ଶିଳ୍ପ ବାଣିଜ୍ୟ : Category News


ଟ୍ୱିଟରରୁ ତଡ଼ାଖାଇଲେ ପରାଗ, ମସ୍କ ନୂଆ ମାଲିକ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2926 | Read...

ଟ୍ୱିଟରରୁ ତଡ଼ାଖାଇଲେ ପରାଗ, ମସ୍କ ନୂଆ ମାଲିକ

ନୂଆଦିଲ୍ଲୀ : ଲୋକପ୍ରିୟ ସୋସିଆଲ ମିଡିଆ ସଂସ୍ଥା ଟ୍ୱିଟରକୁ ବିଶ୍ୱର ଏକ ନମ୍ବର ଧନୀ ଏଲନ୍‌ ମସ୍କ ୪୪୦୦ କୋଟି ଡଲାରରେ କିଣିଛନ୍ତି ।ଚ ଏଥି ସହିତ ମସ୍କ ଜଣାଇଛନ୍ତି ଯେ ଦି ବାର୍ଡ ଇଜ୍‌ ଫ୍ରି । (ବିହଙ୍ଗ ଏବେ ମୁକ୍ତ) । ଟ୍ୱିଟରର ନୀ


ପୁଣି ମହଙ୍ଗା ହେଲା ଅଟା

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2913 | Read...

ପୁଣି ମହଙ୍ଗା ହେଲା ଅଟା

ନୂଆଦିଲ୍ଲୀ:ଦୀପାବଳି ଓ ଛଟ ପୂଜା ମଧ୍ୟରେ ଅଟା ଦର ପୁଣି ବଢିଛ । ୧୫ ପ୍ରତିଶତ ମହଙ୍ଗା ହୋଇଛି ଅଟା । କେବଳ ଅଟା ନୁହେଁ ଗହମରୁ ପ୍ରସ୍ତୁତ ହେଉଥିବା ମଇଦା, ସୁଜି ଓ ଦଲିଆ ମଧ୍ୟ ମହଙ୍ଗା ହୋଇଛି । ଅଟା କେଜି ପିଛା ୫ ଟଙ୍କା ମହଙ୍ଗା ହୋ


ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2886 | Read...

ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

ୱାସିଂଟନ:ଭାରତ ସରକାର ଗ୍ରହଣ କରିଥିବା ଡାଇରେଟ କ୍ୟାସ ଟ୍ରନ୍ସଫର ଓ ଏଭଳି ଅନ୍ୟ ସାମାଜିକ ମଙ୍ଗଳ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମଏଫ) କହିଛି । ଏହି କାରଣରୁ ଭାରତ ଠାରୁ ଏସମ୍ପର୍


ପୁଣି ରପ୍ତାନୀ ହେବ ଖୁଦ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2885 | Read...

ପୁଣି ରପ୍ତାନୀ ହେବ ଖୁଦ

ନୂଆଦିଲ୍ଲୀ:ଖୁଦ ରପ୍ତାନୀକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଗତମାସ ୮ ତାରିଖ ପୂର୍ବରୁ ଜାରି କରାଯାଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ବା ଋଣପତ୍ର ଦ୍ୱାରା ୩,୯୭,୨୬୭ ଟନ୍‌ ଖୁଦ ରପ୍ତାନୀ ପାଇଁ ଅନୁମତି ମିଳିଛି । ବୁଧ


ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2856 | Read...

 ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

ମୁମ୍ବାଇ:ଭାରତୀୟ ସେୟାର ବଜାରକୁ ନେଇ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡରଲ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି କରାଯିବା ପରେ ଭାରତୀୟ ବଜାର ପୁଣି ଥରେ ନିବେଶକଙ୍କ ଭରଷା ହରାଇବ ବୋ


ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2778 | Read...

ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ୟୁନିଫାଇଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଏବେ ଭାରତରେ ବେଶ ଲୋକପ୍ରୀୟ । ଏହିଡିଜିଟାଲ ପେମେଣ୍ଟରେ ଲୋକେ ନିମିଷକରେ ପୈଠ କରିପାରୁଥିବା ବେଳେ ଏଥିଲାଗି କୌଣସି ଚାର୍ଜ ଦେବାକୁ ବି ପଡୁନି । ତେବେ ଆଗାମୀ ଦିନ


ଦେବାଳିଆ ସ୍ଥିତିରେ ସିନେୱାର୍ଲଡ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2777 | Read...

 ଦେବାଳିଆ ସ୍ଥିତିରେ ସିନେୱାର୍ଲଡ

କାର୍ଲିଫର୍ଣ୍ଣିଆ: ସାରା ଦୁନିଆର ଅର୍ଥବ୍ୟବସ୍ଥା ଏବେ ଚାପରେ ରହିଛି ଏବଂ ମାନ୍ଦାବସ୍ଥାର ଭୟ ରହିଛି । ଏହାରି ଭିତରେ ଦୁନିଆର ଦ୍ୱିତୀୟ ସବୁଠୁ ବଡ ସିନେମା ଅପରେଟର ସିନେୱାର୍ଲଡ ଆମେରିକାରେ ନିଜକୁ ଦେବାଳିଆ ଘୋଷଣା କରିବା ପା


ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2693 | Read...

ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

ନୂଆଦିଲ୍ଲୀ : ଭାରତରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହ ତୀବ୍ରତର କରିବା ନିମନ୍ତେ ଅତ୍ୟାଧୁନିକ ଯାନ୍ତ୍ରିକ କୌଶଳ ପ୍ରୟୋଗ କରାଯାଉଛି । ଚଳିତ ସ୍ଥିତିରେ ୪-ଜି ବ୍ୟବସ୍ଥା ଯୋଗାଯୋଗ କରାଇବା କ୍ଷେତ୍ରରେ ବ


ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2689 | Read...

ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ମୁମ୍ବାଇ:ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୫ ଜୁଲାଇରେ ସମାପ୍ତ ସପ୍ତାହରେ ୭.୫୪୧ ବିଲିୟନ ଡଲାର ଖସି ୫୭୨.୭୧୨ ବିଲିୟନ ଡଲାରରେ ପହଞ୍ଚିଛି । ଟଙ୍କାର ମୂଲ୍ୟ ହ ୍ରାସ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ବାରମ୍ବାର ହସ୍


ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2688 | Read...

 ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

ମୁମ୍ବାଇ: ସାରା ବିଶ୍ୱର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ କି;ୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି । ବ୍ୟାଙ୍କ ଅଫ୍‌ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍‌ କନେP୍ଲଭ୍‌ ୨୦୨୨କୁ ଭର୍ଚୁ୍ୟଆ


ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2609 | Read...

ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁÂ ଓ ରାଜ୍ୟସରକାରମାନେ ଭାଟ ହ୍ରାସ କରିବା ଫଳରେ କିଛି ଦିନ ହେଲା ଏହି ଦୁଇ ଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇନାହିଁ । ଫଳରେ ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି । କ୍ରମାଗତ


ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2608 | Read...

 ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

ମୁମ୍ବାଇ:ଚଳିତ ସପ୍ତାହରେ ପୁଞ୍ଜି ବଜାର ମୁଖ୍ୟତଃ ତିନିଟି କାରଣ ପାଇଁ ପ୍ରଭାବିତ ହେବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ସେହି ତିନି କାରଣ ହେଲା ବିଶ୍ୱବଜାର ସ୍ଥିତି, ବିଭିନ୍ନ କମ୍ପାନୀଙ୍କ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page