ଓଡ଼ିଶା : Category News


ପରିଚୟପତ୍ର ନଥିଲେ ବି ମିଳିବ ଟିକା

Anupambharat News Bureau | ଓଡ଼ିଶା | | 2181 | Read...

ପରିଚୟପତ୍ର ନଥିଲେ ବି ମିଳିବ ଟିକା

ଭୁବନେଶ୍ୱର, ୧୨ା୫(ଅନୁପମ ମିଡ଼ିଆ): ­ ଏଣିକି ପରିଚୟପତ୍ର ନଥିଲେ ମଧ୍ୟ ନେଇ ହେବ କରୋନା ଟିକା । ପରିଚୟପତ୍ର ନଥିବା ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ପରିଚୟ ପତ୍ର


ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

Anupambharat News Bureau | ଓଡ଼ିଶା | | 2180 | Read...

ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର

ଭୁବନେଶ୍ୱର, ୧୨ା୫ (ଅନୁପମ ମିଡ଼ିଆ): ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଅଦଳ ବଦଳ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ୧୯୯୭ ବ୍


୭୮୬ ଡାକ୍ତର କୃତକାର୍ଯ୍ୟ

Anupambharat News Bureau | ଓଡ଼ିଶା | | 2179 | Read...

 ୭୮୬ ଡାକ୍ତର କୃତକାର୍ଯ୍ୟ

ଭୁବନେଶ୍ୱର ,୧୨ା୫(ଅନୁପମ ମିଡ଼ିଆ): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଡାକ୍ତରୀ ପଦବୀ ପୂରଣ ପାଇଁ ଗତ ଏପ୍ରିଲ ୨୮ରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ୭୮୬ ଜଣ ଡାକ୍ତର କୃତକାର୍ଯ୍ୟ ହୋଇଛନ୍ତି । ଓପିଏସସି ପକ୍ଷରୁ କୁହାଯାଇଛି ଯେ


ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ : କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

Anupambharat News Bureau | ଓଡ଼ିଶା | | 2178 | Read...

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ :  କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୫(ଅନୁପମ ମିଡ଼ିଆ): ରାଜ୍ୟରେ ଗାଁ ଓ ୱାର୍ଡ଼ ସ୍ତରରେ କୋଭିଡ- ୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ନେଇ ‘କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବା ପାଇଁ ମୁଖ୍ୟ


କରୋନା କବଳରେ ମାଓବାଦୀ, ମଲେଣି ୧୦

Anupambharat News Bureau | ଓଡ଼ିଶା | | 2177 | Read...

କରୋନା କବଳରେ ମାଓବାଦୀ, ମଲେଣି ୧୦

ମାଲକାନଗିରି : ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆ ତ୍ମସମର୍ପଣ କରିବାକୁ ଅପିଲ୍ କରିଛନ୍ତି ମାଲ


ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର

Anupambharat News Bureau | ଓଡ଼ିଶା | | 2171 | Read...

 ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର, ୧୦ା୫(ଅନୁପମ ମିଡ଼ିଆ): ରାଜ୍ୟରେ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରମୁଖ କମ୍ପାନୀମାନଙ୍କଠାରୁ କୋଭିଡ୍‌ ଟିକା ସଂଗ୍ରହ ନିମନ୍ତେ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ରାଜ୍ୟ କ୍ୟ


୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

Anupambharat News Bureau | ଓଡ଼ିଶା | | 2167 | Read...

୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

କୋଭିଡ଼ ଚିକିତ୍ସା ପାଇଁ ୨ଡେଓକ୍ସି-ଡି ଗ୍ଲୋକୁଜ(୨-ଡିଜି) ନାମକ ଏକ ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଶନିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନରଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫଳରେ କରୋନା ବିରୋଧରେ ଲଢ଼େ


କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

Anupambharat News Bureau | ଓଡ଼ିଶା | | 2166 | Read...

କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

ଭୁବନେଶ୍ୱର, ୮ା୫ (ସ୍ୱତନ୍ତ୍ର ପ୍ରତିନିଧି): ଦେଶରେ କରୋନାର ଭୟାବହତା ଥମିବାର ନାଁ ନେଉ ନଥିବା ବେଳେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଗୁରୁତର କରିଛି । ଠିକ୍‌ ସମୟରେ ଟିକା ଆସି ପାରୁ ନଥିବାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟି


ଟିକା ଉପରୁ ଜିଏସଟି ଛାଡ କରାଯାଉ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Anupambharat News Bureau | ଓଡ଼ିଶା | | 2161 | Read...

ଟିକା ଉପରୁ ଜିଏସଟି ଛାଡ କରାଯାଉ  : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ଟିକା ଉପରୁ ଜିଏସଟି ଛାଡ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ରୁ ୪୪ ବର୍ଷ ବର୍ଗ ପାଇଁ ରାଜ୍ୟ କିଣୁଥି


ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

Anupambharat News Bureau | ଓଡ଼ିଶା | | 2160 | Read...

ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): କରୋନା ଲଢ଼େଇରେ ହାରି ଯାଇଛନ୍ତି ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥ । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସିଆରପିଏଫ୍‌ ଗ୍ରୁପ ସେଣ


ଆଦାୟ ହେଲାଣି ୧୫ କୋଟି

Anupambharat News Bureau | ଓଡ଼ିଶା | | 2159 | Read...

ଆଦାୟ ହେଲାଣି ୧୫ କୋଟି

ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ସରକାରଙ୍କ କରୋନା ନିୟମ ଅନେକ ଲୋକ ମାନୁଛନ୍ତି କି;ୁ କିଛି ଅମାନିଆ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଉଛି । ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୧୫ କୋଟି ଟ


ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

Anupambharat News Bureau | ଓଡ଼ିଶା | | 2158 | Read...

ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

ଭୁବନେଶ୍ୱର,୬ା୫(ଅନୁପମ ମିଡ଼ିଆ): ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍‌ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page