍ରଳୟଙ୍କାରୀ ଫନୀବାତ୍ୟାରେ ରାଜ୍ୟର ୧୩ଟି ଜିଲ୍ଲାରେ ଅନେକ ଗୃହ,ଫସଲ,ଗଛ ଆଦି ଅକଳନୀୟ କ୍ଷତିଘଟାଇଥିଲାବେଳେ ବିଦ୍ୟୁତ ବିଭାଗ ସଂପୂର୍ଣ ନଷ୍ଟ ହୋଇଯାଇଥିଲା । ଯେଉଁଥି ପ



ମହିଳାଙ୍କୁ ବିକ୍ରି ଅଭିଯୋଗ

Anupambharat News Bureau | ଓଡ଼ିଶା | | 332 | Read...

ମହିଳାଙ୍କୁ ବିକ୍ରି ଅଭିଯୋଗ

ଅନୁଗୋଳ,୨ା୬ (ଅନୁପମ ମିଡିଆ): ଅନୁଗୋଳ ଜିଲ୍ଳା ହଣ୍ଡପା ଥାନା ଅନ୍ତର୍ଗତ ଆନନ୍ଦମୁଣ୍ଡାର ଜଣେ ମହିଳା ନିଖୋଜ ଥିବାବେଳେ ପରିବାର ଲୋକେ ତାଙ୍କୁ ବିକ୍ରି କରିଦିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଥାନାରେ ଅଭିଯୋଗ କର



ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ

Anupambharat News Bureau | ଓଡ଼ିଶା | | 331 | Read...

ପିପିଲି ସାମ୍ବାଦିକଙ୍କୁ ଆକ୍ରମଣ

ପିପିଲି,୨ ।୬(ଅନୁପମ ମିଡ଼ିଆ): ପିପିଲି ଅଂଚଳରେ କାର୍ଯ୍ୟରତ ସାମ୍ବାଦିକ ତଥା ପିପିଲି ସାମ୍ବାଦିକ ସଙ୍ଘର ଉପ ସଭାପତି ମନୋରଂଜନ ମହାପାତ୍ର ଓ ତାଙ୍କ ଭଉଣୀ ଲକ୍ଷ୍ମୀଙ୍କୁ ଆଜି ଅପରାହ୍ନ ସାଢେ ଗୋଟାଏ ବେଳେ ପିପିଲି ଥାନା ସଁପୁର ଗା



ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

Anupambharat News Bureau | ଦେଶ | | 330 | Read...

ନୌସେନା ମୁଖ୍ୟ ହେଲେ ଆଡମିରାଲ୍‌ କରମବୀର ସିଂହ

ନୂଆଦିଲ୍ଲୀ, ୩୧ା୫: ଆଡମିରାଲ୍‌ କରମବୀର ସିଂହ ଶୁକ୍ରବାର ଦେଶର ୨୪ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବର୍ତ୍ତମାନ ନୌସେନା ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଆଡମିରାଲ ସୁନୀଲ ଲାମ୍ବା ଆଜି ବିଧିବଦ୍ଧ ଭାବେ ତ



ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

Anupambharat News Bureau | ଓଡ଼ିଶା | | 329 | Read...

ଏସସିବିରେ ଆରମ୍ଭ ହେଲା ମଲିକୁଲାର ଜିଓନୋମିକ ପରୀକ୍ଷା

ଭୁବନେଶ୍ୱର, ୩୧ ।୫ । (ଅନୁପମ ମିଡିଆ): କର୍କଟ ରୋଗର ଆରମ୍ଭ ସମୟରେ ତାହାକୁ ଚିହ୍ନଟ କରିପାରୁଥିବା ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା ପରୀକ୍ଷାଗାର କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବା



ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ

Anupambharat News Bureau | ଦେଶ | | 328 | Read...

ଜୁନ୍‌ ୭ରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ, ୩୧ା୫: ଦେଶର ଚାଷୀକୁଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ କେବେ ପହଞ୍ଚିବ, ତାକୁ ନେଇ ସନ୍ଦେହ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ମୌସୁମୀ ଆସନ୍ତା ୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା



ଆଜି ବାଚସ୍ପତି ନିର୍ବାଚନ

Anupambharat News Bureau | ଓଡ଼ିଶା | | 327 | Read...

  ଆଜି ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର, ୩୧ ।୫ । (ଅନୁପମ ମିଡିଆ): ବିଧାୟକମାନଙ୍କ ପାଇଁ ବିଧାନସଭାରେ ଆୟୋଜିତ ଦୁଇ ଦିନିଆ ଶପଥ ପାଠ କାର୍ଯ୍ୟକ୍ରମ ଶୁକ୍ରବାର ସଂଧ୍ୟାରେ ସମାପ୍ତ ହୋଇଛି । ଗୁରୁବାର ଦିନ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ଦିନ



ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି

Anupambharat News Bureau | ଦେଶ | | 326 | Read...

 ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି

ନୂଆଦିଲ୍ଲୀ, ୩୧ା୫: ମୋଦି ସରକାର ଆଜି ନିଜର ୨ୟ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଦି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନି



ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

Anupambharat News Bureau | ଦେଶ | | 325 | Read...

  ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

ନୂଆଦିଲ୍ଲୀ, ୩୧ା୫: ଭାରତୀୟ ସମ୍ବିଧାନର ରୀତି ନୀତି ଅନୁଯାୟୀ ଗଣତନ୍ତ୍ରର ସପ୍ତଦଶ ସାଧାରଣ ଲୋକସଭା ନିର୍ବାଚନ ପରବର୍ତ୍ତି ଭାରତୀୟ ଜନତାପାର୍ଟି (ବିଜେପି) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଏନ୍‌ଡିଏର ତତ୍ତ୍ୱାବଧାନ



ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

Anupambharat News Bureau | ଓଡ଼ିଶା | | 324 | Read...

ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

କୋରାପୁଟ, ୩୧ା୫ (ଅନୁପମ ମିଡିଆ): ସେମିଲିଗୁଡା ଅଂଚଳରେ ଶୁକ୍ରବାର ଅପରାନ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିବା ଯୁବକ ଜଣକ ହତାଶ ହୋଇ ପ୍ରେମିକାକୁ ପେଟ୍ରୋଲ୍‌ ଢାଳି ପୋଡି ଦେ



କେମିତି ଥିଲା ଶାହଙ୍କ ସଫଳ ଯାତ୍ରା, ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

Anupambharat News Bureau | ଦେଶ | | 323 | Read...

 କେମିତି ଥିଲା ଶାହଙ୍କ ସଫଳ ଯାତ୍ରା,  ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପିର ଚାଣକ୍ୟ ଭାବେ ପରିଚିତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି । ମୋଦି-୨ ସରକାରରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ



ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

Anupambharat News Bureau | ଦେଶ | | 322 | Read...

ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

ନୂଆଦିଲ୍ଲୀ: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତିଛ ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତିଛ ମୋ



ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

Anupambharat News Bureau | ଓଡ଼ିଶା | | 321 | Read...

ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

ଭଦ୍ରକ,୩୧ା୫ (ଅନୁପମ ମିଡିଆ): ଭଦ୍ରକ ଜିଲାରେ ଚାଉଳ ସଂଗ୍ରହକୁ ନେଇ ଯୋଗାଣ ନିଗମ ଏବେ ଚିନ୍ତାରେ ପଡିଛି । ଚାଉଳ ରଖିବାକୁ ଜାଗା ନାହିଁ କିମ୍ବା ବାହାର ଜିଲାକୁ ଚାଉଳ ଯୋଗାଣ କରାଯିବାର ବ୍ୟବସ୍ଥା ନାହିଁ । ଫଳରେ ଗତ ପ୍ରାୟ ୧୫ଦିନ



ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

Anupambharat News Bureau | ଓଡ଼ିଶା | | 320 | Read...

 ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ବ୍ୟାସନଗର, ୩୦ ।୦୫ (ଅନୁପମ ମିଡ଼ିଆ): ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଠାରେ ରାଜପଥ ଉପରେ ଓଭରବ୍ରିଜ କରାଯାଇଛି । ଏଠାରୁ ୨୦ ନମ୍ବର ଜାତୀୟ ରାଜପଥ ପାଣିକୋଇଲିରୁ ରାଜାମୁଣ୍ଡା ବାହାରିଛି । କେଉଁଝର ବା ରାଉରକେଲା ଅବା କଳିଙ



ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

Anupambharat News Bureau | ଓଡ଼ିଶା | | 319 | Read...

ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

ସୋର, ୩୧ା୫ (ଅନୁପମ ମିଡିଆ): ଆଜି ମଧ୍ୟାହ୍ନରେ ସୋର ଅଞ୍ଚଳରେ ଏକ ଅଭାବନୀୟ ଘଟଣାରୁ ଗୋଟିଏ ଦମ୍ପତ୍ତିଙ୍କର ଜୀବନ ରକ୍ଷା ପାଇଯାଇଛି । ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ଅନ୍ତର୍ଗତ ବଇଁଶୀଖାର୍ଜୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାଡ଼



ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

Anupambharat News Bureau | ଓଡ଼ିଶା | | 318 | Read...

ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

ଜଳେଶ୍ୱର,୩୧ା୫ (ଅନୁପମ ମିଡିଆ): କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଜନୈକ ବାସନ ବ୍ୟବସାୟୀ ୩୦ତାରିଖ ବିଳମ୍ବିତ ରାତ୍ରୀ ପ୍ରାୟ ଘ୧୨.୩୦ମି. ସମୟରେ ନିଜ ପତ୍ନୀକୁ ରାସ୍ତାରେ ଗୋଡାଇ ଗୋଡାଇ କଟୁରୀରେ ହାଣି ହତ୍ୟା କରି



ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

Anupambharat News Bureau | ଓଡ଼ିଶା | | 317 | Read...

 ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

କେନ୍ଦୁଝର, ୩୧ା୫ (ଅନୁପମ ମିଡିଆ): ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ମଇ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍



ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 316 | Read...

 ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

କେନ୍ଦୁଝର, ୩୧ା୫ (ଅନୁପମ ମିଡିଆ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟଠାରେ ଥିବା ସ୍ୱାଧିନ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ରୀ ଜଣକ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ



ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

Anupambharat News Bureau | ଓଡ଼ିଶା | | 315 | Read...

ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

ଭଦ୍ରକ,୩୧ା୫(ଅନୁପମ ମିଡିଆ): ଜାତୀୟ ରାଜପଥ ଯାତ୍ରା ଏବେ ନିରାପଦ ନୁହେଁ । ବାରମ୍ବାର ଘଟୁଥିବା ସଡକ ଦୁର୍ଘଟଣା ଯାତ୍ରୀମାନଙ୍କ ପାଇଁ ଏବେ କୋକୁଆଭୟ ସୃଷ୍ଟି କରୁଛି । ଜିଲା ଉପକଣw ଆଖୁଆପଦା ଠାରୁ ଅନ୍ୟ ସୀମା ରାଣୀତାଲ ପର୍ଯ୍ୟନ୍



ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

Anupambharat News Bureau | ଦେଶ | | 314 | Read...

 ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

ନୂଆଦିଲ୍ଲୀ,/ ଭୁବନେଶ୍ୱର, ୩୦ ।୫ (ଅନୁପମ ମିଡିଆ):କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍



ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ , ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

Anupambharat News Bureau | ଓଡ଼ିଶା | | 313 | Read...

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ,  ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

ଭୁବନେଶ୍ୱର, ୩୦ ।୫ (ଅନୁପମ ମିଡିଆ):ପଞ୍ଚମ ଥର ପାଇଁ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ଅଧିକ ଚାଷୀ ପରବାରକୁ ସାମିଲ କରିବା ସହ ମହିଳା ଏସଏଚଜି ଗ୍ରୁପଙ୍କୁ ୧ ହଜାର କୋଟି ଟଙ୍କାର କାମ ଦେବା ପାଇଁ ଅନ



ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

Anupambharat News Bureau | ଦେଶ | | 312 | Read...

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

ନୂଆଦିଲ୍ଲୀ, ୩୦ା୫: ବିପୁଳ ଜନାଦେଶ ସହ କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଫେରିବା ସହ ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବର



ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

Anupambharat News Bureau | ଦେଶ | | 311 | Read...

ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

ଲକ୍ଷ୍ମୀପୁର: ବର୍ଷ ବର୍ଷ ଧରି ସ୍ୱାମୀ ଦେଉଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ପ୍ରତିଶୋଧ ନେଇଛି ପତ୍ନୀ । ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ମହିଳା ସ୍ୱ୍ୱାମୀଙ୍କ ନିର୍ଯାତନା ସହି ନ ପାରି, ତାଙ୍କୁ ହତ୍ୟା କରିଛି ।



ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା , ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

Anupambharat News Bureau | ଓଡ଼ିଶା | | 310 | Read...

ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା ,  ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

ବ୍ରହ୍ମପୁର,୩୦ ।୫ (ଅନୁପମ ମିଡ଼ିଆ) : ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ଗତକାଲି ଜଣେ ଯାତ୍ରୀଙ୍କର ୧୨ ଭରିରୁ ଉର୍ଦ୍ଧ୍ୱ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୨୦୧୨-୧୫ ମଧ୍ୟରେ ପୂର୍ବତଟ ରେଳପ



ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

Anupambharat News Bureau | ଓଡ଼ିଶା | | 309 | Read...

 ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡା, ୩୦ା୫ (ଅନୁପମ ମିଡିଆ): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଦିନ ପରେ ମୁ



ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

Anupambharat News Bureau | ଓଡ଼ିଶା | | 308 | Read...

ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

ପିପିଲି,୩୦ା୫ (ଅନୁପମ ମିଡିଆ): ଗୋଟିଏ ପକ୍ଷରେ ସାମୁଦ୍ରୀକ ବାତ୍ୟା ‘ଫନି’ ସ୍ଥାନୀୟ ଲୋକମାନଙ୍କୁ ତଳିତଳାନ୍ତ କରିଥିବାବେଳେ ଅନ୍ୟପକ୍ଷରେ ପିପିଲି ଅଂଚଳରେ ଏବେ ମାଟି ମାଫିଆମାନେ ସ୍ଥାନୀୟ ଚାଷୀ ଓ ଜମି ମାଳିକ ମାନଙ୍କର ନ



ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

Anupambharat News Bureau | ଓଡ଼ିଶା | | 307 | Read...

ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

ପିପିଲି, ୩୦ା୫ (ଅନୁପମ ମିଡିଆ): ମାନବିକତା ହରାଇଲେ ସରକାରୀ ବାବୁ । ଦିନ ସାରା ଖଟାଇଲା ପରେ ମଧ୍ୟ ଶାନ୍ତି ହେଲାନି ମନ । ରଖିଲେନି ଅନୁରୋଧ । ନିଜ ପଦବିର ତାକତ ଦେଖାଇ ରାତି ସାରା କାମ କରିବାକୁ କହିଲେ । ରାତି ଅଧ ଯାଏଁ ରଖି ଅସୁସ୍



ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

Anupambharat News Bureau | ଓଡ଼ିଶା | | 306 | Read...

ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଆଜି ଭଦ୍ରକ ସହରର ଐତିହାସିକ ଗାନ୍ଧିପଡିଆ ନିକଟରେ ଥିବା ଘରୋଇ ପାଢୀ ନର୍ସିଂହୋମ୍‌ରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ୩ ତାଲା ବାଲ୍‌କୋନିରୁ ଖସିପଡି ମୃତୁ୍ୟବରଣ କରିଥିବାର ଜଣାପଡି



ବୈତରଣୀ ବଞ୍ଚାଅ ଅଭିଯାନ

Anupambharat News Bureau | ଓଡ଼ିଶା | | 305 | Read...

ବୈତରଣୀ ବଞ୍ଚାଅ ଅଭିଯାନ

ବିରଜାକ୍ଷେତ୍ର ,୩୦ା୫ (ଅନୁପମ ମିଡିଆ): ଯାଜପୁରରେ ସ୍ୱଛ ବୈତରଣୀ ବଞ୍ଚାଅ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରଜା ସଂସ୍କୃତି ପ୍ରଚାର ସମିତି ବିରଜା କ୍ଷେତ୍ର, ଜଗନ୍ନାଥ ଚେତନା ଲୋକ ସଂଗ୍ରହ କାର୍ଯ୍ୟକ୍ରମ, ବିର



ଝିଅ ଖୋଜିଦେବା କହି ଟଙ୍କା ଠକିନେଲେ

Anupambharat News Bureau | ଓଡ଼ିଶା | | 304 | Read...

ଝିଅ ଖୋଜିଦେବା  କହି ଟଙ୍କା ଠକିନେଲେ

ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଭଣ୍ଡାରିପୋଖରୀ ଥାନା ମଞ୍ଜୁରିରୋଡ଼ ଫାଣ୍ଡି ଅନ୍ତର୍ଗତ କୋଟସିରା ଗ୍ରାମରେ ନିଖୋଜ ଝିଅକୁ ଖୋଜିଦେବା କହି ଟଙ୍କା ଠକିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗ୍ରାମର ଗୋପିନାଥ ଜେନା



ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

Anupambharat News Bureau | ଓଡ଼ିଶା | | 303 | Read...

 ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

ଅନୁଗୋଳ,୩୦ା୫(ଅନୁପମ ମିଡିଆ): ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିଲେ ମଧ୍ୟ ତାହା ଜନ କଲ୍ୟାଣ କାର୍ଯ୍ୟରେ ସହାୟକ ହୋଇପାରୁନଥିବା ଘଟଣା ସାମ୍ନାକୁ ଆସୁଛ



ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

Anupambharat News Bureau | ଓଡ଼ିଶା | | 302 | Read...

ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

ଭୁବନେଶ୍ୱର,୨୭ ।୫(ଅନୁପମ ମିଡିଆ): ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଏକ ସ୍କୁଟିକୁ ଏକ ଅଜଣା ଗାଡି ଧM୍‌ା ଦେବା ଫଳରେ ତଳକୁ ଖସି ବାପା ପୁଅଙ୍କର ମୃତୁ୍ୟ ଘଟିଛି । ମୃତକମାନେ ହେଲେ ନୟାଗ



୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

Anupambharat News Bureau | ଓଡ଼ିଶା | | 301 | Read...

୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

ଭୁବନେଶ୍ୱର,୨୭ ।୫ (ଅନୁପମ ମିଡିଆ): ଚଳିତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୬୭ ଜଣ ହେଉଛନ୍ତି ଦାଗୀ ନେତା । ଏଡିଆର ଓ ଇଲେକ୍ସନ ୱାଚ୍‌ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ରିପୋର୍



ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

Anupambharat News Bureau | କ୍ରୀଡ଼ା | | 300 | Read...

ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୭ ।୫: ମୁ୍ୟନିକ୍‌ଠାରେ ବିଶ୍ୱକପ୍‌ ସୁଟିଂରେ ଭାରତର କନିଷ୍ଠତମ ସୁଟର ସୌରଭ ଚୌଧୁର ୀ ୧୦ମିଟର ଏୟାର୍‌ ଫିସ୍ତଲ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଗୌରବ ଅର୍ଜନ କରିଛନ୍ତି । ଏହି ସଫଳତା ପାଇବା ପରେ



ଭାରତ-ବାଂଲାଦେଶ ମୁକାବିଲା ଆଜି

Anupambharat News Bureau | କ୍ରୀଡ଼ା | | 299 | Read...

ଭାରତ-ବାଂଲାଦେଶ ମୁକାବିଲା ଆଜି

ନୂଆଦିଲ୍ଲୀ,୨୭ ।୫:ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅଭ୍ୟାସ୍‌ ମ୍ୟାଚ୍‌ ମଙ୍ଗଳବାର କାର୍ଡିଫ୍‌ ଠାରେ ଖେଳାଯିବ । ପ୍ରଥମ ଅଭ୍ୟାସ୍‌ ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତ ନିଜର ବ୍ୟାଟିଂଲାଇନ୍‌ ଅପ୍‌ର ନୈରାଶ୍ୟଜନ



ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

Anupambharat News Bureau | ଦେଶ | | 298 | Read...

ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

ଆମେଠି: ଉତ୍ତର ପ୍ରଦେଶର ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ଘଟଣାରେ ପୋଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି । ଏମାନେ ଆଞ୍ଚଳିକ ସ୍ତରୀୟ ରାଜନୀତିକ ଶତ୍ରୁତା ଯୋଗୁଁ ସୁରେନ୍ଦ୍ରଙ୍



ଆରପାରିରେ ଭିରୁ ଦେବଗନ

Anupambharat News Bureau | ଦେଶ | | 297 | Read...

ଆରପାରିରେ ଭିରୁ ଦେବଗନ

ମୁମ୍ବାଇ: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି । ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍



ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

Anupambharat News Bureau | ଦେଶ | | 296 | Read...

ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍‌ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ । ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି । ସା



ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

Anupambharat News Bureau | ଦେଶ | | 295 | Read...

ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡ ବ୍ୟାଙ୍କ ନାମ ଗୋପନ ରଖି କଳାଟଙ୍କା ରଖିବାର ଏକ ପ୍ରମୁଖ ଠିକଣା । ଏବେ ଏହି ବ୍ୟାଙ୍କ କଳାଟଙ୍କା ରଖିଥିବା ଭାରତୀୟ ଜମାକାରୀଙ୍କ ନାମ ପ୍ରକାଶ କରିବ । ଦୀର୍ଘ ଦିନରୁ ଭାରତ ସରକାର ଏଥିପାଇଁ ପ୍ରୟାସ



ଗୁଳିମାଡରେ ଯୁବକ ଗୁରୁତର

Anupambharat News Bureau | ଓଡ଼ିଶା | | 294 | Read...

 ଗୁଳିମାଡରେ ଯୁବକ ଗୁରୁତର

କୋରାପୁଟ, ୨୭ା୫ (ଅନୁପମ ମିଡିଆ): କୋଟପାଡ ବ୍ଲକ ବତାସନା ପଂଚାୟତର କସମଗୁଡା ଗ୍ରାମରେ ରବିବାର ରାତିରେ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇ ଛତିଶଗଡର ରାୟପୁର ମେଡିକାଲ କଲେଜରେ ଚିକିସିିତ ହେଉଛନ୍ତି । ସୂଚନା ଅନ



ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ

Anupambharat News Bureau | ଓଡ଼ିଶା | | 293 | Read...

ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ

ସୋର,୨୭ା୫ (ଅନୁପମ ମିଡ଼ିଆ): ସୋରର ଏକ କମ୍ପୁଟର ସେଣ୍ଟରକୁ ପଢ଼ିବା ପାଇଁ ଆସିଥିବା ଜଣେ ଛାତ୍ର ମ୍ୟାଟ୍ରିକ୍‌ରେ ଫେଲ୍‌ ହୋଇଯାଇଥିବା କାରଣରୁ କେଉଁଆଡ଼େ ନିଖୋଜ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି । ସୋର ବ୍ଲକ ସବିରା ପଞ୍ଚାୟ



ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

Anupambharat News Bureau | ଓଡ଼ିଶା | | 292 | Read...

 ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

ଯୋଡ଼ା୨୭ା୫ (ଅନୁପମ ମିଡ଼ିଆ):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ଶହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ଶ



ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

Anupambharat News Bureau | ଓଡ଼ିଶା | | 291 | Read...

ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

ସୋର,୨୭ା୫ (ଅନୁପମ ମିଡ଼ିଆ):ସୋର ବ୍ଲକ ଦହିସଡ଼ା ପଞ୍ଚାୟତ ଛପୋଲିଆ ଆଦିବାସୀ ସାହିର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଫଳରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଗ୍ରାମର ଗୁରୁବା ସିଂର ପୁଅ ପଣ୍ଡା ସିଂ



ଭିଜିଲାନ୍ସ ଜାଲରେ ଥାନାଧିକାରୀ

Anupambharat News Bureau | ଓଡ଼ିଶା | | 290 | Read...

 ଭିଜିଲାନ୍ସ ଜାଲରେ ଥାନାଧିକାରୀ

ଗୋପ,୨୭ା୫ (ଅନୁପମ ମିଡିଆ): ଗୋପ ଥାନାଧିକାରୀ ସୌମ୍ୟଚିତ ମିଶ୍ରଙ୍କୁ ଆଜି ଭୂବନେଶ୍ୱର ଭିଜିଲାନ୍ସ ଟିମ୍‌ ଲାଂଚ ନେବା ଅଭିଯୋଗରେ ଗିରଫ କରିଛି । ସୂଚନାନୁଯାୟୀ ନୂଆଖୋଲମାରା ପଂଚାୟତର ଓଡତଣ୍ଡା ଗ୍ରାମର ଶିବ ପ୍ରସାଦ ଜେନାଙ୍କ



୩୦ରେ ଶପଥ ନେବେ ମୋଦ

Anupambharat News Bureau | ଦେଶ | | 289 | Read...

୩୦ରେ ଶପଥ ନେବେ ମୋଦ

ନୂଆଦିଲ୍ଲୀ, ୨୬ା୫: ଭାରତୀୟ ଗଣତନ୍ତ୍ରର ସପ୍ତଦଶ ଲୋକସଭା ନିର୍ବାଚନ ପରେ ସଂଖ୍ୟା ଗରିଷ୍ଠତା ହାସଲ କରି ଭାରତୀୟ ଜନତାପାର୍ଟି (ବିଜେପି) ସରକାର ଗଠନ କରିବା ପାଇଁ ସ୍ଥିର କରିଛି । ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ଭାବେ ବିଜେ



ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

Anupambharat News Bureau | ଦେଶ | | 288 | Read...

ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ଶିଖର ମାଉଣ୍ଟ ଏଭେରେଷ୍ଟ । ଏହି ଉଚ୍ଚ ପର୍ବତ ଆରୋହଣ କରିବା ଚେଷ୍ଟାରେ ଏକ ସପ୍ତାହ ମଧ୍ୟରେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ୍ୟୁ ହୋଇଛି ।ପର୍ବାତାରୋହଣ ଅନୁସାରେ ଆୟରଲ୍ୟାଣ୍ଡ ଓ ବ୍ରିଟେ



ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

Anupambharat News Bureau | ଦେଶ | | 287 | Read...

ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

ଧର୍ମନଗର : ପ୍ରବଳରୁ ଅତି ପ୍ରବଳ ବର୍ଷାରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ଶତାଧିକ ଘର ବନ୍ୟାରେ ଭାଙ୍ଗିଯାଇଛି । ହଜାର ହଜାର ପରିବାର ବାସହୀନ ହୋଇଯାଇଛନ୍ତି । ବନ୍ୟା ପ୍ରଭାବିତ ପରିବାରକୁ ସୁରକ୍



ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

Anupambharat News Bureau | ଦେଶ | | 286 | Read...

ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

ଥିରୁବନନ୍ତପୁରମ: ଆଇଏସଆଇଏସର ୧୫ ଜଣିଆ ଆତଙ୍କବାଦୀ ନୌକାରେ ଶ୍ରୀଲଙ୍କାରୁ ଲାକ୍ଷାଦୀପ ପାଇଁ ବାହାରିଥିବା ଗୁଇନ୍ଦା ରିପୋର୍ଟରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଫଳରେ କେରଳର ଉପକୂଳରେ ପୋଲିସ ଦ୍ୱାରା ହାଇଆଲର୍ଟ କରି



ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

Anupambharat News Bureau | ଦେଶ | | 285 | Read...

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ଆମେଠି: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ସୁରେନ୍ଦ୍



ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

Anupambharat News Bureau | ଓଡ଼ିଶା | | 284 | Read...

ଭାରତ ବିପକ୍ଷ ପରାଜୟ ଧାରା ଭାଙ୍ଗିବ ପାକିସ୍ତାନ: ଇଞ୍ଜାମାମ୍‌

କରାଚି,୨୬ ।୫: ଏଥର ବି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ବିଶ୍ୱକପ୍‌୍‌ରେ ମୁହାଁମୁହିଁ ହେବେ । ଏହି ହାଇଭୋଲଟେଜ୍‌ ମୁକାବିଲା ଜୁନ୍‌ ୧୬ରେ ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବ । ବିଶ୍ୱକପ୍‌ରେ ପାକିସ୍ତ



ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

Anupambharat News Bureau | ଓଡ଼ିଶା | | 283 | Read...

ମହାନଦୀରେ ଗାଧୋଇବାକୁ ଯାଇ ବିବିଏ ଛାତ୍ର ନିଖୋଜ

କଟକ, ୨୬ା୫ (ଅନୁପମ ମିଡିଆ): ଆଜି ପୂର୍ବାହ୍ନ ସାଢେ ବାରଟା ବେଳେ ମହାନଦୀର ନରାଜ ଆନିକଟ ନିକଟରେ ଗାଧୋଉଥିବା ବେଳେ ଡ୍ରିମସ୍‌ର ଜଣେ ୩ୟ ବର୍ଷ ବିବିଏ ଛାତ୍ର ନଦୀ ସ୍ରୋତରେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ସେବା ବିଭାଗ, ଓଡ୍ରାଫ



ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Anupambharat News Bureau | ଓଡ଼ିଶା | | 282 | Read...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭଦ୍ରକ, ୨୬ା୫ (ଅନୁପମ ମିଡିଆ): ବିବାହ ସମୟ ପୁର୍ବରୁ ପ୍ରେମ ସଂପର୍କ ବଢି ବଢି ଚାଲିଥିଲା । ହାଇସ୍କୁଲରେ ପାଠ ପଢିବା ସମୟ ଠାରୁ ଉଢିଉଠିଥିବା ସଂପର୍କ ମଜବୁତ ହେବାରେ ଲାଗିଥିଲା । ଯୁବକ ଜଣକ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ଚାକି



ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା

Anupambharat News Bureau | ଓଡ଼ିଶା | | 281 | Read...

ନାବାଳିକା ବିବାହ ରୋକିବାକୁ ଯାଇ ଚାଇଲï ଲାଇନ୍‌ ଓ ପୋଲିସ ହଟହଟା

ଚୌଦ୍ୱାର୨୬ା୫(ଅନୁପମ ମିଡ଼ିଆ):ଚୌଦ୍ୱାର ଅଞ୍ଚଳରେ ଜଣେ ନାବାଳିକାର ବିବାହକୁ ରୋକିବାକୁ ଯାଇଥିବା ପୋଲିସ,ଚାଇଲï ଲାଇନ୍‌ର କର୍ମକର୍ତ୍ତା ଓ ସମାଜ ସେବା ସଂସ୍ଥାର ସଦସ୍ୟମାନେ ହଟହଟା ହେବା ସହ ନାବାଳିକା ପରିବାର ଲୋକଙ୍କ ତୀବ



ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

Anupambharat News Bureau | ଓଡ଼ିଶା | | 280 | Read...

ଦୁଇ ଦଶନ୍ଧି ହେଲା ବିଜେଡି ପଛରେ ଗଞ୍ଜାମବାସୀ, ବିକାଶମୂଳକ ଯୋଜନା କି ରୋଜଗାର ନାହିଁ

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ଦୁଇ ଦଶନ୍ଧୀ ହେଲା ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ ଜାବୋଡ଼ି ଧରିଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଜିଲ୍ଲାର ସମସ୍ତ ବିଧାନସଭା ଆସନ ଓ ଦୁଇ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ବରାବର ଜିତି ଆସୁ



ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର

Anupambharat News Bureau | ଓଡ଼ିଶା | | 279 | Read...

ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର

ଗଞ୍ଜାମ,୨୫ା୫(ଅନୁପମ ମିଡ଼ିଆ): ଗ୍ରାସୀମ ଇଣ୍ଡଷ୍ଟି୍ରଜ୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାଶଙ୍କ ନାମରେ ବଳାତ୍କାର ଉଦ୍ୟମ ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଉତ୍ତେଜନା



ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

Anupambharat News Bureau | ଓଡ଼ିଶା | | 278 | Read...

ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

ଧରାକୋଟ,୨୫ା୫(ଅନୁପମ ମିଡ଼ିଆ): ଧରାକୋଟ ଥାନା ଅଞ୍ଚଳରେ ଅନର କିଲିଂ(ପରିବାର ସମ୍ମାନ ରକ୍ଷାକରିବାକୁ ହତ୍ୟା) ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା କରାଯାଇଛି । ଏନେଇ ଥାନାରେ ଏତଲା ପରେ ପୋଲିସ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page