ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

May 31, 2019, ଓଡ଼ିଶା, , Anupambharat News Bureau


ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ
Anupambharat News Bureau
May 31, 2019

ଜଳେଶ୍ୱର,୩୧ା୫ (ଅନୁପମ ମିଡିଆ): କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଜନୈକ ବାସନ ବ୍ୟବସାୟୀ ୩୦ତାରିଖ ବିଳମ୍ବିତ ରାତ୍ରୀ ପ୍ରାୟ ଘ୧୨.୩୦ମି. ସମୟରେ ନିଜ ପତ୍ନୀକୁ ରାସ୍ତାରେ ଗୋଡାଇ ଗୋଡାଇ କଟୁରୀରେ ହାଣି ହତ୍ୟା କରିବା ଘଟଣା ଏ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ପଶ୍ଚିମବଙ୍ଗର ରାମନଗର ଥାନା ଅଂଚଳର ହୀରାପୁର ଗ୍ରାମର କମଳାକାନ୍ତ ରଣା ଦୀର୍ଘ ଦିନ ଧରି କମର୍ଦ୍ଦା ବଜାରରେ ଏକଭଡାଘରେ ରହି ବାସନ ବ୍ୟବସାୟ କରି ଆସୁଥିଲେ । କୈାଣସୀ କାରଣକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ସ୍ୱାମୀ କମଳାକାନ୍ତ କଟୁରୀ ଧରି ସ୍ତ୍ରୀ ଡଲି ରଣାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଅଧିବାସୀମାନେ ଚିକିାର ଶୁଣି ଘଟଣା ସ୍ଥଳରେ ପହଂଚି ଯିବାରୁ ହତ୍ୟାକାରୀ ପଳାଇ ଯାଇଥିଲା । ଗୁରୁତର ଆହତ ମହିଳାଙ୍କୁ ସଙ୍ଗେ ସଙ୍ଗେ ହସ୍‌ପିଟାଲକୁ ନେଇ ଯାଇଥିଲେ । ମାତ୍ର ହସ୍‌ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପଳାତକ ହତ୍ୟାକାରୀ ସ୍ୱାମୀକୁ ୩୧ତାରିଖ ଶୁକ୍ରବାର ଦିନ କମର୍ଦ୍ଦା ପୋଲିସ ପଶ୍ଚିମବଙ୍ଗରୁ ଗିରଫ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

ଖାଦ୍ୟରେ ବିଷ ମିଶେଇଲା ନାବାଳକ: ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ

Read More...

 ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page