ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

May 27, 2019, ଦେଶ, , Anupambharat News Bureau


ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ
Anupambharat News Bureau
May 27, 2019

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ଶିଖର ମାଉଣ୍ଟ ଏଭେରେଷ୍ଟ । ଏହି ଉଚ୍ଚ ପର୍ବତ ଆରୋହଣ କରିବା ଚେଷ୍ଟାରେ ଏକ ସପ୍ତାହ ମଧ୍ୟରେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ୍ୟୁ ହୋଇଛି ।ପର୍ବାତାରୋହଣ ଅନୁସାରେ ଆୟରଲ୍ୟାଣ୍ଡ ଓ ବ୍ରିଟେନର ଜଣେ ଜଣେ ପର୍ବତ ଆରୋହୀଙ୍କ ମୃତ୍ୟୁ ଘଟିଛି । ବ୍ରିଟିଶ ପର୍ବତାରୋହୀ ରଁବିନ ଫିଶର ଣିଖର ଉପରେ ପହଂଚି ପୁଣି ଗଡ଼ାଣିଆ ରାସ୍ତାରେ ୧୫୦ମିଟର ତଳକୁ ଆସିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଛି ଛ ଏଭେରେଷ୍ଟରେ ଭାରତର ଚାରିଜଣ , ଆମେରିକାର, ନେପାଳର ଜଣେ ଜଣେ ପର୍ବତାରୋହୀଙ୍କ ମୃତ୍ୟୁ ପୂର୍ବ ସପ୍ତାହରେ ଘଟିଛି । ଦୁନିଆର କୋଣ ଅନୁକୋଣରୁ ଲୋକ ଏଭେରେଷ୍ଟ ଚଢିବା ପାଇଁ ଆସୁଛନ୍ତି କି;ୁ ଏହା ଆରୋହଣ ପାଣିପାଗ ଉପରେ ନିର୍ଭର କରୁଛି । ପାଣିପାଗ ଖରାପ ଥିଲେ ପର୍ବତ ଆରୋହଣରେ ଅସୁବିଧା ହୋଇଥାଏ । ମୃତ୍ୟୁର କାରଣ ହେଲା ବେଳେବେଳେ ପର୍ବତ ଆରୋହଣ ପାଇଁ ୨୦୦ ,୩୦୦ଲୋକଙ୍କ ଗହଳି ଯୋଗୁଁ କେତେକଙ୍କ ସ୍‌ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ସୂଚନାଯେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ୍ୟୁ ହୋଇଛି । ପର୍ବାତାରୋହଣ ଅଭିଯାନର ଅୟୋଜକଙ୍କ ଅନୁସାରେ ଆୟରଲ୍ୟାଣ୍ଡ ଓ ବ୍ରିଟେନର ଜଣେ ଜଣେ ପର୍ବତ ଆରୋହୀଙ୍କ ମୃତ୍ୟୁ ଘଟିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ରେ ଶପଥ ନେବେ ମୋଦ

୩୦ରେ ଶପଥ ନେବେ ମୋଦ

Read More...

ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page