ଓଡ଼ିଶା : Category News


ଆଜି ଶିବ ପାର୍ବତୀଙ୍କ ବିବାହ

Anupambharat News Bureau | ଓଡ଼ିଶା | | 398 | Read...

ଆଜି ଶିବ ପାର୍ବତୀଙ୍କ ବିବାହ

ସମ୍ବଲପୁର, ୬ା୬(ଅନୁପମ ମିଡ଼ିଆ): ରାତି ପାହିଲେ ଶିବ-ପାର୍ବତୀଙ୍କ ବିବାହ । ଶିବ ପାର୍ବତୀଙ୍କ ବିବାହ ଆଉ ଶୀତଲ୍‌ଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ପୁରା ଚଞ୍ଚଳ ହୋଇପଡ଼ିଛି । ଆସନ୍ତାକାଲି ବିଭିନ୍ନ ଶିବାଳୟରୁ ମହାଦେବ ବିବାହ ଶୋ


ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

Anupambharat News Bureau | ଓଡ଼ିଶା | | 397 | Read...

ଶୂନ ରେଜଲଫ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

ଭୁବନେଶ୍ୱର, ୬ା୬ (ଅନୁପମ ମିଡିଆ) : ଚଳିତ ବର୍ଷ ନୈରାଶ ଜନକ ମାଟ୍ରିକ ପରିକ୍ଷାର ଫଳାଫଳକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ମାଟ୍ରିକ୍‌ ପରୀକ୍ଷା ଶୂନ ରେଜଲଫ ହୋଇଥିବା ସ୍କୁଲକୁ ନୋଟିସ୍‌ କରାଯାଇଛି ।


ବିଜେଡ଼ିକୁ ଭୋଟ ଦେଇନ, ତୁମକୁ ଚାଉଳ ନାହିଁ !

Anupambharat News Bureau | ଓଡ଼ିଶା | | 389 | Read...

ବିଜେଡ଼ିକୁ ଭୋଟ ଦେଇନ, ତୁମକୁ  ଚାଉଳ ନାହିଁ !

ଆନନ୍ଦପୁର,୬ା୬(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ନିର୍ବାଚନ ମଣ୍ଡଳୀର ସାଇଁକୁଳ ପଞ୍ଚାୟତର କିଛି ବ୍ୟକ୍ତିଙ୍କୁ ହୀନ ରାଜନୀତି ଚକ୍ରାନ୍ତରେ ବିଜେଡ଼ିକୁ ଭୋଟ ଦେଇନଥିବା ଅଭିଯୋଗରେ ତୁମକୁ ଚାଉଳ ଦିଆଯିବ ନାହିଁ ଘଟଣା


ଜୀବନ ସହ ଖେଳ: ଏସ୍‌ଏନ୍‌ସିୟୁ ନା’ଗାଈ ଗୁହାଳ

Anupambharat News Bureau | ଓଡ଼ିଶା | | 387 | Read...

ଜୀବନ ସହ ଖେଳ: ଏସ୍‌ଏନ୍‌ସିୟୁ ନା’ଗାଈ ଗୁହାଳ

ଅନୁଗୋଳ , ୬ା୬(ଅନୁପମ ମିଡିଆ): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗ (ଏସ୍‌ଏନ୍ସିୟୁ) ନିଷ୍ପାପ ଶିଶୁଙ୍କ ଜୀବନ ସହ ଖେଳ ଚାଲିଛି ।ନବଜାତ ଶିଶୁ ମାନଙ୍କୁ ସ୍ୱତନ୍ତ୍ର ଭାବେ ଅତ୍ୟନ୍ତର ଯତ୍


ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ

Anupambharat News Bureau | ଓଡ଼ିଶା | | 386 | Read...

ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ

ଭୁବନେଶ୍ୱର, ୬ ।୬(ଅନୁପମ ମିଡିଆ): କିସ୍‌ର ମେଧାବୀ ଛାତ୍ରୀ ସଂଯୁକ୍ତା ସିଂହ । ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ ସେ ୮୦ ପ୍ରତିଶତ ନମ୍ବର ରଖି ପାସ୍‌ କରିଛନ୍ତି । ନିକଟରେ ହାଇଦ୍ରାବାଦ୍‌ସ୍ଥିତ ଆମେରିକାନ୍‌ କନସୁଲ


ମଦ୍ୟପର ଉନ୍ମକ୍ତ କାଣ୍ଡ , ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ

Anupambharat News Bureau | ଓଡ଼ିଶା | | 385 | Read...

 ମଦ୍ୟପର ଉନ୍ମକ୍ତ କାଣ୍ଡ ,   ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ

କେନ୍ଦୁଝର, ୬ା୬(ଅନୁପମ ମିଡିଆ): କେନ୍ଦୁଝରରେ ଜଣେ ମଦ୍ୟପଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ନିଶାଶକ୍ତ ଯୁବକ ଜଣକ ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ବିଭସି ଭାବେ ହତ୍ୟା କରିଥିବାବେଳେ ଗାଁ ଲୋକେ ହତ୍ୟାକାରୀକୁ କାବୁ କରି


ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ

Anupambharat News Bureau | ଓଡ଼ିଶା | | 384 | Read...

 ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ

ଜଳେଶ୍ୱର,୬ା୬ (ଅନୁପମ ମିଡିଆ): ତୁ ଗୁହାରୀ କରିବୁ ଯାହାକୁ, ମୁଁ ଜୁଆଁଇ କରିଛି ତାହାକୁ । ସୁବର୍ଣ୍ଣରେଖା ନଦୀର ଶିଖରପୁର ଠାରେ ବାଲି ମାଫିଆ ମାନଙ୍କର ମନମୁଖୀ ଓ ବେନିୟମ ଭାବେ ବାଲି ଉତୋଳନ ଯୋଗୁଁ ନଦୀପାଖ ଅଂଚଳ ପ୍ରତି ବିପଦ ମାଡ


କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ

Anupambharat News Bureau | ଓଡ଼ିଶା | | 383 | Read...

କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ

ପଟ୍ଟାମୁଣ୍ଡାଇ, ୬ା୬ (ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମାନ୍ୟତା ପାଇବାର ୩୧ ବର୍ଷ ବିତିଯାଇଛି । ମାତ୍ର ସହର ପାଇଁ ଉପଯୁକ୍ତ ମାଷ୍ଟର ପ୍ଲାନ ଅଭାବରୁ ଅସରାଏ ବର୍ଷା ହେଲେ ସମଗ୍ର ଅଞ୍ଚଳ ଉବୁଟୁବୁ ହେଉଛି । ପଟ୍ଟାମୁଣ


ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର

Anupambharat News Bureau | ଓଡ଼ିଶା | | 382 | Read...

ବେଆଇନ ହମ୍ପ୍ସ ଯୋଗୁ ବଢୁଛି ଦୁର୍ଘଟଣା, ବାଇକ୍‌ ରୁ ପଡି ସାମ୍ବାଦିକ ଗୁରୁତର

ରସୁଲପୁର,୬ା୬ (ଅନୁପମ ମିଡିଆ): ରାସ୍ତା ଉପରେ ବେଆଇନ ହମ୍ପ୍‌ସ୍‌ ଯୋଗୁ ରାସ୍ତା ଦୁର୍ଘଟଣା ବଢୁଛି । ଗାଁ ଗହଳିରେ ବି ରାସ୍ତାରେ ମାଳ ମାଳ ହମ୍ପ୍‌ ସ୍‌ ଦେଖିବାକୁ ମିଳୁଛି । ନିଜ ଘର ସମ୍ମୁଖରେ ସୁରକ୍ଷା ଆଳରେ ଲୋକମାନେ ବେଆ


ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି

Anupambharat News Bureau | ଓଡ଼ିଶା | | 381 | Read...

ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି

ଭଦ୍ରକ,୬ା୬ (ଅନୁପମ ମିଡିଆ): ମଣିକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ଚଳିତ ବିବାହ ଉସିବ ନିମନ୍ତେ ଗୁରୁବାର ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗଳକୃତ୍ୟ(ମଙ୍ଗନ) କାର୍ଯ୍ୟ ବୈଦିକ ରୀତିନୀତି ଓ ଲୈାକିକ ଚାରରେ ବର ଓ କନ୍ୟା ପ


ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ

Anupambharat News Bureau | ଓଡ଼ିଶା | | 379 | Read...

ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ

ଭୁବନେଶ୍ୱର,୪ ।୬ (ଅନୁପମ ମିଡିଆ): ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଉତ୍ତରଦାୟୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ଗୁରୁତ୍ୱîପୂର୍ଣ୍ଣ ପଦକ୍ଷେପ ଆରମ୍ଭ ହୋଇଛି । ପ୍ରତିମାସ ୭ ତାର


ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା

Anupambharat News Bureau | ଓଡ଼ିଶା | | 378 | Read...

ଡ଼ିଶାରେ ଲାଗୁ ହୋଇପାରେ ମୋଦିଙ୍କ ସ୍କିମ୍‌,  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ସିଇଓଙ୍କ ଆଲୋଚନା

ଭୁବନେଶ୍ୱର,୪ା୬ । (ଅନୁପମ ମିଡିଆ): କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଇନ୍ଦୁ ଭୂଷଣଙ୍କ ନେତୃତ୍ୱରେ ଆସିଥିବା ୫ ଜଣିଆ ପ୍ରତିନିଧିଦଳ ମଙ୍ଗଳବାର ଦିନ ରାଜ୍ୟରେ ଆୟୁ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page