Anupambharat News Bureau | ଓଡ଼ିଶା | | 1387 | Read...
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯ
Anupambharat News Bureau | ଓଡ଼ିଶା | | 1386 | Read...
କଟକ,୨୭ା୭(ଅନୁପମ ମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ୨୯ ତାରିଖ ସକାଳ ୯ଟା ବେଳେ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସଭାପତି
Anupambharat News Bureau | ଓଡ଼ିଶା | | 1385 | Read...
ବ୍ରହ୍ମପୁର,୨୭ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନାର ହଟସ୍ପଟ ଗଞ୍ଜାମ ଜିଲ୍ଲାରେ କୋଭିଡ଼ ସମ୍ପର୍କିତ କିଛି ବି ସୂଚନା ମିଳୁ ନାହିଁ । ଫଳରେ ଏନେଇ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛନ୍ତି । ଯଦ୍ୱରା ଜିଲ୍ଳାବାସୀ ଏକ ଅଜଣ
Anupambharat News Bureau | ଓଡ଼ିଶା | | 1384 | Read...
ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ଓଡିଆ ଆଲବମ୍ ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କର ସୋମବାର ଅପରାହ୍ନରେ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ । ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲ୍ରେ ଚ
Anupambharat News Bureau | ଓଡ଼ିଶା | | 1383 | Read...
ବ୍ରହ୍ମପୁର,୨୭ା୭ (ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ଭୟ କିଭଳି ଜନମାନସକୁ ପ୍ରଭାବିତ କରିବାରେ ଲାଗିଛି ତାର ଆଉ ଏକ ନିଛକ ଦୃଶ୍ୟ ଆଜି ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ଏନେଇ ଭିଡ଼ିଓ ଭାଇରାଲ ପରେ ଘଟଣା ଜିଲ୍ଳାରେ ଆଲୋଡ଼ନ ସ
Anupambharat News Bureau | ଓଡ଼ିଶା | | 1382 | Read...
ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ): ରାଜ୍ୟର ତିନି ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଗଞ୍ଜାମ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ କରୋନା ପରିସ୍ଥିତି ପୁରା ଉଦ୍ବେଗ ଜନକ ରହିଛି । ଆଜି ସୁଦ୍ଧା ଗଞ୍ଜାମ
Anupambharat News Bureau | ଓଡ଼ିଶା | | 1381 | Read...
ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆଇଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ରାଜକୁମାର ଶର୍ମାଙ୍କୁ କୃଷି ଉପିାଦନ କମିଶନର ଭାବେ ଦାୟିତ୍ୱ ଦିଆ ଯାଇଛି । ସେହିପରି ଅନୁ ଗର୍ଗଙ୍କୁ ଜଳ ସମ୍ପ
Anupambharat News Bureau | ଓଡ଼ିଶା | | 1370 | Read...
ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ):କଳାହାଣ୍ଡି ଜିଲ୍ଲାର ଡେପୁଟି କଲେକଫର ଅନିଶା ଦାସଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏହାପୂର୍ବରୁ ସେ ବେତନଟି ତହସିଲଦାର ଭାବେ ନିଯୁକ୍ତ ଥିଲେ । ରାଜସ୍ୱ ଓ
Anupambharat News Bureau | ଓଡ଼ିଶା | | 1369 | Read...
ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମହାମାରୀକୁ ରୋକିବା ଲାଗି ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ତଥାପି ଏହି ମହାମାରୀ ଦିନକୁ ଦିନ ଉଗ୍ର ହେବା ସହ ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି । ଫଳରେ
Anupambharat News Bureau | ଓଡ଼ିଶା | | 1368 | Read...
ପୁରୀ, ୨୬ା୭(ଅନୁପମ ମିଡ଼ିଆ): ପୁରୀ ପେଣwକଟା ଅଞ୍ଚଳର ୨୫,୨୬,୩୦,୩୧ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରୁ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ କମାଇବା ପାଇଁ ପ୍ରଶାସନ ପକ୍ଷର
Anupambharat News Bureau | ଓଡ଼ିଶା | | 1367 | Read...
ଭୁବନେଶ୍ୱର,୨୬ା୭(ଅନୁପମ ମିଡ଼ିଆ):ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ ଡିଏସପିଙ୍କ ଠାରୁ ଲୁଟେରାମାନେ ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଲୁଟେରାମାନେ ଡିଏସପି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମ
Anupambharat News Bureau | ଓଡ଼ିଶା | | 1361 | Read...
କେନ୍ଦୁଝର୨୫ା୭ (ଅନୁପମ ମିଡ଼ିଆ): କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବୋଦପଲସ ଗ୍ରାମର ଗମହା ମୁଣ୍ଡାଙ୍କର ଦେଢ଼ ବର୍ଷର ଶିଶୁର ଚେଙ୍କ ଦେବା କାରଣରୁ ମୃତୁ୍ୟ ହୋଇଛି । କୌଣସି କାରଣରୁ ଶିଶୁର ଦେହ ଖରାପ ହେବାରୁ ପରିବାର ଲୋକ