ଓଡ଼ିଶା : Category News


ଆଜି ହେରା ପଞ୍ଚମୀ

Anupambharat News Bureau | ଓଡ଼ିଶା | | 588 | Read...

ଆଜି ହେରା ପଞ୍ଚମୀ

ପୁରୀ,୭ା୭(ଅନୁପମମିଡ଼ିଆ): ଗୁଣ୍ଡିଚା ମନ୍ଦିରରେ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୋଇ ଯାଇଛି । ଗୁଣ୍ଡିଚା ଯାତ୍ରାର ନବଦିନାତ୍ମକ ପର୍ବର ଆଜି ପଞ୍ଚମ ଦିବସରେ ଆଡ଼ପମଣ୍ଡପରେ ବିରାଜମାନ ବିଗ୍ରହଙ୍କ ଆଜି ବନକଲାଗି ନୀତି ଅନ


ଦୁଇ ଦିନ ପ୍ରବଳ ବର୍ଷିବ

Anupambharat News Bureau | ଓଡ଼ିଶା | | 587 | Read...

ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୭ା୬(ଅନୁପମ ମିଡ଼ିଆ): ବିହାର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ଼ର ଉପରେ ଥିବା ସ୍ଥଳଭାଗରେ ଲଘୁଚାପର ରୂପ ନେଇଛି । ଅନ୍ୟପକ୍ଷେ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ସୃଷ


ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

Anupambharat News Bureau | ଓଡ଼ିଶା | | 586 | Read...

ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର, ୭ା୭ (ଅନୁପମ ମିଡିଆ) : ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ସପ୍ଲିାମଣ୍ଟାରୀ ପରୀକ୍ଷା । ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍


ଦୁର୍ଘଟଣା ନେଲା ଚାରି ଜୀବନ

Anupambharat News Bureau | ଓଡ଼ିଶା | | 585 | Read...

ଦୁର୍ଘଟଣା ନେଲା ଚାରି ଜୀବନ

ଦିଗପହଣ୍ଡି/ଗଞ୍ଜାମ,୭ ।୭ (ଅନୁପମ ମିଡ଼ିଆ): ରବିବାର ପୃଥକ ଦୁର୍ଘଟଣରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଘଟଣରେ ବହୁ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଗଞ୍ଜାମ, ଦେବଗଡ଼ ଏବଂ ତେଲ୍‌କୋଇରେ ଦୁର୍ଘଟଣା ଘଟି ଚାରି ଜଣଙ୍


ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ସିଆରସିସି ବଦଳିବେ

Anupambharat News Bureau | ଓଡ଼ିଶା | | 584 | Read...

ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ସିଆରସିସି ବଦଳିବେ

ତ୍ରପୁର,୭ ।୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ସିଆରସିସି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୨୩୯ଟି ସିଆରସିସି ପଦବୀ ରହିଛି । ଏହି ସିଆରସିସି ମାନେ ପାଞ୍ଚ ବର୍ଷ କାମ କଲା


ମହାନଗରରେ ତିନି ଠାକୁରଙ୍କ ବରାହ ଅବତାର

Anupambharat News Bureau | ଓଡ଼ିଶା | | 583 | Read...

ମହାନଗରରେ ତିନି ଠାକୁରଙ୍କ ବରାହ ଅବତାର

ବ୍ରହ୍ମପୁର,୭ ।୭(ଅନୁପମ ମିଡ଼ିଆ): ପବିତ୍ର ରଥଯାତ୍ରା ପରିପ୍ରେକ୍ଷୀରେ ଆଜି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବରାହ ଅବତାର ବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବେଶ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ଭୀଡ଼ ଲ


ଧରାପଡ଼ିଲେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ

Anupambharat News Bureau | ଓଡ଼ିଶା | | 582 | Read...

ଧରାପଡ଼ିଲେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଗ୍ୟାଙ୍ଗ

ବ୍ରହ୍ମପୁର,୭ ।୭(ଅନୁପମ ମିଡ଼ିଆ): ଗତ କିଛି ଦିନ ଧରି ବ୍ରହ୍ମପୁର ମହାନଗର ଓ ଆଖପାଖ ଅଞ୍ଚଳରେ ତାଲା ବନ୍ଦ ଘରୁ ଲୁଟ୍‌ କରୁଥିବା ଜଣେ ଅଭିଯୁକ୍ତଙ୍କ ସମେତ ଜଣେ ନାବାଳକ କୁ ପୋଲିସ୍‌ ଧରି ୧୩୫ ଗ୍ରାମ ସୁନା ଗହଣା ନଗଦ ୨୫ ହଜାର ଟଙ୍


ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ, ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ

Anupambharat News Bureau | ଓଡ଼ିଶା | | 579 | Read...

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ,  ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ

ବାଲେଶ୍ୱର,୭ା୭ (ଅନୁପମ ମିଡିଆ): କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ, ପ୍ରାଣୀ ବିକାଶ ଏବଂ ଗୋପାଳ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି ଅପରାହ୍ନରେ ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାସ୍ତର


ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

Anupambharat News Bureau | ଓଡ଼ିଶା | | 578 | Read...

 ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କେନ୍ଦୁଝର, ୭ା୭ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଶିବନାରାୟଣପୁରଗୋଡା ଗ୍ରାମ ପଞ୍ଚାୟତର କମଳାଙ୍ଗଠାରେ ରବିବାର ସକାଳେ ୩ଟି ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତ


ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Anupambharat News Bureau | ଓଡ଼ିଶା | | 577 | Read...

ବାଳିକାଙ୍କ ନଗ୍ନ ଭିଡିଓ ଭାଇରାଲ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଜଳେଶ୍ୱର,୭ା୭ (ଅନୁପମ ମିଡିଆ): ଗତ ୨୦୧୮ ଅକେଫାବର ମାସ ୨୮ତାରିଖରେ ଜନୈକ ଆଦିବାସୀ ନାବାଳିକାକୁ ଉଲଗ୍ନ କରି ଭିଡିଓ ଭାଇରାଲ କରିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଜଳେଶ୍ୱର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜଳେଶ୍ୱର


ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ

Anupambharat News Bureau | ଓଡ଼ିଶା | | 576 | Read...

ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ ଭକ୍ତ

ପୁରୀ,୩ା୭(ଅନୁପମ ମିଡ଼ିଆ) : ପୁଣି ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ । ରାତି ପାହିଲେ ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ରଥଯାତ୍ରା ହେବ । ଏଥିପାଇଁ ସିଂହଦ୍ୱାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ସୁସଜ


ଜୁଇର ଶେଯରୁ ଉଠିଲେ ଯୁବକ

Anupambharat News Bureau | ଓଡ଼ିଶା | | 571 | Read...

ଜୁଇର ଶେଯରୁ ଉଠିଲେ ଯୁବକ

ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ । ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍‌ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page