Anupambharat News Bureau | ଓଡ଼ିଶା | | 2282 | Read...
ଭୁବନେଶ୍ୱର,୨୪ା୬(ଅନୁପମ ମିଡ଼ିଆ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ବର୍ତମାନ ସେ
Anupambharat News Bureau | ଓଡ଼ିଶା | | 2281 | Read...
ପୁରୀ,୨୪ା୬(ଅନୁପମ ମିଡ଼ିଆ): ଗତବର୍ଷପରି ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଭକ୍ତଶୂନ୍ୟଭାବେ ସମ୍ପନ୍ନ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ର । ପ୍ରତ୍ୟହ ରତ୍ନସିଂହାସନର
Anupambharat News Bureau | ଓଡ଼ିଶା | | 2278 | Read...
ପୁରୀ, ୨୨ା୬(ଅନୁପମ ମିଡ଼ିଆ): ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା । ଏହି ବିଶେଷ ତିଥିରେ ସ୍ନାନ ମଣ୍ଡପରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବେ ଶ୍ରୀଜୀଉମାନେ । ଏହା ପରେ
Anupambharat News Bureau | ଓଡ଼ିଶା | | 2277 | Read...
ଭୁବନେଶ୍ୱର, ୨୨ା୬(ଅନୁପମ ମିଡ଼ିଆ): ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରି
Anupambharat News Bureau | ଓଡ଼ିଶା | | 2276 | Read...
ଭୁବନେଶ୍ୱର, ୨୨ା୬ (ସ୍ୱତନ୍ତ୍ର ପ୍ରତିନିଧି): ବିଧାୟକମାନଙ୍କୁ ଦିଆ ଯାଇଥିବା ସ୍ୱତନ୍ତ୍ର ପାଣwି ବ୍ୟୟ କରି ବଣ୍ଟନ କରାଯାଉଥିବା ମାସ୍କରେ ନବୀନଙ୍କ ଫଟୋ ଲାଗିଲେ ବିଜେପି ଚିହିଁକି ଉଠୁଛି । ସେପଟେ ସରକାରୀ ପୋଷ୍ଟର୍ ଓ କୋଭିଡ
Anupambharat News Bureau | ଓଡ଼ିଶା | | 2275 | Read...
ଭୁବନେଶ୍ୱର, ୨୧ା୬(ଅନୁପମ ମିଡ଼ିଆ): ଜୁନ ପହିଲାରୁ ୨୧ ସୁଦ୍ଧା ଓଡ଼ିଶାରେ ୧୩୬.୩ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୮ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂ
Anupambharat News Bureau | ଓଡ଼ିଶା | | 2274 | Read...
ଭୁବନେଶ୍ୱର, ୨୧ା୬ (ସ୍ୱତନ୍ତ୍ର ପ୍ରତିନିଧି): କରୋନା ମାଡ଼ରେ ଉଜୁଡ଼ି ଯାଇଛି ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା । ମଲ୍, ସୋ’ରୁମ୍ ସବୁ ବନ୍ଦ । ତେଜରାତି ଦୋକାନର କିଣାବିକା ସମୟରେ କଟକଣା ଯୋଗୁ ଖୁଚୁରା କାରବାର କମିଛି । ଶିଳ୍ପ,
Anupambharat News Bureau | ଓଡ଼ିଶା | | 2268 | Read...
ଭୁବନେଶ୍ୱର, ୧୯ା୬(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣାଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉ
Anupambharat News Bureau | ଓଡ଼ିଶା | | 2267 | Read...
ଭୁବନେଶ୍ୱର, ୧୯ା୬(ଅନୁପମ ମିଡ଼ିଆ): ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର । କଟକ ଖାନନଗର ଶ୍ମଶାନରେ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକ
Anupambharat News Bureau | ଓଡ଼ିଶା | | 2265 | Read...
ଯାଜପୁର,୧୮ା୬ (ଅନୁପମ ମିଡିଆ): କୋଭିଡ଼ କଟକଣା ଉଲ୍ଲଂଘନ ଅଭିଯୋଗରେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା ନିଲମ୍ବିତ ହୋଇଛନ୍ତି । ଆଇନ ଉଲ୍ଲଂଘନ କରି ନିଜ ଭାଇ ବାହାଘରରେ ସେ ନାଚଗୀତରେ ମସଗୁଲ ଥିବା ଭିଡ଼ିଓ ଗତ କିଛି ଦିନ ତଳେ
Anupambharat News Bureau | ଓଡ଼ିଶା | | 2264 | Read...
ଭୁବନେଶ୍ୱର, ୧୮ା୬ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (ଏଲଏମଓ) ପ୍ଲାଣ୍ଟ ଓ ଚାପ ଅବଶୋଷଣ
Anupambharat News Bureau | ଓଡ଼ିଶା | | 2262 | Read...
ଭୁବନେଶ୍ୱର,୧୮ା୬ (ଅନୁପମ ମିଡିଆ): ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଦଶମ ପରୀକ୍ଷା ମାର୍କ ଭତ୍ତିରେ ମୂଲ୍ୟାୟନ କରାଯିବ । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍ ଭିତ୍ତିରେ ଏବଂ ଏକ୍ସରେଗୁ