ଓଡ଼ିଶା : Category News


ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

Anupambharat News Bureau | ଓଡ଼ିଶା | | 1138 | Read...

ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର/ଯାଜପୁର, ୨୦ା୪(ଅନୁପମମିଡ଼ିଆ): ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ଗତକାଲି ସପରିବାରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ


ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ , ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

Anupambharat News Bureau | ଓଡ଼ିଶା | | 1137 | Read...

ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ ,  ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

ଚିକିଟି,୨୦ ।୪(ଅନୁପମ ମିଡ଼ିଆ): ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ନେଇ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସିଲ୍‌ ଓ ଯାଞ୍ଚ ଚାଲିଥିବା ବେଳେ ଆଜି ୧୦ ଜଣ ଓଡ଼ିଆଙ୍କ ସମେତ ୨୭ ଜଣ ଡ଼ଙ୍ଗା ଯୋଗେ ଅନୁପ୍ରବ


ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 1136 | Read...

 ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): ସୋମବାର ଗୋଟିଏ ଦିନରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭଦ୍ରକର ୫ ଜଣ, ଯାଜପୁରର ୫ ଜଣ , ବାଲେଶ୍ୱରର ୨ ଜଣ ଓ ସୁନ୍ଦରଗଡର ଜଣେ ଆକ୍ରାନ୍ତ


ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

Anupambharat News Bureau | ଓଡ଼ିଶା | | 1135 | Read...

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ସେମାନଙ୍କ ସହ ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍‌ କରିବେ । ଏହାପରେ ସେମାନଙ୍କ


ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

Anupambharat News Bureau | ଓଡ଼ିଶା | | 1134 | Read...

ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

ଛତ୍ରପୁର, ୧୯ା୪ (ଅନୁପମ ମିଡ଼ିଆ): କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲାରେ ଜାରି କେତେକ କଟକଣାକୁ ସୋମବାରଠାରୁ କୋହଳ ନେଇ ଘୋଷଣା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ରବିବାର ଏକ ଭିଡ଼ିଓ ବାର୍ତ୍ତାରେ ଜଣ


ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

Anupambharat News Bureau | ଓଡ଼ିଶା | | 1133 | Read...

 ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

କଟକ ,୧୯ା୪(ଅନୁପମମିଡ଼ିଆ): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍‌ ମହମ୍ମଦ ରଫିକ । ଏସମ୍ପର୍କରେ ଗତ ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ


କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

Anupambharat News Bureau | ଓଡ଼ିଶା | | 1132 | Read...

କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଆସନ୍ତାକାଲି ଠାରୁ କୃଷିକାର୍ଯ୍ୟକୁ ଖୁବ୍‌ ସାବଧାନତାର ସହ ଆରମ୍ଭ କରାଯାଉଛି । କି;ୁ କଟକ ଓ ଭୁବନେଶ୍ୱରରେ କଟକଣା ପୂର୍ବଭଳି ଜାରି ରହିବ । ସେଥି ପାଇଁ ଲୋକେ ଦୟାକରି ଘରେ ରୁହ;ୁ ।ଲୋକେ ନିରାପ


ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

Anupambharat News Bureau | ଓଡ଼ିଶା | | 1129 | Read...

ବିଡିଓ, ତହସିଲଦାରଙ୍କୁ ଆକ୍ରମଣ

ବିରଜାକ୍ଷେତ୍ର, ୧୮ା୪(ଅନୁପମମିଡ଼ିଆ): ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପିନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ ତହସିଲଦାର ଜ୍


ସୁସ୍ଥ ହୋଇ ଫେରିଲେ ଆଉ ତିନି

Anupambharat News Bureau | ଓଡ଼ିଶା | | 1128 | Read...

 ସୁସ୍ଥ ହୋଇ  ଫେରିଲେ ଆଉ ତିନି

ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି । ଏଥିସହିତ ମୋଟ ୨୪ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯ


ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 1127 | Read...

ବାଲେଶ୍ୱରରୁ ପ୍ରଥମ କରୋନା ପଜିଟିଭ୍‌

ଭୁବନେଶ୍ୱର, ୧୮ା୪(ଅନୁପମମିଡ଼ିଆ): ଶେଷରେ ଉତ୍ତର ଓଡ଼ିଶାକୁ ପ୍ରବେଶ କରିଛି କରୋନା ମହାମାରୀ । ବାଲେଶ୍ୱର ସହର ନିଳିମାବାଗ ଅଞ୍ଚଳରେ ଜଣେ ପଜିଟିଭ ରୋଗୀକୁ ଚିହ୍ନଟ କରାଯିବା ପରେ ମୟୂରଭଞ୍ଜ ଜିଲ୍ଲାରେ କଟକଣାକୁ କଡ଼ାକଡ଼ି କରାଯାଇ


ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

Anupambharat News Bureau | ଓଡ଼ିଶା | | 1126 | Read...

ସହରାଞ୍ଚଳ ଶ୍ରମିକଙ୍କ ପାଇଁ ଶହେ କୋଟି ମଞ୍ଜୁର

ଭୁବନେଶ୍ୱର, ୧୭ା୪(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି


ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

Anupambharat News Bureau | ଓଡ଼ିଶା | | 1124 | Read...

ଶ୍ରୀମନ୍ଦିର ସେବାୟତକୁ ୫ ହଜାର ଟଙ୍କାର ସହାୟତା

ପୁରୀ, ୧୭ା୪(ଅନୁପମମିଡ଼ିଆ): ଲକ୍‌ ଡାଉନ୍‌ ପାଇଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାରୁ ପ୍ରତ୍ୟେକ ସେବାୟତ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page