Anupambharat News Bureau | ଓଡ଼ିଶା | | 417 | Read...
ଭଦ୍ରକ,୧୨ା୬ (ଅନୁପମ ମିଡିଆ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡା ଫାଣ୍ଡି ଦୁର୍ଗାପୁର ଗ୍ରାମର ଜଣେ ସଂଖ୍ୟାଲଘୁ ମହିଳା ସ୍ୱାମୀ ପରିତ୍ୟକ୍ତା ହୋଇ ପୁଲିସ ଠାରୁ ନ୍ୟାୟ ନ ପାଇ ଆଜି ନିଜ ଶିଶୁକନ୍ୟା ସହିତ ଜିଲ୍ଲା ଆରକ୍ଷୀ ଅଧୀକ
Anupambharat News Bureau | ଓଡ଼ିଶା | | 416 | Read...
ଖଣ୍ଡପଡ଼ା,୧୨ା୬ (ଅନୁପମ ମିଡିଆ): ଖଣ୍ଡପଡ଼ା ସବ୍ଜେଲ୍ରୁ ପାଚେରୀ ଡ଼େଇଁ ଫେରାର ଥିବା ଜନୈିକ କଏଦୀଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡ଼ୁଆସାହିର ଯୁବକ ତପନ
Anupambharat News Bureau | ଓଡ଼ିଶା | | 412 | Read...
ଅନୁଗୋଳ,୧୧ା୬(ଅନୁପମ ମିଡିଆ): ଗୋଟିଏ ଦିନରେ ୪ ଜଣ ନବଜାତ ଶିଶୁଙ୍କ ପ୍ରାଣବାୟୁ ଉଡ଼ିଗଲା । ମୁଖ୍ୟ ଚିକିସିାଳୟର ନବଜାତ ଶିଶୁ ଯତ୍ନ ବିଭାଗ (ଏସ୍ଏନ୍ସିୟୁ)କୁ ଚିକିସିା ପାଇଁ ଭର୍ତ୍ତି କରିଥିଲେ । ସେମାନଙ୍କ ପରିଜନ । ମାତ୍ର
Anupambharat News Bureau | ଓଡ଼ିଶା | | 411 | Read...
କେନ୍ଦ୍ରାପଡା୧୧ା୬ (ଅନୁପମ ମିଡିଆ): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ସୋମବାର ଅପରାହ୍ନରେ କେନ୍ଦ୍ରାପଡା ପଂଚାୟତସମିତି ସଭା ଗୃହରେ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ
Anupambharat News Bureau | ଓଡ଼ିଶା | | 410 | Read...
ଭଦ୍ରକ,୧୧ା୬ (ଅନୁପମ ମିଡିଆ): ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏବଂ ସିଆର୍ଏସ୍ଆର୍ (ସେଣ୍ଟର ଫର ରିହାବିଲିଟେସନ ସର୍ଭିସ ଆଣ୍ଡ ରିସର୍ଚ୍ଚ) ଦ
Anupambharat News Bureau | ଓଡ଼ିଶା | | 409 | Read...
କଟକ,୧୧ା୬ (ଅନୁପମ ମିଡିଆ): ପୋଲିସ ପରିଚୟ ଦେଇ ନିଛାଟିଆ ସ୍ଥାନରେ ମର୍ଣିିଂୱାକ୍ ବା ଇଭିନିଂ ୱାକ୍ କରୁଥିବା ବରିଷ୍ଠ ନାଗରିକଙ୍କୁ ଦାମୀ ସୁନା ଅଳଙ୍କାର ନ ପିନ୍ଧିବାକୁ ଉପଦେଶ ଦେବା ଛଳରେ ଲୁଟୁଥିବା ଏକ ଗ୍ୟାଙ୍ଗର ଦୁଇ ଜଣ
Anupambharat News Bureau | ଓଡ଼ିଶା | | 407 | Read...
ବ୍ରହ୍ମପୁର,୭ ।୬(ଅନୁପମ ମିଡ଼ିଆ) :ବ୍ରହ୍ମପୁରରେ ବହୁ ବେଆଇନ ନସିଂହୋମ ଚାଲିଥିବା ବେଳେ ଦୀର୍ଘ ଦିନ ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଂଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟଙ୍
Anupambharat News Bureau | ଓଡ଼ିଶା | | 406 | Read...
ଭଦ୍ରକ, ୭ା୬ (ଅନୁପମ ମିଡିଆ): ନିଶା କବଳରେ ଏବେ ଅସହାୟ ଶୈଷବ । ନିଜର ନିଶା ଭୋକ ମେଂଟାଇବା ସକାସେ ଏବେ ସେମାନେ ଆପଣେଇ ନେଇଛନ୍ତି ବଜାରରେ ମିଳୁଥିବା କିଛି ଅଠାଜାତୀୟ କ୍ୟାମିକାଲ୍ସ । ଏହାର ଉତ୍କଟ ବାସ୍ନା ନାକରେ ଆଘ୍ରାଣ କରି ଏବ
Anupambharat News Bureau | ଓଡ଼ିଶା | | 405 | Read...
ବ୍ୟାସନଗର,୭ ।୬(ଅନୁପମ ମିଡ଼ିଆ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମର୨୨ ବର୍ଷୀୟ ପ୍ରତିମା ଦାସଙ୍କର କାହାଣୀ ହୁଏତ ଅଲଗା ହୋଇଥାଆନ୍ତା ଯଦି ସେଦିନ ଟାଟା ଷ୍ଟିଲ ଚିକିତ୍ସା ଦଳ ସମୟୋଚିତ ପଦକ୍
Anupambharat News Bureau | ଓଡ଼ିଶା | | 404 | Read...
କଟକ, ୭ା୬ (ଅନୁପମ ମିଡିଆ): ମାଲଗୋଦାମ ଥାନା ଅନ୍ତର୍ଗତ କଲେଜଛକରେ ଥିବା ଏକ ଘରୋଇ ନର୍ସିଂହୋମରେ ଚିକିସିା ଅବହେଳାରୁ ଜଣେ ରୋଗୀଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୮ ତାରିଖରେ ଜଗତସିଂହପୁର
Anupambharat News Bureau | ଓଡ଼ିଶା | | 403 | Read...
ସାଲେପୁର,୭ ।୬ (ଅନୁପମ ମିଡିଆ): ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୦ଦିନ ବାକିଥିବାବେଳେ ଫନି ଜନିତ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବିଦ୍ୟାଳୟର ଅଦ୍ୟାବଧି ମରାମତି ହୋଇନଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ନେଇ ଅନିଶ୍ଚିତ
Anupambharat News Bureau | ଓଡ଼ିଶା | | 402 | Read...
ଭଦ୍ରକ, ୭ା୬ (ଅନୁପମ ମିଡିଆ): ଡଙ୍ଗାବୁଡି ଘଟଣା ରାଜ୍ୟର ଚିର ସହଚର ପାଲଟିଛି । କୈାଣସି କାମଧନ୍ଦା ହେଉ ଅଥବା ଜରୁରୀ କାମରେ ବାହାରିଥିବା ପରିବାରବର୍ଗଙ୍କ ଏପରି ଖବରପାଇ ଆଶା ଆଶଙ୍କାରେ ପରିବାର ଓ ସଂପର୍କିୟ । ତେଣେ ବିକାଶର ନା