ଖବର ସଂଗ୍ରହ

.



୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

Anupambharat News Bureau | ଓଡ଼ିଶା | | 2167 | Read...

୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

କୋଭିଡ଼ ଚିକିତ୍ସା ପାଇଁ ୨ଡେଓକ୍ସି-ଡି ଗ୍ଲୋକୁଜ(୨-ଡିଜି) ନାମକ ଏକ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଶନିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ କରୋନା ବିରୋଧରେ ଲଢ଼େ



କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

Anupambharat News Bureau | ଓଡ଼ିଶା | | 2166 | Read...

କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

ଭୁବନେଶ୍ୱର, ୮ା୫ (ସ୍ୱତନ୍ତ୍ର ପ୍ରତିନିଧି): ଦେଶରେ କରୋନାର ଭୟାବହତା ଥମିବାର ନାଁ ନେଉ ନଥିବା ବେଳେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଗୁରୁତର କରିଛି । ଠିକ୍‌ ସମୟରେ ଟିକା ଆସି ପାରୁ ନଥିବାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟି



ନକଲି କରୋନା ଟୀକା ପ୍ରତି ସାବଧାନ

Anupambharat News Bureau | ଦେଶ | | 2165 | Read...

ନକଲି କରୋନା ଟୀକା ପ୍ରତି ସାବଧାନ

ନୂଆଦିଲ୍ଲୀ: କରୋନା ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେ, ରୋଗୀଙ୍କ ପାଇଁ ରେମେïସିର୍ଭି ଇଞ୍ଜେକ୍ସନ୍‌ ଅନଲାଇନ୍‌ ମାଧ୍ୟମରେ ଅର୍ଡର କରୁଛନ୍ତି ସଂପର୍କୀୟ । ଯଦି ଆପଣ କରୋନା ରୋଗୀଙ୍କ ପାଇଁ ଏହି ଇଞ୍ଜେକ୍ସନ୍‌ ଅର୍ଡର କରୁଛ



ମୁକ୍ତ ହେବେ କଏଦୀ

Anupambharat News Bureau | ଦେଶ | | 2164 | Read...

ମୁକ୍ତ ହେବେ କଏଦୀ

ନୂଆଦିଲ୍ଲୀ: କରୋନା ବିପଦକୁ ଦୃଷ୍ଟିରେ ରଖି ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କୁ ୯୦ ଦିନ ପାଇଁ ପାରୋଲ୍‌ରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏଥିରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟାରେ କିଛି ମାତ୍ରାରେ ହ ୍ରାସ ଘଟ



ଖଣିରେ ଭୟଙ୍କର ବିସ୍ପୋରଣ, ୧୦ ମୃତ, ୧୦ ଆହତ

Anupambharat News Bureau | ଦେଶ | | 2163 | Read...

ଖଣିରେ ଭୟଙ୍କର ବିସ୍ପୋରଣ,  ୧୦ ମୃତ, ୧୦ ଆହତ

କଡ଼ପା: ଆନ୍ଧ୍ର ପ୍ରଦେଶର କଡ଼ପାରେ ଥିବା ଗୋଟିଏ ଖଣି ଖାଦାନରେ ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ର୍ଭିତ୍ତି କରାଯାଇଛି । ବିସ୍ପୋରଣ ବେଳେ ଏଠା



କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

Anupambharat News Bureau | ଦେଶ | | 2162 | Read...

କରୋନା ନୂଆ ଷ୍ଟ୍ରେନ...... ଶିଶୁଙ୍କ ପ୍ରତି ବିପଦ ବେଶୀ

ନୂଆଦିଲ୍ଲୀ: ଡରାଉଛି ମହାମାରୀ କରୋନା । ଶିଶୁଙ୍କ ପ୍ରତି ବିପଦ ବେଶୀ । ନୂଆ ଷ୍ଟ୍ରେନ ଶିଶୁଙ୍କୁ ଅଧିକ କରୁଛି ସଂକ୍ରମିତ । କରୋନା ସଂକ୍ରମଣର ପ୍ରଥମ ଲହରୀରେ ପ୍ରାପ୍ତ ବୟସ୍କ ଲୋକ ବେଶୀ ପ୍ରଭାବିତ ହୋଇଥିଲେ । ଛୋଟ ପିଲାମାନଙ୍



ଟିକା ଉପରୁ ଜିଏସଟି ଛାଡ କରାଯାଉ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Anupambharat News Bureau | ଓଡ଼ିଶା | | 2161 | Read...

ଟିକା ଉପରୁ ଜିଏସଟି ଛାଡ କରାଯାଉ  : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ଟିକା ଉପରୁ ଜିଏସଟି ଛାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ରୁ ୪୪ ବର୍ଷ ବର୍ଗ ପାଇଁ ରାଜ୍ୟ କିଣୁଥି



ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 2160 | Read...

ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): କରୋନା ଲଢ଼େଇରେ ହାରି ଯାଇଛନ୍ତି ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥ । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସିଆରପିଏଫ୍‌ ଗ୍ରୁପ ସେଣ



ଆଦାୟ ହେଲାଣି ୧୫ କୋଟି

Anupambharat News Bureau | ଓଡ଼ିଶା | | 2159 | Read...

ଆଦାୟ ହେଲାଣି ୧୫ କୋଟି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ସରକାରଙ୍କ କରୋନା ନିୟମ ଅନେକ ଲୋକ ମାନୁଛନ୍ତି କି;ୁ କିଛି ଅମାନିଆ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଉଛି । ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୧୫ କୋଟି ଟ



ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

Anupambharat News Bureau | ଓଡ଼ିଶା | | 2158 | Read...

ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

ଭୁବନେଶ୍ୱର,୬ା୫(ଅନୁପମ ମିଡ଼ିଆ): ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍‌ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍



ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

Anupambharat News Bureau | ଦେଶ | | 2157 | Read...

ମହମାରୀ ସଙ୍କଟରେ ସମ୍ପୂର୍ଣ୍ଣ ବିଶ୍ୱ ଭାରତ ସହ ଛିଡା ହୋଇଛି

ଲଣ୍ଡନ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରକୁ ବହୁତ ବଡ଼ ଆହ୍ୱାନ ବୋଲି କହିଛନ୍ତି । ଏଥିରେ ଭାରତକୁ ସାରା ବିଶ୍ୱର ଦେଶମାନଙ୍କରୁ ମିଳୁଥିବା ସହାନୁଭୂତିକୁ କୁଟନୈତିକ ଏକତା ବୋଲ



ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

Anupambharat News Bureau | ଦେଶ | | 2156 | Read...

  ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

ଭୋପାଳ: ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରିଛନ୍ତ



ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

Anupambharat News Bureau | ବିଦେଶ | | 2155 | Read...

  ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ

ଟୋକିଓ: ଜାପାନରେ ପୁନର୍ବାର କରୋନାର ଦ୍ୱିତୀୟ ଲହରୀ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ଜାପାନ ସରକାର କେତେକ ସହରରେ ଲକଡାଉନ ସମୟ ସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ୨୫ ଏପ୍ରିଲ ଥିବା ବେଳେ ଏବେ ଏହାକୁ ୧୧ ମେ ପର୍ଯ



ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଫୋନ କରିବାକୁ ପଡ଼ିବ

Anupambharat News Bureau | ଓଡ଼ିଶା | | 2154 | Read...

ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ  ଫୋନ କରିବାକୁ ପଡ଼ିବ

ଭୁବନେଶ୍ବର: ଲକଡାଉନ ସମୟରେ ରାଜଧାନୀବାସୀଙ୍କ ପାଇଁ ଡିସିପି ଉମାଶଙ୍କର ଦାଶ ଆଉ ଏକ ଘୋଷଣା କରିଛନ୍ତି। ଫୋନ ମାଧ୍ୟମରେ ଥାନାରେ କୌଣସି ଅଭିଯୋଗ କରିବାକୁ ଡିସିପି ଗତକାଲି ପରାମର୍ଶ ଦେଇଥିବା ବେଳେ ଆଜି ବାହାଘର ଏବଂ ଅନ୍ତ୍ୟେ



ଶପଥ ନେଲେ ମମତା

Anupambharat News Bureau | ଦେଶ | | 2153 | Read...

ଶପଥ ନେଲେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିପୁଳ ଭୋଟ୍‌ରେ ବିଜୟଲାଭ କରିବା ଯୋଗୁଁ ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀ ଆଜି ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କର



ଭାରତକୁ ଆଉ ୩ଟି ରାଫେଲ ଆସୁଛି

Anupambharat News Bureau | ଦେଶ | | 2152 | Read...

ଭାରତକୁ ଆଉ ୩ଟି ରାଫେଲ ଆସୁଛି

ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ । ଆଜି ସକାଳେ ଫ୍ରାନ୍ସର ମେରିଗନାଗ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଛନ୍ତି । ଏଗୁଡ଼ିକ ଆଜି ରାତିରେ ଜାମନଗର ବାୟୁସେନାଘାଟିରେ ଓହ୍ଲାଇବ । ପରେ ଏଗୁଡ଼ିକୁ ଅମ୍ବାଲା ବାୟୁସେନା ଘାଟିକୁ ନ



ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

Anupambharat News Bureau | ବିଦେଶ | | 2151 | Read...

ଦିନକରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

କାବୁଲ: ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କ ରଚିଥିବା ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୪୧ଥର ଆକ୍ରମଣ କରିଥିବା ଏଥିରେ ସୂଚନା ଦିଆଯାଇଛି । ଆଫଗାନିସ୍ତାନର ଟୋଲୋ ନ୍ୟୁଜ



ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

Anupambharat News Bureau | ଦେଶ | | 2150 | Read...

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ପୋରଣ, ଦୁଇ ମୃତ

ଲକ୍ଷ୍ନୌ: ଗୋଟିଏ ପଟେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଯାଇଥିବା ବେଳେ ପ୍ଲାଣ୍ଟରେ ଏହାକୁ ଉତ୍ପାଦନ କରିବାକୁ ଜୋରଦାର ପ୍ରାୟସ କରାଯାଉଛି । କି;ୁ ଏସବୁ ଭିତରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ଗୋଟିଏ ଅକ୍ସିଜେନ ପ୍ଲାଣ୍ଟରେ



ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

Anupambharat News Bureau | ଦେଶ | | 2149 | Read...

ନ’ଟି ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଜଣେ ମା’ ଗର୍ଭରୁ ଏକାସହ ଦୁଇଟି, ତିନୋଟି କିମ୍ବା ଚାରୋଟି ସନ୍ତାନର ଜନ୍ମ ଏକ ସାଧାରଣ କଥା କି;ୁ ଯଦି ଜଣେ ମହିଳା ଏକାସହ ୯ଟି ସନ୍ତାନ ଜନ୍ମ ଦିଅନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ । ପ୍ରକୃତରେ ମାଲିର ଜଣେ ମହିଳା



ବାପାର ଜୁଇକୁ ଡେଇଁଲା ଝିଅ

Anupambharat News Bureau | ଦେଶ | | 2148 | Read...

ବାପାର ଜୁଇକୁ ଡେଇଁଲା ଝିଅ

ବାରମେର୍‌ (ରାଜସ୍ଥାନ): ରାଜସ୍ଥାନର ବାରମେରକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ । ଜଣେ ୩୪ ବର୍ଷୀୟା ଯୁବତୀ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନିଜ ପିତାର ଜଳୁଥିବା ଜୁଇକୁ ଡେଇଁ ପଡ଼ିଛନ୍ତି । ଯାହା ଫଳରେ ଯୁବତୀ ଜଣକ ଗୁରୁତ



କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

Anupambharat News Bureau | ଦେଶ | | 2147 | Read...

କରୋନା ମୂଳ ପୋଛ ପାଇଁ ବିରାଟ ଧାର୍ମିକ ରାଲି

ଅହମଦାବାଦ: ମହାମାରୀ କରୋନା ସଂକ୍ରମଣ ଭିତରେ ଗୁଜରାଟରୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ମନ୍ଦିରରେ ପାଣି ଢାଳିଲେ କରୋନା ସବୁଦିନ ପାଇଁ ଶେଷ ହୋଇଯିବ ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶହଶହ ଲୋକ ଧାର୍



ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

Anupambharat News Bureau | ଦେଶ | | 2146 | Read...

ବେଙ୍ଗଲରେ କଡାକଡି ହେଲା କରୋନା କଟକଣା

କୋଲକାତା: ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମମତା ବାନାର୍ଜୀ । ନିର୍ବାଚନ ପରେ ପରେ ପଶ୍ଚିମବଙ୍ଗରେ ଆଂଶିକ କରୋନା କଟକଣା ଲାଗିଥିବା ବେଳେ ଶପଥ ଗ୍ରହଣ ପରେ



୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

Anupambharat News Bureau | ଓଡ଼ିଶା | | 2145 | Read...

୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

ଭୁବନେଶ୍ୱର, ୩୦ା୪(ଅନୁପମ ମିଡ଼ିଆ): ଆସନ୍ତା ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ରହିବ । ରାଜ୍ୟ ବ୍ୟବସାୟୀ ମହାସଂଘ ଏହି ନିଷ୍ପତ୍ତି ନେଇଛି । ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ମହାସଂଘ ପକ୍ଷ



ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ

Anupambharat News Bureau | ଓଡ଼ିଶା | | 2144 | Read...

ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ

ବ୍ରହ୍ମପୁର, ୩୦ା୪(ବିିନୋଦ ପଟ୍ଟନାୟକ): କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ନାମ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପଞ୍ଜିକରଣ କରାଯାଉନଥିବା ଫଳରେ ଓଡ଼ିଶାରୁ ଯାଇ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଏବଂ ଅନ୍ୟ ରାଜ୍ୟର



ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

Anupambharat News Bureau | ଓଡ଼ିଶା | | 2143 | Read...

  ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

ଭୁବନେଶ୍ୱର, ୩୦ା୪ (ଅନୁପମ ମିଡିଆ): ରାଜ୍ୟରେ ବେକାବୁ କରୋନା ସ୍ଥିତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲାଗୁ କରିଛନ୍ତି କଟକଣା। ଉଭୟ ଜୀବନ ଜିବୀକାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି



କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ

Anupambharat News Bureau | ଦେଶ | | 2142 | Read...

କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ

ମେ ପହିଲା ଦିନକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା'ନ୍ତି । ୧୯୮୬ ମସିହାରୁ ଏହି ଦିବସଟିକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତି



କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

Anupambharat News Bureau | ଦେଶ | | 2141 | Read...

କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

ନୂଆଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବଡି ବିଲ୍‌ଡର ତଥା ମିଷ୍ଟର ଇଣ୍ଡିଆ ଟାଇଟଲ୍ ଜିତିଥିବା ଜଗଦୀଶ ଲାଡ୍‌ଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଶୁକ୍ରବାର ଭଦୋଦରାରେ ଜୀବନ ମରଣ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍



ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

Anupambharat News Bureau | ଦେଶ | | 2140 | Read...

  ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଳୀ: କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋ



ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

Anupambharat News Bureau | ଓଡ଼ିଶା | | 2139 | Read...

ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ସୋର, : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସିଙ୍ଘାଖୁଣ୍ଟା ପଞ୍ଚାୟତର କରଞ୍ଜବଣିଆ ଗ୍ରାମର ଜଣେ ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବାରୁ ସ୍ଥାନୀୟ ଲୋକେ ପିଟି ପିଟି ତାଙ୍କୁ ମାରି ଦେଇଛନ୍ତି। ସୋର ପୋଲିସ ଗୁରୁବାର ରାତ



ଭାରତରୁ ସ୍ୱଦେଶ ଫେରିଲେ ଏହି ଦେଶର ନାଗରିକଙ୍କୁ ମିଳିବ ଜେଲଦଣ୍ଡ

Anupambharat News Bureau | ବିଦେଶ | | 2138 | Read...

ଭାରତରୁ ସ୍ୱଦେଶ ଫେରିଲେ ଏହି ଦେଶର ନାଗରିକଙ୍କୁ ମିଳିବ ଜେଲଦଣ୍ଡ

ମେଲବର୍ଣ୍ଣ: ଭାରତରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ନିୟମ ଆହୁରି କଡ଼ା କରି ଅଷ୍ଟ୍ରେଲିଆ। ଇତିହାସରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ସରକାର ନିଜ ଦେଶର ଲୋକଙ୍କ ଘର ବାହୁଡ଼ା ଉପରେ ରୋକ ଲଗାଇଛି। ଯଦି କୌଣସି ଅଷ୍ଟ୍ରେଲୀୟ ଭାରତରେ



ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ କରୋନା

Anupambharat News Bureau | ଦେଶ | | 2137 | Read...

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଲ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି । ସେ ଏବେ ନିଜକୁ ଘରେ ଆଇସୋଲେଟଡ କରିଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ



କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

Anupambharat News Bureau | ଦେଶ | | 2136 | Read...

କରୋନାରେ ’ସୁଟର ଦାଦି’ ଚନ୍ଦ୍ରୋ ତୋମାରଙ୍କ ପରଲୋକ

ନୂଆଦିଲ୍ଲୀ: ’ସୁଟର ଦାଦୀ’ ନାମରେ ମଧ୍ୟ ଜଣାଶୁଣା ଚନ୍ଦ୍ରୋ ତୋମାରଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ମିରଟ ହସ୍ପିଟାଲ୍‌ରେ ତାଙ୍କ ଦେହାନ୍ତ ହୋଇଛି। ଚନ୍ଦ୍ରୋ ତୋମାର ଏପ୍ରିଲ୍ ୨୭ରେ କର



କୋଭିଡ୍‌ ମୁକାବିଲା : ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

Anupambharat News Bureau | ଓଡ଼ିଶା | | 2135 | Read...

 କୋଭିଡ୍‌ ମୁକାବିଲା :  ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

ଭୁବନେଶ୍ୱର, ୨୯ା୪(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ କୋଭିଡ୍‌ ନିୟମକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଡିଜିପି ଅଭୟ । କରୋନା ମୁକାବିଲାପାଇଁ ୩ଟି ମୁଖ୍ୟ ବିନ୍ଦ



କ୍‌ଜିଟ୍‌ ପୋଲ୍‌ : ପଶ୍ଚିମବଙ୍ଗରେ ପୁଣି ମମତା

Anupambharat News Bureau | ଦେଶ | | 2134 | Read...

କ୍‌ଜିଟ୍‌ ପୋଲ୍‌  : ପଶ୍ଚିମବଙ୍ଗରେ ପୁଣି ମମତା

ନୂଆଦିଲ୍ଲୀ,୨୯ା୪: ପଶ୍ଚିମବଙ୍ଗ ପୁଣି ମମତାଙ୍କ ହାତରେ ରହିବ । ଅନ୍ୟପକ୍ଷେ ବିଜେପି ଆସାମରେ ନିଜ ଜୟ ଯାତ୍ରା ଅବ୍ୟାହତ ରଖିବାକୁ ଥିବା ବେଳେ ତାମିଲନାଡ଼ୁରେ ବିରୋଧୀ ଡିଏମ୍‌କେ ଫେରିବ । ସେହିଭଳି କେରଳରେ ବିଜୟନ ପୁଣି କ୍ଷମତ



ଅଶୋକ ଗେହଲଟ କରୋନା ପଜିଟିଭ୍‌

Anupambharat News Bureau | ଦେଶ | | 2133 | Read...

 ଅଶୋକ ଗେହଲଟ କରୋନା ପଜିଟିଭ୍‌

ଦେଶରେ ଜାରି ରହିଛି କରୋନା ସଂକ୍ରମଣ । ପ୍ରତିଦିନି ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଏହିକ୍ରମରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍



ଏଲ୍‌ଆଇସି ହେଲା ଦୁନିଆର ତୃତୀୟ ଶକ୍ତିଶାଳୀ ବୀମା ବ୍ରାଣ୍ଡ

Anupambharat News Bureau | ଦେଶ | | 2132 | Read...

ଏଲ୍‌ଆଇସି ହେଲା ଦୁନିଆର ତୃତୀୟ ଶକ୍ତିଶାଳୀ ବୀମା ବ୍ରାଣ୍ଡ

ନୂଆଦିଲ୍ଲୀ : କରୋନା ସାରା ବିଶ୍ୱରେ ବୀମା କମ୍ପାନୀଗୁଡିକର ବ୍ରାଣ୍ଡ ମୂଲ୍ୟ ହ ୍ରାସ କରିଥିବାବେଳେ ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ୍‌ ଇନସୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏଲ୍‌ଆଇସି) ଏକ ଶକ୍ତିଶାଳୀ ବ୍ରାଣ୍ଡ ଭ



ଗ୍ରାମ ପଞ୍ଚାୟତଗୁଡିକ ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌ ପ୍ରବେଶ ଉପରେ ଲଗାଇଲେ ପ୍ରତିବନ୍ଧକ

Anupambharat News Bureau | ଦେଶ | | 2131 | Read...

ଗ୍ରାମ ପଞ୍ଚାୟତଗୁଡିକ ଥଣ୍ଡା ପାନୀୟ, ଆଇସ୍କ୍ରିମ୍‌ ପ୍ରବେଶ ଉପରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ : କୋଭିଡ୍‌ -୧୯ ମାମଲାରେ ବଢ଼ିବା ଏବଂ ମହାମାରୀ ମଧ୍ୟରେ ମୃତ୍ୟୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗ୍ରାମରେ ଗ୍ରାମ ପଞ୍ଚାୟତ ଥଣ୍ଡା ପାନୀୟ ଏବଂ ଆଇସକ୍ରିମ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶର କେତେକ ଅ



ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ

Anupambharat News Bureau | ଦେଶ | | 2130 | Read...

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଇସ୍ତଫା ଦାବିକଲା କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଏକ ମନ୍ତବ୍ୟକୁ ନେଇ କଂଗ୍ରେସ ଜୋରଦାର ଟାର୍ଗେଟ କରିଛି । ଏହା ସହ ହର୍ଷବର୍ଦ୍ଧନ ଇସ୍ତଫା ଦିଅ;ୁ ବୋଲି ଦାବି କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପି. ଚିଦାମ୍ବର



କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ, ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

Anupambharat News Bureau | ଦେଶ | | 2129 | Read...

କରୋନା ବେଳେ ଅକ୍ସିଜେନ୍‌ ସଙ୍କଟ,  ଦିଲ୍ଲୀକୁ ପାତର ଅନ୍ତର କରୁଛନ୍ତି କେନ୍ଦ୍ର ସରକାର: କେଜରିୱାଲ୍‌

ନୂଆଦିଲ୍ଲୀ: ଅକ୍ସିଜେନ ମାମଲାରେ ଦିଲ୍ଲୀ ସରକାରଙ୍କ ସଙ୍ଗୀନ ଅଭିଯୋଗ । କେନ୍ଦ୍ର ବିରୋଧରେ ହାଇକୋର୍ଟ ପହଞ୍ଚିଲେ ରାଜ୍ୟ ସରକାର । ସବୁ ରାଜ୍ୟକୁ ଅଧିକ ପରିମାଣରେ ଅକ୍ସିଜେନ୍‌ ମିଳୁଥିବା ବେଳେ ଆମକୁ ମାଗିଲେ ମିଳୁନି ବୋଲି କ



ଏଥର ବି ହବନି ଚାରଧାମ୍‌ ଯାତ୍ରା

Anupambharat News Bureau | ଦେଶ | | 2128 | Read...

ଏଥର ବି ହବନି ଚାରଧାମ୍‌ ଯାତ୍ରା

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଗୁରୁବାର ଦିନ ଚାରଧାମ ଯାତ୍ରା ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ନିର୍ଦ୍ଧାରିତ ତାରିଖରେ ମନ୍ଦିର କବାଟ ଖୋଲିବ ଓ କେବଳ ପୂଜାର୍ଚ୍ଚନା ହେବ କି;



ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

Anupambharat News Bureau | ଦେଶ | | 2127 | Read...

ଶେଷ ହେଲା ପଶ୍ଚିମବଙ୍ଗ ନିର୍ବାଚନ

କୋଲକାତା: ପଶ୍ଚିମବଙ୍ଗରରେ ଆଜି ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ ମିନିଟ୍‌ରେ ଶେଷ ହୋଇଛି । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୮୪ ଲକ୍ଷ ୭୮ ହଜାର ଭୋଟ



ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

Anupambharat News Bureau | ଦେଶ | | 2126 | Read...

ଗୋଟିଏ ରାତିରେ ଛ’ଥର ଭୂକମ୍ପ ଝଟ୍‌କା

ଗୌହାଟି: ପୁଣି ଭୁକମ୍ପରେ ଥରିଲା ଆସାମ । ୨ ଦିନ ମଧ୍ୟରେ ୬ରୁ ଅଧିକ ଥରର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ୬ ଥରେ ଭୂକମ୍ପ ଝଟPା ଅନୁଭୂତ ହୋଇଛି । ଭୂକମ୍ପର ପ୍ରଥମ ଝଟPା ରାତି ୧୨.୨୪ ମିନିଟ ହୋଇଥିବା



ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

Anupambharat News Bureau | ଓଡ଼ିଶା | | 2125 | Read...

ପେନସନ୍‌ ଅଦାଲତ ଦରଖାସ୍ତ ଅବଧି ବଢିଲା

ଭୁବନେଶ୍ୱର, ୨୮ା୪(ଅନୁପମ ମିଡ଼ିଆ): ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍‌ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଅନଲାଇନ୍‌ର



ପାଞ୍ଚ ଦିନ କାଳବୈଶାଖୀ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2124 | Read...

ପାଞ୍ଚ ଦିନ କାଳବୈଶାଖୀ  ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୮ା୪(ଅନୁପମ ମିଡ଼ିଆ): ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାର ପୂର୍ବାନୁମାନ କରିଛି ପାଣିପାଗବିଭାଗ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନାଅନୁ



ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

Anupambharat News Bureau | ଓଡ଼ିଶା | | 2123 | Read...

ଚିନ୍ତା ବଢ଼ାଇଲା ରାଜଧାନୀ ୨୪ ଘଣ୍ଟାରେ ଆଉ ୧୦୪୪ ଆକ୍ରାନ୍ତ

ଭୁବନେଶ୍ୱର,୨୮ା୪(ଅନୁପମ ମିଡ଼ିଆ):­ ରାଜଧାନୀ ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୦୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଟିଆ , ନୟାପଲ୍ଲୀ , ଖଣ୍ଡଗିରି , ଚନ୍ଦ୍ରଶେଖରପ



୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

Anupambharat News Bureau | ଓଡ଼ିଶା | | 2122 | Read...

 ୧୫୦ ଜିଲ୍ଲାରେ ଲକ୍‌ଡାଉନ ସମ୍ଭାବନା

ନୂଆଦିଲ୍ଲୀ,୨୮ା୪: ଦେଶରେ ଗତ ଏକ ସପ୍ତାହ ହେଲା କ୍ରମାଗତ ଭାବେ ଦୈନିକ କରୋନା ସଂକ୍ରମିତ ତିନି ଲକ୍ଷରୁ ଅଧିକ ଚିହ୍ନଟ ହେଉଛନ୍ତି । ଦୀର୍ଘ ମାସ ପରେ ଗତ ଗୁରୁବାର ପ୍ରଥମ ଥର ପାଇଁ ଦିନକରେ ସମଗ୍ର ଦେଶରୁ ୩ ଲକ୍ଷରୁ ଅଧିକ ସଂକ୍ରମି



କୋଭିସିଲï ଟିକା ଦାମ କମିଲା

Anupambharat News Bureau | ଦେଶ | | 2121 | Read...

କୋଭିସିଲï  ଟିକା ଦାମ କମିଲା

ନୂଆଦିଲ୍ଳୀ,୨୮ା୪: ଆସନ୍ତା ମଇ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ ତଥା କୋଭିଡ଼ ଗଣ ଟିକା ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ(ଏସ୍‌ଆଇଆଇ) ବୁଧବାର କୋଭିସିଲïର ଦରକୁ ହ୍ରସା କରିଛି । ପୂର୍ବରୁ



କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

Anupambharat News Bureau | ଦେଶ | | 2120 | Read...

କ୍ୱାରେନ୍‌ଣ୍ଟାଇନ୍‌ରୁ ଫେରାର୍‌ ହେଲେ ୩ କୁଖ୍ୟାତ ଅପରାଧୀ

ପଞ୍ଜାବ: ସେଣ୍ଟ୍ରାଲ ଜେଲ, ପଟିଆଲାର ତିନି ଜଣ କଏଦୀ ନିଖୋଜ ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ଜେଲ ମ୍ୟାନେଜର ସେମାନଙ୍କୁ ଜେଲ ଭିତରେ ଖୋଜୁଥିଲେ ମଧ୍ୟ କୌଣସି ସୂଚନା ନ ପାଇବା ପରେ ତ୍ରିପାଠୀ ପୋଲିସ ଷ୍ଟେସନକୁ ଡକାଯାଇଛି



କେବଳ ପେଟପୁରା ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ

Anupambharat News Bureau | ଦେଶ | | 2119 | Read...

କେବଳ ପେଟପୁରା  ଖାଦ୍ୟ ହିଁ କରୋନାକୁ ମାତ୍‌ ଦେବ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଦେଶରେ ହାହା କାର ପଡ଼ିଥିବା ବେଳେ ଗବେଷଣାରୁ ମିଳିଥିବା ତଥ୍ୟ ଆଶ୍ଚର୍ଯ୍ୟ କରିଛି । ରୋଗ ପାଖରେ ଧନୀ-ଗରିବ ଭେଦଭାବ ଥିବା ତଥ୍ୟ କହୁଛି । ଗରିବଙ୍କୁ ଦୟା କି;ୁ ଧନୀଙ୍କ ପାଇଁ ନିଷ୍ଠୁର କରୋନା



ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

Anupambharat News Bureau | ଦେଶ | | 2118 | Read...

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ  ଶ୍ରମିକ ପାଇଁ ପଞ୍ଜିକରଣ କଲେ ଗ୍ରାଜୁଏଟ୍‌, ପିଜି ଓ ପିଏଚ୍‌ଡି ପିଲା

ବେଙ୍ଗାଲୁରୁ: ବର୍ଷରେ ଅଧିକ ଦିନ ହେବ ସାରା ଭାରତବର୍ଷ କୋଭିଡରେ ଛଟପଟ ହେଉଛ । କେବଳ ଜୀବନ ନୁହେଁ ଜୀବିକା ଉପରେ ମଧ୍ୟ ଏହି ଉହାନ ଭାଇରସ ପ୍ରଭାବ ପକାଇଛି । ଯାହାର ତାଜା ନମୁନା କର୍ଣ୍ଣାଟକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ



ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ ରାଜ୍ୟପାଳ ବୁଝିବେ କରୋନା ସ୍ଥିତି

Anupambharat News Bureau | ଦେଶ | | 2117 | Read...

ମୁଖ୍ୟମନ୍ତ୍ରୀ ନୁହଁ ଦିଲ୍ଲୀରେ  ରାଜ୍ୟପାଳ ବୁଝିବେ କରୋନା ସ୍ଥିତି

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀରେ ବେହାଲ ଦିଲ୍ଲୀରେ କେନ୍ଦ୍ର ସରକାର ‘ଗଭର୍ଣ୍ଣମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ’ ଶଂସୋଧିତ ଆଇନ ୨୦୨୧ ନୋଟିଫାଇ କରିଦେଇଛନ୍ତି । ଅର୍ଦ୍ଧରାତ୍ରରୁ ରାଷ୍ଟ୍ରୀୟ



ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

Anupambharat News Bureau | ଓଡ଼ିଶା | | 2116 | Read...

ପରଲୋକରେ ବିଶିଷ୍ଟ ସାହିତି୍ୟକ ମନୋଜ ଦାସ

ଭୁବନେଶ୍ୱର, ୨୭ା୪ (ଅନୁପମ ମିଡିଆ): ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଯୁଗର ଅବସାନ ଘଟିଛି । ବାସ୍ତବିକ ଜଣେ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଭାବେ ଶିକ୍ଷାବିତଙ୍କ ମଧ୍ୟରେ ହୃଦୟକୁ ଜିଣି ନେଇଥିବା ମନୋଜ ଦାସଙ୍କ ପରଲୋକ ଘଟିଛି । ଜ



ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା

Anupambharat News Bureau | ଦେଶ | | 2115 | Read...

ଝିଅର ଶବକୁ ବାଇକ୍‌ରେ ଆଣିଲା ବାପା

ଉତ୍ତରପ୍ରଦେଶ: ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଯନ୍ତ୍ରଣାରେ ଚାଲିଗଲା ୧୯ ବର୍ଷିୟା ଝିଅର ଜୀବନ । ୟୁପିର ଫିରୋଜାବାଦରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗମ୍ଭୀର ଅବସ୍ଥାରେ ଝିଅକୁ ମୋଟର ସାଇକେଲରେ ସରକାରୀ ଟ



ମିଆଁମାର ସ୍ଥିତି ଅସମ୍ଭାଳ

Anupambharat News Bureau | ବିଦେଶ | | 2114 | Read...

ମିଆଁମାର ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ: ସେନା ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ ମିଆଁମାରବାସୀ । ବିଜୁଳୀ ବିଲ୍‌, କୃଷି ଋଣ ଦେବେନି କି ପିଲାଙ୍କୁ ସ୍କୁଲ ଛାଡ଼ିବେ ନାହିଁ ବୋଲି ଆନ୍ଦୋଳନକାରୀ ଆହ୍ୱାନ ଦେଇଥିବା ଜଣାପଡ଼ିଛି । ମିଆଁମାରରେ ସ



ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

Anupambharat News Bureau | ଦେଶ | | 2113 | Read...

ପହଁଞ୍ଚିବ ଋଷିଆର ସଞ୍ଜିବନୀ ଟିକା

ନୂଆଦିଲ୍ଲୀ: ମେ ୧ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ୧୮ରୁ ୪୫ ବର୍ଷର ବୟସ୍କ ବ୍ୟକ୍ତି ଟିକା ନେବେଛ ହେଲେ ଟିକା ଉତ୍ପାଦନରେ ବିଳମ୍ବହୋଇଥିବାରୁ ଟିକାକରଣ ବିଳମ୍ବ ହେବ ବୋଲି ଜଣାପ



ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ

Anupambharat News Bureau | ଦେଶ | | 2112 | Read...

ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ

ନୂଆଦିଲ୍ଲୀ: ଜଣେ ପଜିଟିଭ ବ୍ୟକ୍ତି ୪୧୧ ଜଣଙ୍କୁ ସଂକ୍ରମଣ କରିପାରିବ । ସାରା ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି । ଏହି ସମୟରେ ସଂକ୍ରମଣର ଭୟାବହତା ଉପରେ ବ୍ରେକ୍‌ ଲଗାଇବାକୁ ବିଭିନ୍ନ ସରକାର ନାଇଟ୍‌ କର୍ଫ୍ୟୁ, ଲକଡା



କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

Anupambharat News Bureau | ଦେଶ | | 2111 | Read...

କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶର ସ୍ଥିତି ଯାହା ତାହା ଜରୁରୀ ସ୍ଥିତି ନୁହେଁ ତ କ’ଣ? ଭାରତରେ କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏଭଳି ଗୁରୁତର ପରିସ୍ଥିତିକୁ ସାମ୍ନା କରିବା ସହିତ



ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ : ବୁଧବାରରୁ ରେଜିଷ୍ଟ୍ରେସନ୍‌

Anupambharat News Bureau | ଓଡ଼ିଶା | | 2110 | Read...

ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ :  ବୁଧବାରରୁ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର, ୨୬ା୪(ଅନୁପମ ମିଡ଼ିଆ): ଆସନ୍ତା ମଇ ପହିଲାରୁ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୮ରୁ ପଞ୍ଜୀକରଣ ଆରମ୍ଭ ହେବ । ଅନଲାଇନ୍‌ରେ ପଞ୍ଜୀକରଣ ପରେ ଟିକାକରଣ ସମୟ



ବାଧୁଛି ବିଜୁଳି ଦର ବୃଦ୍ଧି

Anupambharat News Bureau | ଓଡ଼ିଶା | | 2109 | Read...

ବାଧୁଛି ବିଜୁଳି ଦର ବୃଦ୍ଧି

ଭୁବନେଶ୍ୱର, ୨୬ା୪ (ସ୍ୱତନ୍ତ୍ର ପ୍ରତିନିଧି): ଦିଲ୍ଲୀରେ ଲୋକଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦୁ୍ୟତ୍‌ ମାଗଣାରେ ଯୋଗାଇ ଦେଉଛି ଆପ୍‌ ସରକାର । ଦିଲ୍ଲୀରେ ବିଦୁ୍ୟତ୍‌ ଉପିାଦନ ସୁବିଧା ନାହିଁ । ବିଡ଼ମ୍ବନାର ବିଷୟ ବିଦୁ୍ୟତ



ଯୁକ୍ତ ଦୁଇ ପରୀକ୍ଷା ବାତିଲ କର: ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

Anupambharat News Bureau | ଓଡ଼ିଶା | | 2108 | Read...

ଯୁକ୍ତ ଦୁଇ ପରୀକ୍ଷା ବାତିଲ କର:   ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୬ ।୪(ଅନୁପମ ମିଡ଼ିଆ): ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କେବେ ପରୀକ୍ଷା ହେବ ଏଯାଏ ସ୍ଥିର ହୋଇ ନାହିଁ । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅ



ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

Anupambharat News Bureau | ବିଦେଶ | | 2107 | Read...

ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

ନୂଆଦିଲ୍ଲୀ: କରୋନା ବିସ୍ତାରକାରୀ ଦେଶ ଚୀନ ଭାରତ ପ୍ରତି ଆହୁରି କଠୋର ହେବାରେ ଲାଗିଛିା ସହଯୋଗ କରିବା ପାଇଁ ଉପର ଠାଉରିଆ ଭାବେ କହୁଥିବା ବେଳେ ପୁଣି ସାମ୍ନାକୁ ଆସିଛି ଚୀନର ଦୋମୁହାଁ ନୀତି । ୧୫ ଦିନ ପାଇଁ ଭାରତକୁ ଆସିବାକୁ



ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

Anupambharat News Bureau | ଦେଶ | | 2106 | Read...

ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ  ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

ମୁମ୍ବାଇ: ସାଙ୍ଗ ସାଥୀଙ୍କଠୁ ନେଇ ଅଫିସ୍‌ ପର୍ଯ୍ୟନ୍ତ ସେ ସରକାରୀ ହେଉ କି ଘରୋଇ ଅଫିସ୍‌ ହେଉ, କାର୍ଯ୍ୟରେ ଉତ୍ତମ ସମନ୍ୱୟ ପାଇଁ ହ୍ୱାଟସ୍‌ଆପ ଗ୍ରୁପର ବହୁଳ ବ୍ୟବହାର ବଢିବାରେ ଲାଗିଛି । କି;ୁ ବେଳେ ବେଳେ ଗ୍ରୁପରେ ଆପତ୍ତିଜ



କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

Anupambharat News Bureau | ଦେଶ | | 2105 | Read...

କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ । ଦିନ ବିତିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି । ଏହା ମଧ୍ୟରେ ମାଦ୍ରାସ ହାଇକୋର୍ଟ ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋ



ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

Anupambharat News Bureau | ଦେଶ | | 2104 | Read...

ଅକ୍ସିଜେନ୍‌ ଅଭାବରୁ ଆଠ ଜୀବନ ଗଲା

ମିରଟ: ଭାରତରେ କରୋନା ସଂକ୍ରମଣର ଭୟାବହତା ଏବେ ବ୍ୟାପକ ହେବାରେ ଲାଗିଛି । କେଉଁଠି ଅକ୍ସିଜେନ ନାହିଁ ତ କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ । ଗତ କିଛି ଦିନ ହେଲା ଦେଶରେ ଏଭଳି ସ୍ଥିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ହସ୍ପ



ସାହାଯ୍ୟ କରିବାକୁ ଆମେରିକା ରାଜି

Anupambharat News Bureau | ବିଦେଶ | | 2103 | Read...

ସାହାଯ୍ୟ କରିବାକୁ ଆମେରିକା ରାଜି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ତାଣ୍ଡବ ରଚିଛି । ସଙ୍କଟ ସମୟରେ ପ୍ରଥମେ ରୋକ ଲଗାଇଥିବା ବେଳେ ଏବେ ଭ୍ୟାକସିନ୍‌ ଉତ୍ପାଦନ ପାଇଁ କଞ୍ଚାମାଲ୍‌ ଯୋଗାଇବାକୁ ରାଜି ହୋଇଛି ଆମେରିକା । ଆମେରିକା ଭାରତକୁ ସାହ



ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

Anupambharat News Bureau | ଦେଶ | | 2102 | Read...

ମାଗଣାରେ ଟିକା ଦେବେ ଦିଲ୍ଲୀ ସରକାର

୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବା ଲାଗି ଦିଲ୍ଲୀ ସରକାର ସ୍ଥିର କରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ଘୋଷଣା କରିଛନ୍ତି । ସେ କହିଛନ୍ତି, ସମଗ୍ର ଦେଶରେ କୋଭିଡ୍‌-୧୯ ଧ୍ୱଂସ ସାଧନ କ



କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

Anupambharat News Bureau | ଦେଶ | | 2101 | Read...

କମିବ ଭ୍ୟାକ୍‌ସିନ୍‌ ଓ ଅକ୍ସିଜେନ୍‌ର ଦାମ୍‌

ନୂଆଦିଲ୍ଲୀ: ଦେଶରେ ଅକ୍ସିଜେନ୍‌ ଏବଂ ଅକ୍ସିଜେନ୍‌ ଉପକରଣ ଉପରୁ ହଟିଲା କଷ୍ଟମ୍‌ ଡ୍ୟୁଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ କୋଭିଡ୍‌ ଭ୍ୟା



ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

Anupambharat News Bureau | ଓଡ଼ିଶା | | 2100 | Read...

ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ

ଭୁବନେଶ୍ୱର, ୨୪ା୪(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ହୁ ହୁ ହୋଇ ବଢ଼ୁଥିବା ବେଳେ ମଇ ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ହ ୍ରାସ ପାଇବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ ଏହା ମଧ୍ୟ କହିଛନ୍ତ



୨୬ରୁ କାଳବୈଶାଖୀ

Anupambharat News Bureau | ଓଡ଼ିଶା | | 2099 | Read...

 ୨୬ରୁ କାଳବୈଶାଖୀ

ଭୁବନେଶ୍ୱର, ୨୪ା୪(ଅନୁପମ ମିଡ଼ିଆ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଶନିବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।



ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

Anupambharat News Bureau | ଦେଶ | | 2098 | Read...

ଶପଥ ନେଲେ ଜଷ୍ଟିସ୍‌ ଏନ୍‌ ଭି ରମଣା

ନୂଆଦିଲ୍ଲୀ,୨୪ା୪: ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ନୁଥାଲାପତି ଭେଙ୍କଟ ରମଣା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ପ



ମଇ ୧୫ ପର୍ଯ୍ୟନ୍ତ ଜଗା ଦର୍ଶନ ମନା

Anupambharat News Bureau | ଓଡ଼ିଶା | | 2097 | Read...

ମଇ ୧୫ ପର୍ଯ୍ୟନ୍ତ  ଜଗା ଦର୍ଶନ ମନା

ପୁରୀ, ୨୪ା୪(ଅନୁପମ ମିଡ଼ିଆ): ଆସନ୍ତା ମଇ ୧୫ ପର୍ଯ୍ୟନ୍ତ ସର୍ବ ସାଧାରଣଙ୍କ ଜଗା ଦର୍ଶନ ବନ୍ଦ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତିଭର୍ଚୁଆଲ ବୈଠକରେ ଉପରୋକ୍ତ ନିଷ୍



ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

Anupambharat News Bureau | ଦେଶ | | 2096 | Read...

ଚାଲିଛି ଅକ୍ସିଜେନ୍‌ର କଳାବଜାରୀ

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଏବେ ଉତ୍କଟ ଅକ୍ସିଜେନ୍‌ ସମସ୍ୟା ଦେଖାଦେଇଛି । ଅକ୍ସିଜେନ ଅଭାବ ହେତୁ ପ୍ରାୟ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଲାଣି । ଓଡିଶା ସମେତ ବିଭିନ୍ନ ସ୍ଥାନରୁ ଅକ୍ସିଜେନ୍‌



ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ : ୮ ମୃତ, ୩୪୮ ଉଦ୍ଧାର

Anupambharat News Bureau | ଦେଶ | | 2095 | Read...

ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ :  ୮ ମୃତ, ୩୪୮ ଉଦ୍ଧାର

ଡେରାଡୁନ୍‌ : ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ଅଞ୍ଚଳରେ ଗ୍ଲେସିୟର ଭାଙ୍ଗିଯାଇଥିଲା । ଅଧିକ ମାତ୍ରାରେ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି । ଗ୍ଲେସିୟର ଭାଙ୍ଗିବା ପରେ ଯୋଗାଯୋଗ ବିଛିନ୍ନ ହୋଇ



ସାନିଟାଇଜର ପିଇ ୭ ଶ୍ରମିକ ମୃତ

Anupambharat News Bureau | ଦେଶ | | 2094 | Read...

ସାନିଟାଇଜର ପିଇ ୭ ଶ୍ରମିକ ମୃତ

ମୁମ୍ବାଇ: ସାନିଟାଇଜର ପିଇ ୭ ଜଣଙ୍କର ମୃତ୍ୟୁ । ମହାରାଷ୍ଟ୍ରର ୟାବାତମାଲର ୱାନୀରେ ସାନିଟାଇଜର ପିଇ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଶ୍ରମିକମାନେ ମଦ ପିଇବା ପାଇଁ ଖୋଜିଥିଲେ । କି;ୁ ଦୋକ



ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ, ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ

Anupambharat News Bureau | ଦେଶ | | 2093 | Read...

 ଯିଏ ଅକ୍ସିଜେନ୍‌ ଯୋଗାଣରେ ବାଧା ଦେବ,  ତାକୁ ଫାଶିରେ ଝୁଲାଇ ଦେବୁ:ହାଇକୋର୍ଟ

ନୂଆଦିଲ୍ଲୀ: ଗୋଟିଏ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦେ୍ୱଗଜନକ ଭାବେ ବଢି ଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ୍‌ ଅଭାବରେ ଦିଲ୍ଲୀ ହସ୍ପିଟାଲ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଅକ୍ସି



କାଜୁ ଜଙ୍ଗଲରେ ଡବଲ୍ ମର୍ଡର୍ !! କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ ।

Anupambharat News Bureau | ଓଡ଼ିଶା | | 2092 | Read...

କାଜୁ ଜଙ୍ଗଲରେ ଡବଲ୍ ମର୍ଡର୍ !!  କ୍ଷତବିକ୍ଷତ ଅବସ୍ଥାରେ ବୃଦ୍ଧ ଦମ୍ପତି ଙ୍କ ମୃତଦେହ ଉଦ୍ଧାର , କାରଣ ଅସ୍ପଷ୍ଟ ।

ଭଞ୍ଜନଗର, (ଅନୁପମ ମିଡିଆ): ରକ୍ତ ଜୁଡୁବୁଡୁ ଅବସ୍ଥାରେ , କାଜୁ ଜଙ୍ଗଲର କୁଣିଆ ନିକଟରୁ ବୃଦ୍ଧ ଦମ୍ପତି ଙ୍କ ମୃତ ଦେହକୁ ଉଧାର କରିଛି ପୋଲିସ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗାଁ ନିକଟ କାଜୁ ଜଙ୍ଗ



ଯାତ୍ରିବାହୀ ଜିପ୍‌ ଓଲଟି, ୮ ମୃତ

Anupambharat News Bureau | ଦେଶ | | 2091 | Read...

ଯାତ୍ରିବାହୀ ଜିପ୍‌ ଓଲଟି, ୮ ମୃତ

ପାଟଣା: ଏକ ଯାତ୍ରିବାହୀ ଗାଡ଼ି ପୋଲ ଉପରେ ଯାଉଥିବା ବେଳେ ଗଙ୍ଗୀ ନଦୀ ଉପରେ ଖସି ପଡ଼ିଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଯାତ୍ରୀବାହୀ ଗାଡ଼ିରେ ମୋଟ୍‌ ୨୫ ଜଣ ଥିଲେ ବୋଲି ସୂଚନା ରହିଛି । ପାଟଣାର ଦାନାପୁରରେ ଏହି ଅଭାବନୀୟ ଘଟ



ଭାରତରୁ ଟଙ୍କା ନେଇ ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ ୫୯୩ କୋଟିରେ କିଣିଲେ ମୁକେଶ ଅମ୍ବାନୀ

Anupambharat News Bureau | ବିଦେଶ | | 2090 | Read...

ଭାରତରୁ ଟଙ୍କା ନେଇ ବ୍ରିଟେନ୍‌ର ଷ୍ଟୋକ୍‌ ପାର୍କକୁ ୫୯୩ କୋଟିରେ କିଣିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ବିଦେଶରେ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି ଏସିଆର ଧନୀ ମୁକେଶ ଅମ୍ବାନୀ । ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀ ଆଉ ଏକ ବ୍ରଟେନ୍‌ କମ୍ପାନୀ କିଣିଛନ୍



କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

Anupambharat News Bureau | ଦେଶ | | 2089 | Read...

କରୋନା: ପୁଣି ଦୁଇ ମାସ ମାଗଣା ରାସନ ଦେବେ ମୋଦି ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଗାମୀ ଦୁଇ ମାସ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ୫ କିଲୋ ରାସନ ଦେବାକୁ ଘୋଷଣା କରିଛନ୍ତି । ଗରିବଙ୍



ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

Anupambharat News Bureau | କ୍ରୀଡ଼ା | | 2088 | Read...

ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୨୦ା୪: ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ପ୍ରଥମ ତିନୋଟି ମ୍ୟାଚ୍‌ ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଆଇପିଏଲରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ଉଭୟ ଦଳର ନଜର ବିଜୟ ଉପରେ ରହିବ । ଏହି ସ



ସିଲ୍‌ ହେଲା ସୋରଡ଼ା ରାସ୍ତା

Anupambharat News Bureau | ଓଡ଼ିଶା | | 2087 | Read...

ସିଲ୍‌ ହେଲା ସୋରଡ଼ା ରାସ୍ତା

ରାଉରକେଲା, ୨୦ା୪(ଅନୁପମ ମିଡ଼ିଆ): ସୁନ୍ଦରଗଡ଼ ଜିଲ୍ଲାରୁ ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଯିବା ଲାଗି ଲାଗି ରହିଛି ଅନେକ ରାସ୍ତା । ଅନେକ ଗଳି ରାସ୍ତା ସହ ପାହାଡ ଉପରେ ମଧ୍ୟ ଅନେକ ରାସ୍ତା ରହିଛି । ତେବେ ଏହି ସବୁ ରାସ୍ତା ଦେଇ ରାଉର



ହାଇଦର ଫେରାର ଘଟଣା କନଷ୍ଟେବଳ ଓ ୱାର୍ଡର ଗିରଫ

Anupambharat News Bureau | ଓଡ଼ିଶା | | 2086 | Read...

ହାଇଦର ଫେରାର ଘଟଣା କନଷ୍ଟେବଳ ଓ ୱାର୍ଡର ଗିରଫ

କଟକ, ୨ା୪(ଅନୁପମମିଡ଼ିଆ): ହାଇଦର ଏସସିବିରୁ ଫେରାର ହେବା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ ଆଜି କନେଷ୍ଟବଳ ମହମ୍ମଦ ମୈାସିମ(୨୬) ଓ ସମ୍ବଲପୁର ଜେଲ ୱାର୍ଡର ଶିବନାରାୟଣ ନନ୍ଦ(୩୨)କୁ ଗିରଫ କରିଛି । ହାଇଦର ଏସସିବିରେ ଚିକିସିିତ ହେ



କରୋନାର ଦ୍ୱିତୀୟ ଲହର ହେତୁ ୱାକ ଆଟ୍‌ ହୋମ୍‌ ପୁନର୍ବାର ଆରମ୍ଭ

Anupambharat News Bureau | ଦେଶ | | 2085 | Read...

କରୋନାର ଦ୍ୱିତୀୟ ଲହର ହେତୁ ୱାକ ଆଟ୍‌ ହୋମ୍‌ ପୁନର୍ବାର ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ତରଙ୍ଗ, ଅନେକ ରାଜ୍ୟରେ ଲକଡାଉନ୍‌ ଏବଂ କର୍ଫ୍ୟୁ ହେତୁ ଦେଶର କମ୍ପାନୀଗୁଡିକ ବଡ ସହରରେ ଅଫିସ୍‌ ବନ୍ଦ କରିଦେଇଛନ୍ତି ଏବଂ ସେମାନଙ୍କ କର୍ମଚାରୀମାନେ ପୁଣି ଥରେ ଘରୁ ସମ୍ପୂର୍ଣ୍ଣ କାର୍



କର୍ତ୍ତବ୍ୟ ଆଗରେ ହାର୍‌ ମାନିଛି କରୋନା

Anupambharat News Bureau | ଦେଶ | | 2084 | Read...

କର୍ତ୍ତବ୍ୟ ଆଗରେ ହାର୍‌ ମାନିଛି କରୋନା

ନୂଆଦିଲ୍ଲୀ: ଗର୍ଭବତୀ ଥିଲେ ମଧ୍ୟ କରୋନା ସମୟରେ ଦେଶ ତଥା ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି ମହିଳା ଡିଏସ୍‌ପି ଶିଳ୍ପା ସାହୁ । କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନିବା ପାଇଁ ସେ ଅନ୍ୟ



ରାହୁଲ ଗାନ୍ଧୀ କରୋନା ପଜିଟିଭ

Anupambharat News Bureau | ଦେଶ | | 2083 | Read...

ରାହୁଲ ଗାନ୍ଧୀ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏ ନେଇ ସେ ନିଜ ଟୁଇଟ କରି ସୂଚନା ଦେଇଛନ୍ତି । ଟୁଇଟରେ ଲେଖାଯାଇଛି ଯେ, ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ମୁଁ ପରୀକ୍ଷା କରାଇଲି । ଏବେ କରୋନା ପଜିଟିଭ୍‌



ପରଲୋକରେ ବଲିଉଡର ଅଭିନେତା କିଶୋର

Anupambharat News Bureau | ଦେଶ | | 2082 | Read...

ପରଲୋକରେ ବଲିଉଡର ଅଭିନେତା କିଶୋର

ମୁମ୍ବାଇ: ବଲିଉଡର ଭେଟେରାନ୍‌ ଅଭିନେତା କିଶୋର ନନ୍ଦଲାସ୍କରଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା କିଶୋରଙ୍କର ମଙ୍ଗଳବାର ୧୨.୩୦ ମିନିଟରେ ଦେହାନ୍ତ ହୋଇଛି । କରୋନା ସଂକ୍ରମିତ ଚିହ୍ନଟ ହ



ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

Anupambharat News Bureau | ବିଦେଶ | | 2081 | Read...

ଋଷର ବିମାନ ଆକ୍ରମଣରେ ୨୦୦ ସିରିୟା ବିଦ୍ରୋହୀ ନିହତ

ସିରିୟା, ଋଷରଏୟାରଷ୍ଟ୍ରାଇକ୍‌ । ସିରିୟା ଉପରେ କରାଯାଇଥିବା ଏୟାରଷ୍ଟ୍ରାଇକ ବା ବିମାନ ଆକ୍ରମଣରେ ୨୦୦ ବିଦ୍ରୋହୀ ଓ ଆଇଏସ ଆତଙ୍କବାଦୀ ପ୍ରାଣ ହରାଇଥିବା ଦାବି କରାଯାଉଛି । ସୋମବାର ଏନେଇ ଋଷ୍‌ ସେନା ପକ୍ଷରୁ କୁହାଯାଇଛି



ବିନା ଭକ୍ତରେ ରୁକୁଣା ରଥଯାତ୍ରା

Anupambharat News Bureau | ଓଡ଼ିଶା | | 2080 | Read...

ବିନା ଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରେ ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରି ଗୋଷଗୋରେଶ୍ୱର ଛକରେ ଅ



ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି

Anupambharat News Bureau | ଦେଶ | | 2079 | Read...

ଶେଷ ବିକଳ୍ପ ଲକ୍‌ଡ଼ାଉନ୍‌: ମୋଦି

ଜରୁରୀ ନଥିଲେ ବାହାରେ ନବୁଲିବାକୁ ପରାମର୍ଶ ଝାଡ଼ଖଣ୍ଡ ଓ ଛତିଶଗଡରେ ଲକ୍‌ଡ଼ାଉନ୍‌ ନୂଆଦିଲ୍ଲୀ,୨୦ା୪: ଭାରତରେ କରୋନାର ଦ୍ୱିତୀୟ ଲହର ଧିରେ ଧିରେ ସାଂଘାତିକ ହେବାରେ ଲାଗିଛି । ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ପ୍ରଥମ ପର



ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସମୀକ୍ଷା: ଫେରିବେ ପ୍ରବାସୀ, ପ୍ରସ୍ତୁତ ରୁହ

Anupambharat News Bureau | ଓଡ଼ିଶା | | 2078 | Read...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସମୀକ୍ଷା:  ଫେରିବେ ପ୍ରବାସୀ, ପ୍ରସ୍ତୁତ ରୁହ

ଭୁବନେଶ୍ୱର,୨୦ା୪(ଅନୁପମ ମିଡ଼ିଆ): କରୋନା ଯୋଗୁଁ ଦେଶର ବିଭିନ୍ନ ସହରରେ ଲକ୍‌ ଡାଉନ୍‌, ସଟ୍‌ଡାଉନ୍‌ ଲାଗୁ ହେଉଥିବାରୁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିପାରନ୍ତି । ସେଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟର ସବୁ ଜିଲ୍ଲା



ଡିଏଲ ଓ ଲର୍ଣ୍ଣିିଂ ଟେଷ୍ଟ ବାତିଲ

Anupambharat News Bureau | ଓଡ଼ିଶା | | 2077 | Read...

ଡିଏଲ ଓ ଲର୍ଣ୍ଣିିଂ ଟେଷ୍ଟ ବାତିଲ

ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ । ଆସନ୍ତା ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବିଭିନ



ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା

Anupambharat News Bureau | ବିଦେଶ | | 2076 | Read...

ଚୀନରେ ପରିବାର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରତି ବର୍ଷ ୧ କୋଟି କମିବ ଜନସଂଖ୍ୟା

ନୂଆଦିଲ୍ଲୀ: ଲୋକସଂଖ୍ୟା ମାମଲାରେ ବିଶ୍ୱରେ ଚୀନ ଏକ ନମ୍ବର । ଚୀନରେ ଲୋକସଂଖ୍ୟା ୧୪୦ କୋଟି ପାର କରିଥିବା ବେଳେ ଏବେ ଡ୍ରାଗନର ଆଉ ଏକ ପ୍ଲାନ ସମସ୍ତଙ୍କୁ ଚକିତ କରିଛି । ଚୀନ ବିଶେଷଜ୍ଞଙ୍କ ମତରେ ଆଗାମୀ ୫ ବର୍ଷ ପରେ ଦେଶରେ ପ୍ର



ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

Anupambharat News Bureau | ଦେଶ | | 2075 | Read...

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

ନୂଆଦିଲ୍ଲୀ: ଏପ୍ରିଲ ୨୫ ତାରିଖରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଭାରତ ଗସ୍ତରେ ଆସିବାର ଥିଲା ।ଭାରତରେ କରୋନା ସଂକ୍ରମଣ ବେକାବୁ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ଚ



ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

Anupambharat News Bureau | ଦେଶ | | 2074 | Read...

ଶବଦାହରେ ବି ଦୁର୍ନୀତି: ଥିଲା ୩ ହଜାର ଏବେ ନେଉଛନ୍ତି ୩୦ ହଜାର

ବାରାଣସୀ: ଦେଶରେ ମହାମାରୀ କରୋନା ଯୋଗୁଁ ଶତାଧିକ ଲୋକ ପ୍ରାଣ ହରାଉଛନ୍ତି । ନିଜ ପ୍ରିୟଜନକୁ ସବୁଦିନ ପାଇଁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଲୋକଙ୍କୁ ଲୁଟ୍‌ କରିବା ପାଇଁ ବି ଭୁଲୁ ନାହାନ୍ତି କିଛି ହୃଦୟହୀନ ମଣିଷ । ପୂର



ଧାମରାରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

Anupambharat News Bureau | ଓଡ଼ିଶା | | 2073 | Read...

ଧାମରାରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

ନୂଆଦିଲ୍ଲୀ, ୧୬ା୪: ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳିଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍‌/ରୋଲ୍‌ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍



ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 2072 | Read...

ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

ପୁରୀ, ୧୬ା୪(ଅନୁପମ ମିଡ଼ିଆ): ଏଣିକି ପ୍ରତ୍ୟେକ ସପ୍ତାହରେ ଶନିବାର ଓ ରବିବାର ଦୁଇଦିନ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତା ୨୪ଠାରୁ ଏହି କଟକଣା ଲାଗୁ କରାଯିବ



କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2071 | Read...

କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୫ା୪ (ଅନୁପମ ମିଡିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ପଶ୍ଚିମ, ଦକ୍ଷିଣ ଓ ଉତର ଉପକୂଳର ୧୯ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଗୁରୁବାର ଅପରାହ୍ନ ୧ଟା ୩୦ରୁ



ତେଲେଙ୍ଗାନାରୁ ହାଇଦର ଗିରଫ

Anupambharat News Bureau | ଓଡ଼ିଶା | | 2070 | Read...

ତେଲେଙ୍ଗାନାରୁ ହାଇଦର ଗିରଫ

ଭୁବନେଶ୍ୱର, ୧୫ା୪ (ଅନୁପମ ମିଡିଆ): ପୁଣି ଥରେ ଗିରଫ ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । କଟକ ବଡ଼ମେଡିକାଲରୁ ଫେରାର ହୋଇଯାଇଥିବା ସେକ୍‌ ହାଇଦରକୁ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ଗିରଫ କରାଯାଇଛି । ତେଲେଙ୍



୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

Anupambharat News Bureau | ଓଡ଼ିଶା | | 2069 | Read...

୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

କରୋନା ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ପ



ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌

Anupambharat News Bureau | ଓଡ଼ିଶା | | 2068 | Read...

ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ,  ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌

ଭୁବନେଶ୍ୱର, ୧୫ା୦୪ (ଅନୁପମ ମିଡିଆ): ଆଜି ଅର୍ଥାତ୍‌ ଶୁକ୍ରବାର ଠାରୁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫୁ୍ୟ ଲାଗୁ ହେବ । କୋଭିଡ୍‌ ସଂକ୍ରମଣ ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page