Anupambharat News Bureau | ଓଡ଼ିଶା | | 1168 | Read...
ଭୁବନେଶ୍ୱର, ୯ା୫(ଅନୁପମ ମିଡ଼ିଆ): ରାଜ୍ୟରେ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆଗାମୀ ୨୦ ମଇରୁ ଆରମ୍ଭ ହେବ । ଆଗାମୀ ୧୯ ମଇରେ ଖାତା ଦେଖିବାକୁ ଶିକ୍ଷକ ମାନେ ଖାତା ଦେଖା କେନ୍ଦ୍ରରେ ପହଞ୍ଚିବେ । ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ରାଜ୍ୟ
Anupambharat News Bureau | ଓଡ଼ିଶା | | 1167 | Read...
ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । କି;ୁ
Anupambharat News Bureau | ଓଡ଼ିଶା | | 1166 | Read...
ଭୁବନେଶ୍ୱର, ୯ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ପାଞ୍ଚ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ ଚାରିଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଯାଜପୁରର । ଏଥି
Anupambharat News Bureau | ଓଡ଼ିଶା | | 1165 | Read...
ବ୍ରହ୍ମପୁର/ଛତ୍ରପୁର, ୯ା୫(ଅନୁପମମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ବେକାବୁ ହେବାରେ ଲାଗିଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବୃଦ୍ଧିି ଜିଲ୍ଲାବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିବାରେ ଲାଗିଛି । ଅନ୍ୟପକ୍ଷେ ସମସ୍ତ
Anupambharat News Bureau | ଓଡ଼ିଶା | | 1164 | Read...
ଭୁବନେଶ୍ୱର,୯ା୫(ଅନୁପମମିଡ଼ିଆ): ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା । ଶନିବାର ଓଡିଶାରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ପକ୍ଷରୁ ଜଣଙ୍କୁ ଛାଡି ଦେଲେ ବାକି ସମସ୍ତେ ସୁରତ ଫେରନ
Anupambharat News Bureau | ଓଡ଼ିଶା | | 1163 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ଓଡିଶା ଫେରିଥିବା ପ୍ରବାସୀଙ୍କ ପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରି
Anupambharat News Bureau | ଓଡ଼ିଶା | | 1162 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ତିନି ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନିର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍) ପରୀକ୍ଷା ଜୁନ ୨୦ ତାରିଖ ପରେ ଆର
Anupambharat News Bureau | ଓଡ଼ିଶା | | 1161 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ମଇ ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ବୁଧବାର ୭୪୫୧ ଜଣ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩
Anupambharat News Bureau | ଓଡ଼ିଶା | | 1160 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ଘରେ ବୟସ୍କ , ଡାଏବିଟିସ୍ , ରକ୍ତଚାପ କିମ୍ବା କିଡନୀ ସମ୍ପର୍କିତ ରୋଗୀ ଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅ;ୁ । ସେମାନଙ୍କର ଯତ୍ନ ନିଅ;ୁ । ସେମାନଙ୍କୁ ମାସ୍କ ପିନ୍ଧା;ୁ , ବାରମ୍
Anupambharat News Bureau | ଓଡ଼ିଶା | | 1159 | Read...
ଭୁବନେଶ୍ୱର, ୬ା୫(ଅନୁପମମିଡ଼ିଆ): ରାଜ୍ୟରେ କରୋନାରେ ଦ୍ୱିତୀୟ ମୃତୁ୍ୟ ଘଟିଛି । ଭୁବନେଶ୍ୱରର ମଧୁସୂଦନ ନଗରର କରୋନା ସଂକ୍ରମିତ ୭୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କିମ୍ସ ହସପିଟାଲରେ ମୃତୁ୍ୟ ବରଣ କରିଛନ
Anupambharat News Bureau | ଓଡ଼ିଶା | | 1158 | Read...
ଭୁୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ରାଜ୍ୟରେ ୩୬,୫୯୩ ଟି କୋଭିଡ୍ - ୧୯ ନମୂନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୫୭ ଟି ରିପୋର୍ଟ ପଜିଟିଭ୍ ରହିଛି । ରାଜ୍ୟରେ ପଜିଟିଭ୍ ବ୍ୟକ୍ତିଙ୍କ ହାର
Anupambharat News Bureau | ଓଡ଼ିଶା | | 1157 | Read...
ଭୁବନେଶ୍ୱର, ୨ା୫(ଅନୁପମମିଡ଼ିଆ): କରୋନା ଭାଇରସ ପଜିଟିଭ କ୍ଷେତ୍ରରେ ଓଡ଼ିଶାର ଏକ ନମ୍ବର ଜିଲ୍ଲା ହୋଇଛି ଯାଜପୁର । ଶନିବାର ୮ଟି ନୂଆ ପଜିଟିଭ୍ ମାମଲା ଆସିବା ପରେ ଯାଜପୁର ଜିଲ୍ଲାରେ ପଜିଟିଭ୍ଙ୍କ ସଂଖ୍ୟା ୪୮ ଛୁଇଁଛି । ଗତକ