ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ

May 27, 2019, ଓଡ଼ିଶା, , Anupambharat News Bureau


ବୋର୍ଡ଼ ପରୀକ୍ଷାରେ ଫେଲ୍‌ ପରେ ଛାତ୍ର ନିଖୋଜ
Anupambharat News Bureau
May 27, 2019

ସୋର,୨୭ା୫ (ଅନୁପମ ମିଡ଼ିଆ): ସୋରର ଏକ କମ୍ପୁଟର ସେଣ୍ଟରକୁ ପଢ଼ିବା ପାଇଁ ଆସିଥିବା ଜଣେ ଛାତ୍ର ମ୍ୟାଟ୍ରିକ୍‌ରେ ଫେଲ୍‌ ହୋଇଯାଇଥିବା କାରଣରୁ କେଉଁଆଡ଼େ ନିଖୋଜ ହୋଇଥିବା ସୋର ଥାନାରେ ଅଭିଯୋଗ ହୋଇଛି । ସୋର ବ୍ଲକ ସବିରା ପଞ୍ଚାୟତ ସୁନାରୀ ଗ୍ରାମର ପ୍ରହ୍ଲାଦ ସେଠୀଙ୍କ ପୁଅ ତପନ ସେଠୀ(୧୬) ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଫେଲ୍‌ ହୋଇ ମ୍ରିୟମାଣ ହୋଇ ପଡ଼ିଥିଲେ । ଗତ ୨୧ ତାରିଖ ଦିନ ପ୍ରତିଦିନ ପରି ସୋରର ଏକ କମ୍ପୁ୍ୟଟର ସେଣ୍ଟରକୁ ଶିଖିବା ପାଇଁ ଆସି ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଘର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରି ନିରାଶ ହୋଇଥିଲେ । ପରିବାର ତରଫରୁ ଏ ସଂପର୍କରେ ସୋର ଥାନାରେ ଏକ ଅଭିଯୋଗ କରିଛ‘ି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗୁଳିମାଡରେ ଯୁବକ ଗୁରୁତର

ଗୁଳିମାଡରେ ଯୁବକ ଗୁରୁତର

Read More...

 ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

ଜଜାଙ୍ଗ ଖଣିରେ ଶ୍ରମିକ ବିଦ୍ରୋହ, ପୋଲିସ ମୁତୟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page