ଓଡ଼ିଶା : Category News


ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

Anupambharat News Bureau | ଓଡ଼ିଶା | | 539 | Read...

ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ମାଲକାନଗିରି,୨୬ ।୬ (ଅନୁପମ ମିଡ଼ିଆ): ମାଲକାନଗିରି ଜଲ୍ଳା ଚିକିତ୍ସାଳୟରେ ସ୍ୱତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷ(ଏସ୍‌ଏନ୍ସିୟୁ)ରେ କାର୍ଯ୍ୟରତ ନର୍ସମାନଙ୍କ ଟିକ୍‌ଟକ୍‌୍‌ ଭିଡିଓ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛ


କଟାପାଙ୍ଗାରେ ମାଓ ପୋଷ୍ଟର

Anupambharat News Bureau | ଓଡ଼ିଶା | | 538 | Read...

କଟାପାଙ୍ଗାରେ ମାଓ ପୋଷ୍ଟର

ଫୁଲବାଣୀ/ଘୁ.ଉଦୟଗିରି, ୨୬ା୬ (ଅନୁପମ ମିଡ଼ିଆ): ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କଟାପାଙ୍ଗା ଗ୍ରାମରେ ଏକ ଗଛରେ ମାଓ ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ପୋଷ୍ଟରରେ ଜମି ଜଙ୍ଗଲ ଅଧିକାର ସମ୍ପର୍କରେ ଏବଂ ଛତିଶଗଡ଼


ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା, କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

Anupambharat News Bureau | ଓଡ଼ିଶା | | 537 | Read...

ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା,  କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର, ୨୬ା୬ (ଅନୁପମ ମିଡିଆ) : ଚଳିତ ବିଧାନସଭାର ପ୍ରଥମ ଦିବସ ହୋହଲ୍ଲାରେ ଶେଷ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ପରିଲକ୍ଷିତ ହୋଇଥିଲା । ତେବେ ପ୍ରଶ୍ନକାଳରେ ଚାଷୀ ପ୍ରସଙ୍ଗ ଉଠାଇ


ଦାମ-ବୈଜୟନ୍ତ ହତାଶ !

Anupambharat News Bureau | ଓଡ଼ିଶା | | 535 | Read...

ଦାମ-ବୈଜୟନ୍ତ ହତାଶ !

ଭୁବନେଶ୍ୱର,୨୬ା୬(ଅନୁପମ ମିଡ଼ିଆ) : ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ଓ ବିଜେଡିର ସମ୍ପର୍କ ଦେଖି ପ୍ରକୃତରେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ଦୁଇ ନେତା ଡା. ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଚିନ୍ତା ବଢ


ବର୍ବରତାର ସବୁ ସୀମା ଟପିଲା, ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

Anupambharat News Bureau | ଓଡ଼ିଶା | | 532 | Read...

ବର୍ବରତାର ସବୁ ସୀମା ଟପିଲା,  ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

ଜଳେଶ୍ୱର,୨୬ା୬ (ଅନୁପମ ମିଡିଆ): ଜଳେଶ୍ୱର ପୈାରାଂଚଳର ଶାସନବାଡ ଗ୍ରାମରେ ଜଣେ ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ସଂଘବଦ୍ଧ ଭାବେ ନିର୍ମମ ଭାବେ ଅତ୍ୟାଚାର କରିବା ଓ ପରେ ପୋଲିସ ଦ୍ୱାରା ଗୁରୁତର ଅବସ୍ଥାରେ ମହିଳାଙ୍କୁ


ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

Anupambharat News Bureau | ଓଡ଼ିଶା | | 531 | Read...

ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

କେନ୍ଦ୍ରାପଡା ,୨୬ା୬ (ଅନୁପମ ମିଡିଆ): ଥାନାରେ ରୁଜୁ ହୋଇଥିବା ଏକ ମାମଲାର ରଫାଦଫା କରିଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଆଳି ଥାନାର ଏଏସଆଇ ର


ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

Anupambharat News Bureau | ଓଡ଼ିଶା | | 530 | Read...

ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

ନିଶ୍ଚିନ୍ତକୋଇଲି ୨୬ା୬ (ଅନୁପମ ମିଡିଆ) : ପ୍ରତିଦିନ ଅସାବଧାନତା ଯୋଗୁ ସଡକ ଦୁର୍ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ଧନ ଜୀବନ ହାନୀ ହେଉଥିବା ଦେଖାଯାଉଛି । ଗତ ମାହାବାତ୍ୟା ଫଣିରେ ବହୁ ବୃକ୍ଷ କ୍ଷୟକ୍ଷତି ହୋଇଥିଲା ବ


ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

Anupambharat News Bureau | ଓଡ଼ିଶା | | 529 | Read...

ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

ଅନୁଗୋଳ,୨୬ା୬ (ଅନୁପମ ମିଡିଆ): ବଅଁରପାଳ ଥାନା ଅଞ୍ଚଳର ଜଣେ ଶିକ୍ଷିତ ଯୁବକ ଚାକୀରି ଆଶାରେ ଠକେଇର ଶିକାର ହୋଇଛନ୍ତି । ଗ୍ରାମୀଣ ଆଶାରେ ଚାକିରି କରାଇଦେବା ନାମରେ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟ ପରିଚୟ ଦେଇ ଜଣେ ବ୍ୟକ୍ତି


ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 528 | Read...

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

ଆନନ୍ଦପୁର,୨୬ା୬ (ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ବାରିଗାଁର ଏକ ପାରିବାରିକ କଳହରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟି ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥ


ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

Anupambharat News Bureau | ଓଡ଼ିଶା | | 527 | Read...

 ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

ରାୟଗଡ଼ା,୨୫ା୬(ଅନୁପମମିଡ଼ିଆ): ରାୟଗଡ଼ା ନିକଟ କେଉଟଗୁଡ଼ା ଓ ସିଙ୍ଗାପୁର ରୋଡ ମଧ୍ୟରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ୧୮୦୦୫ ହାୱଡ଼ା - ଜଗଦଲପୁର ସମଲେଶ୍ୱରୀ ସହ ବିଦୁ୍ୟତ ମେଣ୍ଟନାନ୍ସ ଇଞ୍ଜିନ ଧMାରୁ ଏକ୍ସପ୍ରେସ୍‌ର ଇଞ୍ଜିନ ଏ


ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର, * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

Anupambharat News Bureau | ଓଡ଼ିଶା | | 526 | Read...

ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର,  * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି  *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୫ ।୬(ଅନୁପମ ମିଡିଆ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି ରାଜ୍ୟପାଳ । ଗମନାଗମନ ସୁବ


ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

Anupambharat News Bureau | ଓଡ଼ିଶା | | 525 | Read...

ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

କେନ୍ଦୁଝର/ଯୋଡ଼ା,୨୫ା୬ (ଅନୁପମମିଡ଼ିଆ): ମଙ୍ଗଳବାର ସକାଳେ ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତି ସ୍ଥିତ ପଣଷଗୁଡା ପଡିଆରେ ମୁର୍ମୂଷ ଅବସ୍ଥାରେ ଜନୈକା ନାବାଳିକାକୁ ଠାବ ହେବା ଏବଂ ଡାକ୍ତରୀ ମାଇନାରେ ପୀଡିତା ଗଣଦୁଷ୍କର୍ମ ଶିକାର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page