ଓଡ଼ିଶା : Category News


ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

Anupambharat News Bureau | ଓଡ଼ିଶା | | 1516 | Read...

  ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

ବାଲିମେଳା, ୧୩ା୮ (ଅନୁପମ ମିଡିଆ): ଗତ ୫ଦିନ ଧରି ଲଗାଣ ବର୍ଷା ଫଳରେ ମାଲକାନଗିରି ଜିଲାରେ ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲାର ଏମଭି-୩୭, କୋରୁକୋଣ୍ଡା, ପାଙ୍ଗାମ୍‌, କାଙ୍ଗୁରୁକୋଣ୍ଡା, ପୋଟେରୁ. କାଲିମେଳା


୧୭ ପର୍ଯ୍ୟନ୍ତ ବର୍ଷା

Anupambharat News Bureau | ଓଡ଼ିଶା | | 1514 | Read...

୧୭ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର, ୧୩ା୮ (ଅନୁପମ ମିଡିଆ): ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିିଛି । ଆସନ୍ତା ୨୪ ଘଂଟା ମଧ୍ୟରେ କୋରାପୁଟ ଓ ମା


ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ

Anupambharat News Bureau | ଓଡ଼ିଶା | | 1513 | Read...

ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର, ୧୩ା୮ (ଅନୁପମ ମିଡିଆ): ଓଏଏସ ଅଧିକାରୀ ତଥା ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀ ଷଡଙ୍ଗୀ ଜନୈକା ମହିଳା କର୍ମଚାରୀଙ୍କୁ ଅସଦବ୍ୟବହାର କରି


ଏମ୍‌କେସିଜି ଓପିଡ଼ି ଖୋଲିଲା

Anupambharat News Bureau | ଓଡ଼ିଶା | | 1512 | Read...

ଏମ୍‌କେସିଜି ଓପିଡ଼ି ଖୋଲିଲା

ବ୍ରହ୍ମପୁର,୧୩ା୮(ଅନୁପମ ମିଡ଼ିଆ): ଗତ ଜୁଲାଇ ୭ ତାରିଖ ଠାରୁ କରୋନା ଭୂତାଣୁ ସଂକ୍ରମଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ବର୍ହି ବିଭାଗ ତଥା ଆ


୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ

Anupambharat News Bureau | ଓଡ଼ିଶା | | 1511 | Read...

୧୫ରେ ଚାରି ଜିଲ୍ଲାରେ ସଟ୍‌ଡାଉନ୍‌ରେ କୋହଳ

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୧୫ ତାରିଖ ଦିନ ଗଞ୍ଜାମ, ଗଜପତି, କଟକ, ଖୋର୍ଦ୍ଧା ଜିଲ୍ଲା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ କରାଯିବ । ସ୍ୱତନ୍ତ୍ର ରିଲିଫ କମିସନରଙ


ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା

Anupambharat News Bureau | ଓଡ଼ିଶା | | 1510 | Read...

ଯୁକ୍ତ ଦୁଇ ବିଜ୍ଞାନ ରେଜଲ: ପାସ ହାର କମିଲା

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା(ସିଏଚଏସଇ) ପକ୍ଷରୁ ଆୟୋଜିତ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ପାସ ହାର ୭୦.୨୧ ପ୍ର


ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର

Anupambharat News Bureau | ଓଡ଼ିଶା | | 1509 | Read...

ରାଜ୍ୟ କ୍ୟାବିନେଟ ବୈଠକ ୨୦ ପ୍ରସ୍ତାବରେ ମୋହର

ଭୁବନେଶ୍ୱର, ୧୨ା୮(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ବୈଠକରେ ୨୦ଟି ପ୍ରସ୍ତାବକୁ ମଞ୍ଜରୀ ଦିଆଯାଇଛି । ଏଥିରେ ବିଭିନ୍ନ ଆକଫରେ ସଂଶୋଧନ, ପାନୀୟ ଜଳ ପ୍ରକଳ୍ପ ସମ୍ପର୍


ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା

Anupambharat News Bureau | ଓଡ଼ିଶା | କେନ୍ଦୁଝର | 1501 | Read...

ମଦ ବେପାରୀ କୁ ଧରି ପୋଲିସ ଜିମା ଦେଲେ ଏସ୍ଏଚଜି ମହିଳା

ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ଗ୍ରାମ ରେ ଚୋରା ମଦ କାରବାର କୁ ନେଇ ଗ୍ରାମରେ ନାନାଦି ବିସୃଙ୍ଖଳା ସୃଷ୍ଟି ହେଉଛି । ଅବକାରୀ ବିଭାଗ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବାରୁ ଗ୍ରାମର ମହିଳା ଗୋଷ୍ଠୀ ଏବେ


ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

Anupambharat News Bureau | ଓଡ଼ିଶା | | 1500 | Read...

 ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଧନ ବୃତ୍ତି ଯୋଜନା

ଭୁବନେଶ୍ୱର, ୧୧ା୮(ଅନୁପମ ମିଡ଼ିଆ):ଏସ୍‌ଡ଼ି ଶିବୁଲାଲ ଓ କୁମାରୀ ଶିବୁ ଲାଲ ଦ୍ୱାରା ପ୍ରତିଷ୍ଠିତ ସରୋଜିନୀ ଦାମୋଦରନ ଫାଉଣ୍ଡେସନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ବୃତି ପ୍ରଦାନ କରଯାଉଛି ।


କୁଚିଣ୍ଡାରେ ଡବଲ ମର୍ଡ଼ର : ବଡ଼ଭାଇ ଓ ପୁତୁରାକୁ ହତ୍ୟା

Anupambharat News Bureau | ଓଡ଼ିଶା | | 1497 | Read...

କୁଚିଣ୍ଡାରେ ଡବଲ ମର୍ଡ଼ର : ବଡ଼ଭାଇ ଓ ପୁତୁରାକୁ ହତ୍ୟା

ସମ୍ବଲପୁର, ୧୧ା୮(ଅନୁପମ ମିଡ଼ିଆ): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଯାଇଛି ଡ଼ବଲ ମର୍ଡ଼ର । ଗୋବିନ୍ଦପୁର ଥାନା ତାଳଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏଭଳି ଏକ ଲୋମହର୍ଷଣ ହତ୍ୟାକାଣ୍ଡ । ଅଭିଯୁକ୍ତ ସାନଭା


୧୩ରେ ଆଉ ଏକ ଲଘୁଚାପ

Anupambharat News Bureau | ଓଡ଼ିଶା | | 1496 | Read...

୧୩ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୧୧ା୮ (ଅନୁପମ ମିଡ଼ିଆ): ଆସନ୍ତା ୧୩ରୁ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର


ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ

Anupambharat News Bureau | ଓଡ଼ିଶା | | 1494 | Read...

ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି : ବିନା ପରେଡରେ ହେବ ସ୍ୱାଧୀନତା ଦିବସ ସମାରୋହ

ଭୁବନେଶ୍ୱର, ୧୧ା୮(ଅନୁପମ ମିଡ଼ିଆ): କରୋନା କଟକଣା ଯୋଗୁଁ ଏଥର ସ୍ୱାଧୀନତା ଦିବସ ସମାରୋହକୁ ନିରାଡମ୍ବର ଭାବେ ପାଳନ କରାଯିବ । ଏଥର ସ୍ୱାଧୀନତା ଦିବସ ସମାରୋହରେ ପରେଡ କିମ୍ବା ମାର୍ଚ୍ଚ ପାଷ୍ଟ ହେବ ନାହିଁ ଓ କିମ୍ବା ସାଧାରଣ ଜନତ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page