Anupambharat News Bureau | ଓଡ଼ିଶା | | 491 | Read...
ପୋଲସରା,୧୯ା୬(ଅନୁପମ ମିଡ଼ିଆ): ପୋଲସରା ଥାନା ସ୍ଥିତ ଇଚ୍ଛାପୁରରେ ଗୋଷ୍ଠୀ ସଂଘର୍ଷରେ ସୁଶାନ୍ତ କୁମାର ନାୟକଙ୍କ ମୃତୁ୍ୟ ଘଟିଥିବା ବେଳେ ଆଠଜଣ ଆହତ ହୋଇଛନ୍ତି । ଘଟଣାକୁ ନେଇ ଏଯାବତ୍ ଥାନାରେ ଏତଲା ହୋଇନଥିବା ବେଳେ ଗ୍ରାମ ପ
Anupambharat News Bureau | ଓଡ଼ିଶା | | 490 | Read...
ବ୍ରହ୍ମପୁର,୧୯ ।୬ (ଅନୁପମ ମିଡ଼ିଆ) : ସଦର ଥାନା ଅନ୍ତର୍ଗତ ଫୁଲ୍ଟାରେ ୨୦୦୭ ମସିହାରେ ଅସାମାଜିକ ତତ୍ତ୍ୱ ଦମନ ନାଁରେ ମହେଶ୍ୱର ସାସମଲଙ୍କୁ ହତ୍ୟା ପରେ ପୋଡ଼ି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (୧) ସଞ୍ଜୟ କୁମାର ସା
Anupambharat News Bureau | ଓଡ଼ିଶା | | 489 | Read...
ସମ୍ବଲପୁର,୧୯ା୬ଡ(ଅନୁପମ ମିଡ଼ିଆ): ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ଅଧିକ ନଥିବାରୁ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ଲୋକେ ଭୟରେ ଘରୁ
Anupambharat News Bureau | ଓଡ଼ିଶା | | 488 | Read...
ଭୁବନେଶ୍ୱର, ୧୯ା୬ (ଅନୁପମ ମିଡିଆ) : ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୧୯(ଓଜେଇଇ)ର ଫଳ ପ୍ରକାଶ ପାଇଛି । ଉଭୟ ଅନଲାଇନ ଓ ଅଫ୍ଲାଇନ ରେଜଲଫ ପ୍ରକାଶ ପାଇଛି । ଏମ୍ବିଏରେ ପ୍ରଦୀପ କୁମାର କମ୍ପ ଟªର ହୋଇଛନ୍ତି । ଏ
Anupambharat News Bureau | ଓଡ଼ିଶା | | 487 | Read...
ଭୁବନେଶ୍ୱର, ୧୯ା୬ (ଅନୁପମ ମିଡିଆ): ଆସନ୍ତା ୨୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ଏହି ସୂଚନା ଦେ
Anupambharat News Bureau | ଓଡ଼ିଶା | | 485 | Read...
ଭୁବନେଶ୍ୱର,୧୯ା୬(ଅନୁପମ ମିଡ଼ିଆ): କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ ହେବା ପରଠୁ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାର କୌଣସି ସୁଯୋଗକୁ ଶାସକ ବିଜେଡି ହାତଛଡ଼ା କରୁନାହିଁ । ବିଜେଡ
Anupambharat News Bureau | ଓଡ଼ିଶା | | 484 | Read...
ମାଲକାନଗିରି , ୧୯ା୬ (ଅନୁପମ ମିଡିଆ): ନକ୍ସଲମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଆଦେ ନୂଆ କଥା ନୁହେଁ । କି;ୁ ଏହିସବୁ ହତିଆର ମଧ୍ୟରେ ପାକିସ୍ତାନରେ ର୍ନିମିତ ବନ୍ଧୁକ ମିଳିବା ଛତିଶଗଡ଼ ପୁଲିସର ଚିନ୍ତା ବାଇ ଦେଇଛି ।
Anupambharat News Bureau | ଓଡ଼ିଶା | | 479 | Read...
ଆଳି, ୧୯ା୬ (ଅନୁପମ ମିଡିଆ): ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକର ମଧ୍ୟସ୍ଥଳୀରେ ବହିଯାଇଥିବା ବ୍ରାହ୍ମଣୀ ନଦୀରେ ୨୦ଟି ବଉଳା କୁମ୍ଭୀର ଦୀର୍ଘଦିନ ଧର ରହିବା ଫଳରେ ପତ୍ରପୁର, ସୋରିଷଦା, ପାଟଣା, ସହିରା, ଦହିଅଣ୍ଟା, ବାଟିପଡା, ଗୋପା
Anupambharat News Bureau | ଓଡ଼ିଶା | | 478 | Read...
କେନ୍ଦୁଝର, ୧୯ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା ଓଜେଇଇ(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା)ର ଲାଟେରାଲ ଏଣ୍ଟ୍ରି ବିଟେକରେ ରାଜ୍ୟରେ ଟªର ହୋଇଥିବା ଜଣ
Anupambharat News Bureau | ଓଡ଼ିଶା | | 477 | Read...
ସାଲେପୁର,୧୯ା୬ (ଅନୁପମ ମିଡିଆ): କଟକ - ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ କୁଳିଆ ପର୍ଯ୍ୟନ୍ତ ଦୁର୍ଘଟଣାର ଜୋନ୍ ପାଲଟିଥିବା କୁହାଯାଉଛି । ଗତ ୬ମାସ ମଧ୍ୟରେ ଏହି ରାସ୍ତାର ଜଗତପୁର, ପୀରବଜାର, ପାଗା, କାଜିବଜାର, ନୃସିଂହବଜାର,
Anupambharat News Bureau | ଓଡ଼ିଶା | | 476 | Read...
ଅନୁଗୋଳ,୧୯ା୬ (ଅନୁପମ ମିଡିଆ): ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗ୍ରାମରେ ସଂଘଟିତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍(ପକ୍ସୋ) ସୁରେ
Anupambharat News Bureau | ଓଡ଼ିଶା | | 475 | Read...
ଭଦ୍ରକ,୧୯ା୬ (ଅନୁପମ ମିଡିଆ): ଭଦ୍ରକ ଜିଲା ମୁଖ୍ୟ ଚିକିସିାଳୟ ଏବେ କେତେକ ସ୍ୱାସ୍ଥ୍ୟକର୍ମୀ (ନର୍ସ) ଓ ଅସାଧୁ ଡାକ୍ତରଙ୍କ ଚରାଭୂଇଁ ପାଲଟିଛି । ଯାହାଫଳରେ ଅର୍ଥ ନଦେଲେ ଗ୍ରାମାଞ୍ଚଳ ଓ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ସଠି