ଖବର ସଂଗ୍ରହ

.



ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

Anupambharat News Bureau | ଓଡ଼ିଶା | | 478 | Read...

 ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

କେନ୍ଦୁଝର, ୧୯ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା ଓଜେଇଇ(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା)ର ଲାଟେରାଲ ଏଣ୍ଟ୍ରି ବିଟେକରେ ରାଜ୍ୟରେ ଟªର ହୋଇଥିବା ଜଣ



ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

Anupambharat News Bureau | ଓଡ଼ିଶା | | 477 | Read...

ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ସାଲେପୁର,୧୯ା୬ (ଅନୁପମ ମିଡିଆ): କଟକ - ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ କୁଳିଆ ପର୍ଯ୍ୟନ୍ତ ଦୁର୍ଘଟଣାର ଜୋନ୍‌ ପାଲଟିଥିବା କୁହାଯାଉଛି । ଗତ ୬ମାସ ମଧ୍ୟରେ ଏହି ରାସ୍ତାର ଜଗତପୁର, ପୀରବଜାର, ପାଗା, କାଜିବଜାର, ନୃସିଂହବଜାର,



ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

Anupambharat News Bureau | ଓଡ଼ିଶା | | 476 | Read...

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଅନୁଗୋଳ,୧୯ା୬ (ଅନୁପମ ମିଡିଆ): ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗ୍ରାମରେ ସଂଘଟିତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌(ପକ୍‌ସୋ) ସୁରେ



ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

Anupambharat News Bureau | ଓଡ଼ିଶା | | 475 | Read...

ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

ଭଦ୍ରକ,୧୯ା୬ (ଅନୁପମ ମିଡିଆ): ଭଦ୍ରକ ଜିଲା ମୁଖ୍ୟ ଚିକିସିାଳୟ ଏବେ କେତେକ ସ୍ୱାସ୍ଥ୍ୟକର୍ମୀ (ନର୍ସ) ଓ ଅସାଧୁ ଡାକ୍ତରଙ୍କ ଚରାଭୂଇଁ ପାଲଟିଛି । ଯାହାଫଳରେ ଅର୍ଥ ନଦେଲେ ଗ୍ରାମାଞ୍ଚଳ ଓ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ସଠି



ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

Anupambharat News Bureau | ଓଡ଼ିଶା | | 474 | Read...

ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

ପୁରୀ ୧୮ା୬ (ଅନୁପମମିଡ଼ିଆ): ଦେବସ୍ନାନ ପୂର୍ଣ୍ଣିମାରେ ବିଗ୍ରହମାନେ ୧୦୮ ଗଡୁ ଜଳଲାଗି ହେବା ପରେ ଏବେ ଜ୍ୱରରେ ପୀଡିତ ହୋଇ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥ ଥିବାରୁ ଅଣବସର ଘରେ ବିଶ୍ରାମ ନେଇଛନ୍ତି । ସେଠାରେ ଚାଲିଛି ମହାପ୍ର



ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

Anupambharat News Bureau | ଓଡ଼ିଶା | | 473 | Read...

ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

କଟକ,୧୮ା୬ (ଅନୁପମ ମିଡିଆ): ସମଗ୍ର ଦେଶରେ କଳାଧନ ଗଚ୍ଛିତ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଏସଆଇଟି ପକ୍ଷରୁ ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେଶର ବରିଷ୍



ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

Anupambharat News Bureau | ଓଡ଼ିଶା | | 472 | Read...

ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

ଭୁବନେଶ୍ୱର, ୧୮ା୬ (ଅନୁପମ ମିଡିଆ) : ଭୁବନେଶ୍ୱର ଏମ୍ସରେ ମିଳିବ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ । ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନ



ବଢ଼ିଲା ଖରା ଛୁଟି ୨୬ରେ ଖୋଲିବ ସ୍କୁଲ

Anupambharat News Bureau | ଓଡ଼ିଶା | | 471 | Read...

ବଢ଼ିଲା ଖରା ଛୁଟି  ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୮ ।୬ । (ଅନୁପମ ମିଡିଆ) : ବୁଧବାରଠାରୁ ସବୁ ସରକାରୀ ସ୍କୁଲ ଖୋଲିବାର ଥିଲା । ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ମଙ୍ଗଳବାର ଖରା ଛୁଟି ସମୟ ବଢ଼ାଇଛନ୍ତି । ଖରାଛୁଟି ଜୁନ୍‌ ୨୫ ଯାଏଁ ବଢ଼ିଛି । ୨୬ ତା



ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

Anupambharat News Bureau | ଓଡ଼ିଶା | | 470 | Read...

ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

ଭୁବନେଶ୍ୱର,୧୮ା୬(ଅନୁପମ ମିଡ଼ିଆ) : ଖୁବଶୀଘ୍ର ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବ । ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟMର ହେବାକୁ ଯାଉଥିବାବ



୧୭ତମ ଲୋକସଭାର ଛ’ଟି କଥା

Anupambharat News Bureau | ଦେଶ | | 469 | Read...

୧୭ତମ ଲୋକସଭାର ଛ’ଟି କଥା

ନୂଆଦିଲ୍ଲୀ,୧୮ା୬ : ଚଳତି ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଅକ୍ତିଆର କରି ବିରୋଧୀଙ୍କୁ ମାତ୍‌ ଦେଇ ପୁଣି ଥରେ ଶାସନ ଗାଦିରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜି ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ଅଧି



ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 468 | Read...

ୟାର୍‌ଟେଲ୍‌, ଭୋଡ଼ାଫୋନ୍‌ ଆଇଡ଼ିଆ ଉପରେ ଜରିମାନା ଲାଗୁ ହେବ

ନୂଆଦିଲ୍ଲୀ: ଆନ୍ତଃସ୍ତରୀୟ ଯୋଗାଯୋଗକୁ ଉଲଂଘନ କରିଥିବା ଯୋଗୁଁ ଭାରତୀ ଏୟାର୍‌ଟେଲ୍‌ ଓ ଭୋଡ଼ାଫୋନ୍‌ଆଇଡ଼ିଆ ଟେଲି ଯୋଗାଯୋଗ କମ୍ପାନୀ ଉପରେ ଜରିମାନା ରାଶି ଆଦାୟ କରିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ଏହାକୁ ଆଜି ଡ଼ି



ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

Anupambharat News Bureau | ଦେଶ | | 467 | Read...

ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭଳି ଯୋଜନା ଆରମ୍ଭ କରିଛନ୍ତି । କି;ୁ ସତ କଥା ହେଉଛି, ଦେଶର ସ୍ୱାସ୍ଥ୍ୟସେବାର ସ୍ୱ୍ୱାସ୍ଥ୍ୟ ହିଁ ବିଗିଡ଼ିବାରେ ଲାଗିଛି ।



ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

Anupambharat News Bureau | ଦେଶ | | 466 | Read...

ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

ଶ୍ରୀନଗର: ଆମେ କେବେ ଭୁଲିବୁ ନାହିଁ । ଆମେ କେବେ କ୍ଷମା ଦେବୁ ନାହିଁ- ଫେବୃଆରୀ ୧୪ ପୁଲ୍‌ୱାମା ହମ୍ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ । ଆଜି ଶେଷରେ ତାକୁ ପୂରଣ କରାଯାଇଛି । ପୁଲ୍‌ୱାମା ହମ୍ଲାରେ ସାମିଲ



ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା

Anupambharat News Bureau | ଓଡ଼ିଶା | | 465 | Read...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା

ରାୟଗଡା, ୧୮ା୬ (ଅନୁପମ ମିଡିଆ): ରାୟଗଡା ସହରରେ ଗତକାଲି ବିଳମ୍ବିତ ରାତିରେ ଜଣେ କଲେଜ ଛାତ୍ରଙ୍କୁ ର୍ନିମମ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଛାତ୍ରଙ୍କ ନାମ ଏମ୍‌. ସୁରେଶ କୁମାର । ସୁରେଶ ରାୟଗଡା ସ୍ୱ



ବସ୍‌-ଅଟୋ ଧMା, ୪ ମୃତ, ୩ ଗୁରୁତର

Anupambharat News Bureau | ଓଡ଼ିଶା | | 464 | Read...

ବସ୍‌-ଅଟୋ ଧMା, ୪ ମୃତ, ୩ ଗୁରୁତର

କୋରାପୁଟ, ୧୮ା୬ (ଅନୁପମ ମିଡିଆ): ଅଟୋକୁ ଏକ ଯାତ୍ରୀବାହୀ ବସ୍‌ ଧMା ଦେବାରୁ ମଙ୍ଗଳବାର ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୩ ଜଣ ଅନ୍ୟ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମ



ମାନବିକତାର ପରିଚୟ ଦେଲେ ଷ୍ଟେସନ୍‌ ମାଷ୍ଟର୍‌, ଅସହାୟା ବୃଦ୍ଧାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଲେ

Anupambharat News Bureau | ଓଡ଼ିଶା | | 463 | Read...

ମାନବିକତାର ପରିଚୟ ଦେଲେ ଷ୍ଟେସନ୍‌ ମାଷ୍ଟର୍‌, ଅସହାୟା ବୃଦ୍ଧାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଲେ

ଜଳେଶ୍ୱର,୧୮ା୬ (ଅନୁପମ ମିଡିଆ): ଜଳେଶ୍ୱର ରେଳ ଷ୍ଟେସନ ପ୍ରତୀକ୍ଷାଳୟରେ ଦୀର୍ଘ ଦିନ ଧରି ଭିକ୍ଷାବୃତି କରି ଚଳି ଆସୁଥିବା ଜନୈକା ଅସହାୟା ଅପରିଚିତା ବୃଦ୍ଧା ମହିଳାକୁ ମଙ୍ଗଳବାର ଦିନ ଗୁରୁତର ଅବସ୍ଥାରେ ଷ୍ଟେସନ ମ୍ୟାନେଜର ଖଗ



ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ

Anupambharat News Bureau | ଓଡ଼ିଶା | | 462 | Read...

ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ

କେନ୍ଦୁଝର, ୧୮ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ୩୦ଟି ଖଣି ଚାଲିଛି । ଚାଲିଥିବା ଖଣି ମେସିନ ଦ୍ୱାରା ସମସ୍ତ କାମ ହେଉଥିବାରୁ ସ୍ଥାନୀୟ ଲୋକ କର୍ମନିଯୁକ୍ତି ପାଇପାରୁନାହାଁନ୍ତି । ରାଜ୍ୟ ସରକାର ଏବଂ କେନ୍



ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

Anupambharat News Bureau | ଓଡ଼ିଶା | | 461 | Read...

ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

ଭଦ୍ରକ,୧୮ା୬ (ଅନୁପମ ମିଡିଆ): ଗତକାଲି ରାତିରେ ଦୁଇଜଣ ଦୁବୃର୍ତ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାହାଞ୍ଜ ଗ୍ରାମନିବାସୀ ଜଣେ ବ୍ୟକ୍ତିଙ୍କୁ ପିଛାକରି ତାଙ୍କ ଠାରୁ ଅର୍ଥ ଲୁଟ୍‌ କରିବାରେ ବିଫଳ ହୋଇ ଗ୍ରାମବାସୀଙ୍କ ଦ୍



ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

Anupambharat News Bureau | ଓଡ଼ିଶା | | 460 | Read...

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ଦିଗପହଣ୍ଡି, ୧୭ା୬(ଅନୁପମମିଡ଼ିଆ): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ସାନ ବୁରୁଡ଼ାର ପ୍ରକାଶ ମଳିକ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସୂଚନା ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ



ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

Anupambharat News Bureau | ଦେଶ | | 459 | Read...

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

କୋଲକତା/ଭୁବନେଶ୍ୱର, ୧୭ ।୬(ଅନୁପମ ମିଡିଆ): ରାଜ୍ୟ ସରକାରୀ ହସ୍‌ପିଟାଲରେ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଶ୍ରୁତି ପରେ ଗତ ସାତ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳ



ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ପୋରଣରେ ଉଡାଇଲେ ଭ୍ୟାନ

Anupambharat News Bureau | ଦେଶ | | 458 | Read...

ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ,  ବିସ୍ପୋରଣରେ ଉଡାଇଲେ ଭ୍ୟାନ

ଶ୍ରୀନଗର : ଗତ ଫେବୃଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହାର ୪ମାସ ପରେ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ପୁଲୱାମାର ଅରିହଲ ଅଞ୍ଚଳ



ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

Anupambharat News Bureau | ଦେଶ | | 457 | Read...

ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍‌ ଢାଳି ଦେଲେ । ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ । ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍‌ରେ ଯାଉଥିବ



ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

Anupambharat News Bureau | ଓଡ଼ିଶା | | 456 | Read...

ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ : ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ):ଚଳିତ ମାସ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍



ବିନା ହେଲମେଟ୍‌ ରେ ଖଣ୍ଡଗିରି - ରସୁଲଗଡ ଫ୍ଲାଏ ଓଭରରେ ବାଇକ୍‌ ଚଲାଇବା ମନା

Anupambharat News Bureau | ଓଡ଼ିଶା | | 455 | Read...

 ବିନା ହେଲମେଟ୍‌ ରେ ଖଣ୍ଡଗିରି - ରସୁଲଗଡ ଫ୍ଲାଏ ଓଭରରେ ବାଇକ୍‌ ଚଲାଇବା ମନା

ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ): ଖଣ୍ଡଗିରି ଓ ରସୁଲଗଡ଼ ମଧ୍ୟରେ ଥିବା ଫ୍ଲାଏ ଓଭରରେ କ୍ରମାଗତଭାବେ ବାଇକ୍‌ ଦୁର୍ଘଟଣା ଘଟୁଥିବାରୁ ଏହାକୁ ରୋକିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।ମଙ



ଉକିଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

Anupambharat News Bureau | ଓଡ଼ିଶା | | 454 | Read...

ଉକିଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

ଭୁବନେଶ୍ୱର, ୧୭ ।୬ ।(ଅନୁପମ ମିଡିଆ):ରାଜ୍ୟର ବିଭିନ୍ନ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସ୍ନାତକୋତର ବିଷୟରେ ନାମଲେଖା ପାଇଁ ଏକାସଙ୍ଗେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଚିନ୍ତା ବ୍ୟକ୍ତ କରିଛି ଅଖିଳ ଭ



କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ

Anupambharat News Bureau | ଓଡ଼ିଶା | | 453 | Read...

 କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ

କେନ୍ଦୁଝର, ୧୭ା୬(ଅନୁପମ ମିଡିଆ): ପ୍ରଶାସନିକ ସୁଫଳ ପାଇଁ ଜିଲ୍ଲାରେ ଗ୍ରାମପଞ୍ଚାୟତ,ୱାର୍ଡ,ବ୍ଲକ,ପୌରପାଳିକା ଓ ସବ୍‌ଡିଭିଜନ୍‌ ସ୍ତରରେ ପୁର୍ନଗଠନର ଆବଶ୍ୟକତା ଦେଖାଦେଇଛି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କ ଦା



ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

Anupambharat News Bureau | ଓଡ଼ିଶା | | 452 | Read...

ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

ସମ୍ବଲପୁର,୧୭ା୬ (ଅନୁପମ ମିଡିଆ): ସ୍ୱାଧୀନ ଭାରତର ସର୍ବପ୍ରଥମ ବୃହତ୍‌ ନଦୀବନ୍ଧ ହୀରାକୁଦ ବନ୍ଧର ନିର୍ମାଣ କାର୍ଯ୍ୟ୧୯୫୬ ମସିହାରେ ସଂପୂର୍ଣ୍ଣ ହୋଇଥିଲା । ଏହାର ୬୩ ବର୍ଷ ପରେ ମଧ୍ୟ ଅନେକ ଉଦ୍‌ବାସ୍ତୁ ପରିବାର ଏଯାବତ୍‌



ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

Anupambharat News Bureau | ଓଡ଼ିଶା | | 451 | Read...

ମାଟି ଖୋଳିବା ହେଲା କାଳ, ବିଦ୍ୟୁତ ଆଘାତରେ ୨ ମୃତ

ଅନୁଗୋଳ,୧୭ା୬ (ଅନୁପମ ମିଡିଆ): ତାଳଚେର ଗୋଡ଼ିବନ୍ଧ ହରିହରପୁର ପାଉଁଶ ଇଟା ଭାଟିରେ ଅଘଟଣ । ମାଟି ଖୋଳିବା ବେଳେ ବିଦ୍ୟୁତ ଆଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମଧ୍ୟରେ ଇଟାଭାଟି ମାଲିକ ହରିହରପୁର ଗ୍ରାମର ଅନନ୍ତ ଚରଣ ସାହୁ



ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

Anupambharat News Bureau | ଦେଶ | | 450 | Read...

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଜେଲ ଯାଇଥିଲେ, କି;ୁ ‘ହତ୍ୟାର ଶିକାର ହୋଇଥିବା ସେଇ ସ୍ତ୍ରୀ ଏବେ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ ନିଜ ପତ୍



ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

Anupambharat News Bureau | ଦେଶ | | 449 | Read...

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

ଉତ୍ତରାଖଣ୍ଡର : ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ । ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ କହିବା କଥା ହେଲା ଏଠାରେ ବିବାହ ଋତୁରେ ଦିନକୁ ଅତିକମରେ



ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

Anupambharat News Bureau | ଦେଶ | | 448 | Read...

ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି । ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡି ଦେଇଛନ୍ତି ପିତା । ସୌଭାଗ୍ୟବଶତଃ ଝିଅକୁ ଜୀବିତ ଅବସ୍ଥାର



ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

Anupambharat News Bureau | ଓଡ଼ିଶା | | 447 | Read...

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

ପୁରୀ, ୧୬ା୬ (ଅନୁପମ ମିଡିଆ) : ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ସମାଗମ ହେବେ ଲକ୍ଷାଧିକ ଭକ୍



ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

Anupambharat News Bureau | ଓଡ଼ିଶା | | 446 | Read...

ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

ଭଦ୍ରକ,୧୬ା୬ (ଅନୁପମ ମିଡିଆ): ଗତ କିଛିଦିନ ଧରି ଭଦ୍ରକ ଜିଲାର ବିଭିନ୍ନ ବ୍ୟାଙ୍କ ଓ ବସ୍‌ଷ୍ଟାଣ୍ଡ ନିକଟରୁ ମହିଳାମାନଙ୍କ ଠାରୁ ଅଭିନବ ଭାବେ ଟଙ୍କା ଲୁଟ୍‌ କରିଆସୁଥିବା ଜଣେ ଯୁବକକୁ ଆଜି ସହରାଞ୍ଚଳ ଥାନା ପୁଲିସ୍‌ ଗିରଫ କ



ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 445 | Read...

ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

ସୋର,୧୬ା୬ (ଅନୁପମ ମିଡିଆ): ରଜମଉଜରେ ମସ୍‌ଗୁଲ୍‌ ଥିବା ବେଳେ ସୋର ବ୍ଲକ ଅନ୍ତର୍ଗତ ମାଣତ୍ରୀ ପଞ୍ଚାୟତ ଅଧୀନ ନୂଆପୁର ଗ୍ରାମର ଜଣେ ଚାଷୀ ଋଣଭାର ସହିନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଏହି ଗ୍ରାମର



କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

Anupambharat News Bureau | ଓଡ଼ିଶା | | 444 | Read...

କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

ବିରଜାକ୍ଷେତ୍ର,୧୬ା୬ (ଅନୁପମ ମିଡିଆ): ଗତ ଶନିବାର ଦିନ କମେଣ୍ଟ ମରାକୁ କେନ୍ଦ୍ରକରି ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଜଣେ ଯୁବକଙ୍କୁ କଟୁରୀରେ ହଣାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ



ଭାରତ-ପାକିସ୍ତାନ ଲଢ଼େଇ ଆଜି

Anupambharat News Bureau | କ୍ରୀଡ଼ା | | 443 | Read...

ଭାରତ-ପାକିସ୍ତାନ ଲଢ଼େଇ ଆଜି

ମଞ୍ଚେଷ୍ଟର,୧୫ା୬: ଆସନ୍ତାକାଲି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ମ୍ୟାଚ ଉତ୍କଣ୍ଠା ଏବଂ ରୋମାଞ୍ଚଭରା ରହିବ । ତେବେ ବିଶ୍ୱକପ୍‌ରେ ଭାରତର ପଲ୍ଳା ଭାରି ରହିଛି । ଯେ



ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ, ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

Anupambharat News Bureau | ଓଡ଼ିଶା | | 442 | Read...

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ,  ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

ଦିଗପହଣ୍ଡି/କୁକୁଡ଼ାଖଣ୍ଡି, ୧୫ା୬(ଅନୁପମ ମିଡ଼ିଆ): ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡ଼ାପଲ୍ଲୀ ଗ୍ରାମରେ ଦାଦାବଟି ପାଇଁ ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ବୋମା ଫିଙ୍ଗି ହତ୍ୟା ଉଦ୍ୟମ କରାଯାଇଥିବା ଅ



ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

Anupambharat News Bureau | ଓଡ଼ିଶା | | 441 | Read...

ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

କୋରାପୁଟ,୧୫ା୬(ଅନୁପମ ମିଡ଼ିଆ): ମୃତୁ୍ୟ କାହାକୁ କେତେବେଳେ ଏବଂ କେଉଁ ରୂପରେ ଆସେ ତାହା କଳ୍ପନାରୁ ବାହାରେ । ଏପରି ଏକ ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଦାମନଯୋଡି ନିକଟ ଭେଜାପୁଟରେ ଘଟିଛି । ଏକ ଘର ଉପରେ ବାଲି ବୋଝେଇ ଟିª



୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

Anupambharat News Bureau | ଦେଶ | | 440 | Read...

୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେଛ ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍ର ଜଣେ ୮୫ ବର୍ଷୀୟ ବୃଦ୍ଧଛ ଗଣିତ ଏବଂ ବିଜ୍ଞା



କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

Anupambharat News Bureau | ଦେଶ | | 439 | Read...

କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

କୋଲକାତା: ଦେଶରେ ଅନେକ ଥର ଆନ୍ଦୋଳନ ହୋଇଛି, ଡାକ୍ତରମାନେ ମଧ୍ୟ ନିଜ ଅଧିକାର ଏବଂ ଅନ୍ୟ ଦାବି ନେଇ ଆନ୍ଦୋଳନ କରିଛନ୍ତି । କି;ୁ ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଡାକ୍ତରମାନଙ୍କ ଆନ୍ଦୋଳନ ଏ ସମସ୍ତ



ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

Anupambharat News Bureau | ଓଡ଼ିଶା | | 438 | Read...

ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

ତାଳଚେର , ୧୫ା୬ (ଅନୁପମ ମିଡିଆ): ବିଶ୍ୱ ରକ୍ତଦାତା ଦିବସ ଅବସରରେ ଓଡିଶା ରକ୍ତ ଭଣ୍ଡାର, ତାଳଚେର ଦ୍ୱାରା ଏକ ସଚେତନତା ପଦଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଚେତନତା ପଦଯାତ୍ରାକୁ ସୁରଭି ମହିଳା ମଣ୍ଡଳର ସଭାପତ



ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

Anupambharat News Bureau | ଓଡ଼ିଶା | | 437 | Read...

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

ଖୋର୍ଦ୍ଧା, ୧୫ା୬ (ଅନୁପମ ମିଡିଆ): ବାରମ୍ବାର କର୍ତ୍ତବ୍ୟ ସମୟରେ ଡ଼ାକ୍ତରମାନଙ୍କୁ ଆକ୍ରମଣ ଘଟଣା ଏବଂ ଦୁଇ ଦିନ ତଳେ ପଶ୍ଚିମବଙ୍ଗର କୋଲକତା ଠାରେ ଡ଼ାକ୍ତରଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣକୁ ନିନ୍ଦାକରି ଖୋର୍ଦ୍ଧା ଜିଲ୍



ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

Anupambharat News Bureau | ଓଡ଼ିଶା | | 436 | Read...

ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

କୋଣାର୍କ,୧୫ା୬ (ଅନୁପମ ମିଡିଆ): ଭାରତ ସରକାରଙ୍କ ହସ୍ତଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଗ୍ରାମାଂଚଳର କାରୀଗର ମାନଙ୍କୁ ୨୦୧୭ ମସିହାରେ କାରୀଗର ପରିଚୟ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଗୋପବ୍ଳକରେ ବର୍ତମାନ ସେହି କାର୍ଡ ଗୁଡିକ



ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

Anupambharat News Bureau | ଓଡ଼ିଶା | | 435 | Read...

ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

କଟକ,୧୫ା୬ (ଅନୁପମ ମିଡିଆ): ସ୍ଥାନୀୟ ଗୈାରୀଶଙ୍କର ପାର୍କ ନିକଟରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ ସଭା ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଭାଇ ଜଣେ ମ



ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

Anupambharat News Bureau | ଓଡ଼ିଶା | | 434 | Read...

ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

ଭଦ୍ରକ,୧୫ା୬ (ଅନୁପମ ମିଡିଆ): ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତର ଶ୍ରୀରାମପୁର ଠାରେ ପୋଲ କାର୍ଯ୍ୟ ଚାଲିଛି । କାର୍ଯ୍ୟରତ ମିସ୍ତ୍ରୀମାନେ ପୋଲ ନିକଟରେ ଅସ୍ଥାୟୀ ଭାବେ ରହିଆସୁଥିବା ବେଳେ ସେମାନଙ୍କୁ ସାମାନ୍ୟ ଚାନ୍ଦା ପାଇଁ



ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

Anupambharat News Bureau | ଦେଶ | | 433 | Read...

ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

ବିସ୍‌କେକ,୧୪ା୬: କିରିଗିଜ୍‌ସ୍ତାନର ରାଜଧାନୀ ବିସ୍‌କେକରେ ଆୟୋଜିତ ସଂଘାଇ ସହଯୋଗ ପ୍ରତିଷ୍ଠାନ (ଏସସିଓ)ର ଦ୍ୱିତୀୟ ଅଧିବେଶନ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି । ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ



ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 432 | Read...

ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

କବିସୂର୍ଯ୍ୟନଗର,୧୪ା୬(ଅନୁପମମିଡ଼ିଆ): ବାପାର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ଦୁଇ ଝିଅ ଆତ୍ମହତ୍ୟା ଭଳି ଚରମପନ୍ଥା ଆପଣାଇଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଲୋମଟାଙ୍କୁରା ଘଟଣା ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର



ପହିଲି ରଜରେ ଅଘଟଣ, ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 431 | Read...

ପହିଲି ରଜରେ ଅଘଟଣ,   ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

କେନ୍ଦୁଝର/ଆନନ୍ଦପୁର,୧୪ା୬(ଅନୁପମମିଡ଼ିଆ): ସମଗ୍ର ରାଜ୍ୟ ଯେତେବେଳେ ପହିଲି ରଜକୁ ନେଇ ଉସିବମୁଖର ହୋଇପଡିଥିଲା, ସେତେବେଳେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତର ଉଲିବସା ଗ୍ରାମରେ ଘଟିଯାଇଛ



ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

Anupambharat News Bureau | ଦେଶ | | 430 | Read...

ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

ମୁମ୍ବାଇ: ବିଜେପି ଓ ଶିବସେନା ମଧ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିବା ବିଜେପି ଓ ଶିବସେନା ବିଧାନସଭା ନିର୍ବାଚନକୁ ନେଇ ମତଭେଦ ଓ ଦ୍ୱନ୍ଦରେ ପଡ଼ିଛନ୍



ଭାରତକୁ ଧମକ ଦେଲା ପାକିସ୍ତାନ

Anupambharat News Bureau | ବିଦେଶ | | 429 | Read...

ଭାରତକୁ ଧମକ ଦେଲା ପାକିସ୍ତାନ

ଇସ୍ଲାମାବାଦ: ଆଲୋଚନା ପାଇଁ ଭାରତକୁ ବାରମ୍ବାର ନିବେଦନ କରୁଥିବା ପାକିସ୍ତାନ ଆଜି ନୂଆଦିଲ୍ଲୀକୁ କଡ଼ା ଧମକ ଦେଇଛି । ଭାରତ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ହ୍ୟାଙ୍ଗ ଓଭର୍‌ରୁ ବାହାରି ପାରିନାହିଁ । ଆମେ ଭାରତ ପଛରେ ଆଲୋଚନା



ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

Anupambharat News Bureau | ଦେଶ | | 428 | Read...

ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀର ବିକାଶପୁରୀରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ୍‌ ଆପ୍‌ ଜରିଆରେ ଖାଦ୍ୟ ପ୍ୟାକେଟ୍‌ ଅର୍ଡର ଦେଇଥିବା ୩୫ ବର୍ଷୀୟ ଅମିତ କୋଚ୍ଚରଙ୍କୁ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି । ଗତକାଲି



ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

Anupambharat News Bureau | ଦେଶ | | 427 | Read...

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

ରୋହତାସ୍‌,୧୪ଛ୬: ବିହାର ରୋହତାସ୍‌ ବାଦିଲଡିହର ଜଣେ ଶହୀଦ ଯବାନଙ୍କ ଭଉଣୀର ବିବାହ ସମୟରେ ତାଙ୍କୁ ନିଆରା ଢ଼ଙ୍ଗରେ ବିଦା କରିଛନ୍ତି ଗରୁଡ କମାଣ୍ଡୋ । ଅଶୋକ ଚକ୍ରରେ ସମ୍ମାନିତ ହୋଇଥିବା ତଥା ବାୟୁସେନାର ଗରୁଡ କମାଣ୍ଡୋ ଜ୍ୟ



ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

Anupambharat News Bureau | ଓଡ଼ିଶା | | 426 | Read...

ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

କେନ୍ଦୁଝର, ୧୪ା୬ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡ ଭୂୟାଁଜୁଆଙ୍ଗ ପୀଢ ବନାଞ୍ଚଳର ବିଭିନ୍ନ ସ୍ଥାନରେ ୪୫ଟି ବଣୁଆ ହାତୀ ଥିବାବେଳେ ନିକଟସ୍ଥ ଖରାଦିନିଆ ଧାନ ଚାଷ ଜମି ଏବଂ ଗାଁଗୁଡିକରେ ବ୍ୟାପକ ଉପିାତ ମଚାଇଥିବା ଖବର ମିଳିଛ



ମହିଳାଙ୍କୁ ଦୁର୍ବ୍ୟବହାର, ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

Anupambharat News Bureau | ଓଡ଼ିଶା | | 425 | Read...

ମହିଳାଙ୍କୁ ଦୁର୍ବ୍ୟବହାର,  ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା

କଟକ, ୧୪ା୬ (ଅନୁପମ ମିଡିଆ): କଟକ ଝାିରୀମଙ୍ଗଳା ଅଂଚଳର ଜଣେ ମହିଳା ସାମ୍ବାଦିକଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାଶ ମହାନ୍ତି ହଇରାଣ ହରକତ କରିବା ଓ ଖୋଦ୍‌ ସାଂସଦ ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିବା ସଂପର୍କରେ ଆଜି ପୁରୀଘାଟ ଥା



ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର, ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 424 | Read...

ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର,   ଲୋକ ଲଜ୍ୟା ସହିନପାରି ପୀଡିତାଙ୍କ ଆତ୍ମହତ୍ୟା

ଭଦ୍ରକ, ୧୪ା୬ (ଅନୁପମ ମିଡିଆ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ବାଙ୍କମୁଆଁ ଗାଁର ଗତକାଲି ବିଳମ୍ବିତ ରାତିରେ ବାବାଜି ସେଠିଙ୍କ ଝିଅ ସୁଭଦ୍ରା ସେଠୀକୁ ଉକ୍ତ ଗାଁର ଜୈନିକ ଯୁବକ ସନ୍ତୋଷ ମାଝୀ ଦୁଷ୍କର୍ମ କରି



ପାଞ୍ଚ ଯବାନ ସହିଦ

Anupambharat News Bureau | କ୍ୟାରିୟର ନିଯୁକ୍ତି | | 423 | Read...

ପାଞ୍ଚ ଯବାନ ସହିଦ

ଶ୍ରୀନଗର, ୧୨ା୬: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅନ୍ୟତମ ଜନଗହଳି ପୂର୍ଣ୍ଣ କେପି ରୋଡ଼ରେ ବୁଧବାର ଅପରାହ୍ନରେ ସଂଗଠିତ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ସିଆପିଏଫ ଯବାନ ସହିଦ୍‌ ହୋଇଛନ୍ତି । ଏହି ଘଟଣାରେ ଅନ୍ୟ ତିନି ଜଣ



ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

Anupambharat News Bureau | କ୍ରୀଡ଼ା | | 422 | Read...

ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ୍‌,୧୨ ।୬: ଭାରତ ଠାରୁ ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଏଠାରେ ବୁଧବାର ଅନୁଷ୍ଠିତ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ବିଜୟଧାରାକୁ ଫେରିଛି । ଡେଭିଡ୍‌ ୱାର୍ଣ୍ଣରଙ୍କ ଶତକ ସାଙ୍ଗ



୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

Anupambharat News Bureau | ଓଡ଼ିଶା | | 421 | Read...

୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

ବ୍ରହ୍ମପୁର,୧୨ ।୬(ଅନୁପମ ମିଡ଼ିଆ) : ୨୦୧୭ ଜୁନ୍‌ ମାସରେ ସ୍ଥାନୀୟ ଟାଉନ୍‌ ଥାନା ଅଞ୍ଚଳରେ ସଂଗଠିତ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଲାଞ୍ଜିପଲ୍ଲୀ ଢିପସାହିର କୁଖ୍ୟାତ ସୁନୀଲ ବିଷୋୟୀଙ୍କୁ ପୋଲିସ ଗିରଫ କରିଥିବା ବ୍ରହ୍ମ



ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

Anupambharat News Bureau | ଦେଶ | | 420 | Read...

ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି । କର୍ଣ୍ଣାଟକା ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠ



ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

Anupambharat News Bureau | ଓଡ଼ିଶା | | 419 | Read...

ଏସସିବି ଓ କର୍କଟ ଚିକିତ୍ସା କେନ୍ଦ୍ରରେ ଖାଲିପଡିଥିବା ପଦବୀ ପୂରଣ ଦାବି

କଟକ, ୧୨ା୬ (ଅନୁପମ ମିଡିଆ): ଏସ.ସି.ବି. ଭେଷଜ ହାସପାତାଳ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ତୁରନ୍ତ ଆବଶ୍ୟକୀୟ ଡ୍ରେସର ନିଯୁକ୍ତି କରିବା, ଖାଲିପଡିଥିବା ସମସ୍ତ ଗ୍ରୁପ ’ଡି’ ତଥା ଆଟେଣ୍ଡାଣ୍ଟ ପୋଷ୍ଟ ଗୁଡିକ ତୁରନ୍ତ ପୂ



ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

Anupambharat News Bureau | ଓଡ଼ିଶା | | 418 | Read...

ମେଡିକାଲ ବାରଣ୍ଡାରେ ଚାଲିଛି ଅଂଶୁଘାତ ରୋଗୀଙ୍କ ଚିକିତ୍ସା

ନିଶ୍ଚିନ୍ତକୋଇଲି ୧୨ା୬ (ଅନୁପମ ମିଡିଆ) : ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାରଣ୍ଡାରେ ଅଂଶୁଘାତରେ ପିଡୀତ ହୋଇଥିବା ରୋଗୀଙ୍କ ଚିକିତ୍ସା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଅଂଶୁଘାତ ରୋଗୀମ



ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

Anupambharat News Bureau | ଓଡ଼ିଶା | | 417 | Read...

ନ୍ୟାୟ ପାଇଁ ଶିଶୁକନ୍ୟାଙ୍କୁ ଧରି ମହିଳାଙ୍କ ଧାରଣା

ଭଦ୍ରକ,୧୨ା୬ (ଅନୁପମ ମିଡିଆ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡା ଫାଣ୍ଡି ଦୁର୍ଗାପୁର ଗ୍ରାମର ଜଣେ ସଂଖ୍ୟାଲଘୁ ମହିଳା ସ୍ୱାମୀ ପରିତ୍ୟକ୍ତା ହୋଇ ପୁଲିସ ଠାରୁ ନ୍ୟାୟ ନ ପାଇ ଆଜି ନିଜ ଶିଶୁକନ୍ୟା ସହିତ ଜିଲ୍ଲା ଆରକ୍ଷୀ ଅଧୀକ



ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

Anupambharat News Bureau | ଓଡ଼ିଶା | | 416 | Read...

ଖଣ୍ଡପଡ଼ା ଜେଲ୍‌ରୁ ଫେରାର କଏଦୀ ଗିରଫ

ଖଣ୍ଡପଡ଼ା,୧୨ା୬ (ଅନୁପମ ମିଡିଆ): ଖଣ୍ଡପଡ଼ା ସବ୍‌ଜେଲ୍‌ରୁ ପାଚେରୀ ଡ଼େଇଁ ଫେରାର ଥିବା ଜନୈିକ କଏଦୀଙ୍କୁ ପୋଲିସ୍‌ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡ଼ୁଆସାହିର ଯୁବକ ତପନ



ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

Anupambharat News Bureau | ଦେଶ | | 414 | Read...

ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ, ଲାକ୍ଷାଦ୍ୱୀପ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ



ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

Anupambharat News Bureau | ଦେଶ | | 413 | Read...

ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ସାଧାରଣ ଲୋକେ । ଭୀଷଣ ଖରା ଏବଂ ପାରଦ ସ୍ତର ବୃଦ୍ଧି ଏପର୍ଯ୍ୟନ୍ତର ସବୁ ରେକର୍ଡ ଭାଙ୍ଗି ସାରିଲାଣି । ଖାସ୍‌ କରି ଟ୍ର



ଆଉ କେତେ ମଲେ ଚେତିବ ପ୍ରଶାସନ ?

Anupambharat News Bureau | ଓଡ଼ିଶା | | 412 | Read...

ଆଉ କେତେ ମଲେ ଚେତିବ ପ୍ରଶାସନ ?

ଅନୁଗୋଳ,୧୧ା୬(ଅନୁପମ ମିଡିଆ): ଗୋଟିଏ ଦିନରେ ୪ ଜଣ ନବଜାତ ଶିଶୁଙ୍କ ପ୍ରାଣବାୟୁ ଉଡ଼ିଗଲା । ମୁଖ୍ୟ ଚିକିସିାଳୟର ନବଜାତ ଶିଶୁ ଯତ୍ନ ବିଭାଗ (ଏସ୍‌ଏନ୍‌ସିୟୁ)କୁ ଚିକିସିା ପାଇଁ ଭର୍ତ୍ତି କରିଥିଲେ । ସେମାନଙ୍କ ପରିଜନ । ମାତ୍ର



ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା

Anupambharat News Bureau | ଓଡ଼ିଶା | | 411 | Read...

ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା

କେନ୍ଦ୍ରାପଡା୧୧ା୬ (ଅନୁପମ ମିଡିଆ): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ସୋମବାର ଅପରାହ୍ନରେ କେନ୍ଦ୍ରାପଡା ପଂଚାୟତସମିତି ସଭା ଗୃହରେ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ



କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

Anupambharat News Bureau | ଓଡ଼ିଶା | | 410 | Read...

କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

ଭଦ୍ରକ,୧୧ା୬ (ଅନୁପମ ମିଡିଆ): ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏବଂ ସିଆର୍‌ଏସ୍‌ଆର୍‌ (ସେଣ୍ଟର ଫର ରିହାବିଲିଟେସନ ସର୍ଭିସ ଆଣ୍ଡ ରିସର୍ଚ୍ଚ) ଦ



ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ

Anupambharat News Bureau | ଓଡ଼ିଶା | | 409 | Read...

ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ

କଟକ,୧୧ା୬ (ଅନୁପମ ମିଡିଆ): ପୋଲିସ ପରିଚୟ ଦେଇ ନିଛାଟିଆ ସ୍ଥାନରେ ମର୍ଣିିଂୱାକ୍‌ ବା ଇଭିନିଂ ୱାକ୍‌ କରୁଥିବା ବରିଷ୍ଠ ନାଗରିକଙ୍କୁ ଦାମୀ ସୁନା ଅଳଙ୍କାର ନ ପିନ୍ଧିବାକୁ ଉପଦେଶ ଦେବା ଛଳରେ ଲୁଟୁଥିବା ଏକ ଗ୍ୟାଙ୍ଗର ଦୁଇ ଜଣ



ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

Anupambharat News Bureau | ଦେଶ | | 408 | Read...

ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡୀ ଏବେ ନିଜର ନୂତନ ଚିନ୍ତାଧାରା ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ କୃଷକ, ଆଶା ଦିଦି, ଜନତାଙ୍କ ପାଇଁ ବଡବଡ ଘୋଷଣା କରିବା ପରେ ସେ, ଏବେ ପୁଣି ଥରେ ଏକ ବଡ ନିଷ୍ପତି ନ



ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

Anupambharat News Bureau | ଓଡ଼ିଶା | | 407 | Read...

ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

ବ୍ରହ୍ମପୁର,୭ ।୬(ଅନୁପମ ମିଡ଼ିଆ) :ବ୍ରହ୍ମପୁରରେ ବହୁ ବେଆଇନ ନସିଂହୋମ ଚାଲିଥିବା ବେଳେ ଦୀର୍ଘ ଦିନ ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଂଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟଙ୍



ନିଶା କବଳରେ ଅସହାୟ ଶୈଶବ, ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

Anupambharat News Bureau | ଓଡ଼ିଶା | | 406 | Read...

ନିଶା କବଳରେ ଅସହାୟ ଶୈଶବ,  ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

ଭଦ୍ରକ, ୭ା୬ (ଅନୁପମ ମିଡିଆ): ନିଶା କବଳରେ ଏବେ ଅସହାୟ ଶୈଷବ । ନିଜର ନିଶା ଭୋକ ମେଂଟାଇବା ସକାସେ ଏବେ ସେମାନେ ଆପଣେଇ ନେଇଛନ୍ତି ବଜାରରେ ମିଳୁଥିବା କିଛି ଅଠାଜାତୀୟ କ୍ୟାମିକାଲ୍ସ । ଏହାର ଉତ୍କଟ ବାସ୍ନା ନାକରେ ଆଘ୍ରାଣ କରି ଏବ



ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

Anupambharat News Bureau | ଓଡ଼ିଶା | | 405 | Read...

ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

ବ୍ୟାସନଗର,୭ ।୬(ଅନୁପମ ମିଡ଼ିଆ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର୨୨ ବର୍ଷୀୟ ପ୍ରତିମା ଦାସଙ୍କର କାହାଣୀ ହୁଏତ ଅଲଗା ହୋଇଥାଆନ୍ତା ଯଦି ସେଦିନ ଟାଟା ଷ୍ଟିଲ ଚିକିତ୍ସା ଦଳ ସମୟୋଚିତ ପଦକ୍



ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

Anupambharat News Bureau | ଓଡ଼ିଶା | | 404 | Read...

ଚିକିତ୍ସା ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ

କଟକ, ୭ା୬ (ଅନୁପମ ମିଡିଆ): ମାଲଗୋଦାମ ଥାନା ଅନ୍ତର୍ଗତ କଲେଜଛକରେ ଥିବା ଏକ ଘରୋଇ ନର୍ସିଂହୋମରେ ଚିକିସିା ଅବହେଳାରୁ ଜଣେ ରୋଗୀଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୮ ତାରିଖରେ ଜଗତସିଂହପୁର



ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ, ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

Anupambharat News Bureau | ଓଡ଼ିଶା | | 403 | Read...

ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ,   ବାତ୍ୟାରେ କ୍ଷତିଗସ୍ତ ବିଦ୍ୟାଳୟ ଗୁଡିକର ମରାମତି ହୋଇପାରିଲା ନାହିଁ

ସାଲେପୁର,୭ ।୬ (ଅନୁପମ ମିଡିଆ): ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ ବାକିଥିବାବେଳେ ଫନି ଜନିତ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବିଦ୍ୟାଳୟର ଅଦ୍ୟାବଧି ମରାମତି ହୋଇନଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ନେଇ ଅନିଶ୍ଚିତ



ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

Anupambharat News Bureau | ଓଡ଼ିଶା | | 402 | Read...

ପୁଣି ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲା ଜୀବନ

ଭଦ୍ରକ, ୭ା୬ (ଅନୁପମ ମିଡିଆ): ଡଙ୍ଗାବୁଡି ଘଟଣା ରାଜ୍ୟର ଚିର ସହଚର ପାଲଟିଛି । କୈାଣସି କାମଧନ୍ଦା ହେଉ ଅଥବା ଜରୁରୀ କାମରେ ବାହାରିଥିବା ପରିବାରବର୍ଗଙ୍କ ଏପରି ଖବରପାଇ ଆଶା ଆଶଙ୍କାରେ ପରିବାର ଓ ସଂପର୍କିୟ । ତେଣେ ବିକାଶର ନା



ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌, ବିଧାୟକଙ୍କ ନାଁରେ ମାମଲା ରୁଜୁ

Anupambharat News Bureau | ଓଡ଼ିଶା | | 401 | Read...

ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌,   ବିଧାୟକଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୬ ।୬(ଅନୁପମ ମିଡିଆ): ଗୁରୁବାର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସାଧାରଣରେ ରୋଡ୍‌ ଉପରେ ଉଠବସ୍‌ କରାଇ ଚର୍ଚ୍ଚାରେ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର । ପୂର୍ତ୍ତ ବିଭାଗର ଉକ୍ତ ଅଧିକାରୀଙ୍କୁ ବିଧ



ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

Anupambharat News Bureau | ଓଡ଼ିଶା | | 400 | Read...

ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

ବିରଜାକ୍ଷେତ୍ର,୬ା୬(ଅନୁପମ ମିଡିଆ): ଦିବାଲୋକରେ ଥାନା ଆଗରୁ ଗୁରୁବାର ଗାଡ଼ି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ କରି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯାଜପୁରସହର ବୃନ୍ଦା



ଆୟୁଷ୍ମାନ ଯୋଜନା ଲାଗୁ, କେନ୍ଦ୍ରର ପ୍ରସ୍ତାବ ପରେ ଅନୁଧ୍ୟାନ କରିବ ରାଜ୍ୟ

Anupambharat News Bureau | ଓଡ଼ିଶା | | 399 | Read...

ଆୟୁଷ୍ମାନ ଯୋଜନା ଲାଗୁ,   କେନ୍ଦ୍ରର ପ୍ରସ୍ତାବ ପରେ  ଅନୁଧ୍ୟାନ କରିବ ରାଜ୍ୟ

ଭୁବନେଶ୍ୱର,୬ ।୬(ଅନୁପମ ମିଡିଆ): କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍କାନକୁ ରାଜ୍ୟରେ ଲାଗୁ ନେଇ ପ୍ରଥମେ ନାହିଁ ଏବେ ହିଁ ଭଳି ସ୍ଥିତି ଉତ୍ପନ୍ନ ହେବାରେ ଲାଗିଛି । ଓଡିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ନେଇ କେନ୍



ଆଜି ଶିବ ପାର୍ବତୀଙ୍କ ବିବାହ

Anupambharat News Bureau | ଓଡ଼ିଶା | | 398 | Read...

ଆଜି ଶିବ ପାର୍ବତୀଙ୍କ ବିବାହ

ସମ୍ବଲପୁର, ୬ା୬(ଅନୁପମ ମିଡ଼ିଆ): ରାତି ପାହିଲେ ଶିବ-ପାର୍ବତୀଙ୍କ ବିବାହ । ଶିବ ପାର୍ବତୀଙ୍କ ବିବାହ ଆଉ ଶୀତଲ୍‌ଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ପୁରା ଚଞ୍ଚଳ ହୋଇପଡ଼ିଛି । ଆସନ୍ତାକାଲି ବିଭିନ୍ନ ଶିବାଳୟରୁ ମହାଦେବ ବିବାହ ଶୋ



ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

Anupambharat News Bureau | ଓଡ଼ିଶା | | 397 | Read...

ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

ଭୁବନେଶ୍ୱର, ୬ା୬ (ଅନୁପମ ମିଡିଆ) : ଚଳିତ ବର୍ଷ ନୈରାଶ ଜନକ ମାଟ୍ରିକ ପରିକ୍ଷାର ଫଳାଫଳକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ମାଟ୍ରିକ୍‌ ପରୀକ୍ଷା ଶୂନ ରେଜଲଫ ହୋଇଥିବା ସ୍କୁଲକୁ ନୋଟିସ୍‌ କରାଯାଇଛି ।



ମତ୍ସ୍ୟ ଅବତାର

Anupambharat News Bureau | ଧର୍ମ ଓ ସଂସ୍କୃତି | | 396 | Read...

ମତ୍ସ୍ୟ ଅବତାର

“ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନି ର୍ଭବତି ଭାରତ,ଅଭୁ୍ୟତ୍‌ଥାନମ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟ ହ,ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ,ଧର୍ମ ସଂସ୍ଥାପନାର୍ଥାୟ ସମ୍ଭାବାମି ଯୁଗେ ଯୁଗେ । ।ଶ୍ରୀମଦ୍‌ ଭାଗବତ୍&zwn



ମଦ ଓ ଡ୍ରଗ୍ସ ନିଶା

Anupambharat News Bureau | ଶରୀରମାଦ୍ୟମ | | 395 | Read...

ମଦ ଓ ଡ୍ରଗ୍ସ ନିଶା

ପିଲା ବେଳୁ ମୁଁ ଭାରି ଈଶ୍ୱର ବିଶ୍ୱାସୀ । ଜେଜ ଥିବାବେଳେ ମୋତେ ପ୍ରତିଦିନ ସକାଳୁ ତାଙ୍କ ହାତ ଧରି ମନ୍ଦିରକୁ ନେଇଯାଆନ୍ତି । ଏହି କ୍ରମରେ ଆମ ଘର ପାଖ ଶିବ ମନ୍ଦିର ବେଳେ ବେଳେ ସମୟ କାଢ଼ି ସୋମବାରିଆ ଦର୍ଶନ କରିଆସେ । ଚିକିତ୍ସା



ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

Anupambharat News Bureau | ଦେଶ | | 394 | Read...

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ବିଦ୍ରୋହୀ ସାଜିଲେ ନବଜୋତ ସିଂହ ସିଦ୍ଧୁ

ଅମୃତସର: ସାଧାରଣ ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ୫ଟି ଆସନରେ ହାରିବା ପରେ ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମ



ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

Anupambharat News Bureau | ଦେଶ | | 393 | Read...

ମୋଦିଙ୍କ ପାଇଁ ରାଜନାଥ ଅଲୋଡ଼ା, ସବୁ ଦାୟିତ୍ୱ ଶାହଙ୍କୁ ଦେଲେ

ନୂଆଦିଲ୍ଲୀ: ମୋଦି-୧ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ବେଶ ପ୍ରଭାବଶାଳୀ ଥିବା ରାଜନାଥ ସିଂହ ମୋଦି-୨ ସରକାରରେ ଅଲୋଡ଼ା ହୋଇପଡ଼ିଥିବା ଭଳି ମନେ ହେଉଛି । ମୋଦି-୨ ସରକାରରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି । ଏପରି



ପିକେଙ୍କ ଶରଣରେ ଦିଦି

Anupambharat News Bureau | ଦେଶ | | 392 | Read...

ପିକେଙ୍କ ଶରଣରେ ଦିଦି

କୋଲକାତା: ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ରଣନୀତି ପସ୍ତìତ କରିବା ହେଉ, କିମ୍ବା ନୀତୀଶ କୁମାର ଓ ଜଗନ ମୋହନ ରେzୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ହେଉ, ଏସବୁ ପଛରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ



କେରଳ ପାଖରେ ମୌସୁମୀ, ଖେଳୁଛି ଲୁଚକାଳି

Anupambharat News Bureau | ଦେଶ | | 391 | Read...

କେରଳ ପାଖରେ ମୌସୁମୀ,  ଖେଳୁଛି ଲୁଚକାଳି

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ । କେରଳରେ ମୌସୁମୀ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ମୌସୁମୀ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି । ମୌସୁମ



ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

Anupambharat News Bureau | ଦେଶ | | 390 | Read...

ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ । ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍‌ ଟେନ ଆତଙ୍କବାଦୀଙ୍କ ତାଲିକା ପସ୍ତìତ କରିଛି ଭାରତ । ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କ



ବିଜେଡ଼ିକୁ ଭୋଟ ଦେଇନ, ତୁମକୁ ଚାଉଳ ନାହିଁ !

Anupambharat News Bureau | ଓଡ଼ିଶା | | 389 | Read...

ବିଜେଡ଼ିକୁ ଭୋଟ ଦେଇନ, ତୁମକୁ  ଚାଉଳ ନାହିଁ !

ଆନନ୍ଦପୁର,୬ା୬(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ନିର୍ବାଚନ ମଣ୍ଡଳୀର ସାଇଁକୁଳ ପଞ୍ଚାୟତର କିଛି ବ୍ୟକ୍ତିଙ୍କୁ ହୀନ ରାଜନୀତି ଚକ୍ରାନ୍ତରେ ବିଜେଡ଼ିକୁ ଭୋଟ ଦେଇନଥିବା ଅଭିଯୋଗରେ ତୁମକୁ ଚାଉଳ ଦିଆଯିବ ନାହିଁ ଘଟଣା