ଓଡ଼ିଶା : Category News


ମଦ ନେଲା ଜୀବନ

Anupambharat News Bureau | ଓଡ଼ିଶା | | 174 | Read...

 ମଦ ନେଲା ଜୀବନ

ଆଠଗଡ,୨୦ା୫ (ଅନୁପମ ମିଡିଆ): ଆଠଗଡରେ ଦେଶି ମଦ କାରବାର ଏତେ ମାତ୍ରରେ ବଢିଯାଇଛି ଯେ ବାରମ୍ବାର ମଦ ପିଇ ଧନ ଜୀବନ ନଷ୍ଟ ହେବାରେ ଲାଗିଛି ତଥାପି ପ୍ରଶାସନ ଏହାକୁ ଅଣଦେଖା କରିବାରେ ସାଧରଣରେ କ୍ଷୋଭ ପ୍ରକାଶ ପାଇଛି । ଆଠଗଡ ଥାନା ଅ&ls


ଯୌତୁକ ପାଇଁ ବଧୂହତ୍ୟା!

Anupambharat News Bureau | ଓଡ଼ିଶା | | 173 | Read...

ଯୌତୁକ ପାଇଁ ବଧୂହତ୍ୟା!

ଅନୁଗୋଳ, ୨୦ା୫ (ଅନୁପମ ମିଡିଆ): ଯୌତୁକ ପାଇଁ ବଧୂହତ୍ୟା ଭଳି ସାଂଘାତିକ ଅଭିଯୋଗ ଆସିଛି । ଅନୁଗୋଳ ଥାନା ପୁଲିସ ନତଡ଼ା ଗାଁର ସତ୍ୟାନନ୍ଦ ବେହେରା(ଛଦ୍ମନାମ)ଙ୍କ ପତ୍ନୀ ମୀତାଞ୍ଜଳୀଙ୍କୁ ହତ୍ୟା କରାଯାଇଛି । ଘଟଣା ପରେ ସତ୍ୟାନନ୍ଦ


ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ

Anupambharat News Bureau | ଓଡ଼ିଶା | | 172 | Read...

ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ

ସିନାପାଲି ୨୦ା୫ (ଅନୁପମ ମିଡିଆ): ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ନିସହାୟ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ୱାସ୍ଥ୍ୟ ସେବାକୁ ନେଇ ମାଗଣା ସେବା ଯୋଗାଇ ଦେଉଛନ୍ତି । ହେଲେ ନୂଆପଡା ଜି


ମାଟ୍ରିକ ରିଜେଲଫ : ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

Anupambharat News Bureau | ଓଡ଼ିଶା | | 171 | Read...

ମାଟ୍ରିକ ରିଜେଲଫ :  ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

କଟକ,୧୯ା୫(ଅନୁପମମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ୨୦୧୯ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଘଟିଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ


ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର, ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

Anupambharat News Bureau | ଓଡ଼ିଶା | | 170 | Read...

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର,  ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ଭୁବନେଶ୍ୱର, ୧୯ ।୫ (ଅନୁପମ ମିଡିଆ) : ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି । ସେ ନିଜେ ଏକଥା ରବିବାର ପ୍ରକାଶ କରିଛନ୍ତି । ‘ଦ ସେଣ୍ଡ ଏକ୍ସପ୍ରେସ୍‌’ କୁ ଦେଇଥିବା ସାକ୍ଷାତକାରରେ ସେ ଏକଥା କହିଛନ୍ତି


ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Anupambharat News Bureau | ଓଡ଼ିଶା | | 166 | Read...

ନଦୀକୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ଆସିକା,୧୯ା୫(ଅନୁପମ ମିଡ଼ିଆ): ସ୍ଥାନୀୟ କଳିଙ୍ଗା ରୋଡ଼ ରାଜସ୍ୱ ଡ଼ାକବଙ୍ଗଳା ପଛ ପଟ ବଡ଼ନଦୀ ପଠାରେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୨୮ରୁ ୩୦ ବର୍ଷ ମଧ୍ୟରେ ଏହି ବ


ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌

Anupambharat News Bureau | ଓଡ଼ିଶା | | 165 | Read...

ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜାମ ସରକାରୀ ମେଡ଼ିକାଲ୍‌

ଗଞ୍ଜାମ,୧୯ା୫(ଅନୁପମ ମିଡ଼ିଆ): ଗଞ୍ଜାମ ସ୍ଥିତ ସରକାରୀ ମେଡିକାଲ୍‌ରେ ଗତ ୬ମାସ ତଳେ ନିଯୁକ୍ତି ପାଇଥିବା ଡାକ୍ତର ବିଦ୍ୟା ମହାରଣା ପିଜି ପଢ଼ିବା ପାଇଁ ଚାକିରି ଛାଡ଼ି ଯାଇଥିବା ବେଳେ ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଭରସାରେ ଗଞ୍ଜ


ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା, କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

Anupambharat News Bureau | ଓଡ଼ିଶା | | 161 | Read...

ଜଳବାୟୁ ପରିବର୍ତ୍ତନ ଯୋଗୁଁ କମୁଛି ପକ୍ଷୀଙ୍କ ସଂଖ୍ୟା,  କେନ୍ଦୁଝର ବନଖଣ୍ଡକୁ ଆସିଛନ୍ତି ୨୮୬୫ ବହିରାଗତ ପକ୍ଷୀ

କେନ୍ଦୁଝର, ୧୯ା୫ (ଅନୁପମ ମିଡିଆ): କେନ୍ଦୁଝର ବନଖଣ୍ଡକୁ ବହିରାଗତ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିଛିବର୍ଷ ପୂର୍ବରୁ ଯେପରି ଭାବରେ ବହିରାଗତ ପକ୍ଷୀମାନେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜଳାଶୟମାନଙ


ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ, ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

Anupambharat News Bureau | ଓଡ଼ିଶା | | 160 | Read...

ଓଡ଼ିଶାର ପୁନରୁଦ୍ଧାର ପାଇଁ ଆକ୍ସିସ ବ୍ୟାଙ୍କ ପ୍ରତିବଦ୍ଧ,  ରାଜ୍ୟକୁ ବ୍ୟାଙ୍କର ସାମଗ୍ରିକ ଆର୍ଥିକ ସହାୟତା ୧୩.୪ କୋଟି ଟପିଲା

ଭୁବନେଶ୍ୱର, ୧୯ା୫ (ଅନୁପମ ମିଡିଆ): ରାଜ୍ୟ ସରକାର ଓ ସ୍ଥାନୀୟ କର୍ତୃପକ୍ଷଙ୍କୁ ସହାୟତା ଓ ଆର୍ଥିକ ସହଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଭାରତର ତୃତୀୟ ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ପକ୍ଷରୁ ରାଜ୍ୟ


ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

Anupambharat News Bureau | ଓଡ଼ିଶା | | 159 | Read...

ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

ଚଣ୍ଡିଖୋଲ,୧୯ା୫ (ଅନୁପମ ମିଡିଆ): ଚଣ୍ଡିଖୋଲ-ଡ଼ୁବୁରୀ ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର (ଚଡ଼େଇଧରା) ନିକଟରେ ଏକ ମେଘା କ୍ରର୍ସର ଚଳାଉଥିବା ଏନ.କେ.ସି ଠିକା କମ୍ପାନୀର ମନମାନୀ ଯୋଗୁ ସେହି କମ୍ପାନୀରେ କାମ


ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

Anupambharat News Bureau | ଓଡ଼ିଶା | | 158 | Read...

ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

ଆଠଗଡ, ୧୯ା୫ (ଅନୁପମ ମିଡିଆ): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ଆଠଗଡ ନିର୍ବାଚନ ମଣ୍ଡଳିରେ ୪ ଗୋଟି ବୁଥରେ ଆଜି ସାନି ମତଦାନ ସାମାନ୍ୟ ଉତ୍ତେନାକୁ ନେଇ ଶେଷ ହୋଇଛି । ମୃଦ ପାନୀୟ ଜନିତ କାଚ ବୋତଲ ମାଡ ହୋ


କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

Anupambharat News Bureau | ଓଡ଼ିଶା | | 157 | Read...

 କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

ପିପିଲି, ୧୯ା୫ (ଅନୁପମ ମିଡିଆ): ସାମୁଦ୍ରିକ ଝଡ ବାତ୍ୟା ଫନି ପିପିଲି ଅଂଚଳ ସମେତ ସମଗ୍ର ଜିଲ୍ଲାର କତା ଶିଳ୍ପର ବହୁତ କ୍ଷତି ଘଟାଇଛି । ପିପିଲି ଅଂଚଳରେ ବହୁଳ ଭାବେ କତାଶିଳ୍ପ ଗଢି ଉଠିଥରଲା ବେଳେ ଫନି ବାତ୍ୟା ମାଡରେ ଧ୍ୱଂସ ବିଧ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page