Anupambharat News Bureau | ଓଡ଼ିଶା | କୋରାପୁଟ | 80 | Read...
କୋରାପୁଟ , ୧୩ା୫(ଅନୁପମ ମିଡିଆ): ମୃତ ଦୁଇଜଣ ମାଓବାଦୀଙ୍କ ମୃତଦେହ ନେବାକୁ କେହି ସମ୍ପର୍କୀୟ ଆସି ନ ଥିବାରୁ ପୋଲିସ ଆଜି ପୂର୍ବାହ୍ନ୍ନରେ ସେମାନଙ୍କ ଶବ ସକ୍ତାର କରିଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର
Anupambharat News Bureau | ଓଡ଼ିଶା | | 79 | Read...
ଭୁବନେଶ୍ୱର, ୧୪ ।୫ (ଅନୁପମ ମିଡିଆ): ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲଫ ପ୍ରକାଶ ପାଇବ । ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ, ତାହା ସେ ସ୍ପଷ୍ଟ ହୋଇନାହିଁ । ପୂବରୁ ମଇ ପ୍ରଥମ ସପ୍ତାହରେ ଫଳା
Anupambharat News Bureau | ଓଡ଼ିଶା | | 78 | Read...
ଅନୁଗୋଳ ,୧୪ା୫(ଅନୁପମ ମିଡିଆ): ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାର ଏନ୍କ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ପାଇଁ ଗୃହପାଳିତ ପଶୁ ଶିକାର କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ବନ୍ତଳା ଥାନାରେ ଅଭିଯୋଗ ହେବ
Anupambharat News Bureau | ଓଡ଼ିଶା | | 77 | Read...
ସମ୍ବଲପୁର,୧୪ା୫ (ଅନୁପମ ମିଡିଆ): ବିବାହ ଏକ ସାମାଜିକ ବନ୍ଧନ ଅଟେ । ସାତ ଜନମ ପାଇଁ ସାଥୀ କରିବାକୁ ବର ନିଜର ଆତ୍ମିୟ ସ୍ୱଜନଙ୍କ ସହ କନ୍ୟା ଘରେ ପହଞ୍ଚିଥିବା ବେଳେ ମଦ୍ୟପାନ ମହଙ୍ଗା ପଡିଛି । ମଦ୍ୟପାନ ବରକୁ ଦେଖି କନ୍ୟା ବେଦିରୁ
Anupambharat News Bureau | ଓଡ଼ିଶା | | 76 | Read...
କେନ୍ଦୁଝର, ୧୪ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଗର୍ଭବତୀ ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ଚିକିସିା ଅବହେଳାରୁ ମହିଳା ଜଣଙ୍କର ମୃତୁ୍ୟ
Anupambharat News Bureau | ଓଡ଼ିଶା | | 74 | Read...
ଅନୁଗୋଳ,୧୪ା୫ (ଅନୁପମ ମିଡିଆ): ରାସ୍ତା ଜବଲଦଖଲ କରି ଜିନିଷପତ୍ର ରଖିଥିବା ଜଣେ ବ୍ରବସାୟୀ ଆଜି ଅନୁଗୋଳ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା କରିଛନ୍ତି । ଘଟଣା ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶୁଭେ
Anupambharat News Bureau | ଓଡ଼ିଶା | | 73 | Read...
ବ୍ୟାସନଗର,୧୪ ।୦୫(ଅନୁପମ ମିଡ଼ିଆ): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର ରୁଢିଆ ଆନିକଟସ୍ଥିତ ବୁଢା ନଦୀରେ ୫ ଜଣ ଗୋଧୋଇବାକୁ ଯାଇଥିବା ବେଳେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର
Anupambharat News Bureau | ଓଡ଼ିଶା | | 72 | Read...
କଟକ,୧୪ା୫ (ଅନୁପମ ମିଡିଆ): ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତ ଏପ୍ରିଲ ୧୪ ତାରିଖରେ ହତ୍ୟା କରାଯାଇଥିଲେ ହେଁ ଗତ ୨୦୧୬ ମସିହାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ଘଟଣାରେ କ୍ରାଇମବ୍ରାଂଚ ୫ ଜଣ ଦୁର୍ଦ୍ଦାନ୍ତ ଅପରା
Anupambharat News Bureau | ଓଡ଼ିଶା | | 70 | Read...
ଭୁବନେଶ୍ୱର, ୧୩ା୫ (ଅନୁପମ ମିଡିଆ) : ରବିବାର ମଧ୍ୟରାତ୍ର ସୁଦ୍ଧା ଭୁବନେଶ୍ୱର ସହରରେ ୧୦୦ ପ୍ରତିଶତ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ କେତେକ ଅଞ୍ଚଳ ଏଥିରୁ ବଞ୍ଚ
Anupambharat News Bureau | ଓଡ଼ିଶା | | 64 | Read...
ସମ୍ବଲପୁର,୧୩ା୫(ଅନୁପମମିଡ଼ିଆ): ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ୧୫ର ଉଲୁଣ୍ଡା ନିକଟସ୍ଥ ଏସ୍ .ପତ୍ରାପାଲିରେ କାର ସହ ବାଇକ୍ ଧMା ହେବାରୁ ପ୍ରସୂତି ସମେତ ତିନି ଜଣଙ୍କ ମୃତୁ୍ୟ ଘଟିଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘ
Anupambharat News Bureau | ଓଡ଼ିଶା | ଅନୁଗୁଳ | 63 | Read...
ଅନୁଗୋଳ ,୧୩ା୫ (ଅନୁପମ ମିଡିଆ):ଦେଶରେ ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସଂପ୍ରସାରଣ ପ୍ରକଳ୍ପ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭବିଷ୍ୟତ ଏବେ ଅନିଶ୍ଚିତତାରେ ଗତି କରୁଛି । ମହାବଳ ମହାବୀରର ଆକସ୍ମିକ ମୃତ୍ୟୁ ଓ ଅନ୍ୟପଟେ ବାଘୁଣୀ ସୁ
Anupambharat News Bureau | ଓଡ଼ିଶା | | 62 | Read...
ନିଶ୍ଚିନ୍ତକୋଇଲି ୧୩.୫ (ଅନୁପମ ମିଡିଆ) : ରାଜ୍ୟରେ ସୃଷ୍ଟି ହୋଇଥିବା ମହାବାତ୍ୟା ଫନି ପ୍ରଭାବରେ ପ୍ରାୟ ୬ ଟି ଜିଲ୍ଲାରେ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ପରିବାର ସର୍ବସ୍ୱ ହରାଇଛନ୍ତି । ସେମାନଙ୍କର ମୁଣ୍ଡ ଗୁଞ୍ଜି