ଓଡ଼ିଶା : Category News


ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

Anupambharat News Bureau | ଓଡ଼ିଶା | | 939 | Read...

ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ

ଭଦ୍ରକ, ୨୯ା୧୨ (ଅନୁପମ ମିଡିଆ): ଭଦ୍ରକ ଜିଲା ତିହିଡି ବ୍ଲକ୍‌ ବାରୋ ପଂଚାୟତର କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ନିରଂଜନ ନାୟକଙ୍କୁ ଜିଲାପାଳ ନିଲମ୍ବନ କରିଥିବା ସୂଚନା ମିଳିଛି । ଏନେଇ ଜିଲାପାଳ ଜ୍ଞାନ ଦାସ ତା


ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ

Anupambharat News Bureau | ଓଡ଼ିଶା | | 938 | Read...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛି ପୋଲିସ  ନ୍ୟାୟ ପାଇ ମଧ୍ୟ ପିଡ଼ୀତା ନିରାଶ

କଟକ, ୨୯ ।୧୨ (ଅନୁପମ ମିଡିଆ): ସରକାର ଗାଁ କୁ କାମ ମା’ କୁ ସମ୍ମାନ ନାରା ଦେଉଥିବା ବେଳେ ଖୋଦ କଟକ ସହରରେ ଏହାର ବିପରୀତ ଦେଖିବାକୁ ମିଳିଛି । ଏହାର ଜ୍ୱଳନ୍ତ ଉଦାହରଣ ଦୀର୍ଘଦିନ ଧରି ଦୋଳମୁଣ୍ଡାଇସ୍ଥିତ ବ୍ରିଟିସ ରେଡ଼ିଓ ହାଉସର


ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି

Anupambharat News Bureau | ଓଡ଼ିଶା | | 937 | Read...

 ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ  ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି

କେନ୍ଦୁଝର, ୨୯ା୧୨(ଅନୁପମ ମିଡିଆ): ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାନଘାଗରାରେ ଟ୍ରାଫିକ ସମସ୍ୟା ପର୍ଯ୍ୟଟକଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି । କେନ୍ଦୁଝର ସହରଠାରୁ ସାନଘାଗରା ପର୍ଯ୍ୟନ୍ତ ଜାତୀୟ ରାଜପଥ ୪


ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର

Anupambharat News Bureau | ଓଡ଼ିଶା | | 936 | Read...

 ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର

ପୁରୀ , ୨୯ା୧୨ (ଅନୁପମ ମିଡିଆ): ଆମ ପ୍ରତିନିଧିଙ୍କ ଠାରୁ : ନବବର୍ଷ ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ମୁଖ୍ୟମନ୍ତ୍ରୀଙ୍କ ସମେତ ଲକ୍ଷାଧିକ ଭକ୍ତପାଇଁ ଆକୃଷ୍ଟ କରିବାପାଇଁ ବଡ଼ଦାଣ୍ଡରେ ସରସ ସୁନ୍ଦର କରାଯାଇଛି । ଏହା ସହ ସିଂହଦ୍ୱା


୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର

Anupambharat News Bureau | ଓଡ଼ିଶା | | 935 | Read...

୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର

ଭୁବନେଶ୍ୱର,୨୭ ।୧୨(ଅନୁପମ ମିଡିଆ): ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଶୁକ୍ରବାର ଦିନ ରାଜ୍ୟ ସରକାର ୯୨୨ କୋଟି ଟଙ୍କାର ୫ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତା


ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ

Anupambharat News Bureau | ଓଡ଼ିଶା | | 934 | Read...

ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ

ଦିଗପହଣ୍ଡି,୨୭ା୧୨(ଅନୁପମମିଡ଼ିଆ): ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇଜଣ ନାବାଳିକାଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ଜଣେ ନାବାଳିକା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକ


ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି

Anupambharat News Bureau | ଓଡ଼ିଶା | | 932 | Read...

ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପିତ ଖରାପ ପାଗ ଯୋଗୁ ଆସିଲେନି ଉପରାଷ୍ଟ୍ରପତି

ବଲାଙ୍ଗିର, ୨୭ ।୧୨ (ଅନୁପମ ମିଡିଆ): ବଲାଙ୍ଗିରର ବରକାନୀଠାରେ ବିପିସିଏଲ୍‌ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ଗଣେଶୀ ଲାଲ୍‌ ଶୁକ୍ରବାର ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ


ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ

Anupambharat News Bureau | ଓଡ଼ିଶା | | 929 | Read...

ସ୍କୁଲ ବସ୍‌ରେ କଟକଣା ଜାରି ନେଇ ତଦାରଖ

ବ୍ରହ୍ମପୁର,୧୧ ।୧୨(ଅନୁପମ ମିଡ଼ିଆ): ମହାନଗରରେ ବିଭିନ୍ନ ବିଦ୍ୟାଳୟ ତରଫରୁ ଚାଲିଥିବା ବସ୍‌ଗୁଡ଼ିକ ପରିବହନ ଗାଇଡ୍‌ଲାଇନ୍‌କୁ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଅସୁରକ୍ଷିତ ଅବସ୍ଥାରେ ଛାତ୍ରଛାତ୍ରୀମାନେ


ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ

Anupambharat News Bureau | ଓଡ଼ିଶା | | 925 | Read...

ପୁରୀ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ  ପୋଲିସ୍‌ କ ୍ୱାର୍ଟରେ ଗଣଧର୍ଷଣ ମାମଲାରେ ଦୁଇ ଗିରଫ: ଗୁମର ଖୋଲିବ

ପୁରୀ, ୧୧ା୧୨ (ଅନୁପମ ମିଡିଆ): ଆମ ପ୍ରତିନିଧିଙ୍କ ଠାରୁ : ସୋମବାର ଦିନ ପୁରୀ ଏସ୍‌.ପି. ଉମାଶଙ୍କର କୁମ୍ଭାର ପଡ଼ା ଥାନା ପୋଲିସ୍‌ କ୍ୱାର୍ଟରରେ ଗଣଧର୍ଷଣ ବଳାତ୍କାର ମାମଲାରେ ପୂର୍ବରୁ ୩ଜଣକୁ ଗିରଫ କରି ରେପ୍‌ କେସ୍‌ରେ କୋର


ଗୁରୁବାରରୁ ବଢ଼ିବ ଶୀତ

Anupambharat News Bureau | ଓଡ଼ିଶା | | 924 | Read...

ଗୁରୁବାରରୁ ବଢ଼ିବ ଶୀତ

ଭୁବନେଶ୍ୱର, ୩ ।୧୨(ଅନୁପମ ମିଡିଆ) : ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ ଦେଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଶୀତ ଅନୁଭୂତ ହୋଇନାହିଁ । ତେବେ ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟରେ ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ


ପୃଥ୍ୱୀ-୨ର ସଫଳ ପରୀକ୍ଷଣ

Anupambharat News Bureau | ଓଡ଼ିଶା | | 923 | Read...

ପୃଥ୍ୱୀ-୨ର  ସଫଳ ପରୀକ୍ଷଣ

ବାଲେଶ୍ୱର, ୩ା୧୨ (ଅନୁପମ ମିଡ଼ିଆ): ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ବାଲେଶ୍ୱର ଚାନ୍ଦିପୁରରୁ ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ର ସଫଳ ଉତ୍‌କ୍ଷେପଣ ହୋଇଛି । ଚାନ୍ଦିପୁରର ୩ ନମ୍ବର ଲଞ୍ଚ


ମେଡିକାଲ ସିଟ୍‌ ନାଁରେ ୬୯ ଲକ୍ଷ ଠକେଇ, ଜଣେ ଗିରଫ

Anupambharat News Bureau | ଓଡ଼ିଶା | | 922 | Read...

ମେଡିକାଲ ସିଟ୍‌ ନାଁରେ  ୬୯ ଲକ୍ଷ ଠକେଇ, ଜଣେ ଗିରଫ

କଟକ,୩ା୧୨(ଅନୁପମ ମିଡିଆ): ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚୁ୍ୟଟ୍‌ ଅଫ ମେଡିକାଲ ସାଇନ୍ସ(କିମସ୍‌) ରେ ମ୍ୟାନେଜମେଣଫ କୋଟାରେ ଏମବିବିଏସରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ୬୯ ଲକ୍ଷ ଟଙ୍କା ଠକିନେଇଥିବା ଏକ ଠକକୁ କ୍ରାଇମ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page