ଓଡ଼ିଶା : Category News


ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

Anupambharat News Bureau | ଓଡ଼ିଶା | | 278 | Read...

ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

ଧରାକୋଟ,୨୫ା୫(ଅନୁପମ ମିଡ଼ିଆ): ଧରାକୋଟ ଥାନା ଅଞ୍ଚଳରେ ଅନର କିଲିଂ(ପରିବାର ସମ୍ମାନ ରକ୍ଷାକରିବାକୁ ହତ୍ୟା) ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା କରାଯାଇଛି । ଏନେଇ ଥାନାରେ ଏତଲା ପରେ ପୋଲିସ


ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

Anupambharat News Bureau | ଓଡ଼ିଶା | | 276 | Read...

ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତା ସପ୍ତାହରେ ଶପଥ ଗ୍ରହଣ କରିବେ ୱାଇଏସଆର୍‌ କଂଗ୍ରେସ ସଭାପତି ଜଗନ ରେzୀ । ଆଜି ଏଥିପାଇଁ ୱାଇଏସଆର୍‌ କଂଗ୍ରେସର ବିଧାୟକଙ୍କ ଦ୍ୱାରା ଦଳର ନେତା ଭାବରେ ନିର୍


ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Anupambharat News Bureau | ଓଡ଼ିଶା | | 273 | Read...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ପାତ୍ରପୁର,୨୫ ।୫(ଅନୁପମ ମିଡ଼ିଆ): ଜରଡ଼ା ଥାନା ଇଲାକା ଉପର ବୁରାତଲ ଗାଁର ସାବିତ୍ରୀ କାର୍ଜି (୩୦)ଙ୍କ ମୃତ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଗତ ୨୦ ବର୍ଷ ପୂର୍ବରୁ ଟୁନା କାର୍ଜି ନାମକ ଜଣେ ଉପର ବୁରାତାଲ ଗାଁର ବ୍


ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

Anupambharat News Bureau | ଓଡ଼ିଶା | | 272 | Read...

ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

ବ୍ରହ୍ମପୁର,୨୫ ।୫(ଅନୁପମ ମିଡ଼ିଆ) : ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ସାଂସଦ ଓ ବିଧାୟକ ନିର୍ବାଚିତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ନୂତନ ସାଂସଦ ଓ ବିଧାୟକମା


ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

Anupambharat News Bureau | ଓଡ଼ିଶା | | 271 | Read...

ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

ବ୍ରହ୍ମପୁର,୨୫ ।୫(ଅନୁପମ ମିଡ଼ିଆ) : ଚଳିତ ନିର୍ବଚନରେ ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପକ୍ଷରୁ ବ୍ରହ୍ମପୁର ବଗୁଲିସାହି ନିବାସୀ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ରେzି ନାଗଭୂଷଣ ରାଓଙ୍କ ଧର୍ମପତ୍


୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

Anupambharat News Bureau | ଓଡ଼ିଶା | | 270 | Read...

୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ,  ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

ଭଦ୍ରକ,,୨୫ା୫(ଅନୁପମ ମିଡିଆ): ଭୋଟ ଗଣତି ପରେ ଏବେ ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲାରେ ୫ଟି ବିଧାନସଭା ଓ ଲୋକସଭା ଆସନର ଏହି ଫଳରୁ ଜଣାପଡିଛି । ନିର୍ବାଚନୀ ମଇଦାନରେ ଛିଡା ହୋଇଥିବା ୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ପ୍ରାର୍ଥୀ ଅମାନ


ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

Anupambharat News Bureau | ଓଡ଼ିଶା | | 267 | Read...

ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

ଆଠଗଡ,୨୫ା୫(ଅନୁପମ ମିଡିଆ): ସାରା ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଗ୍ରୀଷ୍ମ ପ୍ରବାହର ଅଧିକ ବୃଦ୍ଧି ପାଇବା ସହିତ ଆଗକୁ ଆହୁରି ୪ ଦିନ ଧରି ଲାଗିବ ଗରମ ଲାଗିରହିବ


ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

Anupambharat News Bureau | ଓଡ଼ିଶା | | 266 | Read...

ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫ା୫ (ଅନୁପମ ମିଡିଆ): ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଜୁନ ପହିଲାରୁ ୩୦ ତାରିଖ ମଧ୍ୟରେ ଏକ ଦ୍ୱି-ସାପ୍ତାହିକ ଟ୍ରେନ ଚଳାଚଳ କରାଇବା


ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

Anupambharat News Bureau | ଓଡ଼ିଶା | | 264 | Read...

 ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

କେନ୍ଦୁଝର, ୨୫ା୫ (ଅନୁପମ ମିଡିଆ): କିଛି ସମୟ ବ୍ୟବଧାନରେ ପୁଣି ଲୁଟେରା ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳୁଛି । ଘଟଗାଁଠାରୁ ୧୦କିମି ଦୂର ମେଲାଣ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଦୁବୁର୍ତ୍ତମାନେ ବନ୍ଧୁକ ଦେଖାଇ ୩ଲକ୍ଷରୁ ଉର


ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

Anupambharat News Bureau | ଓଡ଼ିଶା | | 263 | Read...

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର । ବିଜେଡ଼ି ସୁପ୍ରିମୋ ନବୀନଙ୍କ ଯାଦୁ କି;ୁ କାମ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲା ଅନୁଗୋଳରେ ଗତ ଦୁଇଟି ନିର


ନୋଟାରେ ୧୨ ହଜାର ଭୋଟର

Anupambharat News Bureau | ଓଡ଼ିଶା | | 262 | Read...

ନୋଟାରେ ୧୨ ହଜାର ଭୋଟର

ଅନୁଗୋଳ,୨୫ା୫(ଅନୁପମ ମିଡିଆ): ଅଭିବକ୍ତ ଢ଼େଙ୍କାନାଳ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୧୨ ହଜାର ୪୭୦ ଭୋଟରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥିମାନଙ୍କୁ ପସନ୍ଦକୁ ଆସିନାହିଁ । ସେମାନେ କୌଣସି ପ୍ରାର୍ଥୀ ସପକ୍ଷରେ ଭ


ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 261 | Read...

 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡଠାରେ ଶଳା ଭାଉଜକୁ ପ୍ରେମ କରି ବିଫଳ ହେବା ଫଳରେ ଉଭୟଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କୁମଣ୍ଡ ଗାଁ ରଞ୍ଜନ ସାହୁ ବାଳୁଅକଟା ଗାଁରେ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page