ଓଡ଼ିଶା : Category News


ଅଂଶୁଘାତ: ଦିନକରେ ପାଞ୍ଚ ମୃତ

Anupambharat News Bureau | ଓଡ଼ିଶା | | 135 | Read...

ଅଂଶୁଘାତ: ଦିନକରେ ପାଞ୍ଚ ମୃତ

ଭୁବନେଶ୍ୱର, ୧୭ ।୫ (ଅନୁପମ ମିଡିଆ): ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ପାଞ୍ଚଜଣଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ଆସିଛି । ବଲାଙ୍ଗୀର, ପୁରୀ , କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଅ


ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

Anupambharat News Bureau | ଓଡ଼ିଶା | | 134 | Read...

ଲାଞ୍ଚ ନେଇ ସାଉଥ୍‌କୋ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ସାଉଥ୍‌କୋର ଜଣେ ଲାଇନ୍‌ମ୍ୟାନ୍‌ଙ୍କୁ ବଦଳି ପାଇଁ ୧୫ ହଜାର ଟଙ୍କା ଲାଞ୍ଚଦାବି କରି ନେବାବେଳେ ସାଉଥ୍‌କୋର ଖଲ୍ଲିକୋଟ ସହକାରୀ ଯନ୍ତ୍ରୀ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଥିବା


ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Anupambharat News Bureau | ଓଡ଼ିଶା | | 133 | Read...

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୭ ।୫(ଅନୁପମ ମିଡ଼ିଆ) : ନିକଟସ୍ଥ ହଳଦିଆପଦର ଗ୍ରାମରେ ୨୦୧୪ ମେ’ ୧୪ ତାରିଖ ରାତିରେ ଜନୈକା ନାବାଳିକାକୁ ଘରୁ ଉଠାଇନେଇ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜି ଜିଲ୍ଲା ଦୌରାଜଜ୍‌ ବିଭୂପ୍ରସାଦ ରାଉତରା


ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

Anupambharat News Bureau | ଓଡ଼ିଶା | | 128 | Read...

ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

ଖଲ୍ଲିକୋଟ,୧୭ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗ୍ରାମରେ ବେଆଇନ ମଦଭାଟିକୁ ବିରୋଧ କରୁଥିବା ଜଣେ ଯୁବକ କୈଳାସ ବାରିକଙ୍କୁ ଗତ ମାସ ୨୮ତାରିଖ ରାତି୍ରରେ ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପଥର ଛେଚି ହତ୍ୟା


ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

Anupambharat News Bureau | ଓଡ଼ିଶା | | 127 | Read...

ମୋହନାରେ ସମସ୍ୟା ଅନେକ, ପରିବର୍ତ୍ତନ ଶୂନ୍‌

ମୋହନା, ୧୭ ।୫(ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ମୋହନା ବ୍ଳକ ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ଳକ । କିନ୍ତୁ ଏଠି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ରାଜନେତା ଏହି ଅଞ୍ଚଳରେ ବିଜୟ ଲାଭ କରି ଆସୁଛନ୍ତି ଯାଉଛନ୍ତି । ନିର୍ବା


ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

Anupambharat News Bureau | ଓଡ଼ିଶା | | 126 | Read...

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ, ୧୭ା୫(ଅନୁପମ ମିଡ଼ିଆ): ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଶୁକ୍ରବାର ଦିନ ମହାଆଡ଼ମ୍ବର ସହକାରେ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ୧ୟ ଦିବସ କେଉଟବାଡ଼ ଓ


ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

Anupambharat News Bureau | ଓଡ଼ିଶା | | 123 | Read...

ଉପକୂଳବାସୀଙ୍କୁ ସାପ କାମୁଡ଼ା ଭୟ

ଭଦ୍ରକ, ୧୭ା୫ (ଅନୁପମ ମିଡିଆ): ଭଦ୍ରକ ଭଳି ଏକ ଉପକୂଳବର୍ତ୍ତୀ ଜିଲାରେ ଏବେ ଲୋକଙ୍କୁ ଘାରିଛି ସାପ କାମୁଡା ଭୟ । ସରକାରୀ ଭାବେ ଜିଲାରେ କେବଳ ସାପ କାମୁଡାରେ ବାର୍ଷିକ ୪୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତୁ୍ୟ ଘଟୁଥିବା ବେଳେ ହଜାର ହଜ


ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Anupambharat News Bureau | ଓଡ଼ିଶା | | 122 | Read...

 ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର, ୧୭ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ପଞ୍ଚାୟତ ଝାଡପୋଖରୀ ଗ୍ରାମ କାଜୁ ଜଙ୍ଗଲରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନ


ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

Anupambharat News Bureau | ଓଡ଼ିଶା | | 121 | Read...

 ବିବାହ ଭୋଜି  ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

ଜଳେଶ୍ୱର,୧୭ା୫ (ଅନୁପମ ମିଡିଆ): ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋଚ୍ଛିଦା ତେଘରୀ ଗ୍ରାମ ପଂଚାୟତର ରାଣୀବସାଣ ଗ୍ରାମରେ ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଅସୁସ୍ଥ ହେବା ଏବଂ ଚିକିସିା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେ


ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

Anupambharat News Bureau | ଓଡ଼ିଶା | | 120 | Read...

ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

ପଟ୍ଟାମୁଣ୍ଡାଇ,୧୭ା୫(ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଆଜି ଦିବା ୧୨ ଘଟିକା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଚାଳଛପର ଘର ସମେତ ଆସବାବପତ୍ର ଓ ୩୦୦ କ୍ୱିଣ୍ଟାଲ


ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

Anupambharat News Bureau | ଓଡ଼ିଶା | | 119 | Read...

 ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

ମାଥିଲି,୧୭ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣୀପାଲି ପଞ୍ଚାୟତ ଡ଼ୁର୍କାଯୋଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆ ପିକ୍‌ ଅଫ୍‌ ଭ୍ୟାନ୍‌ ପୂଜା କଲାବେଳେ ଗାଡ଼ି ତଳେ ଚାପି ହୋଇ ଲେମ୍


ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

Anupambharat News Bureau | ଓଡ଼ିଶା | | 115 | Read...

ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଉମରକୋଟ,୧୬ ।୫ (ଅନୁପମ ମିଡ଼ିଆ): ଉମରକୋଟ ଥାନା ଅନ୍ତର୍ଗତ ସେମେଲା ପଞ୍ଚାୟତ ବାକଲିଗୁଡ଼ାର ନୀଳଗିରି ପ୍ଲାଣ୍ଟସେନ୍‌ ଭିତରୁ ଯୁବତୀଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର କରାଯାଇଛି । ଉମରକୋଟ ପୋଲିସ୍‌ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page