ଓଡ଼ିଶା : Category News


ଦୋକାନୀଙ୍କୁ ହତ୍ୟା

Anupambharat News Bureau | ଓଡ଼ିଶା | | 1022 | Read...

ଦୋକାନୀଙ୍କୁ ହତ୍ୟା

କଟକ,୧୯ା୨(ଅନୁପମ ମିଡ଼ିଆ): ଜଗତପୁର ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି । ଲୁଟପାଟ୍‌ ସହିତ ଦିନଦ୍ୱିିପହରରେ ହତ୍ୟାକାଣ୍ଡ ଘଟାଇବାକୁ ପଛାଉନାହାନ୍ତି ଅପରାଧୀ । ଜଗତପୁର ଅଞ୍ଚଳରେ ଆଜି ଭୋରୁ ଭୋରୁ ଘଟିଛି ଏକ ହତ୍ୟାକାଣ୍ଡ ।


ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

Anupambharat News Bureau | ଓଡ଼ିଶା | | 1021 | Read...

ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି କୁହାଯାଉଥିବା ବେଳେ ବାସ୍ତବରେ ତାହା ସମ୍ଭବ ହୋଇନାହିଁ । ଅଭିବୃଦ୍ଧି ହାର ହ୍ରାସ ପାଇଛି । ଗତ ୨୦୧୮-୨୦ ବର୍ଷରେ ତାହା ୬.


ପଛୁଆବର୍ଗ କମିଶନ ବିଲ୍‌ ପାରିତ, ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1018 | Read...

  ପଛୁଆବର୍ଗ କମିଶନ ବିଲ୍‌ ପାରିତ,  ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌-୨୦୨୦ ସୋମବାର ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏ ନ


ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

Anupambharat News Bureau | ଓଡ଼ିଶା | | 1017 | Read...

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

ପୁରୀ,୧୭ା୨(ଅନୁପମମିଡ଼ିଆ): ପୁରୀ କଂଗ୍ରେସ ଭବନରେ ସୋମବାର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଗଣ୍ଡଗୋଳରେ ତିନି ଯୁବନେତା ସ୍ୱପ୍ନଜିତ ରାୟ, ଆଲୋକ ଦାସ ଓ ଆଶୁତୋଷ ମିଶ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେମାନ


ଗୃହରେ ଆବାସ ଯୋଜନା ଝଡ଼, ବିଜେଡ଼ି-ବିଜେପି ମୁହାଁମୁହିଁ

Anupambharat News Bureau | ଓଡ଼ିଶା | | 1016 | Read...

 ଗୃହରେ ଆବାସ ଯୋଜନା ଝଡ଼,   ବିଜେଡ଼ି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପMା ଘର ଯୋଜନାରେ ୱାର୍କ ଅର୍ଡର ଦିଆଯିବା ବେଳେ ବିଜୁ ବାବୁଙ୍କ ଲୋଗୋ ରହିବାକୁ ନେଇ ସୋମବାର ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଶୂ


ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

Anupambharat News Bureau | ଓଡ଼ିଶା | | 1015 | Read...

ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

ଭୁବନେଶ୍ୱର,୧୫ ।୨(ଅନୁପମ ମିଡିଆ): ମାଡ଼ିଆସୁଛି ଖରା । ଦିନର ତାପମାତ୍ରାରେ ହଠାତ୍‌ ବୃଦ୍ଧି ଘଟିଛି । ଶନିବାର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ସମେତ ଅନେକ ସହରରେ ଟାଣ ଖରା ଅନୁଭୂତ ହୋଇ


ବାଙ୍କିରେ ଡବଲ ମର୍ଡର

Anupambharat News Bureau | ଓଡ଼ିଶା | | 1014 | Read...

ବାଙ୍କିରେ ଡବଲ ମର୍ଡର

କଟକ, ୧୫ା୨(ଅନୁପମମିଡ଼ିଆ): ରାଜନୈତିକ ବିବାଦ ଦିନକୁ ଦିନ ବଢିଚାଲିଥିବା ବେଳେ ନେତାମାନେ ନୀତି ଆଦର୍ଶକୁ ବଳି ଦେଉଛନ୍ତି । ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ । ବାଙ୍କି ନୂଆଗାଁ ମହିଳା ସରପଞ୍ଚ ପ୍ରମିଳା ସ୍ୱାଇଁଙ୍କ ସ୍ୱାମୀ ଭ


ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

Anupambharat News Bureau | ଓଡ଼ିଶା | | 1013 | Read...

ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

ଦିଗପହଣ୍ଡି,୧୫ା୨(ଅନୁପମମିଡ଼ିଆ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କରପଡାରେ ଗତ କିଛି ଦିନର ବ୍ୟବଧାନରେ ପୁଣି ଥରେ ବିଜେପି ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ରାଜନୈତିକ ସଂଘର୍ଷ ଘଟିଛି । ଶନିବାର ଅପରାହ୍ନରେ ବିଜେପି ସମର୍ଥକ ରାମ


ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

Anupambharat News Bureau | ଓଡ଼ିଶା | | 1012 | Read...

ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟ ଲୋକସ


ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

Anupambharat News Bureau | ଓଡ଼ିଶା | | 1011 | Read...

ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଛତିଶଗଡ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମା- ଝିଅ ହତ୍ୟା ମାମଲାରେ ସାମିଲ ରହିଥିବା ଅଭିଯୋଗରେ ଗିରଫ କରିବା ପରେ ଏହି ମାମଲାରେ ତାଙ୍କର ଡ୍ରାଇଭର ବର୍ଦ୍ଧନ ଟେªାଙ୍କୁ ଶୁକ୍ରବାର ବି


ଡବଲ ମର୍ଡ଼ର ଖୁଲାସା ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

Anupambharat News Bureau | ଓଡ଼ିଶା | | 1009 | Read...

ଡବଲ ମର୍ଡ଼ର ଖୁଲାସା  ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ଜେଲ୍‌ ଗଲେ ପୂର୍ବତନ ବିଧାୟକ ଅନୁପ ସାଏ । ଡବଲ ମର୍ଡର ମାମଲାରେ ଗିରଫ ଅନୁପଙ୍କୁ ଛତିଶଗଡ଼ର ରାୟଗଡ଼ସ୍ଥିତ ଜେଏମ୍‌ଏଫସି କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।


ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

Anupambharat News Bureau | ଓଡ଼ିଶା | | 1008 | Read...

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ ଲାଗ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page