Anupambharat News Bureau | ଓଡ଼ିଶା | | 842 | Read...
ଭୁବନେଶ୍ୱର, ୧ ।୧୧(ଅନୁପମ ମିଡିଆ): ବଙ୍ଗୋପସଗାରରେ ପୁଣି ଘନୀଭୂତ ହେଉଛି ଏକ ଲଘୁଚାପ । ଆସନ୍ତା ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ନେବାର ସମ୍ଭାବନା ରହିଛି । ଯାହାଫଳରେ ୨ରୁ ୩ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ଯଦି ଏହା ଆହୁର
Anupambharat News Bureau | ଓଡ଼ିଶା | | 840 | Read...
ଭୁବନେଶ୍ୱର, ୧ା୧୧ (ଅନୁପମ ମିଡିଆ) : ଦୀପାବଳି ରାତିରେ ଭୁବନେଶ୍ୱର ଏୟାରଫିଲï ଥାନା ନିକଟରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ଦୁଇଜଣ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ୱର ବାହାରୁ ଏହି
Anupambharat News Bureau | ଓଡ଼ିଶା | | 832 | Read...
ସିନାପାଲି , ୧ା୧୧ (ଅନୁପମ ମିଡିଆ): ନୂଆପଡା ଜିଲ୍ଲା ଖଡିଆଳ ପିଡବ୍ଲì୍ୟଡି ବିଭାଗ ତରଫରୁ ସିନାପାଲି ଗୋଲାମୁଣ୍ଡା ପିଡବ୍ଲì୍ୟଡି ରାସ୍ତାର ଦୁଇପାଶ୍ୱର୍ର ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତ କରି କାର୍ଯ୍ୟ
Anupambharat News Bureau | ଓଡ଼ିଶା | | 831 | Read...
ସିନାପାଲି, ୧ା୧୧ (ଅନୁପମ ମିଡିଆ): ସରକାର ମାନସିକ ଅନଗ୍ରସର ଗରିବ ଜନସାଧାରଣଙ୍କ ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକରୀ କରୁଛନ୍ତି । ହେଲେ ସରକାରୀ ବାବୁମାନଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଅନେକ ମହତ ଯୋଜନାରୁ ଲୋକେ
Anupambharat News Bureau | ଓଡ଼ିଶା | | 830 | Read...
ମାହାଙ୍ଗା : ୧ା୧୧(ଅନୁପମମିଡିଆ) ସରକାର ଛାତ୍ରଛାତ୍ରୀଙ୍କ ପାଠ ପଢିବା ନିମନ୍ତେ ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି । ଏପରିକି ପିଲାଙ୍କର ବହିପତ୍ରଠାରୁ ଆରମ୍ଭ କରି ପୋଷାକ ଓ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି । କି
Anupambharat News Bureau | ଓଡ଼ିଶା | | 829 | Read...
ଆନନ୍ଦପୁର,୧ା୧୧(ଅନୁପମ ମିଡ଼ିଆ): କେନ୍ଦୁଝର ଓ ମୟୁରଭ ଜିଲ୍ଲା ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ୦୧ତାରିଖ ଶୁକ୍ରବାର ଅପରାହ@ ୨ଘଟିକା ସମୟରେ ଇଷ୍ଟନ୍ ଅପେରାର ଏକ ଟ୍ରକ୍ ଓଲଟି ୫ଜଣ ଗୁାରୁତର ହୋଇଥିବାର ଜଣାଯାଇଛି । ଖବରନେବାରୁ
Anupambharat News Bureau | ଓଡ଼ିଶା | | 828 | Read...
ସୁକିନ୍ଦା, ୧ା୧୧(ଅନୁପମ ମିଡିଆ)ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦାଗଡ ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମୁଖଶାଳା ନିକଟରୁ ଚୋରୀ ହୋଇଯାଇଥିବା ଗରୁଡଙ୍କ ମୂର୍ତ୍ତୀ ଶୁକ୍ରବାର ସେହି ମନ୍ଦିର ପରିସରରେ ଥିବା କୂଅ ଭି
Anupambharat News Bureau | ଓଡ଼ିଶା | | 827 | Read...
ଭଦ୍ରକ, ୧ା୧୧ (ଅନୁପମ ମିଡ଼ିଆ):ଏକ ଠକେଇ ମାମଲାରେ ଭଦ୍ରକ ଡିଏସ୍ପି ଗୌତମ ମଲ୍ଲିକଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଏନ.ବି.ଡବ୍ଲì୍ୟ ବଳରେ ଗିରଫ କରିଛି ଭଦ୍ରକ ପୁଲିସ୍ । ଗିରଫ ପରେ ତାଙ୍କୁ ଡିଜି ନିଲମ୍ବିତ କରିଥିବାର ସୂଚନା ମ
Anupambharat News Bureau | ଓଡ଼ିଶା | | 826 | Read...
ଭୁବନେଶ୍ୱର, ୩୦ ।୧୦(ଅନୁପମ ମିଡିଆ): ୧୦ ଜଣ ଅତି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୧୩ଟି ମେଡ଼ିକାଲ କଲେଜର ସଂଯୋଜକ ଦାୟିତ୍ୱରେ ରଖାଯାଇଛି । ଏ ସମ୍ପର୍କରେ ଏକ ଆଦେଶନାମା ବୁଧବାର ପ୍ରକାଶ ପାଇଛି । ସମ୍ପୃକ୍ତ ଅଧିକାରୀମାନେ ମେଡ଼ିକା
Anupambharat News Bureau | ଓଡ଼ିଶା | | 824 | Read...
କେନ୍ଦ୍ରାପଡା,୩୦ା୧୦(ଅନୁପମ ମିଡିଆ): କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତିଙ୍କ ନାଁରେ ସେହି ସୋସାଇଟିର ଜନୈକ ମହିଳା କର୍ମଚାରୀ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ ପରେବି ପୋଲିସର ନ
Anupambharat News Bureau | ଓଡ଼ିଶା | | 823 | Read...
ଭୁବନେଶ୍ୱର, ୩୦ ।୧୦ । (ଅନୁପମ ମିଡିଆ): ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ୬୦ ଲକ୍ଷ ମାଟ୍ରିକ୍ ଟନ୍&zwn
Anupambharat News Bureau | ଓଡ଼ିଶା | | 819 | Read...
ବ୍ରହ୍ମପୁର,୩୦ ।୧୦(ଅନୁପମ ମିଡ଼ିଆ): ଚିକିଟି ବ୍ଲକ୍ ଅନ୍ତର୍ଗତ ନୁଆପଡ଼ାର ମାର୍ଗଦର୍ଶୀ ଶିଶୁ ବିଦ୍ୟାମନ୍ଦିରର ଏକ ଟାଟା ମେଜିକ ୨୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ୍କୁ ଯାଉଥିବାବେଳେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ