ଓଡ଼ିଶା : Category News


ଗୃହରେ ଧାନ କିଣା ଝଡ଼

Anupambharat News Bureau | ଓଡ଼ିଶା | | 1897 | Read...

ଗୃହରେ ଧାନ କିଣା ଝଡ଼

ଭୁୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ଚାଷୀ ମାନଙ୍କର ଉପିାଦିତ ଧାନ କିଣା ସମସ୍ୟାକୁ ନେଇ ଆଜି ବିଧାନସଭାରେ ଆଜି ତୃତୀୟ ଦିନ ଗୃହରେ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା । ହଟ୍ଟଗୋଳ କାରଣରୁ ଗୃହର ପ୍ରଥମାର


ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

Anupambharat News Bureau | ଓଡ଼ିଶା | | 1896 | Read...

ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ୨୦୨୦ -୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । କରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭ


ଆଶିଷ ସିଂହ ଅବକାରୀ କମିଶନର

Anupambharat News Bureau | ଓଡ଼ିଶା | | 1893 | Read...

ଆଶିଷ ସିଂହ ଅବକାରୀ କମିଶନର

ଭୁବନେଶ୍ୱର, ୧୯ା୨(ଅନୁପମ ମିଡ଼ିଆ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ଆଶିଷ ସିଂହଙ୍କୁ ଅବକାରୀ କମିଶନର ଭାବେ ନିଯକ୍ତି ଦିଆଯାଇଛି । ଏହି ପଦବୀରେ ଥିବା ଅଞ୍ଜନ ମାଣିକଙ୍କୁ ଆଇଜି ରେଜିଷ୍ଟେ୍‌୍ରସନ୍‌ ଭାବେ ବଦଳି କରାଯାଇଛି ।


ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

Anupambharat News Bureau | ଓଡ଼ିଶା | | 1892 | Read...

ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ

ଭୁବନେଶ୍ୱର, ୧୯ା୨(ଅନୁପମ ମିଡ଼ିଆ): ଚଳିତ ବର୍ଷ ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି । ସାର୍ଟିଫିକେଟ ସହ ସମସ୍ତ ଦସ୍ତାବିଜ ହାଇସ୍କୁଲ ପି


‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’

Anupambharat News Bureau | ଓଡ଼ିଶା | | 1887 | Read...

‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’

ଭୁବନେଶ୍ୱର, ୧୮ା୨ (ଅନୁପମ ମିଡିଆ): ­ ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍‌ ନୁହେଁ । ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରାଯାଇ ସେହି ହିସାବରେ ପୁଲିସ୍‌ ପଦକ୍ଷେପ ନେବ । ତେଣୁ ଯିଏ ଏପରି ଉଦ୍ୟମ କରିବ ଏବ


ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ

Anupambharat News Bureau | ଓଡ଼ିଶା | | 1886 | Read...

ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ

ଜଳ ସଂରକ୍ଷଣ ଓ ଜଳ ବ୍ୟବହାରରେ ଦକ୍ଷତା ହାସଲ କରିବା ଉଦ୍ଦେଶ୍ୟରେ ଆଗାମୀ ୪-୫ ବର୍ଷ ମଧ୍ୟରେ ୧୧ ହଜାର ୭ ଶହ କୋଟି ଟଙ୍କା ପୁଞ୍ଜି ନିବେଶରେ ଭୂପୃଷ୍ଠ ଜଳ ଓ ନଦୀ ଜଳର ବ୍ୟାପକ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଯାଉଥିଲା ବେଳେ ଗ୍ର


ରେଳ ରୋକ୍‌ ରାଜ୍ୟରେ ସଫଳ

Anupambharat News Bureau | ଓଡ଼ିଶା | | 1885 | Read...

ରେଳ ରୋକ୍‌ ରାଜ୍ୟରେ ସଫଳ

ଭୁବନେଶ୍ୱର, ୧୮ା୦୨ (ଅନୁପମ ମିଡିଆ): ଫେବୃଆରୀ ­ କୃଷି ଓ କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କରିବା ଏବଂ ଦିଲ୍ଲୀରେ କୃଷକ ଆନ୍ଦୋଳନ ବିରୋଧରେ ଦମନ, ଅତ୍ୟାଚାର ଓ ମିଥ୍ୟା କେଶ୍‌ ବନ୍ଦ କରିବା ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍


ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪

Anupambharat News Bureau | ଓଡ଼ିଶା | | 1884 | Read...

ଆଜି ମାଘ ସପ୍ତମୀ ମେଳା ପଡ଼ିଆରେ ଲାଗିଲା ୧୪୪

ପୁରୀ, ୧୮ ।୨ (ଅନୁପମ ମିଡିଆ): ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ଚନ୍ଦ୍ରଭାଗା ବୁଡ଼ ପାଇଁ ଆଜି ଅପରାହ୍ନରେ ସ୍ଥିତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) କେ. ବିଶାଲ ସିଂହ । ୧୪ ପ୍ଲାଟୁନ୍‌ ପୋଲିସ ଫ


ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡ଼ିଓ : ଖର୍ଚ୍ଚ ହେବ ୨୦୦ କୋଟି

Anupambharat News Bureau | ଓଡ଼ିଶା | | 1883 | Read...

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡ଼ିଓ : ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ୱର, ୧୭ା୨(ଅନୁପମ ମିଡ଼ିଆ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡ଼ିଓ ପାଇବ ନୂଆ ରୂପ । ଷ୍ଟୁଡିଓକୁ ନୂଆ ରୂପରେଖ ଦେବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ୍‌ ଅଫ୍‌ ଦି ଆର୍ଟ’ ଆଧୁ


ଆଜିଠୁ ବିଧାନସଭା ଅଧିବେଶନ , ୨୨ରେ ବଜେଟ୍‌ , ଦୁଇ ପର୍ଯ୍ୟାୟରେ ୩୧ ଦିନ ବସିବ ଗୃହ

Anupambharat News Bureau | ଓଡ଼ିଶା | | 1882 | Read...

ଆଜିଠୁ ବିଧାନସଭା ଅଧିବେଶନ ,  ୨୨ରେ ବଜେଟ୍‌ ,  ଦୁଇ ପର୍ଯ୍ୟାୟରେ ୩୧ ଦିନ ବସିବ ଗୃହ

ଭୁବନେଶ୍ୱର, ୧୭ା୨(ଅନୁପମ ମିଡ଼ିଆ): ଆସନ୍ତାକାଲି (ଗୁରୁବାର)ଠାରୁ ୧୬ତମ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିବେ ଏବଂ ଫେବୃଆରୀ ୨୨ ତ


କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ

Anupambharat News Bureau | ଓଡ଼ିଶା | | 1874 | Read...

କନ୍ୟା ଯାତ୍ରୀ ଗାଡ଼ି ଓଲଟି ତିନି ମୃତ

ମୋହନା,୧୬ା୨:(ଅନୁପମ ମିଡ଼ିଆ): ଆର.ଉଦୟଗିରି ଥାନା ସ୍ଥିତ କଙ୍କଡାଗୁଡା ଗ୍ରାମ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ କନ୍ୟା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିଟ୍ରକ ଓଲଟି ପଡ଼ିବାରୁ ତିନି ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଆହତ ଅନ୍ୟ ୩


ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ

Anupambharat News Bureau | ଓଡ଼ିଶା | | 1873 | Read...

ଶ୍ରୀମନ୍ଦିରକୁ ୪.୮୫୮ କେଜି ସୁନା ଦାନ

ଭୁବନେଶ୍ୱର, ୧୬ା୨(ଅନୁପମ ମିଡ଼ିଆ): ­ ପବିତ୍ର ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ମଙ୍ଗଳବାର ଜନୈକ ଦାତା ୪ କେଜି ୮୫୮ ଗ୍ରାମ ସୁନା ଏବଂ ୩ କେଜି ୮୭୬ ଗ୍ରାମ ରୂପାର ଅଳଙ୍କାର ଶ୍ରୀମନ୍ଦିରକୁ ଦାନ କରିଛନ୍ତି । ସୁବର୍ଣ୍ଣ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page