ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ

June 03, 2019, ଓଡ଼ିଶା, , Anupambharat News Bureau


ମାଲବାହି ଟ୍ରେନ ଲାଇନଚୁ୍ୟତ ରେଳ ଚଳାଚଳ ବାଧାପ୍ରାପ୍ତ
Anupambharat News Bureau
June 03, 2019

କୋରାପୁଟ , ୩ା୬ (ଅନୁପମ ମିଡିଆ): ଜୟପୁର ନିକଟ ମାଳିଗୁଡାରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହେବାରୁ କୋରାପୁଟ-ଜୟପୁର ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୈଲାଡିଲାରୁ ଏକ ମାଲବାହି ଟ୍ରେନ ଲୁହାପଥର ନେଇ ବିଶାଖାପାଟଣା ଯାଉଥିବାବେଳେ ଆଜି ସକାଳେ ଜୟପୁର -କୋରାପୁଟ ମଧ୍ୟରେ ଥିବା ଛତ୍ରୀପୁଟ-ମାଳିଗୁଡା ଷ୍ଟେସନ ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା ।
ଫଳରେ ଉକ୍ତ ଲାଇନରେ ଟ୍ରେନସମ୍ପୂର୍ଣର୍ ବନ୍ଦ ରହିଛି । ଭୂବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଓ ରାଉରକେଲା ଜଗଦଲପୁର ଏକ୍ସପ୍ରେସ୍‌ କୋରାପୁଟ ଷ୍ଟେସନରୁ ଆଜି ଫେରି ଥିବାବେଳେ କୋତାବାଲସାରୁ -କିରଣ୍ଡୋଲ ପାସେଂଜର କୋରାପୁଟରୁ ଏବଂ କିରଣ୍ଡୋଲ-କୋତାବାଲସା ଜୟପୁରରୁ ଫେରି ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ଭଦ୍ରାଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

Read More...

ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page