ପ୍ରଥମ ଓଡ଼ିଆ: ପ୍ରମୋଦଙ୍କୁ ଖେଳରତ୍ନ

November 13, 2021, ଓଡ଼ିଶା, , Anupambharat News Bureau


ପ୍ରଥମ ଓଡ଼ିଆ:  ପ୍ରମୋଦଙ୍କୁ  ଖେଳରତ୍ନ
Anupambharat News Bureau
November 13, 2021


ନୂଆଦିଲ୍ଲୀ,୧୩ା୧୧: ଓଡିଆ ପାରାଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ନାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରମୋଦ । ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱ୍ୱର୍ଣ୍ଣ ପଦକ ପାଇଁ ତାଙ୍କୁ ଏହି ଖେଳରତ୍ନ ପୁରସ୍କାର ମିଳିଛି । ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ଭଗତ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବରୁ ଓଡିଶାରୁ କେହି ଅଲମ୍ପିଆନ ଖେଳ ରତ୍ନ ପୁରସ୍କାର ପାଇନଥିଲେ । ପ୍ରମୋଦଙ୍କ ଏହି ସଫଳତା ପାଇଁ ଏବେ ସାରା ଓଡିଶାରେ ଖୁସିରେ ଲହରି ଖେଳି ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ

ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ

Read More...

 ୨୬ ମାଓବାଦୀ ନିହତ

୨୬ ମାଓବାଦୀ ନିହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page